Excuse Me Odisha

ଯାହା କହିବୁ ସତ କହିବୁ

ମହିଳାଙ୍କର ଏହି ଗୋଟିଏ ଜିନିଷ ଦେଖିଲେ ସ୍ୱାମୀଙ୍କର ମୃତ୍ୟୁ ଶୀଘ୍ର ହୋଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାଙ୍କର ଏହି ଗୋଟିଏ ଜିନିଷ ଦେଖିଲେ ସ୍ୱାମୀଙ୍କର ମୃତ୍ୟୁ ଶୀଘ୍ର ହୋଇଥାଏ।

ଯଦି ଏକ ସ୍ତ୍ରୀ ଏହି କାମ କରୁଥିବା ବେଳେ ଅଂଦ୍ଧ ହୋଇଯିବେ କିମ୍ବା ନିଜର ଆଖି ବନ୍ଦ କରିନେବେ କିନ୍ତୁ ଏହି ପାପ କେବେବି କରିବେ ନାହିଁ। ଭଗବାନ ଯମରାଜ ଦେଇଥାନ୍ତି କଠୋର ଶାସ୍ତି। ଏହାକୁ ଶାସ୍ତ୍ରରେ ସବୁଠାରୁ ବଡ଼ ପାପ ବୋଲି ମାନାଯାଏ। ଯେମିତିକି ସବୁ ଲୋକ ଜାଣିଛନ୍ତି ଦୁନିଆରେ ସମସ୍ତ ବ୍ୟକ୍ତିଙ୍କ ଦ୍ଵାରା କିଛି ନାଁ କିଛି ଭୁଲ ହୋଇଥାଏ

ଯେଉଁ ଭୁଲ ଅଜାଣତରେ ହୋଇଯାଏ ତାହାକୁ ଭୁଲି ଯାଇହେବ ଏବଂ ଯେଉଁ ଭୁଲ ଜାଣିଶୁଣି କରାଯାଏ ତାହା କ୍ଷମାର ଯୋଗ୍ୟ ହୋଇନଥାଏ। ସେହି ଭୁଲର ଶାସ୍ତି ଅବଶ୍ୟ ମିଳିଥାଏ। ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ଏମିତି ପାପ ବିଷୟରେ ଜଣେଇବୁ ଯାହା ସର୍ବଦା ଲୋକେ କରି ବସିଥାନ୍ତି ଏବଂ ଏହି ପାପ ଏତେ ବଡ଼ ହୋଇଥାଏ କି ମରିବା ପରେ ବି ମଣିଷର ପିଛା ଛାଡେନାହିଁ। ତେବେ ଆସନ୍ତୁ ଜାଣିବା।

ସ୍ନାନ କରୁଥିବା ମହିଳା। ଏମିତି ହୋଇଥାଏ କି ସ୍ନାନ କରୁଥିବା ମହିଳାଙ୍କୁ ଲୋକେ ଚାହିଁଥାନ୍ତି ତ ଏମିତି କରିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତି ଏମିତି କରିଥାଏ ତ ସେ ଚରିତ୍ରହୀନ ହୋଇଥାଏ। ଏମିତି କରୁଥିବା ବ୍ୟକ୍ତି ମହାପାପର ଭାଗିଦାର ହୋଇଥାଏ। ମହିଳାଙ୍କୁ ସ୍ନାନ କରୁଥିବା ଦେଖିବା ଲୋକେ ପାପ କରିଥାଏ କାରଣ ଶାସ୍ତ୍ରରେ କୁହାଯାଇଛି ଯେ ଏମିତି କରୁଥିବା ବ୍ୟକ୍ତିଙ୍କୁ କଠୋର ରୁ କଠୋର ଶାସ୍ତି ମିଳିଥାଏ।

ଯଦି ଏହି ଭୁଲ ଅଜାଣତରେ ହୋଇଥାଏ ତ କୌଣସି ପାପ ଲାଗିନଥାଏ ଭଗବାନ କ୍ଷମା କରିଦେବେ କିନ୍ତୁ ଜାଣି ଶୁଣି ଏହି ଭୁଲ କରିଲେ ଭଗବାନ କେବେବି କ୍ଷମା କରନ୍ତି ନାହିଁ। ଶାସ୍ତ୍ର ଅନୁସାରେ ଯମରାଜ ଏମିତି ବ୍ୟକ୍ତିଙ୍କୁ ବହୁତ କଠୋର ଶାସ୍ତି ଦେଇଥାନ୍ତି। ଏମିତି ବ୍ୟକ୍ତିଙ୍କ ପରବର୍ତ୍ତୀ ଜନ୍ମ ବହୁତ ନିର୍ଦ୍ଧନତାରେ ବ୍ୟତୀତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *