Excuse Me Odisha

ଯାହା କହିବୁ ସତ କହିବୁ

ଘରର ବାଡ଼ି ବଗିଚାରେ ଲେମ୍ବୁ ଗଛ ଥିଲେ, ଥରୁଟେ ନିଶ୍ଚିତ ଭାବରେ ଏହି କାର୍ଯ୍ୟ କରନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଅଧିକାଂଶ ଲୋକେ ପ୍ରକୃତି ପ୍ରେମୀ ହୋଇଥାନ୍ତି ଓ ବାଡ଼ି ବଗିଚାରେ ଫୁଲ ଗଛ, ଫଳ ଗଛ ଆଦି ଲଗାଇବାକୁ ପସନ୍ଦ କରିଥାନ୍ତି। ଏହାଦ୍ବାରା ପରିବେଶ ସକାରାତ୍ମକ ଓ ସବୁଜମୟ ହୋଇ ରହିଥାଏ। ତେବେ ଯଦି ଆପଣ ମାନଙ୍କ ଘରର ବଗିଚାରେ ଲେମ୍ବୁଗଛଟିଏ ରହିଛି, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଏହି ବିଶେଷ କାର୍ଯ୍ୟ କରିବା ଉଚିତ

ନଚେତ ଆପଣଙ୍କ ଘର ପ୍ରତି ବହୁତ ବଡ ବିପତ୍ତି ମାଡି ଆସିପାରେ। ଯଦି ଲେମ୍ବୁ ଗଛଟିଏ ଆପଣଙ୍କ ଘରର ବାଡ଼ି ଅଗଣାରେ ରହିଛି, ତାହେଲେ ଏହି ଉପାୟଟି ନିଶ୍ଚିତ ଭାବରେ କରିବା ଜରୁରୀ ଅଟେ।ନଚେତ ଆପଣଙ୍କ ଘରକୁ ଘୋର ବିପଦ ମାଡ଼ି ଆସିପାରେ। ତେବେ ଆସନ୍ତୁ ସେହି ଉପାୟଟି ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା।

ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ଘରର ବାଡି ବଗିଚାରେ କୌଣସି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। କିନ୍ତୁ ଆପଣ ନିଜ ବଗିଚାରେ ବେଲଗଛ ଲଗାଇ ପାରିବେ। କିନ୍ତୁ ଯଦି ଆପଣଙ୍କ ଘରର ବଗିଚାରେ କୌଣସି କଣ୍ଟା ଜାତୀୟ ଗଛ ରହିଛି, ତାହେଲେ ଆପଣଙ୍କୁ ବାସ୍ତୁ ଅନୁସାରେ ତାହାର କିଛି ବିଶେଷ ଉପାୟ କରିନେବା ନିହାତି ଜରୁରୀ ଅଟେ। ଯଦି ଆପଣ ସେହି ବିଶେଷ ଉପାୟ କରିବେ, ତାହେଲେ ଆପଣଙ୍କ ପରିବାର ଉପରକୁ କେବେବି କୌଣସି ସଙ୍କଟ ଆସିବ ନାହିଁ। ଆସନ୍ତୁ ଲେମ୍ବୁ ଗଛକୁ ନେଇ କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ ଜାଣିବା, ଯାହାକୁ ପ୍ରୟୋଗ କରିବା ଦ୍ୱାରା ଘରର ସବୁ ସଙ୍କଟ ଦୂର ହୋଇଯିବ।

କହିବାକୁ ଗଲେ ଆପଣମାନେ ସମସ୍ତେ ଶନିଦଶା ବିଷୟରେ ଜାଣିଥିବେ। ଭଗବାନ ଶନିଙ୍କ କୋପ ଦୃଷ୍ଟି ଯେଉଁ ଲୋକଙ୍କ ଉପରେ ପଡିଥାଏ ତଥା ଯେଉଁ ପରିବାର ଉପରେ ପଡିଥାଏ, ସେହି ଘରର ଲୋକେ କେବେ ମଧ୍ୟ ଜୀବନରେ ଆଗକୁ ବଢ଼ି ପାରନ୍ତି ନାହିଁ।ଏହାସହିତ ପରିବାରରେ ସର୍ବଦା କିଛି ନା କିଛି ଅଶାନ୍ତି ଲାଗି ରହିଥାଏ। କିନ୍ତୁ ଭଗବାନ ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ , ଆପଣଙ୍କୁ କିଛି ବିଶେଷ ଉପାୟ କରିବା ଆବଶ୍ୟକ। ଯଦି ଭଗବାନ ସନି ସନ୍ତୁଷ୍ଟ ହୋଇଯିବେ, ତାହେଲେ ଆପଣଙ୍କ ଜୀବନରୁ ସବୁ ଦୁଃଖକଷ୍ଟ ଦୂର ହୋଇଯିବ ଏବଂ ଆପଣ ଧନବାନ ହୋଇଯିବେ।

ଯଦି ଆପଣଙ୍କ ଘରର ବାଡ଼ି ବଗିଚାରେ ଲେମ୍ବୁ ଗଛ ରହିଛି, ତାହେଲେ ମାସର ପ୍ରତ୍ୟେକ ଶନିବାର ଦିନ ସେହି ଲେମ୍ବୁ ଗଛରୁ ଲେମ୍ବୁ ତୋଳି ଆଣନ୍ତୁ। ଯଦି ଲେମ୍ବୁ ଗଛ ଆପଣଙ୍କ ବଗିଚାରେ ନଥିବ, ତାହେଲେ ମଧ୍ୟ ବଜାରରୁ ଗୋଟେ ଲେମ୍ବୁ କିଣି ଆଣି ଏହି ବିଶେଷ ଉପାୟଟି କରନ୍ତୁ। ଆପଣ ୩ ଗୋଟି ଲେମ୍ବୁ , ୭ ଗୋଟି ଲଙ୍କା, ଖଣ୍ଡେ ହଳଦୀ, ଏବଂ ଏହାକୁ ଗୋଟେ ସୂତାରେ ବାନ୍ଧି ଗୁନ୍ଥି ଦିଅନ୍ତୁ।

ତାପରେ ଏହାକୁ ଆପଣଙ୍କ ଘରର ମୁଖ୍ୟ ଦୁଆର ସାମ୍ନାରେ ଟାଙ୍ଗୀ ଦିଅନ୍ତୁ। ଏଭଳି ମାସର ପ୍ରତ୍ୟେକ ଶନିବାର ଦିନ କରନ୍ତୁ ଏବଂ ଧ୍ୟାନ ରଖିବେ କି ଏହା ଉପରେ ଅନ୍ୟମାନଙ୍କର ନଜର ଯେପରି ପଡ଼ିବ ନାହିଁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବା ସହିତ ଆପଣଙ୍କ ଘରେ ସବୁ ଶନିଦଶା କଟିଯିବ। ଏହାସହିତ ଅନ୍ୟ କାହାର ନକାରାତ୍ମକ ଦୃଷ୍ଟି ଆପଣଙ୍କ ଉପରେ ପଡିବ ନାହିଁ।

ତେବେ ବନ୍ଧୁଗଣ , ଆଶା କରୁଛୁ କି ଏହି ପୋଷ୍ଟତି ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗି ଥିଲେ, ଏହାକୁ ସମସ୍ତଙ୍କ ସହିତ ସେୟାର କରନ୍ତୁ।ଏହାସହିତ ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଓ ଆଗକୁ ଆମ ସହିତ ଯୋଡ଼ି ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *