Excuse Me Odisha

ଯାହା କହିବୁ ସତ କହିବୁ

ସବୁଠାରୁ ବେଶୀ ଖୋଲା ହୃଦୟର ହୋଇଥାନ୍ତି ଏହି ନାମର ଝିଅମାନେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ। ପ୍ରତ୍ୟେକ ଲୋକେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଇଛା ରଖିଥାନ୍ତି। ଏହି ପରିଚୟ ସେମାନଙ୍କ ବ୍ୟବହାର କିମ୍ବା ସ୍ୱଭାବରୁ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୁନିଆରେ ଏପରି କିଛି ଲୋକ ରହିଥାନ୍ତି ଯେଉଁମାନେ ବହୁତ ସ୍ଵାଭିମାନୀ ଏବଂ ହୃଦୟରୁ ନିର୍ମଳ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ କିଛି ଏଭଳି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଖୋଲା ହୃଦୟର ହୋଇଥାନ୍ତି। ଏହାସହିତ ଏମାନଙ୍କୁ ସର୍ବଗୁଣ ସଂମ୍ପର୍ଣ୍ଣା ବୋଲି ମଧ୍ୟ କୁହାଯାଏ। ତେବେ ଆସନ୍ତୁ ସେହି ନାମର ଝିଅ ମାନଙ୍କ ବିଷୟରେ ବିସ୍ତାର ରୂପାର ଜାଣିବା।

N ନାମର ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର N ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ହୃଦୟରୁ ବହୁତ ନିର୍ମଳ ହେବା ସହିତ ବହୁତ ବୁଦ୍ଧିମତି ମଧ୍ୟ ହୋଇଥାନ୍ତି। ଏମାନେ ସବୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇ ଥାନ୍ତି। ଏମାନେ ସବୁ କାର୍ଯ୍ୟରେ ଶ୍ରେଷ୍ଠ ହୋଇଥାନ୍ତି।

ଏହି ନାମ ବିଶିଷ୍ଟ ଝିଅମାନଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ରହିଥାଏ। ଏମାନେ ଯେଉଁ ଘରକୁ ବହୂ ହୋଇ ଯାଇଥାନ୍ତି, ସେହି ଘରେ କେବେବି ଧନର ଅଭାବ ରହେ ନାହିଁ। ଏମାନେ କେବେ କାହାକୁ ଦୁଖଃରେ ରହିବା ପାଇଁ ଦିଅନ୍ତି ନାହିଁ। ଏମାନେ ବହୁତ ସ୍ଵାଭିମାନୀ ଏବଂ ଲାଜୁଆ ସ୍ୱଭାବର ମଧ୍ୟ ହୋଇଥାନ୍ତି। ଏହାସହିତ ଏମାନେ ସର୍ବଦା ନିଜ ପରିବାର ଲୋକଙ୍କର ଆବଶ୍ୟକତା ପୂରଣ କରିବା ସହିତ ତାଙ୍କର ଯତ୍ନ ନେଇଥାନ୍ତି।

ଏମାନେ ସବୁ ସମୟରେ ଛୋଟ ଛୋଟ କାର୍ଯ୍ୟରେ ହିଁ ବହୁତ ଖୁସି ହୋଇଥାନ୍ତି।ଏମାନଙ୍କର ସ୍ୱଭାବ ଏବଂ ଚାଲିଚଳନ ବହୁତ ଭଲ ହୋଇଥାଏ ଏବଂ ଏମାନେ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି। ଏହାସହିତ ଏମାନେ ବହୁତ ସ୍ଵାଭିମାନୀ ଏବଂ ସଚ୍ଚୋଟ ହୋଇଥାନ୍ତି। ଏମାନଙ୍କୁ କାହାକୁ ଦୁଃଖରେ ଦେଖି ପାରନ୍ତି ନାହିଁ।

ତେଣୁ ବନ୍ଧୁଗଣ, ଏଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଅନର ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଏହାକୁ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *