ହାତରେ “M” ଚିହ୍ନ ଅଛି ତ ଏହି ୩ ଟି ଭୁଲ କରନ୍ତୁ ନାହିଁ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହାତରେ “M” ଚିହ୍ନ ଅଛି ତ ଏହି ୩ ଟି ଭୁଲ କରନ୍ତୁ ନାହିଁ।
ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଜାଣିବା ହାତର ରେଖାରେ ରହିଥିବା M ଅକ୍ଷରର ଚିହ୍ନ ବିଷୟରେ। M ଅକ୍ଷରର ଆକୃତି କେମିତି ହୋଇଥାଏ ଦେଖିବା ଦ୍ୱାରା କିଛି ଲୋକ ଭୁଲ କରିଦେଇଥାଆନ୍ତି। ଆସନ୍ତୁ ଜାଣିବା କଣ ସେହି ଭୁଲ ହୋଇଥାଏ ଏବଂ ଏଥିପାଇଁ ଆପଣ ଜୀବନରେ ଠିକ ସମୟରେ ବି ସଫଳ ହୋଇପାରନ୍ତି ନାହିଁ। ଏହି କଥାର ଯଦି ଧ୍ୟାନ ଦେବେ ତ ସଫଳତାକୁ ବି ପାଇନେବେ। ପ୍ରଥମେ ଆସିଥାଏ life line ର ରେଖା ଏହା ପରେ Hart line ର ରେଖା ହୃଦୟ ରେଖା ଏବଂ mine lineର ରେଖା ଏହି ୩ଟି ରେଖା ମିଶି କରି କିଛି ଏମିତି ପ୍ରକାରର ଯାହାକି M ଅକ୍ଷର ପରି ଦେଖାଯାଇଥାଏ।
ଏମିତି କଣ ହୋଇଥାଏ ନାଁ M ଚିହ୍ନ ଦେଖା ଯାଇନଥାଏ ତ ସେଥିରେ ଗୋଟେ ଭାଗ୍ୟ ରେଖା ଅଛି ଯାହା ଯାଇଥାଏ ଶନି ପର୍ବତ ପର୍ଯ୍ୟନ୍ତ ଏହି ପ୍ରକାରର ଏହି ୪ ରେଖାର ମିଶ୍ରିତରେ ଯଦି କୌଣସି ବି ହାତରେ ଏହି ପ୍ରକାରର ଚିହ୍ନ ବନିଥାଏ ତ ସେମିତିରେ ବହୁତ କମ ଲୋକଙ୍କ ହାତରେ ଏହି ଚିହ୍ନ ମିଳିଥାଏ M ଚିହ୍ନ ଭଙ୍ଗା ଅଙ୍କା ବଙ୍କା ହେବା ଉଚିତ ନୁହେଁ। ଦୋଷ ମୁକ୍ତ ରେଖା ହେବା ଉଚିତ। ଯଦି ଏହି ପ୍ରକାରର ଚିହ୍ନ ବନୁଅଛି ତ ଏହା ବହୁତ ଲକି ସାବ୍ୟସ୍ତ ହୋଇଥାଏ। ଏବେ ଆସନ୍ତୁ ଜାଣିବା ସେହି ଭୁଲ ବିଷୟରେ ଯାହା ଆପଣ ନିଜ ଜୀବନରେ କରିଦିଅନ୍ତି ଏବଂ ହାତରେ M ଚିହ୍ନ ଥିବା ସ୍ୱତେ ବି ଫାଇଦା ମିଳିପାରିନଥାଏ ସେହି ଭୁଲ କଣ ଆସନ୍ତୁ ଜାଣିବା।
ଯାହାର ହାତରେ ଏହି ରେଖାଥାଏ ତ ଅଳ୍ପ ଟିକେ ଲେଜି ପ୍ରକାରର ହୋଇଥାନ୍ତି। ତାଙ୍କ ଭିତରେ ଅଳ୍ପ ଟିକେ ଅଳସୁଆତା ଥାଏ ଏବଂ ଶୀଘ୍ର ହିଁ ସେମାନେ କୌଣସି କାମରେ ବୋର ହେବାକୁ ଲାଗିଥାନ୍ତି। ଯଦି ସେମାନେ କୌଣସି କାମ କରିବା ପାଇଁ ନିଷ୍ପତ୍ତି ନେଇନିଅନ୍ତି ତେବେ ସେମାନେ ପୁରା ଜୋସରେ ଥାଆନ୍ତି କି କାମ ପୁରା କରି ଦେଖାଇବେ କିନ୍ତୁ ଧୀରେ ଧୀରେ ତାଙ୍କ ହାତରେ ଯେଉଁ କାମ ଅସଫଳ ହେବାକୁ ଲାଗେ ତ ତାଙ୍କ ମନ ସେହି କମରେ ଲାଗେନାହିଁ ଆଉ ସେମାନେ ସେହି କାମକୁ ମଝିରେ ହିଁ ଛାଡି ଦିଅନ୍ତି।
ଯେଉଁ କାରଣରୁ ତାଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ। ଯଦି ଆପଣ ବାରମ୍ବାର ଚେଷ୍ଟା କରିବେ ଥରେ ଦୁଇ ଥର ନୁହେଁ ତୃତୀୟ ଥରରେ ତ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ଯଦି ଆପଣ ଏହି କଥାର ଧ୍ୟାନ ଦେବେ ତେବେ ଆପଣ ଆଗକୁ ଆସୁଥିବା ସମୟରେ ସଫଳତାକୁ ନିଶ୍ଚୟ ପାଇନେବେ।
ଏମାନଙ୍କ ସ୍ଵଭାଵ ଅଧିକ ମିଳାମିଶା ହୋଇନଥାଏ। ଏମାନଙ୍କର ବହୁତ କମ ମିତ୍ର ହୋଇଥାନ୍ତି। ଯେଉଁ କାରଣରୁ ଏମାନଙ୍କ ବନ୍ଧୁ ବହୁତ କମ ହୋଇଥାନ୍ତି। ଯଦି କୌଣସି କାର୍ଯ୍ୟ କରିବାକୁ ପଡିଥାଏ ଯଦି କୌଣସି କାମରେ ରିସର୍ଚ୍ଚ କରିବାକୁ ପଡିଥାଏ ତ ଏମାନଙ୍କ ପାଖରେ ପ୍ରଥମରୁ ହିଁ କଣ୍ଟେନବେଶ ବହୁତ ଛୋଟ ଅଟେ ଯେଉଁ କାରଣରୁ ଯଦି କୌଣସି କାର୍ଯ୍ୟ ୧୦ ଦିନରେ ହେବାର ଥିବ ତାହା ୨୦ ଦିନରେ ହୋଇଥାଏ। ଏମାନଙ୍କର ଏହି ସ୍ଵଭାଵ କାରଣରୁ ଯଦି ଆପଣ ନିଜର ସ୍ଵଭାଵ ଉପରେ ଧ୍ୟାନ ଦେବେ ନିଜ ସ୍ୱାଭାବକୁ ଅଳ୍ପ ଶାନ୍ତ ବନେଇବେ କାରଣ ଏମାନେ ଅଳ୍ପ ଟିକେ ଚିଡି ଯାଇଥାନ୍ତି।
ଯଦି ଏମାନଙ୍କୁ କ୍ରୋଧ ବି ଆସିଯାଏ ଯେଉଁ କାରଣରୁ ନିଜର ମିତ୍ରଙ୍କ ଠାରୁ ଅଧିକ ପପୁଲର ହୋଇପାରନ୍ତି ନାହିଁ। କିନ୍ତୁ ଜେକେହି ବି ଆକର୍ଷଣ ହୋଇଥାନ୍ତି ଅର୍ଥାତ ଏମାନଙ୍କ ଆଡ଼କୁ ଟାଣି ହୋଇ ଆସିଥାନ୍ତି କିନ୍ତୁ ନିଜର ସ୍ୱାଭାବ କାରଣରୁ ତାଙ୍କୁ ନିଜର ମିତ୍ର ବନେଇ ପାରନ୍ତି ନାହିଁ। ଯଦି ଆପଣ ନିଜ ସ୍ୱାଭଵ ଉପରେ ଧ୍ୟାନ ଦେବେ ତେବେ ଆଗକୁ ଆସୁଥିବା ଭବିଷ୍ୟତରେ ଆପଣଙ୍କୁ ଏତେ ସମୟ ଲାଗିବ ନାହିଁ କୌଣସି କାମକୁ ପୁରା କରିବା ପାଇଁ।
ଏମାନେ ଟଙ୍କା ସମ୍ବଦ୍ଧରେ କିମ୍ବା ଧନ ପ୍ରାପ୍ତି ସମ୍ବଦ୍ଧିୟ କଥାକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି କି ଆମକୁ ଟଙ୍କା କେବେ ମିଳିବ। ଯଦି ସମ୍ପତି କିଣିବାର ଅଛି ତ ତାହା କେବେ ହେବ ଏମାନେ କୌଣସି ଇଛା ରଖିଥାନ୍ତି ମନରେ। କେବେ ପୁରା ହେବ ଯେଉଁ କାରଣରୁ ଏମାନଙ୍କ ମନ ବିଚଳିତ ହୋଇଯାଏ। କାରଣ ଏମାନଙ୍କ ଇଛା ସମୟ ପୂର୍ବରୁ ଏହା ପୁରା କରିବାକୁ ଚାହିଁଥାନ୍ତି। ୨୫ ବର୍ଷ ବୟସ ପୂର୍ବରୁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିଥାଏ ୨୫ ବର୍ଷ ପରେ ଯଦି ଆପଣ ବିଜନେସ କରିବେ ତେବେ ଭବିଷ୍ୟତରେ ଆପଣଙ୍କୁ ସଫଳତା ମିଳିବ।