Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱାମୀଙ୍କ ସହିତ ରାତିରେ ଏହି କାମ କରିବା ବହୁତ ଆବଶ୍ୟକ। ବିବାହିତା ପୁରୁଷ ନିଶ୍ଚୟ ପଢ଼ନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ୱାମୀଙ୍କ ସହିତ ରାତିରେ ଏହି କାମ କରିବା ବହୁତ ଆବଶ୍ୟକ। ବିବାହିତା ପୁରୁଷ ନିଶ୍ଚୟ ପଢ଼ନ୍ତୁ।

ଯଦି ଆମେ ସ୍ୱାମୀ ସ୍ତ୍ରୀଙ୍କ କଥା କହିବା ତ ବିଛଣାରେ ସ୍ୱାମୀ ସ୍ତ୍ରୀଙ୍କୁ ବିଛଣାରେ ଏମିତି ୩ ଟି ଭୁଲ କେବେବି କରିବା ଉଚିତ ନୁହେଁ। ଏହା ଦ୍ବାରା ରାହୁଦୋଷ ଉତ୍ପନ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗ୍ରହଣ ଲାଗିଯାଇଥାଏ ଏହା ସହିତ ଘର ପରିବାର ବ୍ୟବସାୟ ବିଜନେସ ସବୁ ବର୍ବାଦ ହୋଇଯାଇଥାଏ।

ଶାଶୁ ଶଶୁର ଦେଢଶୁର ସାନ ଯା ବଡ଼ ଯାଙ୍କ ସହିତ ସମ୍ବଦ୍ଧ ଖରାପ ହୋଇଯାଇଥାଏ ଝଗଡା ହୋଇଥାଏ। ବାପ ଘର ସହିତ ବି ସମ୍ପର୍କ ଖରାପ ହୋଇଯାଇଥାଏ ଏମିତିକି ସ୍ୱାମୀଙ୍କ ମୃତ୍ୟୁ ବି ହୋଇଯାଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ଜୀବନ ଅସ୍ତ ବ୍ୟସ୍ତ ହୋଇଯାଏ। ଏଥିପାଇଁ ବେଡ଼ରୁମରେ ବିଛଣାରେ ଏହି ଭୁଲ କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା ସେହି ୩ ଟି କାମ ବିଷୟରେ ଯାହା ଆପଣଙ୍କୁ ନିଜ ବେଡ଼ରୁମର ବିଛଣାରେ ଭୁଲରେ ବି କରିବା ଉଚିତ ନୁହେଁ ଏବଂ କୌଣସି ବି ଲୋକଙ୍କୁ ନିଜ ବିଛଣାରେ ଭୁଲରେ ବି ୩ ଟି ଭୁଲ କରିବା ଉଚିତ ନୁହେଁ

ସ୍ୱାମୀ ସ୍ତ୍ରୀଙ୍କୁ ଗୁରୁବାର ଦିନ ଘରେ ପୋଛା ଲଗାଇବା ଉଚିତ ନୁହେଁ। ଏହା ଦ୍ବାରା ବରହସ୍ପି ଗ୍ରହ କମଜୋର ହୋଇଥାଏ। ଯାହା ଦ୍ୱାରା ପରସ୍ପର ମଧ୍ୟରେ ଥିବା ପ୍ରେମ ନଷ୍ଟ ହୋଇଯାଏ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଘୃଣା କରିବାରେ ଲାଗନ୍ତି ଏମିତିକି ସ୍ୱାମୀ ଅନ୍ୟ ସ୍ତ୍ରୀ ସହିତ ସମ୍ବଦ୍ଧ ବନେଇ ପାରନ୍ତି। ସ୍ୱାମୀ ସ୍ତ୍ରୀ ଦୁଇଜଣ ଜାକ ଭଟକି ଯାଇଥାନ୍ତି।

ସ୍ୱାମୀ ସ୍ତ୍ରୀଙ୍କ ରୁମରେ ଝାଡୁ ପୋଛା ରଖିବା ଉଚିତ ନୁହେଁ ବହୁତ ହିଁ ଅଶୁଭ ମାନାଯାଏ।

ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ରୁମ ଏମିତି ହେବା ଉଚିତ ଯେଉଁଠାରୁ ସୁଗଦ୍ଧ ବାହରୁଥିବ।

ବିବାହିତ ଲୋକଙ୍କ ବେଡ଼ ବା ପଲଙ୍କ ଲୁହାର ହେବା ଉଚିତ ନୁହେଁ। ବହୁତ ଅଶୁଭ ପରିଣାମ ମିଳିଥାଏ।

ସ୍ୱାମୀ ସ୍ତ୍ରୀଙ୍କୁ ନିଜ ବିଛଣାରେ ବସି ମାଛ ମାଂସ ମଦର ସେବନ କରିବା ଉଚିତ ନୁହେଁ ଏବଂ ଏହା ସହିତ ଖାଦ୍ୟ ବି ଖାଇବା ଉଚିତ ନୁହେଁ ଏମିତି କି ବିଛଣାରେ ବସି ଚା ମଧ୍ୟ ବସି ପିଇବା ଉଚିତ ନୁହେଁ। ଏହା ଦ୍ବାରା ରାହୁଦୋଷ ଉତ୍ପନ ହୋଇଥାଏ। ଏହା ଦ୍ୱାରା ବିଛଣା ମଇଳା ହୋଇଯାଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ଜୀବନ ଖରାପ ହୋଇଯାଇଥାଏ ଅଶୁଭ ହୋଇଯାଇଥାଏ।

ବୈବାହିକ ଜୀବନ ବର୍ବାଦ ହୋଇଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ବହୁତ ଅଶୁଭ ବୋଲି ମାନାଯାଏ। ଏମିତିକି ଆପଣଙ୍କ ସ୍ୱାମୀଙ୍କ ବ୍ୟପାର ବି ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ। ଯେତେ ଶୀଘ୍ର ସମ୍ଭବ ସ୍ୱାମୀ ସ୍ତ୍ରୀ ଏହି ଅଭ୍ୟାସକୁ ପରିବର୍ତ୍ତନ କରିଦିଅନ୍ତୁ। ଆପଣ ଚାହିଁଲେ ବେଡ଼ରୁମରେ ଟେବୁଲ ଉପରେ ବସି ଖାଦ୍ୟ ଖାଇ ପାରିବେ କିନ୍ତୁ ବିଛଣାରେ ନୁହେଁ। ଏହା ଦ୍ୱାରା ଶନିମହାରାଜ କ୍ରୋଧିତ ହୋଇଯାଇଥାଆନ୍ତି ଏବଂ ଦୁଇ ଜଣଙ୍କ ଜୀବନରେ ଗ୍ରହଣ ଲାଗିଯାଇପାରେ।

ସ୍ୱାମୀ ସ୍ତ୍ରୀଙ୍କଙ୍କ ପଲଙ୍କ ତଳେ ଜୋତା ଚପଲ ରଖିବା ଉଚିତ ନୁହେଁ। ବେଡ଼ର ବକ୍ସରେ ଚାକୁ ଛୁରୀ ଭଳି ଧାରୁଆ ଜିନିଷ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଦୁଇଜଣଙ୍କ ଜୀବନ ନର୍କ ବନିଯାଇଥାଏ ପରସ୍ପର ମଧ୍ୟରେ ପ୍ରେମ ଫିକା ପଡିଯାଇଥାଏ।

ସକାଳୁ ବିଛଣା ଓଲଟା ପାଲଟା ହୋଇଯିବା। କିଛି ଲୋକ ସକାଳୁ ଉଠିବା ପରେ ବିଛଣାକୁ ଏମିତି ହିଁ ଛାଡି ଦିଅନ୍ତି ଯାହା ଦିନ ସାରା ଏମିତି ହିଁ ପଡି ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଦ୍ବାରା ରାହୁ ସମ୍ବଦ୍ଧିତ ଦୋଷ ବନିଥାଏ। ଏହା ସହିତ ସ୍ୱାସ୍ଥ୍ୟ ଏବଂ ଧନ ସମ୍ବଦ୍ଧିତ ସମସ୍ୟା ବି ଉତ୍ପନ ହୋଇଥାଏ। ଏମିତି ଲୋକଙ୍କ ପିଛା ରାହୁ କେତୁ ଛାଡ଼ନ୍ତି ନାହିଁ। ଏଥିପାଇଁ ଯଦି ଉନ୍ନତି କରିବାକୁ ଚାହୁଁଥାନ୍ତି ତେବେ ସକାଳୁ ନିଜ ବିଛଣାକୁ ନିଶ୍ଚୟ ସାଇଜ କରିଦିଅନ୍ତୁ। ଅପରିଷ୍କାର ବିଛଣା ଅଶୁଭ ହୋଇଥାଏ। ଏହା ମନୁଷ୍ୟଙ୍କ ଜୀବନ ଖରାପ ହେବାର ଚିହ୍ନ ଅଟେ। ସେଥିପାଇଁ ବିଛଣାରେ ଚାଦର ଅସ୍ତ ବ୍ୟସ୍ତ ଛାଡ଼ନ୍ତୁ ନାହିଁ।

ବାସ୍ତୁଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀ ଯେଉଁ ବିଛଣାରେ ଶୋଇଥାନ୍ତି ସେହି ବିଛଣାରେ ପଡିଥିବା ବେଡ଼ସିଟ ଏବଂ ତକିଆର ପଡିଥିବା କଭରକୁ ପ୍ରତ୍ୟକ ସପ୍ତାହରେ ଥରେ ଧୋଇବା ଉଚିତ ଏବଂ ପରିଷ୍କାର ବେଡ଼ସିଟର ବ୍ୟବହାର କରିବା ଉଚିତ।

ତକିଆ ତଳେ ୨ ଟି ଗୁଜରାତି ରଖି ଶୋଇଲେ ଏବଂ ସକାଳୁ ଉଠି ୧ ଗୁଜୁରାତି ସ୍ୱାମୀଙ୍କୁ ଖୁଆଇ ଦିଅନ୍ତୁ ଏବଂ ଅନ୍ୟଟି ନିଜେ ଖାଇ ଦିଅନ୍ତୁ। ଏହା ଦ୍ବାରା ପ୍ରେମ ବଢିଥାଏ ଏବଂ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ଅଲଗା କରି ପାରିବ ନାହିଁ। ଧୀରେ ଧୀରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ଏମିତି ସପ୍ତାହରେ ୨ ଥର ନିଶ୍ଚୟ କରନ୍ତୁ। ଗୁଜୁରାତି ପ୍ରେମର ପ୍ରତୀକ ଅଟେ। ଏହା ଦ୍ବାରା ଧନର ବି ମଧ୍ୟ ବୃଦ୍ଧି ହୋଇଥାଏ।

କିଛି ବି ହୋଇଗଲେ ସ୍ୱାମୀ ସ୍ତ୍ରୀଙ୍କ ରୁମକୁ ଅନ୍ୟ ପୁରୁଷଙ୍କୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ବହୁତ ଅଶୁଭ ମାନାଯାଏ। ଏହା ଦ୍ୱାରା ସର୍ବଦା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ଦୂରତା ଉତ୍ପନ ହୋଇପାରେ। ତଲାକ ହୋଇପାରେ। ଦୁଇଜଣଙ୍କ ମଧ୍ୟରେ ଅନ୍ୟ ଜଣଙ୍କର ପ୍ରବେଶ ହୋଇପାରେ। ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ରୁମକୁ ବହୁତ ପବିତ୍ର ମାନାଯାଏ। ଏହା ଭିତରକୁ ଜୂତା ଚପଲ ପିନ୍ଧି ପ୍ରବେଶ କରିବା ଉଚିତ ନୁହେଁ। ଏହା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ଗ୍ରହଣ ଲାଗିପାରେ। ଏମିତିକି ସ୍ୱାମୀ ସ୍ତ୍ରୀଙ୍କୁ ବାହାରକୁ ଯିବା ସମୟରେ ଚାବି ପକେଇ ଯିବା ଉଚିତ।

ସ୍ୱାମୀ ସ୍ତ୍ରୀଙ୍କ ରୁମରେ ହିଂସ୍ର ଜୀବଜନ୍ତୁଙ୍କ ଫୋଟ ନିଜ ପୂର୍ବଜଙ୍କ ଫୋଟ ଭୁଲରେ ବି ଲଗେଇବା ଉଚିତ ନୁହେଁ। ଏହା ଦ୍ବାରା ନକରାତ୍ମକତା ବଢି ଯାଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲଢେ଼ଇ ଝଗଡା ଆରମ୍ଭ ହୋଇଥାଏ। ଏହା ଦ୍ୱାରା ଶାଶୁ ଶଶୁରଙ୍କ ସହିତ ସମ୍ପର୍କବି ଖରାପ ହୋଇଯାଇଥାଏ। ସ୍ୱାମୀ ସ୍ତ୍ରୀଙ୍କୁ ନିଜ ରୁମରେ ହଂସର ଯୋଡ଼ା ମୟୁରର ଯୋଡ଼ା କପୁଲ ପ୍ରେମୀ ଯୁଗଳଙ୍କ ଫୋଟ ରଖିବା ଉଚିତ। ଏହା ଦ୍ବାରା ପ୍ରେମ ବଢିଥାଏ।

ଆସନ୍ତୁ ଜାଣିବା ସ୍ୱାମୀ ସ୍ତ୍ରୀଙ୍କୁ ରୁମରେ କେଉଁ ଦିଗରେ ଶୋଇବା ଉଚିତ ଯାହା ଦ୍ୱାରା କେବେବି ଝଗଡା ହେବ ନାହିଁ।

ବାସ୍ତୁଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କୁ କିମ୍ବା କୌଣସି ବି ବ୍ୟକ୍ତି ଶୋଇବା ସମୟରେ ନିଜର ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବକୁ ରଖିବା ଉଚିତ ଅର୍ଥାତ ଆମର ପାଦ ଉତ୍ତର କିମ୍ବା ପଶ୍ଚିମ ଦିଗକୁ ରହିବା ଉଚିତ। ଏହା ଦ୍ବାରା ପରସ୍ପର ମଧ୍ୟରେ ପ୍ରେମ ବଢିଥାଏ ସୁଖର ପ୍ରାପ୍ତି ହୋଇଥାଏ। ଭୁଲ ଦିଗକୁ ମୁଣ୍ଡ କରି କେବେବି କୌଣସି ଲୋକ ଶୋଇବା ଉଚିତ ନୁହେଁ।

ରାତିରେ ସ୍ତ୍ରୀ ସହିତ ପ୍ରେମ କରିବା ନିହାତି ଆବଶ୍ୟକ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଘରେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ପ୍ରେମ କରିଥାନ୍ତି ଯେଉଁ ସ୍ୱାମୀ ନିଜ ସ୍ତ୍ରୀଙ୍କର ସବୁ ଇଛା ପୁରା କରିଥାନ୍ତି ତ ଏମିତି ଘରେ ସର୍ବଦା ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ପତିପ୍ରମେଶ୍ୱର ନିଜ ସ୍ତ୍ରୀଙ୍କୁ ପ୍ରେମ କରିନଥାଏ ତ ସେଠାରେ କେବେବି ମା ଲକ୍ଷ୍ମୀ ବାସ କରନ୍ତି ନାହିଁ। ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି ଯେ ସ୍ୱାମୀ ସ୍ତ୍ରୀଙ୍କୁ ରାତି ସମୟରେ ପ୍ରେମ ନିଶ୍ଚୟ କରିବା ଉଚିତ। ଯଦି କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ ତ ପରସ୍ପର ମଧ୍ୟରେ ସମାଧାନ କରିନେବା ଉଚିତ।

ଦୁଇ ଜଣଙ୍କ ମଧ୍ୟରୁ କାହାରିକୁ ଜଣେ ତରଳି ଯିବାକୁ ହେବ। ଏହି କଥା ବାହାରେ କରିବା ଉଚିତ ନୁହେଁ। ରାତି ସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ସମ୍ଭୋଗ ନିଶ୍ଚୟ କରିବା ଉଚିତ। ଏହା ଦ୍ବାରା ସମ୍ପର୍କ ମଜବୁତ ହୋଇଥାଏ। ସ୍ତ୍ରୀଙ୍କୁ ପ୍ରେମ କରିଲେ ସ୍ୱାମୀଙ୍କ ଆୟୁଷ ଲମ୍ବା ହୋଇଥାଏ। ସ୍ତ୍ରୀଙ୍କୁ କଥା କଥାରେ ଗାଳି ଦେବା ଉଚିତ ନୁହେଁ ବରଂ ସ୍ତ୍ରୀଙ୍କୁ ପ୍ରେମ କରିବା ଉଚିତ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ। ଧନ ସୁଖ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ବଢିଥାଏ। ସ୍ତ୍ରୀଙ୍କୁ ସର୍ବଦା ଖୁସି ରଖିବା ଉଚିତ। ସ୍ତ୍ରୀ ଯଦି କାନ୍ଦି ଥାଏ ତେବେ ସେହି ଘରର ନିଶ୍ଚୟ ସର୍ବନାଶ ହୋଇଥାଏ ବର୍ବାଦ ହୋଇଯାଇଥାଏ। ଏମିତି କେବେବି ହେବାକୁ ଦିଅନ୍ତୁ ନାହିଁ।

ବାସ୍ତୁ ଅନୁସାରେ ବେଡ଼ରୁମରେ ଆଇନା ରଖିବା ଉଚିତ ନୁହେଁ। ଯଦି ଥାଏ ତ ତାକୁ ଢାଙ୍କି କରି ଶୁଅନ୍ତୁ।

ସ୍ୱାମୀ ସ୍ତ୍ରୀଙ୍କ ରୁମର ରଙ୍ଗ ଧଳା ହେବା ଉଚିତ ନୁହେଁ ନଚେତ ଆପଣଙ୍କ ଜୀବନ ବେରଙ୍ଗ ହୋଇପାରେ। କାନ୍ଥର ରଙ୍ଗ ସର୍ବଦା ହରା ଗୋଲାପୀ ଲାଲ ହଳଦିଆ ଆକାଶୀ ରଙ୍ଗ ଭଲ ପ୍ରଭାବ ପକାଇଥାଏ।

ସ୍ତ୍ରୀଙ୍କୁ ନିଜ ରୁମରେ ସ୍ୱାମୀ ବିନା କେଶ ଖୋଲା କରି ରଖିବା ଉଚିତ ନୁହେଁ। ବହୁତ ହିଁ ଅଶୁଭ ମାନାଯାଏ। ଏହି କଥାକୁ ସ୍ଵୟଂ ମା ସୀତା କହିଥିଲେ।

ସ୍ୱାମୀଙ୍କ ବିନା ସ୍ତ୍ରୀଙ୍କୁ କେବେବି ବାହାରକୁ ଯିବା ଉଚିତ ନୁହେଁ। ଯେଉଁ ମହିଳା ନିଜ ସ୍ୱାମୀଙ୍କ ସହିତ ସପିଂ କରିଥାନ୍ତି ତାଙ୍କର ବୈବାହିକ ଜୀବନ ସଫଳ ମାନାଯାଏ।

କୌଣସି ବି ମହିଳାଙ୍କୁ ବିବାହ ପରେ ଭଗବାନ ଗଣେଶଙ୍କ ଫୋଟ ନିଜ ବାପ ଘରୁ ଆଣିବା ଉଚିତ ନୁହେଁ। ଏହା ଦ୍ବାରା ଅନର୍ଥ ହୋଇଥାଏ। ବାପ ଘରେ ସବୁ ସୁଖ ସମୃଦ୍ଧି ନଷ୍ଟ ହୋଇଯାଏ।

କୌଣସି ବି ମହିଳାଙ୍କୁ ନିଜ ସ୍ୱାମୀଙ୍କ ଠାରୁ ଅଧିକ ସମୟ ଦୂରରେ ରହିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *