Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ରଗ୍ରହଣରେ ୬ଟି ରାଶି ହେବେ କୋଟିପତି ଓ ୬ ଟି ରାଶି ହେବେ କାଙ୍ଗାଳ ! ଜାଣନ୍ତୁ କେଉଁଥିରେ ଆପଣଙ୍କ ରାଶି ଅଛି ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୬ ମଇ ସୋମବାରକୁ ଚନ୍ଦ୍ରଗ୍ରହଣ ୬ ଟି ରାଶି ହେବେ କୋଟିପତି। ୬ ଟି ରାଶି ହେବେ କାଙ୍ଗାଳ।

ବନ୍ଧୁଗଣ ୧୬ ମଇକୁ ଚନ୍ଦ୍ରଗ୍ରହଣ ଲାଗୁଛି। ୬ ଟି ରାଶି ହେବେ କୋଟିପତି। ବର୍ଷ ୨୦୨୨ ଏହା ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣରେ ବହୁତ ସାରା ଘଟଣା ଘଟିବ ତାହା ସହିତ ୩ ଟି ଗ୍ରହର ଜ୍ୟୋତି ବନିବ। ସୂର୍ଯ୍ୟ ମଙ୍ଗଳ ଏବଂ ବୁଧ ଗ୍ରହର ଏକା ସାଙ୍ଗରେ ଜ୍ୟୋତି ବନୁଅଛି ତ ଏହା ବହୁତ ଭୟଙ୍କର ଚନ୍ଦ୍ରଗ୍ରହଣ ଏହା ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ। ଆପଣଙ୍କୁ ଜଣେଇ ଦେଉଛୁ କି ୧୬ ମଇ ୨୦୨୨ କୁ ଲାଗିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ସବୁ ରାଶି ଉପରେ ଅଲଗା ଅଲଗା ପ୍ରଭାବ ପକାଇବ କିନ୍ତୁ ଏହିସବୁ ରାଶି ମାନଙ୍କ ମଧ୍ୟରୁ ୬ ଟି ରାଶିଏପରି ଯେଉଁମାନେ କୋଟିପତି ବନିବେ ଆଉ ୬ ଟି ରାଶିଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ।

ଏହି ଗ୍ରହଣର ପ୍ରଭାବରେ ବହୁତ କିଛି ପ୍ରାକୃତିକ ଘଟଣା ଦେଖିବାକୁ ମିଳିବ। ଯେମିତିକି ତୁଫାନ ଭୂମିକମ୍ପ ପ୍ରାକୃତିକ ଘଟଣା ଘଟିବ। ଏହି ଚନ୍ଦ୍ର ଗ୍ରହଣ ୧୬ ମଇ ୨୦୨୨ ଦିନ ସକାଳ ୭ ଟା ୫୮ ମିନିଟରେ ଆରମ୍ଭ ହେବ ଏବଂ ଦିପ୍ରହର ୧୧ ଟା ୨୫ ମିନିଟରେ ଶେଷ ହେବ। ଏହାର କୁଳ ଅବଧି ୩ ଘଣ୍ଟା ୨୭ ମିନିଟ ହେବ। ଏହାର ସୁତକ କାଳ ଚନ୍ଦ୍ର ଗ୍ରହଣ ଲାଗିବାର ଠିକ ୯ ଘଣ୍ଟା ପୂର୍ବରୁ ହିଁ ଆରମ୍ଭ ହୋଇଯିବ। ଏମିତିରେ ଏହି ରାଶିର ଜାତକ ଉପରେ ଅନେକ ପ୍ରଭାବ ପକାଇବ କିନ୍ତୁ କିଛି ରାଶି ମାନଙ୍କ ପାଇଁ ବହୁତ ଏହା ଲାଭଦାୟକ ରହିବ ଏବଂ କିଛି ରାଶି ପାଇଁ ଏହା ଅଶୁଭ ପ୍ରଭାବ ପକାଇବ।

ଯେବେବି ଗ୍ରହଣର ସ୍ଥିତି ବନୁଛି ତ ତାକୁ ଶୁଭ ମାନାଯାଏ ନାହିଁ ଏପରି ସ୍ଥିତିରେ ନକରାତ୍ମକ ଉର୍ଜା ପ୍ରଦାନ କରୁଥାଏ ବୋଲି ମାନାଯାଏ। ଗ୍ରହଣ ସମୟରେ ସବୁ ଜୀବଜନ୍ତୁ ଉପରେ ମନୁଷ୍ୟ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ। ତ ଏମିତିରେ କିଛି ରାଶିର ଲୋକଙ୍କୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଛି। କିଛି ରାଶି ଏହାର ପ୍ରଭାବରେ କୋଟିପତି ବନିବେ ଆଉ କିଛି ରାଶି ସାବଧାନ ରହିବେ। ତେବେ ଆସନ୍ତୁ ଜାଣିବା ସେହି ସମୟରେ କେଉଁ କେଉଁ କାମ ବର୍ଜିତ ଅଟେ ଆଉ କେଉଁ କେଉଁ କାମ କରିବା ଦ୍ୱାରା ଏହି ଗ୍ରହଣରେ ଶୁଭ ପରିଣାମ ଆପଣଙ୍କୁ ମିଳିବ ଯାହା ଦ୍ୱାରା ଜୀବନରେ ଚାଲୁଥିବା ପ୍ରତ୍ୟକ ସମସ୍ୟାର ସମାଧାନ ହୋଇଯିବ।

ଯେତେବେଳେ ଚନ୍ଦ୍ରମା ଅଶୁଭ ଫଳ ଦେଇଥାଏ ତ ବ୍ୟକ୍ତିକୁ ମାନସିକ ଚିନ୍ତା ଭ୍ରମ ସ୍ମରଣ ଶକ୍ତି ଜନିତ ସମସ୍ୟା ଦେଖିବାକୁ ମିଳିଥାଏ। ଗ୍ରହଣର ପ୍ରଭାବରେ ବ୍ୟକ୍ତିକୁ ଚାକିରୀ ବ୍ୟବସାୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଆର୍ଥିକ ପରିସ୍ଥିତି ଖରାପ ହୁଏ କିନ୍ତୁ ବିଶେଷ କରି ୬ ଟି ରାଶି ଏପରି ଯେଉଁମାନେ କି କୋଟିପତି ବନିବେ। ଆଉ ୬ ଟି ରାଶି ଏପରି ଯେଉଁମାନେ ବିଶେଷ ସାବଧାନତା ରଖିବେ। ଏହି ଗ୍ରହଣ ସମୟରେ ସୁଖ ସୁବିଧା ବୃଦ୍ଧି ହେବ। ଏହି ଗ୍ରହଣ ଭାରତରେ ଅରୁଣାଞ୍ଚଳ ପ୍ରଦେଶରେ ଦେଖାଦେବ। ଏହା ବ୍ୟତୀତ ଏହି ଗ୍ରହଣ ଆମେରିକିଆର ଉତ୍ତର ଦକ୍ଷିଣ ଭାଗରେ ଦେଖାଦେବ। ପୂର୍ବ ଏସିଆ ପ୍ରଶାନ୍ତ ମହାସାଗର ଆଣ୍ଟଲାଣ୍ଟିକ ଇଣ୍ଡନେସିଆରେ ଏହି ଗ୍ରହଣ ଦେଖାଦେବ।

ଏହି ସମୟରେ କିଛି ବିଶେଷ ସାବଧାନ ରହିବା ଉଚିତ। ସୁତକ ସମୟରେ ଖାଇବା ପିଇବା ପୂଜା ଏବଂ ଭଗବାନଙ୍କ ମନ୍ଦିରକୁ ଯିବା ବର୍ଜିତ ଅଟେ।

ଏହି ସମୟରେ ମନ୍ତ୍ର ଜପ କରନ୍ତୁ।

ବୃଦ୍ଧ ବ୍ୟକ୍ତି ଛୋଟ ପିଲା ଗର୍ଭବତୀ ମହିଳା ରୋଗୀଙ୍କୁ ଛାଡି କୌଣସି ବ୍ୟକ୍ତି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।

ଗର୍ଭବତୀ ମହିଳା ବାହାରକୁ ବହାରନ୍ତୁ ନାହିଁ।

ଛୁରୀ କଇଁଞ୍ଚୀର ବ୍ୟବହାର କରନ୍ତୁ ନାହିଁ।

ଲଢେଇ ଝଗଡା ଠାରୁ ଦୂରେଇ ରୁହନ୍ତୁ। କାରଣ ଏହା ପିଲା ଉପରେ ପ୍ରଭାବ ପକାଇଥାଏ।

ଗ୍ରହଣ ପରେ ସ୍ନାନ ଆଦି ସାରି ଦାନ ଧର୍ମ କରନ୍ତୁ। ଭଗବାନ ଶିବଙ୍କ ମହାମନ୍ତ୍ରର ଜପ କରନ୍ତୁ। ଏହି ସମୟରେ ଯାତ୍ରା କରିବା ଲଢେଇ ଝଗଡା କରିବା ଏହିସବୁ ଠାରୁ ଦୂରେଇ ରୁହନ୍ତୁ। ଏହା ବ୍ୟତୀତ ଆପଣ ହନୁମାନ ଚାଳିସା ବି ପାଠ କରନ୍ତୁ। ଭଗବାନ ଶ୍ରୀକୃଷ୍ଣଙ୍କର ନାମ ଜପ କରନ୍ତୁ। ଏହା ଆପଣଙ୍କ ପାଇଁ ଭଲ ରହିବ।

ଗ୍ରହଣ ପରେ ସ୍ନାନ କରି ବସ୍ତ୍ର ଧାରଣ କରି ଆପଣ ଗୁଡ଼ ତେଲର ଦାନ କରନ୍ତୁ ଏହା ଦ୍ବାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଏହିପରି କଲେ ମଧ୍ୟ ଆପଣଙ୍କର ଧନ ସମ୍ବଦ୍ଧିତ ସମସ୍ୟା ଦୂର ହେବ। ଆପଣ ଗ୍ରହଣର ଅଶୁଭ ପ୍ରଭାବରୁ ମଧ୍ୟ ମୁକ୍ତି ପାଇପାରିବେ।

ଏବେ ଆସନ୍ତୁ ଜାଣିବା ସେହି ୬ ଟି ରାଶି ବିଷୟରେ ଯେଉଁମାନେ କୋଟିପତି ବନିବେ।

ମେଷ ରାଶି। ଏହି ରାଶିର ଜାତକଙ୍କୁ କୋଟିପତି ବନିବାରେ କେହି ଅଟକାଇ ପାରିବେ ନାହିଁ। ଆପଣଙ୍କୁ ଧନର ପ୍ରାପ୍ତି ହେବ। ଅଟକି ରହିଥିବା କାର୍ଯ୍ୟ ଆପଣଙ୍କର ଅତି ସହଜରେ ହୋଇଯିବ। ଘର ପରିବାରରେ ଖୁସି ଦେଖିବାକୁ ମିଳିବ।

ମିଥୁନ ରାଶି। ଏହି ରାଶିର ଜାତକଙ୍କ ଭାଗ୍ୟ ଚମକି ଉଠିବ। ଏହି ପ୍ରକାରର ସୁଖ ସୁବିଧା ଆପଣଙ୍କୁ ପ୍ରାପ୍ତ ହେବ। ଆପଣଙ୍କ ଘର ପରିବାରରେ ମଧ୍ୟ ଖୁସିର ମାହଲ ଦେଖିବାକୁ ମିଳିବ। ବଡ଼ ମାନଙ୍କର ଆଶୀର୍ବାଦ ମିଳିବ। ସନ୍ତାନ ପ୍ରାପ୍ତିର ଯୋଗ ବନୁଅଛି। ଏହି ଗ୍ରହଣ ଆପଣଙ୍କ ପାଇଁ ବହୁତ ଲକି ରହିବ। ଚାକିରୀ ବ୍ୟବସାୟରେ ପଦଉନ୍ନତି ସହିତ ସ୍ୟାଲେରିର ମଧ୍ୟ ବୃଦ୍ଧି ହେବ।

କନ୍ୟା ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ଗ୍ରହଣ ବହୁତ ଶୁଭ ରହିବ କାରଣ ଆପଣ ଆପଣଙ୍କ ପ୍ରେମ ସମ୍ବଦ୍ଧରେ ସଫଳ ହେବେ। ଆପଣଙ୍କର ସମାଜରେ ଲୋକପ୍ରିୟତା ବଢିବ। ଅନେକ ପ୍ରକାରର ଲାଭ ପାଇବେ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ।

ତୁଳା ରାଶି। ଏହି ରାଶିର ଜାତକଙ୍କ ଭାଗ୍ୟ ଦୁଇ ଗୁଣା ଚମକିବ। ବିଜନେସ ଭଲ ଚାଲିବ। ଏମିତିରେ ଆପଣ ଆପଣଙ୍କ ପାଇଁ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ପୁରା କରିବେ ଯାହା ଆପଣଙ୍କର ଅଧା ଥିଲା ଯେଉଁଥିରେ ଆପଣଙ୍କୁ ବହୁତ ଲାଭ ମିଳିବ। ଘର ପରିବାରରେ ଭଲ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ଅବିବାହିତ ଜାତକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।।ଧନ ଖର୍ଚ୍ଚରେ କମି ଆସିପାରେ। ଆର୍ଥିକ ସ୍ଥିତି ମଜବୁତ ହେବ।

ମୀନ ରାଶି। ଏହି ରାଶିର ଜାତକ ମଧ୍ୟ କୋଟିପତି ବନିବେ। ଏହି ୬ ଟି ରାଶି ମଧ୍ୟରୁ ଆପଣ ଜଣେ। ବିଦ୍ୟାର୍ଥୀଙ୍କ ପାଇଁ ବହୁତ ଶୁଭ ରହିବ। ଆପଣ ଯାହା ବି ପାଠ ପଢ଼ୁଛନ୍ତି ତାହା ବହୁତ ଭଲ ରହିବ। ଆପଣ ପାଠ ପଢାରେ ବହୁତ ଆଗରେ ରହିବେ। ପୋଡ଼ଶୀଙ୍କ ସହିତ ସମ୍ପର୍କ ଭଲ ରହିବ। ଆପଣଙ୍କୁ ବିଜନେସ କ୍ଷେତ୍ରରେ ବିଦେଶୀ କମ୍ପାନୀ ତରଫରୁ ଲାଭ ମିଳିପାରେ। ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସାହାର୍ଯ୍ୟ ମିଳିବ।

ବୃଷ ରାଶି। ଏହି ରାଶିର ଜାତକଙ୍କୁ ବହୁତ ଧନ ଲାଭ ହେବ। ଆପଣଙ୍କୁ ଧନ କମେଇବାର ରାସ୍ତା ମିଳିବ। ଆପଣଙ୍କୁ ଚମତ୍କାର ଲାଭ ଦେଖିବାକୁ ମିଳିବ। ଆପଣଙ୍କୁ ବହୁତ ସାରା ଖୁସି ମିଳିବ ଏଥିରେ ପରିବାର ସାମିଲ ହେବେ। ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ଏହି ସମୟରେ ରୋଜଗାରରେ ବୃଦ୍ଧି ହେବ। ସନ୍ତାନ ପ୍ରାପ୍ତିର ଯୋଗ ବନୁଅଛି।

ଏବେ ଆସନ୍ତୁ ଜାଣିବା ସେହି ୬ ଟି ରାଶିଙ୍କ ବିଷୟରେ ଯେଉଁମାନଙ୍କୁ ସାବଧାନ ରହିବା ଉଚିତ।

ବିଛା ରାଶି। ଆପଣ କୌଣସି କ୍ଷେତ୍ରରେ ମଧ୍ୟ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ଯଦି କରିବେ ତେବେ ଭାବିଚିନ୍ତି କରନ୍ତୁ। ଉଧାର କରଜ କରନ୍ତୁ ନାହିଁ। ଲଢେଇ ଝଗଡା କରନ୍ତୁ ନାହିଁ।

କର୍କଟ ରାଶି। ଏମାନଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ହେବ। ଆପଣଙ୍କୁ ମଧ୍ୟ କୌଣସି କାର୍ଯ୍ୟରେ ଟଙ୍କା ନିବେଶ କରିବା ଉଚିତ ନୁହେଁ। ଆପଣ କାହା ସହିତ ମତଭେଦ କରନ୍ତୁ ନାହିଁ। ଘର ପରିବାରରେ ପୈତୃକ ସମ୍ପତିକୁ ନେଇ ମତଭେଦ ହୋଇପାରେ। ଏଥିପ୍ରତି ସାବଧାନ ରୁହନ୍ତୁ।

ସିଂହ ରାଶି। ଆପଣଙ୍କୁ ମଧ୍ୟ ଟିକେ ସାବଧାନ ରହିବା ଉଚିତ। ଲଢେଇ ଝଗଡା ଠାରୁ ଆପଣ ଦୂରେଇ ରୁହନ୍ତୁ। କାହା ସହିତ ବିବାଦ କରନ୍ତୁ ନାହିଁ। ଏହି ଗ୍ରହଣର ପ୍ରଭାବରୁ ବଞ୍ଚିବା ପାଇଁ ଲାଲ ବସ୍ତ୍ର ଦାନ କରନ୍ତୁ ମସୁର ଡାଲି ଆଦି।

ଧନୁ ରାଶି। ଆପଣଙ୍କୁ ମଧ୍ୟ ସାବଧାନତା ଅବଲମ୍ବନ କରିବାକୁ ହେବ। ଏହି ସମୟରେ ଆପଣଙ୍କୁ ନିଜ ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିବ। ତେଣୁ ଆପଣ ଟିକେ ସାବଧାନ ରୁହନ୍ତୁ।

କୁମ୍ଭ ରାଶି। ଆପଣଙ୍କୁ ମଧ୍ୟ ବିଶେଷ ସାବଧାନ ରହିବା ଉଚିତ। ବିଶେଷ କରି ଆପଣ ଋଣ କରନ୍ତୁ ନାହିଁ କି ଋଣ ଦିଅନ୍ତୁ ନାହିଁ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇପାରେ ଏଥିପାଇଁ ଏହି ଗ୍ରହଣର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ କଳା ବସ୍ତ୍ର ଦାନ କରନ୍ତୁ।

ମକର ରାଶି। ଆପଣଙ୍କୁ ବିଶେଷ ସାବଧାନତା ରଖିବା ଉଚିତ। କାହା ସହିତ ଲଢେଇ ଝଗଡା କରିବା ଠାରୁ ଦୂରେଇ ରୁହନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *