Excuse Me Odisha

ଯାହା କହିବୁ ସତ କହିବୁ

ଗାଈକୁ କେବେବି ଖାଇବାକୁ ଦିଅନ୍ତୁ ନାହିଁ ଏହି ଜିନିଷ ନଚେତ ଘରକୁ ଭୟଙ୍କର ଗରିବୀ ଆସିଥାଏ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗାଈକୁ କେବେବି ଖାଇବାକୁ ଦିଅନ୍ତୁ ନାହିଁ ଏହି ଜିନିଷ ନଚେତ ଘରକୁ ଭୟଙ୍କର ଗରିବୀ ଆସିଥାଏ। ତେବେ ଆସନ୍ତୁ ଜାଣିବା।

ହିନ୍ଦୁଶାସ୍ତ୍ର ଅନୁସାରେ ଗାଈକୁ ବହୁତ ପବିତ୍ର ମନା ଯାଇଥାଏ ଏବଂ କୁହାଯାଏ ଗାଈ ମଧ୍ୟରେ ୩୩ କୋଟି ଦେବୀ ଦେବତା ବାସ କରିଥାନ୍ତି। ଗାଈକୁ ମା କହି ସମ୍ବଦ୍ଧିତ କରାଯାଏ। ସେଥିପାଇଁ ଗାଈକୁ ସର୍ବଶ୍ରେଷ୍ଟ ସ୍ଥାନ ଦିଆଯାଇଛି। ବନ୍ଧୁଗଣ ଗାଈ ସର୍ବଶକ୍ତିର ଭଣ୍ଡାର ହୋଇଥାଏ। ଗାଈ ଘର ପାଖରେ ରହିବାର ଅର୍ଥ ହେଲା ଯେ ଆପଣ ସମସ୍ତ ସମସ୍ଯା ଓ ଅସୁବିଧାରୁ ଦୂରେଇ ରହି ସୁଖ ସମୃଦ୍ଧିରେ ଜୀବନ ଯାପନ କରିପାରିବେ। ଯଦି ଆପଣ ପ୍ରତ୍ୟେକ ଦିନ ଗାଈକୁ କିଛି ଖାଇବା ପାଇଁ ଦେବେ ତା ହେଲେ ଆପଣଙ୍କ ଘରକୁ ସୁଖ ଓ ସମୃଦ୍ଧି ଆସିବ।

ଗାଈ କଷ୍ଟ ଦେବା ବହୁତ ବଡ ପାପ ହୋଇଥାଏ କାରଣ ଗାଈ ଦେହରେ ୩୩ କୋଟି ଦେବୀ ଦେବତା ବାସ କରିଥାନ୍ତି। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଜିନିଷ ବିଷୟରେ କହିବୁ ଯାହା ଗାଈକୁ କେବେବି ଖାଇବାକୁ ଦିଅନ୍ତୁ ନାହିଁ ଏହି ଜିନିଷ ନଚେତ ଘରକୁ ଭୟଙ୍କର ଗରିବୀ ଆସିଥାଏ। ତେବେ ଆସନ୍ତୁ ଜାଣିବା।

ଗାଈକୁ ଗୁରୁ ସହିତ ମାନାଯାଏ ମାନେ ଗୁରୁ ଗ୍ରହ ସହିତ ଓ ବୃହସ୍ପତି ଗ୍ରହ ସହିତ। ଏଥିପାଇଁ ଗୁରୁବାର ଦିନ ଗାଈକୁ ରୁଟି ଉପରେ ଟିକେ ହଳଦୀ ଢାଳି ଖୁଆନ୍ତୁ। ଏଥି ଦ୍ୱାରା ସୁଖ ସମ୍ପତ୍ତି ଧନ ଓ ଐଶ୍ଵର୍ଯ୍ୟ ବଢିଥାଏ। ଦୁଷ୍ଟ ଗ୍ରହ ଶାନ୍ତ ହୋଇଯାଏ। ଯେଉଁ ଲୋକ ମାନସିକ ଚିନ୍ତାରେ ରହୁଥାନ୍ତି ସେମାନେ ଗାଈକୁ ରୁଟି ଉପରେ ଗୁଡ଼ ରଖି ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ସକାରାତ୍ମକ ଉର୍ଜା ଆସିଥାଏ। ଟେନସନ ଦୂର ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହେ।

ଯଦି ଆପଣଙ୍କୁ ଲାଗେ ଆପଣଙ୍କର ସବୁ ଗ୍ରହ ଖରାପ ଅଛି ତ ଏମିତିରେ ଗାଈକୁ ପ୍ରଥମ ରୁଟି ସବୁବେଳେ ଖୁଆନ୍ତୁ। ସବୁ ଗ୍ରହ ଧୀରେ ଧୀରେ ଶୁଭ ହୋଇଯାଏ।

କେବେ କେବେ ଜୀବନରେ ଲମ୍ବା ସମୟରେ ଶୁଭ ଏବଂ ମଙ୍ଗଳ କାର୍ଯ୍ୟ ହୋଇପାରୁନାହିଁ ତ ଏମିତିରେ ଆପଣ ଗାଈକୁ ରୁଟି ଖୁଆନ୍ତୁ। ଗାଈର ମସ୍ତିଷ୍କକୁ ଛୁଇଁ ନିଜର ମନସ୍କାମନା କୁହନ୍ତୁ। ଏବଂ ପ୍ରଣାମ କରନ୍ତୁ ଓ ପାଦକୁ ଛୁଅନ୍ତୁ। ଏହା ଦ୍ବାରା ଆପଣଙ୍କର ମନସ୍କାମନା ଅବଶ୍ୟ ପୂରଣ ହୋଇଯିବ। ତ ଏହା ଥିଲା ଆପଣ ଗାଈକୁ କଣ ଖୁଆଇବେ।କିନ୍ତୁ ଗାଈକୁ କଣ ଖୁଆଇବା ଉଚିତ ନୁହେଁ ଏବେ ଆମେ ସେହି ବିଷୟରେ ଜାଣିବା।

ଏବେ ଆସନ୍ତୁ ଜାଣିବା ଗାଈକୁ କଣ ଖୁଆଇବା ଉଚିତ ନୁହେଁ।

ଗାଈକୁ ରୁଟିତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି। ଏହି ରୁଟି ବାସି ହେବା ଉଚିତ ନୁହେଁ। କିମ୍ବା ଗୋଟିଏ ଦିନ ପୂର୍ବରୁ ଯେଉଁ ରୁଟିକୁ ବନେଇ ଥାଆନ୍ତି ତାକୁ ସକାଳୁ ସକାଳୁ ଖୁଆଇବା ଉଚିତ ନୁହେଁ। କେତେଥର ଆପଣ ରୁଟି ବନେଇଦେଇ ଥାନ୍ତି କିନ୍ତୁ ସେହିଦିନ ଗାଈ ଆପଣଙ୍କୁ ମିଳେ ନାହିଁ ସେହି ରୁଟିକୁ ରଖିଦିଅନ୍ତି ଏବଂ ତା ପର ଦିନ ଗାଈକୁ ସେହି ରୁଟି ଖୁଆଇବା ଦ୍ୱାରା ଏହା ଗାଈର ଅପମାନ ବୋଲି ମାନାଯାଏ। ଗୋଟିଏ ଦିନ ଆଗରୁ ବଳକା ରହିଥିବା ରୁଟିକୁ ମାନେ ବଳକା ବାସି ରୁଟିକୁ ଗାଈକୁ ଖୁଆଇବା ଉଚିତ ନୁହେଁ।

ପଚା ସଢା ଜିନିଷ ଖରାପ ଜିନିଷ ଗାଈକୁ ଖୁଆନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ସମସ୍ୟା ଆସିଥାଏ। ଯଦି ଆପଣ ଏପରି କରୁଥାନ୍ତି ତାହେଲେ ନିଜର ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାରଣ ଏହା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ। ଗାଈକୁ ଘାସ ତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି ଘାସ ଖୁଆଇବା ସମୟରେ ଆପଣ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଗାଈକୁ ସବୁଠୁ ଅଧିକ ଅସ୍ତ ପତ୍ର ଖୁଆଇଥାନ୍ତି କିନ୍ତୁ ଗାଈକୁ ଅସ୍ତ ପତ୍ର ଆପଣ ନିଜେ ତୋଳିକି ଖୁଆନ୍ତୁ ନାହିଁ।

ଆପଣ ଘରକୁ ପନିପରିବା ଆଣନ୍ତି ତ ସେଥିରେ ଶାଗ ଆସିଥାଏ ତ ଆପଣ ସେଥିରୁ ଭଲ ଜିନିଷ ବାଛି ରଖି ଦେଇ ବଞ୍ଚି ଥିବା ଜିନିଷକୁ ଗାଈକୁ ଖୁଆନ୍ତୁ ନାହିଁ। ଆପଣ ଯାହା ଦିଅନ୍ତି ଗାଈ ଖାଇଦିଏ। କିନ୍ତୁ କିଛି ଭଲ ଜିନିଷ ମିଶାଇ ଗାଈକୁ ଖୁଆଇ ଦିଅନ୍ତୁ। ତ ଭଲ ଫାଇଦା ମିଳିବ। ଗାଈକୁ କ୍ଷୀର ପିଆଇବା ଉଚିତ ନୁହେଁ। ଆପଣ ଦହି ଚାଉଳ ଖୁଆଇ ପାରିବେ କିନ୍ତୁ କ୍ଷୀର ସଜ ହେଉ କିମ୍ବା ବାସି ଭୁଲରେ ମଧ୍ୟ ଗାଈକୁ ଖୁଆନ୍ତୁ ନାହିଁ। ତ ଏହି ୩ ଟି ଜିନିଷ ଗାଈକୁ ଭୁଲରେ ବି ମଧ୍ୟ ଖୁଆନ୍ତୁ ନାହିଁ।

ଗୋଟିଏ ହେଲା ବଞ୍ଚିଥିବା ରୁଟି, କୌଣସି ବି ବଳକା ରହିଥିବା ଖାଦ୍ୟ ଗାଈକୁ ଖୁଆଇବା ଉଚିତ ନୁହେଁ। ଯେପରି ଚାଉଳ ବଞ୍ଚିଯାଇଥାଏ କିମ୍ବା ରୁଟି। ଆପଣ ଯଦି ଚାରା ଖୁଆଉଛନ୍ତି ତ ତାହେଲେ ପଚା ସଢା ଜିନିଷ ଖୁଆନ୍ତୁ ନାହିଁ। ଯଦି ଖୁଆଉଛନ୍ତି ତ ସେଥିରେ କିଛି ଭଲ ଜିନିଷ ମିଶାନ୍ତୁ। ଏବଂ ଗାଈକୁ କ୍ଷୀର ମଧ୍ୟ ଦିଅନ୍ତୁ ନାହିଁ। ଏହି ଜିନିଷକୁ ବିଲକୁଲ ଖୁଆନ୍ତୁ ନାହିଁ। ନଚେତ ଘରକୁ ଗରିବ ଆସିଥାଏ। ମା ଲକ୍ଷ୍ମୀ ସେହି ଘରେ ବାସ କରିବା ଛାଡି ଦିଅନ୍ତି। ୮୪ ଲକ୍ଷ ଜନି ପରେ ଆତ୍ମା ଗାଈର ରୂପ ନେଇଥାଏ। ଗାଈ କେବେବି ଅଶୁଭ ହୋଇନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *