Excuse Me Odisha

ଯାହା କହିବୁ ସତ କହିବୁ

ସବୁବେଳେ ନିଜ ପିତାମାତାଙ୍କ ନାମ ଉଜ୍ବଳ କରିଥାନ୍ତି ଏହି ତିନି ଗୋଟି ନାମର ଲୋକମାନେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ବିଶେଷ ମହତ୍ତ୍ଵ ରଖିଥାଏ।କାରଣ ନାମ ବିନା ବ୍ଯକ୍ତିର କୌଣସି ପରିଚୟ ନଥାଏ। କିଛି ଲୋକଙ୍କର ଧାରଣା ରହିଛି କି ବ୍ଯକ୍ତିର ନାମ ସହିତ ତାର କର୍ମ ଦ୍ଵାରା ପରିଚୟ ଜଣା ପଡିଥାଏ। ଏହି କାରଣ ପାଇଁ ଆଜିକାଲି ଲୋକମାନେ ନାମ ବଦଳରେ କାମ କରିବାକୁ ପସନ୍ଦ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରରୁ ତାର ବ୍ୟକ୍ତିତ୍ଵ, ଚାଲିଚଳନ, ସ୍ଵଭାବ, ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ, ତାହା ହେଉଛି ଆଜିକାଲି ପିଲାମାନେ ନିଜ ପିତାମାତାଙ୍କର ସମ୍ମାନ କରୁ ନାହାନ୍ତି। ଏହାସହିତ ପ୍ରତ୍ୟହ ପିତାମାତା ତାଙ୍କ ପିଲା ମାନଙ୍କୁ ମୋହରେ ବାନ୍ଧି ରଖୁଛନ୍ତି। କିଛି ପୁଅ ବା ଝିଅ ଏମିତି ଅଛନ୍ତି ଯେଉଁ ମାନେ ବଡ ହେବା ପରେ ରୋଜଗାର କରିବା ପରେ ପିତାମାତାଙ୍କ ପଚାରୁ ନାହାନ୍ତି। ଏହାସହିତ ଅଧିକାଂଶ ପିତାମାତା ନିଜ ପୁଅ ଓ ଝିଅଙ୍କୁ ନିଜ ମନ ଇଚ୍ଛା ଶାସନ କରି ଏବଂ ପିଲାମାନଙ୍କ ମନକଥା ନବୁଝି ମାନସିକ ଯନ୍ତ୍ରଣା ଦେଇଥାନ୍ତି। କାରଣ ଯୁଗ ବଦଳି ଗଲାଣି। କିନ୍ତୁ ଦୁନିଆରେ ଏମିତିବି ପୁଅ ବା ଝିଅ ଅଛନ୍ତି, ଯେଉଁମାନେ ନିଜର କର୍ମ କରିବା ସହିତ ପିତାମାତାଙ୍କର ନାମ ଉଜ୍ବଳ କରିଥାନ୍ତି।

S ନାମର ଲୋକମାନେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ଜୀବନରେ ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି। ଏମାନେ ବଡ ହେବା ପରେ ପିତାମାତାଙ୍କ ନାମ ଉଜ୍ବଳ କରିଥାନ୍ତି। ଏହି ନାମର ପୁଅ ବା ଝିଅ ଉଭୟ ନିଜ ପିତାମାତାଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ କରିଥାନ୍ତି। ଏମାନଙ୍କ ଉପରେ ସର୍ବଦା ଗୁରୁଜନଙ୍କ ଆଶୀର୍ବାଦ ରହିଥାଏ।

V ନାମର ଲୋକମାନେ :-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର V ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ କାର୍ଯ୍ୟ ପ୍ରତି ବହୁତ ସଚ୍ଚୋଟ ରହିଥାନ୍ତି। ଏଭଳି ବ୍ୟକ୍ତି ଅନ୍ୟ ମାନଙ୍କର ବହୁତ ସମ୍ମାନ କରିଥାନ୍ତି। ଏମାନେ ବାସ୍ତବରେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି। ଏହାସହିତ ଏମାନେ ନିଜ ପିତାମାତାଙ୍କ ନାମ ଉଜ୍ବଳ କରିଥାନ୍ତି। ଏମାନେ ନିଜ ପିତାମାତାଙ୍କ ସମ୍ମାନକୁ ନିଜ ଦାୟିତ୍ୱ ବୋଲି ବିଚାର କରିଥାନ୍ତି। ସବୁ କ୍ଷେତ୍ରରେ ଏମାନଙ୍କୁ ପିତାମାତାଙ୍କ ସହଯୋଗ ପ୍ରାପ୍ତ ହୋଇଥାଏ।

Z ନାମର ଲୋକମାନେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର Z ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଦାୟିତ୍ବବାନ ହୋଇଥାନ୍ତି।ଏମାନେ ଅନ୍ୟମାନଙ୍କ ହୃଦୟରେ ଏପରି ଏକ ସ୍ଥାନ ସୃଷ୍ଟି କରିଥାନ୍ତି କି ଲୋକମାନେ ଏମାନଙ୍କର ମୃତ୍ୟୁ ପରେ ମଧ୍ୟ ଏମାନଙ୍କୁ ମନେ ରଖିବେ। ଏମାନେ ନିଜ ପିତାମାତାଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏମାନେ କେବେବି ନିଜ ଜୀବନରେ ନିଜ ପିତାମାତାଙ୍କର ନାମ ତଳେ ପକାନ୍ତି ନାହି। ଏମାନେ ନିଜ ସମ୍ମାନ ପାଇଁ ସବୁକିଛି କରିଥାନ୍ତି।ପିତାମାତା ଏମାନଙ୍କୁ ସର୍ବଦା ଭରସା ଓ ସ୍ନେହ କରିଥାନ୍ତି।

ବନ୍ଧୁଗଣ, ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *