Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ସନ୍ଧ୍ୟାରେ ଚୁପଚାପ ପକେଇ ଦିଅନ୍ତୁ ଏହିଠାରେ ବାସ ୫ ଟି ଗୋଲମରିଚ ବଡ଼ରୁ ବଡ଼ ଶତ୍ରୁ ବି ମୁଣ୍ଡ ନୁଆଁଇ ଦେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ସନ୍ଧ୍ୟାରେ ଚୁପଚାପ ପକେଇ ଦିଅନ୍ତୁ ଏହିଠାରେ ବାସ ୫ ଟି ଗୋଲମୋରିଚ ବଡ଼ରୁ ବଡ଼ ଶତ୍ରୁ ବି ମୁଣ୍ଡ ନୁଆଁଇ ଦେବ।

ଶନିବାର ଦିନ ଗୋଲମରିଚର ବିଶେଷ ପ୍ରୟୋଗ କରାଯାଏ। ଆଜି ଆମେ ଆପଣଙ୍କୁ ଅନେକ ପ୍ରୟୋଗ ବିଷୟରେ ଜଣେଇବୁ। ଜୀବନରେ କେବେ କେବେ ନିଜ ଲୋକ ହିଁ ଶତ୍ରୁ ହୋଇଯାନ୍ତି ଏବଂ ପଡୋଶୀ ତ ହୋଇଥାନ୍ତି। ଅଧିକ ଲୋକ ଇର୍ଷା କରିଥାନ୍ତି ଆପଣଙ୍କ କ୍ୟାରିୟରକୁ ଦେଖି ଆପଣଙ୍କ ହସଖୁସି ଦେଖି ଆପଣଙ୍କ ଉନ୍ନତି ଦେଖି। କେବେ କେବେ ସେମାନେ ଏତେ ହଇରାଣ କରିଥାନ୍ତି ଯେ ଆପଣ ହାରି ଯାଇଥାନ୍ତି। ତ ଏପରି ସ୍ଥିତିରେ କଣ କରିବେ ଯାହା ଦ୍ୱାରା ସବୁକିଛି ଭଲ ହୋଇଯିବ। ଆଜି ଆମେ ଗୋଲମରିଚ ବିଷୟରେ ଆଲୋଚନା କରିବୁ।

ଜ୍ୟୋତିଷଙ୍କ ଅନୁସାରେ ଗୋଲମରିଚକୁ ନେଇ ବହୁତ ଉପାୟ କରାଯାଏ। ଏହାର ସେବନ କଲେ ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିଥାଏ। ନକରାତ୍ମକ ଶକ୍ତି ବି ଦୂର ହୋଇଥାଏ। ଘରେ ଭଲ ବାତାବରଣର ପ୍ରବେଶ ହୋଇଥାଏ। ଭାଗ୍ୟକୁ ବଦଳାଇ କରି ରଖିଦିଏ ଏହି ଗୋଲମରିଚ।

ମାନ୍ୟତା ଅନୁସାରେ ଯଦି ଆପଣଙ୍କ ଉପରେ ଶନିଦେବଙ୍କ ସାଢ଼େସାତି ଅଢେ଼ଇ ଅଧିକ ହଇରାଣ କରେ ଆପଣଙ୍କୁ ତେବେ ଶନିବାର ଦିନ କଳା କପଡ଼ାରେ ଅଳ୍ପ ଗୋଲମରିଚ ଏବଂ ଗୋଟେ କଏନକୁ କଳା ସୂତା ସାହାର୍ଯ୍ୟରେ ବାନ୍ଧି କାହାକୁ ଦାନ କରିଦିଅନ୍ତୁ କିମ୍ବା ଅସ୍ତ ଗଛ ମୂଳରେ ରଖିଦିଅନ୍ତୁ କିମ୍ବା କୌଣସି ମନ୍ଦିରର ପାହାଚରେ ରଖିଦିଅନ୍ତୁ। ଏହା ଦ୍ୱାରା ଶନିଦେବଙ୍କ ପ୍ରକୋପରୁ ମୁକ୍ତି ମିଳିଥାଏ। ଏହା ଦ୍ବାରା ରୋଜଗାର ସମସ୍ୟା ବି ଦୂର ହେବ ଏବଂ ସମସ୍ୟାରୁ ମୁକ୍ତି ମିଳିବ।

ଅନେକ ଥର ଏମିତି ହୋଇଥାଏ ଆପଣ ଦିନକୁ ଦିନ ଚିନ୍ତାରେ ବୁଡି ଯାଆନ୍ତି। କୌଣସି ନାଁ କୌଣସି କଥାକୁ ନେଇ କେବେ କେବେ କୌଣସି ରୋଗକୁ ନେଇ ତ କେବେ ଧନର ସମସ୍ୟାକୁ ନେଇ କେବେ କେବେ ପାରିବାରିକ ସମସ୍ୟାକୁ ନେଇ ବହୁତ ପ୍ରକାରର ଚିନ୍ତାରେ ବୁଡିଯାନ୍ତି। ଏପରି ସ୍ଥିତିରେ ଶନିବାର ଦିନ ଗୋଲମରିଚର ୫ ଟି ଦାନା ନେଇ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ ଏହାକୁ କୌଣସି କାଗଜରେ ରଖି ଏମିତି ସ୍ଥାନକୁ ଚାଲି ଯାଆନ୍ତୁ

ଯେଉଁଠାରେ କୌଣସି ଲୋକ ଆପଣଙ୍କୁ ରୋକିବେ ନାହିଁ କି ଡାକିବେ ନାହିଁ ତ ଆପଣଙ୍କ ମୁହଁ ପୂର୍ବ ଦିଗକୁ ରଖି ଛିଡା ହୋଇଯାନ୍ତୁ ଗୋଟେ ଗୋଟେ କରି ଗୋଲମରିଚ ଚାରି ଦିଗକୁ ଫୋପାଡ଼ି ଦିଅନ୍ତୁ ଏବଂ ଆଉ ଗୋଟେ ଆକାଶ ଆଡ଼କୁ ଉପରକୁ ଫୋପାଡ଼ି ଦିଅନ୍ତୁ ଏବଂ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଆକସ୍ମିକ ଧନ ଲାଭର ଯୋଗ ବନିବ। ବହୁତ ସମସ୍ୟାରୁ ଆପଣ ବାହାରକୁ ବାହାରି ଆସିପାରିବେ।

ଶତ୍ରୁ ମୁକ୍ତି ପାଇଁ ଛୋଟ ଉପାୟ କରିବେ। ଗୋଲମରିଚର ୭ଟି ଦାନା ନିଅନ୍ତୁ। ଯଦି ଶତ୍ରୁ ଅଧିକ ହଇରାଣ କରିବେ ନିଜର ହୁଅନ୍ତୁ କିମ୍ବା ପର ଯିଏ ବି ହୁଅନ୍ତୁ ଶତ୍ରୁ ଶତ୍ରୁ ହୋଇଥାନ୍ତି ସେହି ଶତ୍ରୁଙ୍କ ନାମ ନେଇ ୭ ଟି ଗୋଲମରିଚ ନେବେ ଏବେ ଏହାକୁ କୌଣସି ଭାରି ଜିନିଷରେ ଦବେଇ ଅଳ୍ପ ଛେଞ୍ଚି ଦିଅନ୍ତୁ ଏବେ ଏହାକୁ ଗାଈର କଞ୍ଚା କ୍ଷୀରରେ ମିଶାଇ କୌଣସି ବି ଶନିବାର କିମ୍ବା ସୋମବାର ଦିନ ଯାଇ ଭଗବାନ ଶିବଙ୍କୁ ଅର୍ପଣ କରିଦିଅନ୍ତୁ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ କି ମୋତେ ଶତ୍ରୁଙ୍କ ଠାରୁ ମୁକ୍ତି ଦିଅନ୍ତୁ। ଏମିତି କଲେ ଶତ୍ରୁ ଶାନ୍ତ ହୋଇଯିବେ। ୩ଟି ଶନିବାର କିମ୍ବା ୩ ଟି ସୋମବାର ଲଗାତାର ଏହି ଉପାୟ କରନ୍ତୁ। ଏହି ଉପାୟ କରିବା ବେଳେ ଓଁ ନମଃ ଶିବାୟର ଜପ କରିବେ କାହାରି ସହିତ କଥାବାର୍ତ୍ତା କରିବେ ନାହିଁ।

ଆପଣଙ୍କ ଶତ୍ରୁ ଶାନ୍ତ ହୋଇଯିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ଏହି ଛୋଟ ଉପାୟ କରନ୍ତୁ। ଆପଣ ଅଳ୍ପ କାଗଜ ନିଅନ୍ତୁ କିମ୍ବା ଭଜ ପତ୍ର ହେଲେ ଭଲ ହେବ। ଯଦି ଭଜ ପତ୍ର ନାହିଁ ତେବେ ଧଳା କାଗଜ ଉପରେ କାଜଲ ସାହାର୍ଯ୍ୟରେ କିମ୍ବା କଳା କାଳୀ ସାହାର୍ଯ୍ୟରେ ଶତ୍ରୁର ନାମ ଲେଖନ୍ତୁ ଲେଖିବା ପରେ ଅଳ୍ପ ମହୁ ସେହି ଶତ୍ରୁର ନାମ ଉପରେ ଲଗେଇ ଦିଅନ୍ତୁ ଏହା ପରେ ଗୋଲମରିଚର ୭ ଟି ଦାନା ରଖିଦିଅନ୍ତୁ ଏବେ ଏହି କାଗଜକୁ ଯେମିତି ଇଛା ସେମିତି ଜଳେଇ ଦିଅନ୍ତୁ। ଏହି ପ୍ରୟୋଗ ଆପଣଙ୍କ ଶତ୍ରୁଙ୍କୁ ଆପଣଙ୍କ ଜୀବନରୁ ସବୁ ଦିନ ପାଇଁ ଦୂର କରିଦେବ।

ଅନେକ ଥର ଏମିତି ଶତ୍ରୁ ଥାଆନ୍ତି ଯାହାକୁ ଆପଣ ନାଁ ଧରି ପାରିବେ ନାଁ ଛାଡି ପାରିବେ ଆପଣ ଫସି ଯାଇଛନ୍ତି ଅଧିକ ସମସ୍ୟାରେ ଅଛନ୍ତି ତ ଏହିଠାରେ ଏକ ଛୋଟ ପ୍ରୟୋଗ କରନ୍ତୁ। ଆପଣ ୫ ଟି ଗୋଲମରିଚ ଦାନା ନିଅନ୍ତୁ ଏବଂ ଗାଈର ଘିଅ ଏବଂ ଘିଅରେ ୫ ଟି ଗୋଲମରିଚ ପକେଇ ଦିଅନ୍ତୁ ଏବଂ କୌଣସି ଡ଼ବା କିମ୍ବା ପାତ୍ରରେ ଭଗବାନ ଶିବଙ୍କ ମନ୍ଦିରକୁ ନେଇ ଯାଆନ୍ତୁ ଏବେ ଭଗବାନ ଶିବ ଲିଙ୍ଗରେ ଏହି ଘିଅକୁ ଅର୍ପଣ କରିଦିଅନ୍ତୁ ଏବଂ ଓଁ ନମଃ ଶିବାୟର ଜପ କରୁଥିବେ। ଅର୍ପଣ କରିବା ପରେ ଗୋଟେ ଘଟି ଜଳ ଅର୍ପଣ କରିଦେବେ। ନିଜର ମନସ୍କାମନା କହିବେ। ଏହା ଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହୋଇଯିବ କିମ୍ଵା ଘରେ ବି ଏହି ପ୍ରୟୋଗ କରିପାରିବେ ଏବଂ ପରେ ମାଟିରେ ଏହାକୁ ପୋତି ଦେବେ। ଏହା ଦ୍ବାରା ଶତ୍ରୁ ବିରୋଧି ଶାନ୍ତ ହୋଇଥାନ୍ତି ଏବଂ ଗ୍ରହ ପୀଡ଼ାରୁ ବି ମୁକ୍ତି ମିଳିଥାଏ। ଆପଣଙ୍କ ଜୀବନରେ ସମସ୍ୟା କମ ହୋଇଥାଏ।

ସନ୍ଧ୍ୟା ସମୟରେ ଯେତେବେଳେ ଆପଣ ଦୀପ ଜାଳିବେ ତ ଦୀପରେ ୧ ଗୋଲମରିଚର ଦାନା ପକେଇ ଜଳାନ୍ତୁ।

ଯଦି ଧନ ପ୍ରାପ୍ତ କରିବା ପାଇଁ ଚାହାନ୍ତି ତ ଏକ ଛୋଟ ପ୍ରୟୋଗ କରନ୍ତୁ। ୫ଟି ଗୋଲମରିଚ ଦାନା ନିଅନ୍ତୁ ମୁଣ୍ଡରେ ୭ ଥର ବୁଲାଇ କୌଣସି ଶୁନସାନ ଜାଗାରେ ଛିଡା ହୋଇ ଚାରି ଦିଗରେ ଚାରୋଟି ଗୋଲମରିଚ ଦାନା ପକେଇଦେବେ ଏବଂ ଆଉ ଗୋଟେ ଉପରକୁ ଆକାଶ ଆଡ଼କୁ ପକେଇ ଦେବେ ଏବଂ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *