Excuse Me Odisha

ଯାହା କହିବୁ ସତ କହିବୁ

ତକିଆ ତଳେ ମୟୂର ପର ରଖି ଶୋଇବାର 3 ଟି ଆଶ୍ଚର୍ଯ୍ୟଜନକ ଲାଭ 100% ମିଳିବ ମୁକ୍ତି

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ଶାସ୍ତ୍ରରେ ମୟୂର ପରକୁ ବହୁତ ଶୁଭ ବୋଲି କୁହାଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୂର ପର ଅତ୍ୟନ୍ତ ପ୍ରିୟ ଅଟେ। ଶାସ୍ତ୍ରରେ ମୟୂର ପରକୁ ଅତ୍ୟନ୍ତ ଶୁଭ ଓ ଗୁରୁତ୍ବପୁର୍ଣ ମାନା ଯାଇଛି। ଅଧିକାଂଶ ଲୋକେ ନିଜ ଘରେ, କାର୍ଯ୍ୟାଳୟରେ, ଅଫିସରେ ମୟୂର ପର ରଖିଥାନ୍ତି। ଏଭଳି କରିବା ବହୁତ ଶୁଭ ହୋଇଥାଏ। ଯଦି ଆପଣ ଶୋଇବା ପୂର୍ବରୁ ନିଜ ତକିଆ ତଳେ ମୟୂର ପର ରଖି ଶୋଇବେ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଫାଇଦା ମିଳିବ।ଆସନ୍ତୁ ମୟୂର ପର ରଖିବାର ଫାଇଦା ବିଷୟରେ ଜାଣିବା।

ପ୍ରଥମେ ହେଉଛି, ଯେତେବେଳେ ଆପଣ ମୟୂର ପର କିଣୁଛନ୍ତି, ସେତେବେଳେ ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ କରନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ମୟୂର ପରରେ ଅଧିକ ଗୁଣା ଦିବ୍ୟ ଶକ୍ତି ବଢିଯିବ।ଏହାସହିତ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ।ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।ରାତିରେ ଆପଣ ଶୋଇବା ପୂର୍ବରୁ ବାମ ପଟକୁ ହୋଇ ଶୁଅନ୍ତୁ ଏବଂ ଗୋଟେ ମୟୂର ପରକୁ ରଖି ଆରାମରେ ସୋଇ ଯାଆନ୍ତୁ। ତାପରେ ପରଦିନ ଆପଣ ସକାଳୁ ଉଠି ପ୍ରଥମେ ମୟୂର ପରକୁ ଦର୍ଶନ କରନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ଏହାସହିତ ଆପଣଙ୍କ ମଧ୍ୟରେ ଅନେକ ସକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ। ଆପଣ ବ୍ୟବସାୟରେ ଅଧିକ ଲାଭବାନ ହେବେ।

ଭଗବାନ ଶ୍ରୀକୃଷ୍ଣଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ। କେବେବି କୌଣସି ଖରାପ ଶକ୍ତି ଆପଣଙ୍କ ଉପରେ ଗ୍ରାସ କରିବ ନାହିଁ।ଦ୍ଵିତୀୟରେ ହେଉଛି ବଜାରରେ ଅନେକ ମୟୂର ପର ଥିବା ତକିଆ ମିଳି ଯାଇଥାଏ। ଆପଣ ସେଗୁଡିକୁ ଆଣି ବ୍ୟବହାର କରି ପାରିବେ।ଏହାକୁ ରାତିରେ ଶୋଇବା ସମୟରେ ଏହି ତକିଆ ଉପରେ ମୁଣ୍ଡ ରଖି ଶୁଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ମଧ୍ୟ ସକାରାତ୍ମକ ଓ ଧାର୍ମିକ ଭାବନା ଜାଗ୍ରତ ହେବ। ସବୁ କ୍ଷେତ୍ରରେ ଆପଣଙ୍କୁ ଫାଇଦା ମିଳିବ।କୁହାଯାଏ କି ମୟୂର ପର ସର୍ବଦା ଜୀବିତ ରହିଥାଏ, ସେଥିପାଇଁ ଏହାର ଗୁଣବତ୍ତା ସର୍ବଦା ତିଷ୍ଠି ରହିଥାଏ।

ବନ୍ଧୁଗଣ, ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *