Excuse Me Odisha

ଯାହା କହିବୁ ସତ କହିବୁ

କରଜରୁ ମୁକ୍ତି ହୋଇଯିବେ କୌଣସି ବି ଦିନ ଭଗବାନ ହନୁମାନଙ୍କ ମନ୍ଦିରରେ ଅର୍ପଣ କରିଦିଅନ୍ତୁ ଏହି ଗୋଟିଏ ଜିନିଷ କରଜରୁ ମୁକ୍ତି ପାଣିର ୩ ଟି ଉପାୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କରଜରୁ ମୁକ୍ତି ହୋଇଯିବେ କୌଣସି ବି ଦିନ ଭଗବାନ ହନୁମାନଙ୍କ ମନ୍ଦିରରେ ଅର୍ପଣ କରିଦିଅନ୍ତୁ ଏହି ଗୋଟିଏ ଜିନିଷ କରଜରୁ ମୁକ୍ତି ପାଣିର ୩ ଟି ଉପାୟ।

ଆଜିକାଲି ବ୍ୟସ୍ତତା ଭରା ଜୀବନରେ କାରଜ ନେବା ବହୁତ ସହଜ ହୋଇଗଲାଣି। ଯେତେବେଳେ ଜୀବନରେ କରଜର ସମସ୍ୟା ବଢିଯାଇଥାଏ ସେତେବେଳେ ଆମେ ଭାବିଥାଉ ଯେ କଣ କରିବା। କଣ ଆପଣ ଜାଣିଛନ୍ତି କରଜ ଆପଣ ଏମିତି ଦିନରେ ନେଇଥାନ୍ତି ଯାହାକୁ ଆପଣ ପରିଶୋଧ କରିପାରନ୍ତି ନାହିଁ କାରଣ କରଜ ନେବାରେ ବି ସମସ୍ୟା କିମ୍ବା ସାବଧାନତା ଦୁଇଟି ଯାକର ଆବଶ୍ୟକତା ଅଛି ନଚେତ ବହୁତ ସମସ୍ୟା ଆସିବ।

ଶନିବାର ଦିନ ଭୁଲରେ ବି କରଜ ନେବେ ନାହିଁ କାରଣ ଶନିବାର ଦିନ ନିଆଯାଇ ଥିବା କରଜ କେବେବି ଶେଷ ହୋଇନଥାଏ। ଶନିବାର ଦିନ ଲୋନ ପେପରରେ କେବେବି ଦସ୍ତଖତ କରନ୍ତୁ ନାହିଁ ନଚେତ ସମସ୍ୟା ଆସିବ। କୌଣସି ବି ମାସର ୮, ୧୭ ଏବଂ ୨୬ ତାରିଖରେ କରଜ ନେବେ ନାହିଁ କାରଣ ୮ ଅଙ୍କ ଶନିଙ୍କ ଅଙ୍କ ହେବ ଆଉ ଏହି ତାରିଖରେ କରଜ ନେଲେ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣ ସମସ୍ୟାରେ ରହିବେ।

କରଜ ଯେତେବେଳେ ବି ନେଉଛନ୍ତି ତ କଳା ପେନରେ କେବେବି ଭୁଲରେ ବି ଦସ୍ତଖତ କରନ୍ତୁ ନାହିଁ ନଚେତ କରଜ ଶୁଝି ପାରିବେ ନାହିଁ। ଚେଷ୍ଟା କରନ୍ତୁ କି ସୋମବାର ବୁଧବାର ଏବଂ ଶୁକ୍ରବାର ଦିନ ହିଁ କରଜ ନିଅନ୍ତୁ କାରଣ ଏହି ଦିନରେ ନିଆଯାଉଥିବା କରଜ ବହୁତ ଶୀଘ୍ର ଶୁଝିଯାଇ ଥାଏ ଏବଂ ଜୀବନରେ ସମସ୍ୟାରୁ ଦୂର କରିଥାଏ। ଯେତେବେଳେ ଲୋନ ପେପରରେ ଦସ୍ତଖତ କରିବେ ତ ମନେ ମନେ କହିବେ କି ହେ ପ୍ରଭୁ ଏହା ତୁମର ହିଁ ଜିନିଷ ଆଉ ତୁମକୁ ହିଁ ଅର୍ପଣ କରୁଛି। ଆପଣ ବି ତାଙ୍କର ସେ ବି ଆପଣଙ୍କର ଏମିତି କୁହନ୍ତୁ। ଧନକୁ ତାଙ୍କୁ ହିଁ ସମର୍ପଣ କରିଦିଅନ୍ତୁ ଦେଖିବେ ଏମିତି କରିଲେ କରଜରୁ ଶୀଘ୍ର ମୁକ୍ତି ମିଳିଯିବ।

ଯଦି କରଜର ଭାର ବହୁତ ବଢିଯାଇଛି ତେବେ ଆପଣ ଏକ ଛୋଟ ପ୍ରୟୋଗ କରନ୍ତୁ। ପାନ ପତ୍ର ବହୁତ ଯାଦୁକର ହୋଇଥାଏ। ଧନର ସମସ୍ୟାକୁ ଦୂର କରିଥାଏ। ପାନ ପତ୍ରର ଯେତେବେଳେ ପ୍ରୟୋଗ କରିବେ ତ ସେହି ପାନପତ୍ର କଟା ଫଟା ହୋଇନଥିବା ଦରକାର ସଫା ସବୁଜ ରଙ୍ଗର ହୋଇଥିବା ଦରକାର ବଡ଼ ହେଉ କିମ୍ବା ଛୋଟ ଭଲ ପାନ ପତ୍ର ନେବେ। ପତ୍ରର ଦାଣ୍ଠି ବାହାର କରିଦିଅନ୍ତୁ ଏହାର ଉପରେ ୧ ଟି ସବୁଜ ଗୁଜୁରାତି ଏବଂ ୧ ରୁ ୨ଟି ଲବଙ୍ଗ ରଖନ୍ତୁ ଏବଂ ଏହି ପତ୍ରକୁ ମୋଡି କରି ପାନର ବିଡା କରିଦିଅନ୍ତୁ।

ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ସ୍ନାନ ସାରି ପରିଷ୍କାର କପଡା ପିନ୍ଧିବେ ଆଉ ଆମିଷ ସେହି ଦିନ ଖାଇବେ ନାହିଁ। ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଭଗବାନ ହନୁମାନଙ୍କ ମନ୍ଦିର ଯାଇ ପାନଟିକୁ ଅର୍ପଣ କରିଦିଅନ୍ତୁ। ୩ ମାସ ପର୍ଯ୍ୟନ୍ତ ପ୍ରତ୍ୟକ ମଙ୍ଗଳବାର ଦିନ ଏହି ପ୍ରୟୋଗ କରନ୍ତୁ। ଯଦି ଆପଣ ନିଜେ କେବେ କେବେ ଯାଇପାରିବେ ନାହିଁ ତ ଆପଣଙ୍କ ଘରର କୌଣସି ସଦସ୍ୟଙ୍କୁ ଯିବାପାଇଁ କହିବେ। ଏମିତି କଲେ କରଜରୁ ମୁକ୍ତି ପାଇବାର ରାସ୍ତା ଖୋଲିଯିବ।

ଲକ୍ଷେ ପ୍ରୟାସ ପରେ ବି କରଜ ଶୁଝି ନଥାଏ କି ଧନର ଆଗମନ ହୋଇନଥାଏ। ବିବାହ ହୋଇପାରୁନାହିଁ ବ୍ୟବସାୟରେ ଉନ୍ନତି ହେଉନାହିଁ। ଯେକୌଣସି ସମସ୍ୟାରେ ଥିଲେ ଏହି ଉପାୟ କରନ୍ତୁ। ମଙ୍ଗଳବାର ଦିନ ଆପଣ ଗୋଟେ ସବୁଜ ରଙ୍ଗର ପାନ ପତ୍ର ନେବେ ଦାଣ୍ଠି ବାହାର କରିଦେବେ।

ଏହି ପତ୍ରର ଚିକଣ ଭାଗକୁ ତଳକୁ କରିଦିଅନ୍ତୁ ଆଉ ପଛ ଭାଗକୁ ତଳକୁ କରିଦିଅନ୍ତୁ। ଏହି ଉପର ଭାଗରେ ୨ ଟି ଲବଙ୍ଗ ରଖନ୍ତୁ ଆଉ ଦୁଇଟି ହାତରେ ପତ୍ରକୁ ଧରି ଘରୁ ବାହାରି ଯାଇ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ ଏବଂ ହାତ ଯୋଡି ପ୍ରାର୍ଥନା କରନ୍ତୁ ଯାହା ଆପଣଙ୍କ କାମରେ ବାଧା ଅଛି ଯାହା ଆପଣଙ୍କ ଜୀବନରେ ଧନର ସମସ୍ୟା କରଜର ସମସ୍ୟା ଅଛି ଏହି ପାନ ପତ୍ର ସହିତ ତାହା ବହିଯାଉ। ବହି ଯାଉଥିବା ପାଣି ଆପଣଙ୍କ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ। ୨ ରୁ ୩ ମାସ ମଧ୍ୟରେ ଆପଣଙ୍କ ସମସ୍ତ କାମର ବାଧା ଦୂର ହୋଇଯିବ। ଆପଣଙ୍କୁ ନିଜ କାମରେ ସଫଳତା ମିଳିବାକୁ ଲାଗିବ। ଜୀବନରେ ଯେଉଁ ସମସ୍ୟା ଅଛି ସେଥିରୁ ବାହାରିବାର ରାସ୍ତା ଖୋଲିଯିବ।

ଏହି ଉପାୟ ଆପଣ ନିଜେ କରିପାରିବେ କିମ୍ବା ଆପଣଙ୍କ ଘରର କୌଣସି ମହିଳା ମଧ୍ୟ କରିପାରିବେ କିନ୍ତୁ ମହିଳାମାନେ ଭଗବାନ ହନୁମାନଙ୍କୁ ଛୁଇଁବେ ନାହିଁ। କରଜରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦିନ ରାତିରେ ବିଶେଷ ପ୍ରୟୋଗ କରାଯାଏ। ଏହି ପ୍ରୟୋଗ ଯେତେବେଳେ କରିବେ ତ ଚେଷ୍ଟା କରିବେ ଯେମିତି ସେହି ଦିନ ଲୁଣ ଖାଇବେ ନାହିଁ ସ୍ୱାତିକ ଭଜନ ଗ୍ରହଣ କରିବେ ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ ଖାଇବେ। ମଙ୍ଗଳବାର ଦିନ ରାତିରେ ସ୍ନାନ କରି ୧୧ ରୁ ୧ ଟା ମଧ୍ୟରେ ସମୟରେ ଏହି ପ୍ରୟୋଗ କରିବେ।

ରାତିରେ ସ୍ନାନ ସାରି ପରିଷ୍କାର କପଡା ପିନ୍ଧି ଭଗବାନ ହନୁମାନଙ୍କ ସାମ୍ନାରେ ଆପଣ ନିଜ ଘରେ ହିଁ ବସି ଯାଆନ୍ତୁ ଏବଂ ଗୋଟେ ଦୀପ ଜାଳନ୍ତୁ ସେହି ଦୀପ ସୋରିଷ ତେଲରେ ବି ହୋଇପାରେ ଘିଅରବି ହୋଇପାରେ ଭଗବାନ ହନୁମାନଙ୍କ ସାମ୍ନାରେ ଜାଳନ୍ତୁ ଏବଂ ୧୧ ଥର ହନୁମାନ ଚାଳିସାର ପାଠ କରନ୍ତୁ। ଏହି ପ୍ରୟୋଗ ନିୟମିତ ଭାବରେ ଆପଣ ଅତି କମରେ ୧୧ ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ। କରଜରୁ ମୁକ୍ତି ମିଳିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *