Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ ନାହିଁ ଏହି ୮ ଟି କାମ ! ନହେଲେ ….

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ ନାହିଁ ଏହି ୮ ଟି କାମ। ସର୍ବନାଶ ହେବ।

ବନ୍ଧୁଗଣ ମହିଳାମାନେ ଶୋଇବା ପୂର୍ବରୁ ରାତିରେ କରିବେ ନାହିଁ ଏହି ୭ ଟି କାର୍ଯ୍ୟ। ଗୋଟିଏ ସ୍ତ୍ରୀ କିମ୍ବା ଗୋଟିଏ ଝିଅ ନିଜର ସବୁକିଛି ଛାଡି ଅନ୍ୟ ଏକ ଅଜଣା ପୁଅର ହାତ ଧରି ବାହାଘର ପରି ଗୋଟିଏ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଗୋଟେ ଘରର ଗୃହ ଲକ୍ଷ୍ମୀ ସାଜି ଥାଏ। ଗ୍ରହଲକ୍ଷ୍ମୀର ଆଖ୍ୟା ଦିଆଯାଇଥିବା ଏହି ସ୍ତ୍ରୀ ଘର ମଧ୍ୟରେ କରୁଥିବା ପ୍ରତ୍ୟେକ କାର୍ଯ୍ୟର ଶୁଭ ଏବଂ ଅଶୁଭ ପ୍ରଭାବ ଘର ଉପରେ ପଡିଥାଏ। ଆପଣ ନିଶ୍ଚିତ ଜାଣିଥିବେ ଯେ ଗୋଟିଏ ଝିଅ ଘରକୁ ସ୍ୱର୍ଗ ନଚେତ ନର୍କ କରି କରିପାରିଥାଏ।

ଘରର ସ୍ତ୍ରୀ ଅଜାଣତରେ କରୁଥିବା ଏହି କେତୋଟି କାର୍ଯ୍ୟ ତାଙ୍କ ଶୋଇବା ପୂର୍ବରୁ ଭୁଲ କରି କରୁଥିବା ତାଙ୍କ ଜୀବନ ଏବଂ ସେମାନଙ୍କ ଘର ପରିବାରକୁ ନଷ୍ଟ କରିବା ସହିତ ସ୍ବାମୀଙ୍କର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ଯାହାକି ଦରିଦ୍ରତା ଏବଂ ଆପଣଙ୍କର କରଜ ବା ଋଣ ବଢିବାର କାରଣ ହୋଇଥାଏ। ତେବେ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଘରର ସ୍ତ୍ରୀ ଲୋକମାନେ ଶୋଇବା ପୂର୍ବରୁ ଏହି କାର୍ଯ୍ୟ କରିବା କେତେ ଭୟଙ୍କର ହୋଇଥାଏ ଏବଂ ଏହାର ପ୍ରଭାବ କିଭଳି ଆପଣଙ୍କୁ ବରର୍ବାଦ କରିଦିଏ। ସେଥିପାଇଁ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ସ୍ତ୍ରୀ ବା କୌଣସି ନାରୀଙ୍କୁ ରାତିରେ ଶୋଇବା ପୂର୍ବରୁ ନିଜର ଶରୀରରେ କୌଣସି ପ୍ରକାରର ତେଲର ପ୍ରୟୋଗ ବା ବ୍ୟବହାର କରିବା ଅନୁଚିତ। ଏହି ସମୟ ନକରାତ୍ମା ଶକ୍ତି ମାନଙ୍କର ସମୟ ହୋଇଥାଏ। ଏହି ସମୟରେ ସ୍ତ୍ରୀ ନିଜ ଶରୀରରେ ତେଲର ବ୍ୟବହାର କରିବା ଦ୍ୱାରା ବୃହଷ୍ପତି ଗ୍ରହ ଅଶାନ୍ତ ହୋଇଥାଏ। ଜନ୍ମ କୁଣ୍ଡଳୀର ଗ୍ରହ ବୃହଷ୍ପତି ଏକ ମୁଖ୍ୟ ଗ୍ରହ ଯାହାଙ୍କର ଅଶାନ୍ତ ହେବା ମାତ୍ରେ ଆପଣଙ୍କ ଜୀବନରେ ହେଉଥିବା ପ୍ରତ୍ୟକ ଖୁସି ଆପଣଙ୍କ ପାଖରୁ ଦୁରେଇ ଯାଇଥାଏ।

ରାତି ସମୟରେ ଘରର ସ୍ତ୍ରୀ କୁ ଦହି କ୍ଷୀର ଭଳି ଉପାଦାନର ନାଁ ନିଜେ ସେବନ କରିବା ନାଁ ଘରର ଅନ୍ୟ ସଦସ୍ୟଙ୍କୁ ସେବନ କରିବାକୁ ପାଇଁ ଦେବା ଉଚିତ ହୋଇନଥାଏ। ରାତିରେ ଆମେ ରୁଟି ସହିତ ଦହି କିମ୍ବା କ୍ଷୀର ଖାଇବା ପାଇଁ ପସନ୍ଦ କରିଥାଉ। ଏପରି କରିବା ଦ୍ୱାରା ଘରର ବାସ୍ତୁ ବିଗିଡି ଯାଇଥାଏ। ଯାହାକି ଘରର ଅଭାବ ଏବଂ କରଜକୁ ବୃଦ୍ଧି କରାଇଥାଏ।

ସ୍ତ୍ରୀ ମାନଙ୍କୁ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରୁ ଅଳଙ୍କାର କାଢ଼ିବା ଅନୁଚିତ। ଶାସ୍ତ୍ରରେ ସ୍ତ୍ରୀର ଅଳଙ୍କାରକୁ ଏକ ପବିତ୍ର ଏବଂ ସ୍ତ୍ରୀର ସୌନ୍ଦର୍ଯ୍ୟର ଆଖ୍ୟା ଦିଆଯାଇ ଅଛି। ଏହି ଅଳଙ୍କାର କିମ୍ବା ସ୍ତ୍ରୀ ଧାରଣ କରିଥିବା ଅଳଙ୍କାରକୁ ସ୍ତ୍ରୀ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରୁ କାଢ଼ିବା ଦେବା ସ୍ତ୍ରୀକୁ ଅପବିତ୍ର କରାଇଥାଏ। ଏପରି କରିବା ଦ୍ୱାରା ସ୍ତ୍ରୀ ନିଜର ସମ୍ମାନ ହାନିର କାରଣ ହୋଇଥାଏ ଏବଂ ଅନ୍ୟ ଠାରୁ ଅପମାନିତ ହେବାର କାରଣ ନିଜେ ହିଁ ସାଜିଥାଏ।

କୌଣସି ସ୍ତ୍ରୀ କିମ୍ବା ମହିଳାଙ୍କୁ ଶୋଇବା ପୂର୍ବରୁ ନିଜର ଶରୀରରେ ସୁଗନ୍ଧିତ ଉପାଦାନ କିମ୍ବା ସୁଗନ୍ଧିତଫୁଲର ବ୍ୟବହାର କରିବା ଅନୁଚିତ। ରାତି ସମୟରେ ପ୍ରତ୍ୟକ ନକାରାତ୍ମକ ଶକ୍ତି ଗୁଡିକ ସୁଗନ୍ଧିତ ଆକାରକୁ ପ୍ରଭାବିତ ହୋଇଥାନ୍ତି। ଏପରି ରାତିରେ ସୁଗନ୍ଧିତ ଉପାଦାନ ଶରୀରରେ ବ୍ୟବହାର କରିବା ସ୍ତ୍ରୀ ଅନ୍ୟ ହାତରେ ବଶୀଭୂତ ହେବାର ଆଶଙ୍କା ଥାଏ।

ରାତି ସମୟରେ ଘରର କେଉଁଠି ଅଇଁଠା ଲାଗିଥିବା ବାସନ କିମ୍ବା ନ ଧୁଆ ହୋଇ ଥିବା ବାସନ ରାତି ସାରା ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ମଧ୍ୟରେ ମା ଲକ୍ଷ୍ମୀ ଅଶାନ୍ତ ହୋଇଥାଆନ୍ତି ଏବଂ ସେହି ଘର ମଧ୍ୟରୁ ମା ଲକ୍ଷ୍ମୀଙ୍କର ବାସ ଉଠି ଯାଇଥାଏ। ଯାହା ଫଳରେ ଧନ ଜନିତ ସମସ୍ୟା ଧନ ହାନି ଏବଂ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

କୌଣସି ସ୍ତ୍ରୀକୁ ରାତିରେ ଶୋଇବା ସମୟରେ ସମ୍ପୂର୍ଣ ଲଗ୍ନ ବା ନିଜର ମୁଣ୍ଡ ଚୁଟିକୁ ଖୋଲି ଶୋଇବା ଅନୁଚିତ ହୋଇଥାଏ। ଏହାର ପ୍ରଭାବ ସେମାନଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ସମ୍ପୂର୍ଣ ଲଗ୍ନ ସ୍ତ୍ରୀ ମୁଣ୍ତ ଚୁଟି ଖୋଲା ରଖି ଶୋଇଥିବା ନାରୀଙ୍କ ପ୍ରତି ଭୁତ ପ୍ରେତ ମାନଙ୍କର ନଜର ଶକ୍ତ ରହିଥାଏ। ଏପରି ନକାରାତ୍ମକ ଶକ୍ତି ନାରୀ ମାନଙ୍କୁ ବଶୀଭୂତ କରିବର ସୁଯୋଗ ଥାଏ।

ତେଣୁ ତଥାପି ରାତିରେ ଶୋଇବା ସମୟରେ କୌଣସି ସ୍ତ୍ରୀ ନିଜର ଶରୀରକୁ ସମ୍ପୂର୍ଣ ଲଗ୍ନ ଏବଂ ନିଜର ମୁଣ୍ଡ ଚୁଟିକୁ ଖୋଲିକି ଶୁଅନ୍ତୁ ନାହିଁ। ମଧ୍ୟ ରାତ୍ରି କିମ୍ବା ସକାଳର ପ୍ରଥମ ପ୍ରହର ଏହି ଦୁଇଟି ସମୟ ଯଥାକ୍ରମେ ଅଶୁଭ ଏବଂ ଶୁଭ ସମୟ ହୋଇଥାଏ। ଏହି ସମୟରେ ସ୍ତ୍ରୀଙ୍କ ସହିତ ଶାରୀରିକ ସଂପର୍କ ରଖିବା ସ୍ବାମି ମାନଙ୍କ ଜୀବନ ପ୍ରତି ବିପଦ ଏବଂ ସମସ୍ୟା ଆଣିଥାଏ। ତେଣୁ ଭୁଲ କରି ସ୍ତ୍ରୀ ମାନେ ସ୍ବାମୀଙ୍କ ସହିତ ମଧ୍ୟ ରାତ୍ରୀରେ ଶାରୀରିକ ସଂପର୍କ ରଖନ୍ତୁ ନାହିଁ।

ଗୃହ ଲକ୍ଷ୍ମୀ ବା ଘରର ସ୍ତ୍ରୀର ପାଦ ଶୋଇବା ସମୟରେ ପୂର୍ବ ଦିଗ କିମ୍ବା ନଚେତ ଦକ୍ଷିଣ ଦିଗକୁ ଯେମିତି ନରୁହେ। ଏହି ଦୁଇଟି ଦିଗ ଆପଣଙ୍କର କର୍ମ ହୋଇଥାଏ ଅର୍ଥାତ ଆପଣଙ୍କର କର୍ମ ଏବଂ କରିବାର। ଏହି ଦିଗକୁ ଯଦି ଘରର ଗୃହ ଲଷ୍ମୀ ଭୁଲ କରି ପାଦ ରଖି ଶୁଅନ୍ତି। ତାହେଲେ ଏହା ଆପଣଙ୍କ କର୍ମରେ ଅନେକ ସମସ୍ୟା ସୃଷ୍ଟି କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *