Excuse Me Odisha

ଯାହା କହିବୁ ସତ କହିବୁ

ସୋମବାର ଦିନ ଲୁଣରେ ଏହି ଉପାୟରେ ସବୁଠାରୁ ଜଲଦି କାହିଁକି କୋଟିପତି ବନିଯାନ୍ତି। ଆପଣ ବି ବନନ୍ତୁଜଲଦି। ୧୬ ମଇ ଚନ୍ଦ୍ରଗ୍ରହଣ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୋମବାର ଦିନ ଲୁଣରେ ଏହି ଉପାୟରେ ସବୁଠାରୁ ଜଲଦି କାହିଁକି କୋଟିପତି ବନିଯାନ୍ତି। ଆପଣ ବି ବନନ୍ତୁଜଲଦି। ୧୬ ମଇ ଚନ୍ଦ୍ରଗ୍ରହଣ।

ବନ୍ଧୁଗଣ ସୋମବାର ଦିନ ଲୁଣରେ କରନ୍ତୁ ଏହି ଉପାୟ। ଏମିତି ଲୁଣରେ କଣ ଅଛି ଯେ ଲୋକେ ଏହା ଦ୍ବାରା ଏତେ ଧନୀ ହୋଇଯାନ୍ତି କାହିଁକି ଏହା ଦ୍ବାରା ଧନ ଚୁମ୍ବକ ପରି ଘରକୁ ଟାଣି ହୋଇ ଆସିଥାଏ। ଆସନ୍ତୁ ଜାଣିବା ଏହାର ପଛର ରହସ୍ୟ କଣ ଅଛି।

ବନ୍ଧୁଗଣ ଲୁଣ ଯାହା ସମସ୍ତଙ୍କ ଘରେ ବହୁତ ସହଜରେ ମିଳିଯାଏ। ଆପଣଙ୍କୁ ଜଣେଇ ଦେଉଛୁ ଖାଦ୍ୟରେ ଲୁଣ କମ ହୋଇଥାଏ ତ ସେହି ଖାଦ୍ୟ ସ୍ୱାଦ ହୀନ ଲାଗିଥାଏ। ଅଳ୍ପ ଟିକେ ଲୁଣ ଆପଣଙ୍କ ଖାଦ୍ୟକୁ ସ୍ୱାଦିଷ୍ଟ ବନାଇ ଥାଏ। ଯେବେ ଠାରୁ ଲୁଣ ପ୍ରସ୍ତୁତ ହୋଇଛି ସେବେ ଠାରୁ ହିଁ ଏହା ମାନାଯାଉଛି କି ଏଥିରେ ନାକରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ଅଦ୍ଭୁତ ଶକ୍ତିଥାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଲୁଣ ଘରେ ସକରାତ୍ମକ ଉର୍ଜାର ସଞ୍ଚାର ବହୁତ ତେଜିରେ କରିଥାଏ।

କୁହାଯାଏ କି ଯେଉଁଠି ଲୁଣ ନାହିଁ ତ ସେଠାରେ ଭୁତ ପ୍ରେତ ବାସ କରିଥାନ୍ତି ଏବଂ ଏମିତି ଘରେ ସୁଖ ସମୃଦ୍ଧି ବି ରହିନଥାଏ। ଏମିତି ସ୍ଥିତିରେ ଆମେ ଜାଣିଥାଉ କି ଲୁଣର ଏହି ଉପାୟ କରିବା ଦ୍ୱାରା ସବୁଠୁ ଅଧିକ ବ୍ୟକ୍ତି ଧନବାନ କାହିଁକି ହୋଇଯାଇଥାନ୍ତି। ତେବେ ଆସନ୍ତୁ ଜାଣିବା ଲୁଣର ସେହି ଚମତ୍କାରୀ ଉପାୟ ଯାହା ଦ୍ୱାରା ରାତାରାତି ବଦଳି ଯାଇପାରେ ଆପଣଙ୍କ ଭାଗ୍ୟ।

ବନ୍ଧୁଗଣ କୌଣସି ବି ଦିନରେ ହୋଇପାରେ ସୋମବାର ଦିନରେ ବି ହେଉ କିମ୍ବା ରବିବାର ଦିନ ଆପଣ ଏହି ଉପାୟ କୌଣସି ବି ପରିସ୍ଥିତିରେ କରିପାରିବେ ଏହା ଦ୍ୱାରା ତୁରନ୍ତ ହିଁ ଫଳ ପ୍ରଦାନ କରିଥାଏ। ଏହି ଉପାୟ ଆପଣଙ୍କର ସବୁ ଇଚ୍ଛାକୁ ପୁରା କରିବ। ଏତେ ଶକ୍ତି ଥାଏ ଏହି ଉପାୟରେ ଯେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଆସନ୍ତୁ ଜାଣିବା।

୧୦୦ ଗ୍ରାମ କଳା ବିରି ଏବଂ ୫୦ ଗ୍ରାମ ଧଳା ଚାଉଳ ଏବଂ ୫୦ଗ୍ରାମ ଦାଣ୍ଠି ଥିବା ଶୁଖିଲା ଲଙ୍କା ଏକ ପକେଟ ଟାଟା ଲୁଣ ୧୦୦ ଗ୍ରାମ ସୋରିଷ ତେଲ ଏବଂ ଗୋଟେ ପାଣି ବୋତଲ ଏହିସବୁ ଜିନିଷକୁ ଏକାଠି କରି ଗୋଟେ ଥାଳିରେ ନେଇ କୌଣସି ବୃଦ୍ଧ ବ୍ୟକ୍ତି କିମ୍ବା ବୃଦ୍ଧା ମହିଳାଙ୍କୁ ଦାନ କରିଦିଅନ୍ତୁ ଏବଂ ଚୁପଚାପ ଘରକୁ ଫେରି ଆସନ୍ତୁ ଏହା ଦ୍ୱାରା ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ। ଚାକିରୀ ବ୍ୟବସାୟରେ ଉନ୍ନତି ହୋଇଯିବ

ଏହା ଦ୍ବାରା ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି ଆଉ ଆପଣଙ୍କ ଘରକୁ ଦୌଡ଼ି ଦୌଡ଼ି ଚାଲିଆସିବେ। ଆପଣଙ୍କ ଚେହେରାରେ ହସ ଆସିଯିବ। ଭଗବାନ ଶନି ଆପଣଙ୍କ ଉପରେ କୃପାଦୃଷ୍ଟି ବର୍ଷା କରିବେ। ଆପଣଙ୍କ ବୃହସ୍ପତି ମଜବୁତ ହୋଇଯିବ ଏବଂ ଆପଣଙ୍କ ଶୁକ୍ର ବି ମଜବୁତ ହୋଇଯିବ। ଆପଣଙ୍କର କେତେବି ପୁରୁଣା ଗରିବୀ ଥାଉ ମାତ୍ର ଏହି ଉପାୟ କରିବା ଦ୍ୱାରା ଦୂର ହୋଇଯାଇଥାଏ। ଏହି ଉପାୟ ଚୁପଚାପ କରନ୍ତୁ। ଏହା ଦ୍ବାରା ଆପଣ ଯେଉଁବି କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ନିଶ୍ଚୟ ହେବେ। କରଜ ବି ଦୂର ହୋଇଯିବ। ଏଥିପାଇଁ ଏହି କାମ ଅବଶ୍ୟ କରନ୍ତୁ।

ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କର ପ୍ରତିନିଧି ମାନାଯାଏ। ଲୁଣକୁ ଯଦି ଆପଣ କୌଣସି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖନ୍ତି ତ ଏହା ଚନ୍ଦ୍ର ଏବଂ ଶନିଙ୍କର ମିଳନ ହେବ। ଯାହାକି ବହୁତ ଅଶୁଭ ହୋଇଥାଏ। ଏମିତିକି ଆପଣ ଗରିବ ମଧ୍ୟ ହୋଇଯାଇପାରନ୍ତି। ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ବି ଭୁଲରେ ବି ରଖିବା ଉଚିତ ନୁହେଁ। ଲୁଣକୁ ସର୍ବଦା କାଚ ପାତ୍ରରେ ହିଁ ରଖନ୍ତୁ। ବହୁତ ଶୁଭ ମାନାଯାଏ।

ଯଦି କୌଣସି ବ୍ୟକ୍ତି ଲୁଣକୁ ଲୁହା କିମ୍ଵା ପ୍ଲାଷ୍ଟିକ ପାତ୍ରରେ ରଖିଦିଅନ୍ତି ତ ତାକୁ ଗରିବିର ସାମ୍ନା କରିବାକୁ ପଡିଥାଏ। ଚନ୍ଦ୍ର ଏବଂ ଶନି କ୍ରୋଧିତ ହୋଇଯାଇଥାନ୍ତି।

ଅନେକ ଥର ଲୋକଙ୍କର ଖାଦ୍ୟରେ ଲୁଣର କମ ହୋଇଯାଇଥାଏ ତ ସେମାନେ ଅଳ୍ପ ଲୁଣ ଖାଦ୍ୟରେ ପକେଇ ଦେଇଥାନ୍ତି ଆଉ ବାକି ଫୋପାଡ଼ି ଦେଇଥାନ୍ତି ଯାହାକି ବହୁତ ଅଶୁଭ ମାନାଯାଏ। ଲୁଣ ତଳେ ପଡିବା ବହୁତ ଅଶୁଭ ହୋଇଥାଏ। ଏହା ତଳେ ପଡିଲେ ଚନ୍ଦ୍ର ଏବଂ ଶୁକ୍ର କମଜୋର ହୋଇଯାନ୍ତି। ଯେଉଁ କାରଣରୁ ମା ଦେବୀ ଲକ୍ଷ୍ମୀବି ସାଥ ଛାଡି ଦିଅନ୍ତି ଏବଂ ଜୀବନ ସାରା ଗରିବୀ ହୋଇ ରହିଥାନ୍ତି।

ଲୁଣ ଉଧାରରେ ଖାଇବା ଉଚିତ ନୁହେଁ। ଲୁଣ ଧାର ନେଇଥିଲେ ନିଶ୍ଚୟ ଫେରାଇ ଦେବା ଉଚିତ। ନଚେତ ଆପଣଙ୍କର ଖରାପ ଦିନ ଆସିପାରେ।

ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କେବେବି କାହାରି ଠାରୁ ଲୁଣ ନେବା ଉଚିତ ନୁହେଁ କି ଦେବା ଉଚିତ ନୁହେଁ। ସନ୍ଧ୍ୟା ସମୟରେ ଲୁଣ ଅନ୍ୟକୁ ଦେଲେ ଆପଣଙ୍କ ଘରର ସୁଖ ସମୃଦ୍ଧି ଚାଲି ଯାଇଥାଏ ଏହା ସହିତ ଲୁଣ ନେବା ଲୋକବି ବର୍ବାଦ ହୋଇଯାଇଥାଏ। ଏଥିପାଇଁ ସନ୍ଧ୍ୟା ସମୟରେ ଲୁଣ ଦେବା ନେବା କରିବା ଉଚିତ ନୁହେଁ।

ଘରକୁ ଲେପା ପୋଛା କରୁଥିବା ସମୟରେ ଏକ ଚାମଚ ଲୁଣ ସେହି ପାଣିରେ ମିଶାଇ ଦିଅନ୍ତୁ। ତା ପରେ ସେହି ପାଣିରେ ଘରକୁ ଲେପା ପୋଛା କରନ୍ତୁ ଏବଂ ଏହାକୁ ସପ୍ତାହରେ ୨ ରୁ ୩ ଥର ନିଶ୍ଚୟ କରନ୍ତୁ। ଏହି କ୍ଷେତ୍ରରେ ସିଂଦ୍ଧା ଲୁଣ ଅପେକ୍ଷା ସମୁଦ୍ର ଲୁଣ ବହୁତ ଭଲ କାମ କରିଥାଏ। ଏହା କରିବା ଦ୍ୱାରା ଘରର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ନଜର ଦୋଷ ମଧ୍ୟ ଦୂର ହୋଇଥାଏ। ଘରେ ସମସ୍ତ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ। ଆଉ ତାହା ଘରକୁ ଆଦୌ ପ୍ରବେଶ କରି ପାରିନଥାଏ। ଯାହା ଫଳରେ କି ଘରକୁ ଶାନ୍ତିର ବାତାବରଣ ଫେରି ଆସିଥାଏ। ଘର ଧନ ଐଶ୍ୱର୍ଯ୍ୟରେ ପୁରି ଉଠିଥାଏ।

ନଜର ଦୋଷ ଯାଦୁ ତନ୍ତ୍ର ମନ୍ତ୍ର କ୍ରିୟାରୁ ଦୂର କରିବା ପାଇଁ କରନ୍ତୁ ଲୁଣର ଏହି ଏଉପାୟ। ଅଳ୍ପ ଲୁଣ ନିଅନ୍ତୁ ଏବଂ ଅଳ୍ପ ଅଟା ୭ ଟି ଦାଣ୍ଠି ଥିବା ନାଲି ଲଙ୍କା ଏକ ଟୁକଡା କଇଲା ଅଳ୍ପ ହଳଦୀ ନିଅନ୍ତୁ ଏବଂ ଏହିସବୁ ଜିନିଷକୁ କାଗଜରେ ଗୋଡ଼ାଇ ସେହି ଲୋକର ନଜର ଉତାରନ୍ତୁ ଯାହାକୁ ନଜର ଲାଗିଥିବ ତାର ଉପରେ ୭ ଥର ବୁଲାଇ ଦିଅନ୍ତୁ ଏବଂ ଏହାକୁ ଚୁପଚାପ ଅଗ୍ନିରେ ଜଳେଇ ଦିଅନ୍ତୁ। ଅଗ୍ନି ଆପଣ କୌଣସି ପାତ୍ରରେ ନିଜ ଘରେ ହିଁ ଜଳାନ୍ତୁ। ଏକ ମିନିଟରେ ସବୁ ନଜରଦୋଷ ଦୂର ହୋଇଯିବ। ଏମିତି କଲେ ଆପଣଙ୍କ ସବୁ ନଜରଦୋଷ ଦୂର ହୋଇଯିବ

ଶୋଇବା ସମୟରେ ନିଜ ତକିଆ ତଳେ କଳା କପଡ଼ାରେ ଲୁଣକୁ ବାନ୍ଧି ରଖି ଶୋଇଯାଆନ୍ତୁ। ଏହା ଦ୍ବାରା ଆପଣଙ୍କ ଭିତରେ ଯେତିକି ବି ନକରାତ୍ମକ ଉର୍ଜା ଥିବ ଏହା ନିଜ ଭିତରକୁ ସୁଖେଇ ନେଇଥାଏ ଏବଂ ସକାଳ ସମୟରେ ଏକ ଆନନ୍ଦଦାୟକ ସମୟ ଅନୁଭୁବ କରିଥାଏ।

ଚାରେ ଲୁଣ ପକେଇବା ଉଚିତ ନୁହେଁ। ବହୁତ ଅଶୁଭ ମାନାଯାଏ। ଏହା ଦ୍ବାରା ଶରୀରରେ ଅନେକ ଘାତକ ବିମାରୀ ଉତ୍ପନ ହୋଇଥାଏ।

ଶନିବାର ଦିନ ଲୁଣର ଦାନ କରନ୍ତୁ। ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ। ଏହା ଦ୍ବାରା ବ୍ୟକ୍ତିର ସବୁ ନବ ଗ୍ରହ ଶାନ୍ତ ହୋଇଯାଏ। ଶନିଦେବଙ୍କ ଅସୀମ କୃପା ଏମାନଙ୍କ ଉପରେ ବର୍ଷି ଥାଏ।

ଅଧିକ ମାତ୍ରାରେ ଲୁଣ ଖାଇବା ଉଚିତ ନୁହେଁ। ଏହା ଶରୀର ଅସୁସ୍ଥ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *