Excuse Me Odisha

ଯାହା କହିବୁ ସତ କହିବୁ

ସ୍ଵର୍ଗରୁ ତିଆରି ହୋଇ ଆସିଥାଏ ଏହି ୪ ଗୋଟି ନାମ ବିଶିଷ୍ଟ ଯୋଡ଼ି,କେହି ମଧ୍ୟ ଏମାନଙ୍କୁ ଅଲଗା କରି ପାରିବେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନେ ସବୁ ଜାଣିଥିବେ କି ପ୍ରତ୍ୟେକ ଯୋଡି ଭଗବାନଙ୍କ ଦ୍ୱାରା ତିଆରି ହୋଇଥାଏ ଏବଂ ଏହି ଯୋଡ଼ି ଉପରେ ଭଗବାନଙ୍କର ଆଶୀର୍ବାଦ ରହିଥାଏ।ଭଗବାନଙ୍କ ଦ୍ଵାରା ହିଁ ଏହି ଯୋଡି ବନା ଯାଇଥାଏ। ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ସେ ତିଆରି କରିଥିବା ଯୋଡିଙ୍କ ମଧ୍ୟରେ କେବେବି ଝଗଡ଼ା ହୋଇଥାଏ ଏବଂ ଭରପୂର ପ୍ରେମ ରହିଥାଏ।

ଏହି ଯୋଡିଙ୍କ ମଧ୍ୟରେ କେବେବି ମତାନ୍ତର ହୋଇ ନଥାଏ। ଏହାସହିତ ଏମାନେ ପରସ୍ପରକୁ ବହୁତ ଭଲ ପାଇବା ସହିତ ସମ୍ମାନ ମଧ୍ୟ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏଭଳି ୪ ଗୋଟି ନାମ ଥିବା ଯୋଡିଙ୍କ ବିଷୟରେ କହିବା ପାଇଁ ଯାଉଛୁ, ଯାହା ସ୍ୱର୍ଗରୁ ଭଗବାନଙ୍କ ଦ୍ଵାରା ତିଆରି ହୋଇଥାଏ ଏବଂ ଏହି ଯୋଡ଼ି ଉପରେ ସର୍ବଦା ଭଗବାନଙ୍କ କୃପା ଦୃଷ୍ଟି ରହିଥାଏ।

୧/ A ଏବଂ S ନାମର ଯୋଡି :-

ଏହି ନାମର ଯୋଡି ଭଗବାନଙ୍କ ଆଶୀର୍ବାଦ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଗଭୀର ଭଲ ପାଇବା ମଧ୍ୟ ରହିଥାଏ। ଏମାନଙ୍କ ଭିତରେ କୌଣସି କଥାକୁ ନେଇ କିଛି ଝଗଡା କିମ୍ବା ମତାନ୍ତର ହୁଏ ନାହିଁ। ଏମାନେ ପରସ୍ପରକୁ ବହୁତ ସମ୍ମାନ କରିଥାନ୍ତି ଏବଂ ଆବଶ୍ୟକତା ସମୟରେ ପରସ୍ପରକୁ ବହୁତ ସହଯୋଗ କରିଥାନ୍ତି। ଭବିଷ୍ୟତ ପାଇଁ ଏମାନେ କେବେବି ଚିନ୍ତିତ ହୋଇ ନଥାନ୍ତି, ଅର୍ଥାତ ଏମାନେ ବର୍ତ୍ତମାନର ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି।

୨/ C ଏବଂ M ନାମର ଯୋଡି :-

ଏହି ନାମର ଯୋଡ଼ିଙ୍କ ଉପରେ ସର୍ବଦା ଭଗବାନଙ୍କର କୃପା ଦୃଷ୍ଟି ରହିଥାଏ। ଏମାନେ ପରସ୍ପରକୁ କୌଣସି ମୁହୂର୍ତ୍ତରେ ଛାଡ଼ିକି ଯାଇ ନଥାନ୍ତି। ଏହାସହିତ ଏହି ଯୋଡ଼ିର ଲୋକେ କେବେବି ପରସ୍ପରର ଦୁଃଖ ଦେଖି ସହ୍ୟ କରି ପାରନ୍ତି ନାହିଁ।ସେମାନେ ନିଜ ସମ୍ପର୍କକୁ ବହୁତ ସଚ୍ଚୋଟ ଓ ବିଶ୍ୱାସର ସହିତ ତୁଲାଇ ଥାଆନ୍ତି। ଏମାନେ ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ପରସ୍ପର ସହିତ ଛିଡ଼ା ହୋଇଥାନ୍ତି।

୩/ H ଏବଂ N ନାମର ଯୋଡି :-

ଏହି ନାମର ଯୋଡି ପରସ୍ପରକୁ ସର୍ବଦା ଖୁସିରେ ରଖିବା ପାଇଁ ପ୍ରୟାସ କରିଥାନ୍ତି। ଏମାନେ କେବେବି ପରସ୍ପର ଝଗଡା କିମ୍ବା ରାଗରୋଷ କରନ୍ତି ନାହିଁ। ଏମାନେ ପରସ୍ପରକୁ ଭରପୂର ପ୍ରେମ କରିବା ସହିତ ସମ୍ମାନ କରିଥାନ୍ତି। ଏହି ନାମର ଯୋଡ଼ି କେବେବି ଜୀବନର କୌଣସି ମୁହୂର୍ତ୍ତରେ ପରସ୍ପର ସାଥି ଛାଡ଼ି ନଥାନ୍ତି। କହିବାକୁ ଗଲେ ଏମାନଙ୍କ ଆତ୍ମା ଜଡ଼ିତ ରହିଥାଏ।

୪/ J ଏବଂ R ନାମର ଯୋଡି :-

ଏହି ନାମର ଯୋଡିଙ୍କ ଭିତରେ ବହୁତ ଗଭୀର ଭଲ ପାଇବା ରହିଥାଏ। ଏମାନେ କେବେବି ପରସ୍ପରକୁ ଅସମ୍ମାନ କରନ୍ତି ନାହିଁ ଏବଂ ଝଗଡା ମଧ୍ୟ କରନ୍ତି ନାହିଁ।ଲୋକେ ଏମାନଙ୍କ ଯୋଡିକୁ ବହୁତ ପସନ୍ଦ କରିଥାନ୍ତି ଏମାନେ ପରସ୍ପରକୁ ବହୁତ ସମ୍ମାନ କରିବା ସହିତ ଭରପୂର ପ୍ରେମ ମଧ୍ୟ କରିଥାନ୍ତି। ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଏହି ଯୋଡିର ଲୋକେ ପରସ୍ପରକୁ ପ୍ରେରଣା ଦେଇ ଆଗକୁ ବଢ଼ି ଚାଲିଥାନ୍ତି।

ବନ୍ଧୁଗଣ, ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ପୋଷ୍ଟ ଅଧିକ ପଢିବା ପାଇଁ ଆମ ଫେସବୁକ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *