Excuse Me Odisha

ଯାହା କହିବୁ ସତ କହିବୁ

ସବୁଠାରୁ ଅଧିକ ଚତୁର ସ୍ତ୍ରୀ ପାଇଥାନ୍ତି ଏହି ୩ ଗୋଟି ନାମ ବିଶିଷ୍ଟ ପୁରୁଷ ମାନେ। ଜୀବନ ହୋଇଥାଏ ସୁଖମୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଜୀବନର ସବୁଠାରୁ ସୁନ୍ଦର ବନ୍ଧନ ହେଉଛି ବିବାହ। ପ୍ରତ୍ୟେକ ଲୋକଙ୍କ ମନରେ ନିଜ ବିବାହକୁ ନେଇ ଅନେକ ସ୍ଵପ୍ନ ଦେଖିଥାନ୍ତି। ପୁଅମାନଙ୍କର ଜଣେ ସୁନ୍ଦର, ଚତୁର ଓ ଯତ୍ନ ନେଉଥିବା ସ୍ତ୍ରୀ ପାଇବାର ଇଚ୍ଛା ରହିଥାଏ। କିନ୍ତୁ ଏହା ସବୁ କ୍ଷେତ୍ରରେ ସମ୍ଭବ ନୁହେଁ।ଜ୍ୟୋତିଷ ଶାସ୍ତ୍ରରେ ରାଶି ଓ ନାମର ପ୍ରଥମ ଅକ୍ଷରରୁ ବ୍ଯକ୍ତିର ବ୍ୟକ୍ତିତ୍ବ, ଚାଲିଚଳନ, ସ୍ଵଭାବ ବିଷୟରେ ଜାଣି ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ ଏପରି ୩ ଗୋଟି ଅକ୍ଷର ବିଶିଷ୍ଟ ପୁଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବହୁତ ସୁନ୍ଦର ଓ ଚତୁର ସ୍ତ୍ରୀ ପାଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

S ନାମ ଥିବା ପୁଅମାନେ:-

ଯେଉଁ ପୁଅମାନଙ୍କ ନାମର ପ୍ରଥମ ଅକ୍ଷର S ହୋଇଥାଏ, ସେମାନଙ୍କ ଭାଗ୍ୟରେ ସୁନ୍ଦର ଓ ଚତୁର ସ୍ତ୍ରୀ ରହିଥାନ୍ତି। ଏହି ନାମର ପୁଅଙ୍କ ଜୀବନରେ ସୁନ୍ଦର ସ୍ତ୍ରୀ ଆସିବା ସହିତ ସବୁ ପରିସ୍ଥିତିରେ ସେମାନଙ୍କର ସହଯୋଗ କରିଥାନ୍ତି। ଏମାନେ ନିଜ ଜୀବନସାଥୀ ଓ ପରିବାରର ଯଥେଷ୍ଟ ରୂପରେ ଧ୍ୟାନ ରଖିଥାନ୍ତି। ଏମାନଙ୍କର ସ୍ତ୍ରୀଙ୍କ ସ୍ବଭାବ ଠିକ ତାଙ୍କ ଭଳି ହୋଇଥାଏ। ଏମାନଙ୍କର ସ୍ତ୍ରୀ ବହୁତ ବୁଦ୍ଧିମାନ ହେବା ସହିତ ପ୍ରତ୍ୟେକ ମାମଲାକୁ ସଠିକ ଢଙ୍ଗରେ ତୁଲାଇ ଥାଆନ୍ତି। ଏମାନେ ନିଜ ସ୍ତ୍ରୀଙ୍କ ସପକ୍ଷରେ ସର୍ବଦା ରହିଥାନ୍ତି।

N ନାମ ଥିବା ପୁଅ ମାନେ :-

ଯେଉଁ ପୁଅ ମାନଙ୍କର ନାମର ପ୍ରଥମ ଅକ୍ଷର N ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି।ଏମାନେ ଯଦି କାହାକୁ ପ୍ରେମ କରିଥାନ୍ତି, ତେବେ କେବେବି ସର ଜୀବନ ତାଙ୍କ ହାତ ଛାଡ଼ି ନଥାନ୍ତି। ଏମାନଙ୍କର ସଚ୍ଚୋଟ ପ୍ରେମ ସର୍ବଦା ପ୍ରେରଣା ହୋଇ ରହେ। ଏହାସହିତ ଏମାନେ ନିଜ ପାର୍ଟନରଙ୍କୁ ବହୁତ ସମ୍ମାନ କରିଥାନ୍ତି। ଏମାନେ ନିଜ ସ୍ତ୍ରୀଙ୍କୁ ଖୁସି ରଖିବା ପାଇଁ ସର୍ବଦା ଚେଷ୍ଟା ଜାରି ରଖିଥାନ୍ତି।ଦୁହେଁ ବହୁତ ସୁନ୍ଦର ହେବା ସହିତ ପରସ୍ପରକୁ ସର୍ବଦା ବୁଝି ଥାନ୍ତି।

D ନାମର ପୁଅମାନେ:-

ଯେଉଁ ପୁଅମାନଙ୍କ ନାମ D ଅକ୍ଷରରୁ ଆରମ୍ଭ, ସେମାନେ ବହୁତ ସୁନ୍ଦର ସ୍ତ୍ରୀ ପାଇବା ସହିତ ଧନବାନ ହୋଇଥାନ୍ତି। ଏମାନଙ୍କ ଭାଗ୍ୟରେ ସୁନ୍ଦରୀ ସ୍ତ୍ରୀ ମିଳିବା ଲେଖା ହୋଇଥାଏ। ଏହାସହିତ ଏମାନଙ୍କୁ ଏମାନଙ୍କର ସଚ୍ଚୋଟ ପ୍ରେମ ମଧ୍ୟ ମିଳିଥାଏ। ଏମାନଙ୍କର ସ୍ତ୍ରୀ ଏମାନଙ୍କୁ ବହୁତ ଭଲ ପାଇବା ଦେବା ସହ ସମ୍ମାନ ମଧ୍ୟ କରିଥାନ୍ତି। ଏମାନେ ନିଜ ସ୍ତ୍ରୀଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି। ଏମାନଙ୍କୁ ଜୀବନରେ ଜଣେ ଯତ୍ନ ନେଉଥିବା ସ୍ତ୍ରୀଟି ମିଳିଥାଏ। ଏମାନଙ୍କ ଜୀବନସାଥୀ ବହୁତ ଦାୟିତ୍ଵବାନ ସ୍ଵଭାବର ମଧ୍ୟ ହୋଇଥାନ୍ତି।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି କିପରି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାକୁ ସମସ୍ତଙ୍କ ସହିତ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *