ଶନିବାର ଦିନ ସୋରିଷ ତେଲ ଶରୀରର ଏହି ଅଙ୍ଗରେ ଲଗେଇ ଦିଅନ୍ତୁ ଜନ୍ମ ଜନ୍ମର ଗରିବୀ ଦୂର ହୋଇଥାଏ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ସୋରିଷ ତେଲ ଶରୀରର ଏହି ଅଙ୍ଗରେ ଲଗେଇ ଦିଅନ୍ତୁ ଜନ୍ମ ଜନ୍ମର ଗରିବୀ ଦୂର ହୋଇଥାଏ।
ଆଜି ଆମେ ଆପଣଙ୍କୁ ଜଣେଇବୁ ବହୁତ ମହତ୍ୱପୂର୍ଣ୍ଣ ଏବଂ ଖାସ ଜିନିଷ ବିଷୟରେ। ଯାହାକୁ କରିଲେ ଆପଣଙ୍କ ଜୀବନରେ ଧନ ସୁଖ ଏବଂ ସମୃଦ୍ଧି ଆକର୍ଷିତ ହୋଇଥାଏ। ଧନ ପ୍ରାପ୍ତିର ନୂତନ ନୂତନ ରାସ୍ତା ଆପଣଙ୍କ ଜୀବନରେ ଖୋଲି ଥାଏ କାରଣ ଯେବେବି ଆପଣଙ୍କ ଏନର୍ଜୀ ବଦଳି ଥାଏ ନେଗେଟିଭରୁ ପଜିଟିଭ ହୋଇଥାଏ। ସୁଖ ସମୃଦ୍ଧି ଆପଣଙ୍କ ଜୀବନରେ ଆକର୍ଷିତ ହେବା ଆରମ୍ଭ ହୋଇଥାଏ।
ଏହାର ରହସ୍ୟ କଣ ଏବଂ ଏହା କେଉଁ ପ୍ରକାରର କାର୍ଯ୍ୟ କରିଥାଏ ଆସନ୍ତୁ ଜାଣିବା। ଶନିବାର ଦିନ ବହୁତ ଖାସ ହୋଇଥାଏ କାରଣ ଏହି ଦିନ ଯାଦୁ ମନ୍ତ୍ର ବି କରାଯାଏ ଏବଂ ସେସବୁରୁ ମୁକ୍ତି ପାଇବା ପାଇଁ ମଧ୍ୟ ଉପାୟ କରାଯାଏ। ଏହି ଦିନ ଆପଣ ଯାହାବି କରନ୍ତୁ ନିଜର ଭଲ ପାଇଁ କରନ୍ତୁ ତ ଆସନ୍ତୁ ଜାଣିବା
ଯେତେବେଳେ ଶନିଦେବଙ୍କ ପୀଡା ସମସ୍ୟା କରିଥାଏ ତ ଚାରିଆଡୁ ସମସ୍ୟା ଆସିଥାଏ ଗୋଟେ ପରେ ଗୋଟେ ସମସ୍ୟାରେ ଫସି ରହିଥାନ୍ତି। ଆଉ ଯେତେବେଳେ ଶନିଦେବ ନିଜର ରଙ୍ଗ ଦେଖାନ୍ତି ତ ସେତେବେଳେ ପାରିବାରିକ ଜୀବନରେ ମତଭେଦ ମାତା ପିତାଙ୍କ ସ୍ବାସ୍ଥ୍ୟରେ କଷ୍ଟ ନିଜର କ୍ୟାରିୟର ଏବଂ ରୋଜଗାର ଏକଦମ ଶେଷ ହୋଇଯାଏ। ଏହା ହେଉଛି ଦଣ୍ଡ ଅଧିକାରୀଙ୍କ ଦଣ୍ଡ ଦେବାର ପ୍ରକ୍ରିୟା ତ ଏଥିରୁ କେମିତି ବାହାରକୁ ବାହାରିବେ କେମିତି ତାଙ୍କୁ ପ୍ରସନ୍ନ କରିବେ।
ଧ୍ୟାନ ରଖନ୍ତୁ ଘରର ମୁଖ୍ୟ ଦ୍ୱାରରେ ଆପଣଙ୍କୁ ଗଙ୍ଗା ଜଳ ପ୍ରତିଦିନ ଛିଞ୍ଚନ କରିବା ଉଚିତ। ଗଙ୍ଗା ଜଳ ନଥିଲେ ତମ୍ବାର କୌଣସି ପାତ୍ରରେ କିମ୍ବା ମାଟିର କୌଣସି ପାତ୍ରରେ ରାତିରେ ଜଳ ଭରି ରଖିଦିଅନ୍ତୁ ସକାଳୁ ସକାଳୁ ଉଠି ୨ ରୁ ୪ ବୁନ୍ଦା ଜଳ ହାଲକାରେ ପକେଇ ଦିଅନ୍ତୁ। ଶନିବାର ଦିନ ଘରର ମୁଖ୍ୟ ଦ୍ୱାରରେ ଯେତେବେଳେ ସଫା କିମ୍ବା ଝାଡୁ କରୁଥିବେ ତ ଶନିବାର ଦିନ ପ୍ରଥମେ ଝାଡୁ ନକରି ପ୍ରଥମେ ପାଣି ଛିଞ୍ଚନ କରନ୍ତୁ ତାପରେ ଝାଡୁ ଲଗାନ୍ତୁ। ପାଣି ଢାଳିବା ଦ୍ୱାରା ଯେଉଁ ଆତ୍ମା ଥାନ୍ତି ସେମାନେ ଶାନ୍ତ ହୋଇଯାନ୍ତି। ଆପଣଙ୍କ ଜୀବନର ସମସ୍ୟା ଆପଣଙ୍କୁ ହଇରାଣ କରିବ ନାହିଁ।
ଯେତେବେଳେ ଘରର ସଫା କରୁଛନ୍ତି ଝାଡୁ ପୋଛା କରୁଛନ୍ତି ତ ପୋଛା ପାଣିରେ ଅଳ୍ପ ଲୁଣ କିମ୍ବା ଫିଟିକିରି ନିଶ୍ଚୟ ପକେଇ ପୋଛା କରନ୍ତୁ। ଏମିତି କରିଲେ ଆପଣଙ୍କ ଘର ଉପରେ କୌଣସି ପ୍ରକାରର ଯାଦୁ ମନ୍ତ୍ରର ପ୍ରଭାବ ପଡିବ ନାହିଁ। ଘରର ସଦସ୍ୟ ଭଲ ସ୍ୱାସ୍ଥ୍ୟ ଏବଂ ଭଲରେ ରହିବେ।
ଶନିବାର ଦିନ ଯଦି ଛୋଟ ଛୋଟ କଥାର ଧ୍ୟାନ ରଖିବେ ତ ବହୁତ ସମସ୍ୟାରୁ ମୁକ୍ତି ପାଇଯିବେ।
ଶନିବାର ଦିନ ଭଗବାନ ହନୁମାନଙ୍କର ପୂଜା ଅବଶ୍ୟ କରନ୍ତୁ।
ଯଦି କରଜରେ ଫସି ରହିଥିବେ ଜୀବନରେ ମୁସ୍କିଲ ବହୁତ ଅଧିକ ହଇରାଣ କରୁଛି ତେବେ ଆପଣ ଛୋଟ ପ୍ରୟୋଗ ନିଶ୍ଚୟ କରନ୍ତୁ। ଶନିବାର ଦିନ କୌଣସି ବି ହନୁମାନଙ୍କ ମନ୍ଦିରକୁ ଯାଇ ସନ୍ଧ୍ୟା ସମୟରେ ପାନ ଖିଲ ନିଶ୍ଚୟ ଅର୍ପଣ କରନ୍ତୁ। ପାନ ପତ୍ରରେ ଆପଣ ଚୁନ ଏବଂ ଜର୍ଦା ପକେଇବେ ନାହିଁ। ପାନ ପତ୍ରରେ ଲବଙ୍ଗ ଗୁଜୁରାତି ଅଳ୍ପ ମିଠା ଜିନିଷ ରଖି ତାକୁ ପାନ ତିଆରି କରି ଭଗବାନ ହନୁମାନଙ୍କ ଚରଣରେ ରଖିଦିଅନ୍ତୁ।
ଶନିବାର ଦିନ ସୋରିଷ ତେଲର ପ୍ରୟୋଗ କରାଯାଏ। ଆସନ୍ତୁ ଜାଣିବା କେମିତି ଜୀବନରେ ଥିବା ସମସ୍ୟାରୁ ମୁକ୍ତି ପାଇପାରିବା।
ଶନିବାର ଦିନ ଏକ ଷ୍ଟିଲ ପାତ୍ରରେ ସୋରିଷ ତେଲ ନେଇନିଅନ୍ତୁ ଏହାପରେ ଏହି ତେଲରେ ନିଜର ଛାଇ ବା ଚେହେରାକୁ ଦେଖି ନିଅନ୍ତୁ ଏବଂ ଏହି ତେଲରେ ବିରି ଡାଲିର ବଡି ବନେଇ କୌଣସି ପଶୁଙ୍କୁ ଖୁଆଇ ଦିଅନ୍ତୁ। ଏମିତି କରିଲେ ଶନିଦେବଙ୍କ ପ୍ରକୋପ ଶାନ୍ତ ହୋଇଥାଏ କିନ୍ତୁ ସମସ୍ତଙ୍କ ପାଇଁ ଏହା ସମ୍ଭବ ହୋଇନଥାଏ ତ ଏମିତିରେ ଆପଣ କଣ କରିବେ ନାଁ ଯେତେବେଳେ ଆପଣଙ୍କ ଘରେ ରୋଟି ପ୍ରସ୍ତୁତ ହୋଇଥାଏ
ତ ସବୁଠାରୁ ଶେଷ ରୋଟିକୁ କୁକୁର ପାଇଁ କାଢ଼ିବେ ଏବଂ ଏହି ରାତିରେ ଅଳ୍ପ ତେଲ ଲଗାଇ ଦିଅନ୍ତୁ ନଚେତ ରୋଟି ଉପରେ ୧ ରୁ ୨ ବୁନ୍ଦା ସୋରିଷ ତେଲ ରୋଟିର ଆଗରେ ପଛରେ ଆଙ୍ଗୁଳିରେ ହାଲକାରେ ସ୍ପର୍ଶ କରିଦିଅନ୍ତୁ ଏହାର ଉପରେ ଏକ ଚୁଟକି କଳା ତିଳ ରଖିଦିଅନ୍ତୁ ଏବଂ ସମ୍ଭବତଃ ଗୁଡ଼ ବି ରଖିପାରିବେ ଏହା ପରେ ନିଜ ଉପରେ ୩ ଥର ଓଲଟା ବୁଲାଇ ଦିଅନ୍ତୁ କିମ୍ବା ଆପଣଙ୍କ ଘରେ ଯଦି କୌଣସି ପିଲାଙ୍କୁ ସର୍ବଦା ନଜର ଲାଗିଥାଏ ବୀମାର ହୋଇଥାଏ କିମ୍ବା କୌଣସି ପ୍ରକାରର ସମସ୍ୟା ଅଛି ତ କାହାରି ବି ଉପରେ ଏହାକୁ ୩ ଥର ଓଲଟା ବୁଲାଇ ନେଇ ଏହି ରୋଟିକୁ କୌଣସି କୁକୁରକୁ ପ୍ରେମରେ ଦେଇ ଦିଅନ୍ତୁ।
ଶନିବାର ଦିନ ସୋରିଷ ତେଲ ବ୍ୟତୀତ କୌଣସି ବି ତେଲ ନିଜ କେଶରେ ଲଗାନ୍ତି ତ କେବେବି ଦିନ ରୁ ନେଇ ସନ୍ଧ୍ୟା ସମୟ ଭିତରେ ତ ଆପଣ କିଛି କରନ୍ତୁ କିମ୍ବା ନକରନ୍ତୁ କିନ୍ତୁ କେଶରେ ତେଲ ନିଶ୍ଚୟ ଲଗାନ୍ତୁ ସମ୍ଭବତଃ ନାଭିର ଲଗାଇ ଶୋଇଯାଆନ୍ତୁ। ଏମିତି କରିଲେ ଭାଗ୍ୟ ଉଦୟ ହୋଇଥାଏ। ଜୀବନରେ ସମସ୍ୟା କମ ହୋଇଥାଏ। ଆପଣ ଶୁଣିଥିବେ ନାଭିର ତେଲ ଲଗାଇବା ଦ୍ୱାରା ଓଠ ଫାଟି ନଥାଏ ଏବଂ ସ୍ୱାସ୍ଥ୍ୟ ବି ଭଲ ରହିଥାଏ। କାରଣ ନାଭି ପୁରା ଶରୀରର କେନ୍ଦ୍ର ବିନ୍ଦୁ ଅଟେ।
ଶନିବାର ଦିନ ଶନିଦେବଙ୍କ ପୂଜା ହୋଇଥାଏ। ଏହା ସହିତ ଜଡ଼ିତ ଏକ କଥା ଅଛି କି ଶନିଦେବଙ୍କୁ ଯେତେବେଳେ ରାବଣ ଲଙ୍କାରେ ନିଜର ପାଦ ତଳେ ରଖିଥିଲା ସେତେବେଳେ ଭଗବାନ ହନୁମାନ ତାଙ୍କୁ ସେଠାରୁ ମୁକ୍ତି କରିଥିଲେ ସେତେବେଳେ ଶନିଦେବ ହନୁମାନଙ୍କୁ ବରଦାନ ଦେଇଥିଲେ କି ଯିଏ ବି ମୋର ପୂଜା କରିବା ପରେ ଆପଣଙ୍କ ପୂଜା କରିବ ସେ ଭକ୍ତଙ୍କ ଉପରେ ଆମେ କେବେବି ନିଜର କୁଦୃଷ୍ଟି ପକେଇବୁ ନାହିଁ। ଏଥିପାଇଁ ଶନିବାର ଦିନ ଯେତେବେଳେ ଆପଣ ଶନିଦେବଙ୍କ ଆରୋଧନା କରନ୍ତି ତ ଏହା ପରେ ଭଗବାନ ହନୁମାନଙ୍କ ପୂଜା ନିଶ୍ଚୟ କରନ୍ତୁ। ଏମିତି କରିଲେ ଶନିଦେବ ଆପଣଙ୍କ ଉପରେ କେବେବି କ୍ରୋଧିତ ହେବେ ନାହିଁ।
ଆସନ୍ତୁ ଜାଣିବା କେମିତି କରିବେ ପୂଜା।
ଯଦି ଆପଣଙ୍କ ଘରର ଆଖପାଖରେ ତାଙ୍କର ଶିଳା ଅଛି ତ ତା ଉପରେ ଆପଣ ପୂଜା କରିପାରିବେ। ଶନିଦେବଙ୍କ ଆଖିକୁ ଦେଖିବା ଉଚିତ ନୁହେଁ ଏହି କଥାର ଧ୍ୟାନ ନିଶ୍ଚୟ ରଖିବେ। ଏଥିପାଇଁ ତାଙ୍କର ମୂର୍ତିର ପୂଜା କରନ୍ତୁ ନାହିଁ। ଯେଉଁଠି ଶିଳା ଥିବ ସେଇଠି ତାଙ୍କର ପୂଜା କରନ୍ତୁ। ଅସ୍ତ ଗଛରେ ଏକ ଘଟି ଜଳ ଅର୍ପଣ କରିଲେ ମଧ୍ୟ ଶନିଦେବ ଶାନ୍ତ ହୋଇଥାନ୍ତି।
ଶନିବାର ଦିନ ସକାଳେ ଯେତେବେଳେ ଆପଣ ଜଳ ଅର୍ପଣ କରିବେ ତ ଏକ ଘଟି ଜଳରେ ଏକ ଚୁଟକି କଳା ତିଳ ଅଳ୍ପ ଗୁଡ଼ କିମ୍ବା ମିଶ୍ରି ଲାଲ ଫୁଲ ଏବଂ ଅଳ୍ପ ଅକ୍ଷତ ନେଇ ଯାଇ ପ୍ରେମର ସହିତ ଜଳ ଅର୍ପଣ କରି ମା ଲକ୍ଷ୍ମୀଙ୍କୁ କୁହନ୍ତୁ କି ଆପଣ ମୋର ସହିତ ଚାଲନ୍ତୁ। ସନ୍ଧ୍ୟା ସମୟରେ ଅସ୍ତ ଗଛ ମୂଳରେ ଏକ ସୋରିଷ ତେଲରେ ଦୀପ ୨ ରୁ ୪ ଟି ଦାନା କଳା ବିରି କଳା ତିଳ ପକେଇ ନିଶ୍ଚୟ ଜାଳନ୍ତୁ।
ଜୀବନରେ ଯଦି ଅଧିକ ଦୁଃଖ ଥାଏ ତେବେ ଶନିବାର ଦିନ ବେଲ ଗଛ ମୂଳରେ ଦୁଇ ମୁଖା ଘିଅର ଦୀପ ଜଳେଇ ଦିଅନ୍ତୁ ଏହା ଦ୍ବାରା ମା ଲକ୍ଷ୍ମୀ ଦୌଡ଼ି ଚାଲି ଆସିବେ।
ଧ୍ୟାନ ରଖିବେ କି ଯେତେବେଳେ ବି ଶନିଦେବଙ୍କ ପୂଜା କରିବେ ତା ପରେ ଭଗବାନ ହନୁମାନଙ୍କ ପୂଜା ନିଶ୍ଚୟ କରିବେ ନଚେତ ଆପଣଙ୍କ ପୂଜା ଅଧୁରା ମାନାଯାଏ।
ଯଦି ବହୁତ ଅଧିକ ସମସ୍ୟା ହୋଇଥାଏ ତ ଏପରି ସ୍ଥିତିରେ ଶନିବାର ଦିନ ଶନିଦେବଙ୍କୁ ଚଲା ନିଶ୍ଚୟ ଅର୍ପଣ କରନ୍ତୁ। ଚଲା ପ୍ରସ୍ତୁତ କରିବା ପାଇଁ ଚମ୍ପା ତେଲ ଏବଂ ଘିଅ ନିଅନ୍ତୁ ଏଥିରେ ସିନ୍ଦୁର ମିଶାଇ ହନୁମାନଙ୍କ ଶରୀର ଉପରେ ଲଗାଇ ଦିଅନ୍ତୁ। ଏହାକୁ ହିଁ କୁହାଯାଏ ଚଲା ଅର୍ପଣ କରିବା କିନ୍ତୁ ମହିଳାମାନେ ଲାଲ ଫୁଲ ଅର୍ପଣ କରିବେ ଏବଂ ଭଗବାନ ହନୁମାନଙ୍କୁ ଛୁଇଁବେ ନାହିଁ।
ଶନିବାର ଦିନ ହନୁମାନ ଚାଳିସା ବି ପଢିବା ଉଚିତ। ଏହା ଦ୍ବାରା ଆପଣଙ୍କ ଉପରେ କୃପାର ବର୍ଷା ହେବ।
ଶନିବାର ଦିନ ଭୁଲରେ ବି କାହା ପାଖରୁ ଟଙ୍କା ଉଧାରରେ ନିଅନ୍ତୁ ନାହିଁ ନଚେତ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଏମିତି ଆପଣଙ୍କ ପାଖରେ ରହିଯିବ। ଆପଣ ଏମିତି କରଜ ଶୁଝି ପାରିବେ ନାହିଁ।
ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଅସ୍ତ ଗଛ ମୂଳରେ ଦୀପ ଜାଳିବେ ତ ଏହି ଦୀପ ସୋରିଷ ତେଲର ଦୀପ ହୋଇଥିବ ଏବଂ ଏଥିରେ ୨ ରୁ ୪ ଟି ବିରି ଡାଲିର ଦାନା ପକେଇ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ବିରିଡାଲି ନଥିବ ତ କଳା ତିଳ ପକେଇ ଦିଅନ୍ତୁ।
ଯଦି ଆପଣଙ୍କ ଘରର ଆଖପାଖରେ ଅସ୍ତ ଗଛ ନଥିବ ତେବେ ନିଜ ଘରର ମୁଖ୍ୟ ଦ୍ଵାରର ଡାହାଣ ସାଇଟରେ ସୋରିଷ ତେଲର ଏକ ଦୀପ ଜଳେଇ ଦିଅନ୍ତୁ ଏଥିରେ କିଛି ବି ମିସାଇବେ ନାହିଁ ଦୀପ ମାଟିର ହୋଇଥିବ। ଦୀପ ତଳେ ଫୁଲର ପୋଖଡ଼ି କିମ୍ବା ପତ୍ର ନିଶ୍ଚୟ ଦିଅନ୍ତୁ। ଏହି ଦୀପର ମୁଖ ଦକ୍ଷିଣ ଦିଗ ଆଡ଼କୁ ରଖିବେ। ଏହି ଦୀପ ପିତୃ ଦେବଙ୍କ ପାଇଁ ହୋଇଥାଏ। ଦୀପ ଜଳିବା ପରେ ଏହି ଦୀପକୁ ମାଟି ତଳେ ପୋତି ଦିଅନ୍ତୁ।
ଯଦି ଆପଣଙ୍କ ଚାକିରୀ ରୋଜଗାରରେ ସମସ୍ୟା ଅଛି ତେବେ ଆପଣ ପ୍ରତିଦିନ ମାଟିଆ ବୁଟ ଯେଉଁ ହୋଇଥାଏ ତାକୁ ଆପଣ ଶୁକ୍ରବାର ଦିନ ପାଣିରେ ଭିଯାଇ ଦିଅନ୍ତୁ ଏବଂ ଶନିବାର ଦିନ ସକାଳୁ ସୋରିଷ ତେଲରେ ହାଲକାରେ କଢ଼ାରେ ଗରମ କରି ସେଥିରେ ତେଲ ମସଲା ଲୁଣ କିଛି ପକେଇବେ ନାହିଁ। ଏହା ଅଳ୍ପ ଥଣ୍ଡା ହେବା ପରେ କୌଣସି ପଶୁକୁ ଖୁଆଇ ଦିଅନ୍ତୁ। ଏମିତି କଲେ ଚାକିରୀ ବ୍ୟବସାୟର ସମସ୍ୟା ଦୂର ହୋଇଥାଏ।