Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ କିଏ କେତେବି ମାଗୁ ଏହି ୧ ଟି ଜିନିଷ କେବେବି କାହାରିକୁ ଦିଅନ୍ତୁ ନାହିଁ। ଘରକୁ ଗରିବୀ ଆସିଥାଏ।

ସେୟାର୍ କରନ୍ତୁ

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ ଏବଂ ମା ଲକ୍ଷ୍ମୀ ସୁଖ ବୈଭବ ବିଳାସର ଦେବୀ ଅଟନ୍ତି। ଆଉ ଶୁକ୍ରବାର ଦିନ ଯଦି ମା ଲକ୍ଷ୍ମୀଙ୍କର ଆରୋଧନା କରାଯାଏ ତେବେ ଆପଣଙ୍କ ଜୀବନରେ ସବୁ କଷ୍ଟ ଦୂର ହୋଇଯିବ। ଶୁକ୍ରବାର ଦିନ କିଛି ଏମିତି ଜିନିଷ ଅଛି ଯାହା ଭୁଲରେ ବି କେବେବି କାହାରିକୁ ଦେବା ଉଚିତ ନୁହେଁ ନଚେତ ମା ଲକ୍ଷ୍ମୀ ଘରୁ ଚାଲିଯାନ୍ତି। ତ ଆଜି ଆମେ ବିଶେଷ ଉପାୟ ଜଣେଇବୁ

ସେମିତିରେ ତ ପ୍ରତ୍ୟକ ଦିନ ପ୍ରତ୍ୟକ ଭଗବାନଙ୍କୁ ସମର୍ପଣ ଅଟେ। ଆମେ ଦିନ ଅନୁସାରେ ଭଗବାନଙ୍କର ପୂଜା କରିଥାଉ ଆଉ ସବୁ ଦିନର ବି ମହତ୍ୱ ଅଲଗା ଅଲଗା ହୋଇଥାଏ। ଧନ ସମସ୍ତଙ୍କ ପାଇଁ ଆବଶ୍ୟକ ଅଟେ ବିନା ଧନରେ ଦିନ କାଟିବା ଅସମ୍ଭବ ଅଟେ। ଏଥିପାଇଁ ଶୁକ୍ରବାର ଦିନ ଯଦି ଧନର ଦେବୀ ମା ଲକ୍ଷ୍ମୀଙ୍କର ରୀତିନୀତିରେ ପୂଜା କରାଯାଏ ତ ଆପଣଙ୍କର ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ।

ଧନ ପ୍ରାପ୍ତି ପାଇଁ ଅନେକ ଲୋକ ଅନେକ କାମ କରିଥାନ୍ତି କିନ୍ତୁ ଯଦି ଠିକ ଉପାୟରେ ମିଳେ ତ ସର୍ବତମ ଅଟେ। ଆଜି ଆମେ ଆପଣଙ୍କୁ ଜଣେଇବୁ କେମିତି ମା ଲକ୍ଷ୍ମୀଙ୍କୁ ଅତି ସହଜରେ ପ୍ରସନ୍ନ କରିପାରିବେ ଯାହା ଫଳରେ ଜୀବନରେ ଖୁସି ଆସିବ।

ଶୁକ୍ରବାର ଦିନ ଚେଷ୍ଟା କରନ୍ତୁ ହାଲକା ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି କାରଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଚମକଦାର ବସ୍ତ୍ର ଆବଶ୍ୟକ ଅଟେ।

ହଳଦିଆ ରଙ୍ଗର କପଡ଼ା କିମ୍ବା ଲାଲ କପଡା ନିଅନ୍ତୁ ସେଥିରେ ୫ ଟି କଉଡ଼ି ଏକ ଚୁଟକି କେଶର ଚାନ୍ଦିର ସିକା ଯଦି ଚାନ୍ଦିର ସିକା ନଥାଏ ତେବେ ୧ ଟଙ୍କିଆ କଏନବି ନେଇ ପାରିବେ ଏହି ସବୁ ଜିନିଷକୁ ବାନ୍ଧି ମା ଲକ୍ଷ୍ମୀଙ୍କ ସାମ୍ନାରେ ସମର୍ପଣ କରିଦିଅନ୍ତୁ ଏବଂ ଏହା ପରେ ତାକୁ ଆଣି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଧନର ସମସ୍ୟା କରଜର ସମସ୍ୟା ଦୂର ହୋଇଥାଏ। ଏହି ଉପାୟ କୌଣସି ବି ଶୁକ୍ରବାର ଦିନ କରିପାରିବେ।

କେବେ କେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ବହୁତ ହୋଇଥାଏ। ମନେରଖନ୍ତୁ ଶୁକ୍ରବାର ଦିନ ସ୍ୱାମୀ ସ୍ତ୍ରୀ କେବେବି ଝଗଡା କରନ୍ତୁ ନାହିଁ ନଚେତ ଝଗଡା ଶୀଘ୍ର ଶେଷ ହେବ ନାହିଁ। ଯଦି ବିନା କୌଣସି କାରଣରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥାଏ ତେବେ ଶୁକ୍ରବାର ଦିନ ଧଳା କ୍ଷୀର ଧଳା ମିଠା ତିଆରି କରନ୍ତୁ ଏବଂ ପରସ୍ପରକୁ ଖୁଆନ୍ତୁ ଏହା ଦ୍ବାରା ପ୍ରେମ ବଢିବ।

ଏହି ଦିନ ଦହି ଖାଇ ବାହାରକୁ ବାହାରିବା ଉଚିତ। ତ ପ୍ରତ୍ୟକ କାମରେ ସଫଳତା ମିଳିଥାଏ।

ମା ଲକ୍ଷ୍ମୀ ସୌଭାଗ୍ୟର ଦେବୀ ଅଟନ୍ତି ତ ଜୀବନରେ ସୁଖ ସୌଭାଗ୍ୟ ବି ଦେଇଥାନ୍ତି ଏବଂ ଭଲ ସ୍ୱାସ୍ଥ୍ୟ ବି ଦେଇଥାନ୍ତି ଏବଂ ମାଙ୍କ ଆରୋଧନା କରିଲେ ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ। ସନ୍ତାନର ପ୍ରାପ୍ତି ହୋଇଥାଏ। ଏଥିପାଇଁ ଶୁକ୍ରବାର ଦିନ ଯଦି ଆଖପାଖରେ ମା ଲକ୍ଷ୍ମୀଙ୍କର ମନ୍ଦିର ଥାଏ କିମ୍ବା ଭଗବାନ ଶ୍ରୀକୃଷ୍ଣଙ୍କର ମନ୍ଦିର ଥାଏ ତ ମନ୍ଦିର ଯାଇ ଫେଣେଇ ଅର୍ପଣ କରିଦିଅନ୍ତୁ।

ଶଙ୍ଖ ଏବଂ କଉଡ଼ି ଥିଲେ ବି ଅର୍ପଣ କରିପାରିବେ ପଦ୍ମ ଫୁଲ ଲହୁଣୀ ବି ଅର୍ପଣ କରିପାରିବେ। କିନ୍ତୁ ଶୁକ୍ରବାର ଦିନ ଫେଣେଇ ଅର୍ପଣ କରିବାର ବିଶେଷ ବିଧି ଅଛି। ଧଳା ଜିନିଷ ଅର୍ପଣ କରିଲେ ମା ଲକ୍ଷ୍ମୀ ଅତି ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଜୀବନରେ ସୁଖ ସୌଭାଗ୍ୟ ଦେଇଥାନ୍ତି।

ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀ ଘରକୁ ନିଶ୍ଚୟ ଆସିଥାନ୍ତି ତ ସନ୍ଧ୍ୟା ସମୟରେ ଏମିତି କିଛି କାମ ଅଛି ଯାହା ଭୁଲରେ ବି କରିବା ଉଚିତ ନୁହେଁ। ଯେମିତିକି ଝାଡୁ କରିବା ଉଚିତ ନୁହେଁ ଘରର ସଫା କରିବା ଉଚିତ ନୁହେଁ। ଘରକୁ ଅନ୍ଧାର ରଖନ୍ତୁ ନାହିଁ ପୁରା ଘର ସାରା ଆଲୋକିତ ରଖନ୍ତୁ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାରରେ ବସନ୍ତୁ ନାହିଁ। ରାସ୍ତାକୁ ଖୋଲା ଛାଡି ଦିଅନ୍ତୁ ଯେମିତିକି ମା ଲକ୍ଷ୍ମୀ ଘରକୁ ଆସିପାରିବେ। ଘରେ ଲଢେଇ ଝଗଡା କରନ୍ତୁ ନାହିଁ ବାଦ ବିବାଦ କରନ୍ତୁ ନାହିଁ।

ମା ଲକ୍ଷ୍ମୀଙ୍କୁ ଅତର ବହୁତ ପସନ୍ଦ। ଯଦି ଆପଣ ଶୁକ୍ରବାର ଦିନ ଗୋଲାପ ଅତର ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତି ଏବଂ ପ୍ରତିଦିନ ଏହାକୁ ଚାଉଳରେ ବି ଲଗେଇ ଅର୍ପଣ କରିପାରନ୍ତି। ଏହା ପରେ ଏହାକୁ ନିଜ ନାଭିରେ ଲଗେଇ ପାରିବେ ଏମିତି କରିଲେ ମା ଲକ୍ଷ୍ମୀ ମାନସିକ ଶାନ୍ତି ଦେଇଥାନ୍ତି ଏବଂ ଧନର ଉନ୍ନତି କରିଥାନ୍ତି। ଏହା ଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଥାଏ।

ଗାଈକୁ ଯଦି ଆପଣ ଶୁକ୍ରବାର ଦିନ ରୋଟି ଖୁଆନ୍ତି ନିଜ ହାତରେ ତେବେ ମା ଲକ୍ଷ୍ମୀ ଆପଣଙ୍କ ଘରେ ସବୁଦିନ ପାଇଁ ବାସ କରିଥାନ୍ତି।

ସର୍ବଦା ନିଜ ଘରକୁ ସ୍ୱଚ୍ଛ ପବିତ୍ର ରଖନ୍ତୁ ଏବଂ ସନ୍ଧ୍ୟା ସମୟରେ କାହାରିକୁ ବି ପଇସା ଦିଅନ୍ତୁ ନାହିଁ।

ଆସନ୍ତୁ ଜାଣିବା ଶୁକ୍ରବାର ଦିନ କେଉଁ ଜିନିଷ କାହାରିକୁ ବି ଭୁଲରେ ବି ଦେବା ଉଚିତ ନୁହେଁ।

ରାତିରେ ତ କେବେବି ଦହି ଦେବା ଉଚିତ ନୁହେଁ କିନ୍ତୁ ଶୁକ୍ରବାର ଦିନ ଦହି କାହାରିକୁ ବି ଦିଅନ୍ତୁ ନାହିଁ ଦିନରେ ହେଉ କିମ୍ବା ରାତିରେ। ଏମିତି କରିଲେ ମା ଲକ୍ଷ୍ମୀ ଘରୁ ଚାଲିଯିବେ।

ମୟୁର ଯେଉଁ ସ୍ଥାନରେ ନୃତ୍ୟୁ କରିଥାନ୍ତି ସେହି ଜାଗାରୁ ମାଟି ଆଣି ଲାଲ ରଙ୍ଗର କପଡ଼ାରେ ବାନ୍ଧି ଘରେ ରଖିଦିଅନ୍ତୁ। ଏହା ଦ୍ବାରା ଧନ ଲାଭ ହୋଇଥାଏ।

ଘରେ ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ ଏବଂ ଶୁକ୍ରବାର ନିଶ୍ଚୟ ଦୀପ ତୁଳସୀ ଗଛ ମୂଳରେ ଦୀପ ଜାଳିବେ।

ଧଳା ରଙ୍ଗର ଚନ୍ଦନର ତିଳକ ଲଗାନ୍ତୁ।

ଚାନ୍ଦିର ଖଣ୍ଡ ଏବଂ ଚନ୍ଦନର କାଠ ନିଜ ମନସ୍କାମନା କହି କୌଣସି ନଦୀରେ ପ୍ରବାହିତ କରିଦିଅନ୍ତି ତ ମନସ୍କାମନା ପୂରଣ ହୋଇଥାଏ।

ସନ୍ତାନ ପ୍ରାପ୍ତି ପାଇଁ ନିଜ ଘରେ ସିଙ୍ଗାରହାର ଗଛ ଲଗାଇବା ଉଚିତ।

ଯଦି ଜୀବନରେ ଅଧିକ ଧନର ସମସ୍ୟା ଥାଏ ଝଗଡା ଅଧିକ ଥାଏ ତେବେ ଅଳ୍ପ ସବୁଜ ଧନିଆ ଆପଣ ପାଣିରେ ଭିଯାଇ ନିଜ ଘରର ଗମ୍ବଲାରେ ମାଟିରେ କୌଣସି ବି ସ୍ଥାନରେ ଲଗେଇ ଦିଅନ୍ତୁ। ଏଥିରୁ ଯେଉଁ ଗଛ ଉଠିବ ଘରକୁ ସୁଖ ଶାନ୍ତି ଆଣିବ ନେଗେଟିଭ ଉର୍ଜା ଘରୁ ଦୂର କରିବ। ପରସ୍ପର ମଧ୍ୟରେ ପ୍ରେମ ବୃଦ୍ଧି କରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *