Excuse Me Odisha

ଯାହା କହିବୁ ସତ କହିବୁ

ଘରେ ରାତିରେ ଜଳେଇ ଦିଅନ୍ତୁ ଏହି ଜିନିଷ ! ୧୦ ଗୁଣା ବଢ଼ିଯିବ ଧନ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ରାତିରେ ଜଳେଇ ଦିଅନ୍ତୁ ଏହି ଜିନିଷ ୧୦ ଗୁଣା ଧନ ବଢିବ।

ବନ୍ଧୁଗଣ ଆଜି ଆମେ ଏପରି ଏକ ଚମତ୍କାରୀ ଉପାୟ ବିଷୟରେ ଜଣେଇବୁ ଯାହାକୁ କରିବା ଦ୍ୱାରା ଆପଣ ମଧ୍ୟ ଜଣେ ଧନବାନ ବ୍ୟକ୍ତି ହୋଇ ପାରିବେ। ଘରେ ଯଦି ଏହି ଦୁଇଟି ଜିନିଷକୁ ଜାଳି ଦିଅନ୍ତି ତେବେ ଆପଣଙ୍କୁ ଧନୀ ହେବାରୁ କେହିବି ରୋକି ପାରିବେ ନାହିଁ। ବନ୍ଧୁଗଣ ଜୀବନରେ କିଏ ବା ଧନ ହେବା ପାଇଁ ଚାହିଁ ନଥାଏ ସମସ୍ତେ ଖୁସିରେ ଜୀବନ ବିତାଇବା ପାଇଁ ଚାହିଁଥାନ୍ତି ବିଳାସ ବ୍ୟସନରେ ସମୟ ବିତାଇବା ପାଇଁ ଚାହିଁଥାନ୍ତି ଏଥିପାଇଁ ଟଙ୍କା ପଇସାର ଆବସ୍ୟକ ହୋଇଥାଏ

ଆଜିର ସମାଜରେ ଧନ କମାଇବା ଏତେଟା ସହଜ ହୋଇନଥାଏ। ଆଜିର ସମାଜରେ ମଣିଷ ବହୁତ ପରିଶର୍ମ କରି ମଧ୍ୟ ଜୀବନ ବିତାଇବା ପାଇଁ ଅଳ୍ପ ଧନ କମାଇ ପାରିଥାଏ ଏଣୁ ସବୁ ମଣିଷ ଭୋଗବିଳାଶ ର ଜୀବନ କାଟିବା ପାରନ୍ତି ନାହିଁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ବିଷୟରେ ଜଣାଇବୁ ଯାହାକୁ କରିବା ଦ୍ୱାରା ଆପଣ ମଧ୍ୟ ଧନୀ ହୋଇପାରିବେ। ଏହି ଦୁଇଟି ଜିନିଷ କୁ ଘରେ ଜଳାଇବା ଦ୍ୱାରା ଧନୀ ହେବାର ଶୌଭାଗ୍ୟ ଅର୍ଜନ କରିପାରିବେ ସେଥିପାଇଁ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ପ୍ରଥମେ ଆପଣ କିଛି କର୍ପୁର ଏବଂ କିଛି ଲବଙ୍ଗ ଘରକୁ ଆଣନ୍ତୁ ଏହି ଦୁଇଟି ଜିନିଷକୁ ଜଳାଇ ଆପଣ ନିଜର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରିବେ। କୋଟିପତି ମଧ୍ୟ ହୋଇ ପାରିବେ କେବଳ ଏତିକି ଜାଣିବାର ଅଛି ଯେ ଆପଣ ଏହାକୁ କିପରି ଜାଳିବେ। ଏହାକୁ ଜାଳିବା ଦ୍ୱାରା ଆପଣଙ୍କର ଧନ ସମ୍ବଦ୍ଧିୟ ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣ କରଜରୁ ମୁକ୍ତି ପାଇଯିବେ। ଏହି କାର୍ଯ୍ୟ କରିବା ଦ୍ୱାରା ମଧ୍ୟ ଆଫଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଚାଲିବାକୁ ଲାଗିବ ଏବଂ ଆପଣଙ୍କର ମନସ୍କାମନା ଏବଂ ସବୁ ଇଚ୍ଛା ନିଶ୍ଚିତ ଭାବରେ ପୁରଣ ହେବାରେ ଲାଗିବ ଏବଂ ଧନ ସମସ୍ୟାକୁ ଦୂର କରିବ। ଏହି ଉପାୟ ବହୁତ ଲାଭକାରୀ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ତେବେ ରାତି ସମୟରେ ଗୋଟିଏ ମାଟି ଦୀପ ଆଣନ୍ତୁ ଏବଂ ସେଥିରେ ଗୋଟିଏ କର୍ପୁର ଖଣ୍ଡ ପାଞ୍ଚଟି ଲବଙ୍ଗ ପକାନ୍ତୁ ତା ପରେ ଆପଣ ସେହିଥିରେ ନିଆଁ ଲଗାଇ ଦିଅନ୍ତୁ ଏହି କର୍ପୁରକୁ ନିଆଁ ଲଗାଇବା ଦ୍ୱାରା ସେଥିରେ ଥିବା ଲବଙ୍ଗ ମଧ୍ୟ ଜଳିବାକୁ ଲାଗିଥାଏ ଏବଂ ଦୁଇଟି ଯାକ ଜଳିବାକୁ ଲାଗିଥାଏ । ଏହାପରେ ଦୁଇଟି ଯାକ ଜଳିବା ସମୟରେ ଏହାକୁ ନେଇ ଆପଣଙ୍କ ମଖ୍ୟ ଦ୍ୱାର ବାହାର ପଟେ ବାମ ପାଖରେ ରଖି ଦିଅନ୍ତୁ କାରଣ ଏହି କର୍ପୁର ଜଳିବା ଦ୍ୱାରା ସମସ୍ତ ନାକାରତ୍ମକ ଉର୍ଜା ଠାରୁ ମୁକ୍ତି ମିଳିଥାଏ ଏବଂ ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲି ଯାଇଥାଏ।

ଧନ ଜନିତ ସବୁ ସମସ୍ୟା ଦୂର ହୋଇଥାଏ ଧନ ସମ୍ପତି ଆସିବାକୁ ଲାଗିଥାଏ ଏବଂ ଆପଣଙ୍କର ସବୁ ଅଭାବ ଦୂର ହେବାକୁ ଲାଗିଥାଏ କାରଣ କର୍ପୂର ଜଳିବା ଦ୍ୱାରା ସମସ୍ତ ନାକାରତ୍ମକ ଉର୍ଜା ଠାରୁ ମୁକ୍ତି ମିଳିଥାଏ ଏବଂ ଘରକୁ ଧନ ଆସିବାର ସବୁ ବାଟ ଖୋଲିଯାଇଥାଏ ଏବଂ ଏହା ସହିତ ଧନ ସଞ୍ଚୟ ମଧ୍ୟ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ମଧ୍ୟ ହୋଇଥାଏ ଏବଂ ଯେଉଁ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ସେହି ଘରେ ଧନ ଟଙ୍କା ପଇସାର ଅଭାବ ହୋଇନଥାଏ। ସେହି ଘରେ ସମସ୍ତେ ଭୋଗବିଳାସରେ ଜୀବନ ବିତାଇଥାନ୍ତି। ତେବେ ଆପଣ ମାନେ ମଧ୍ୟ ଏହି ଉପାୟଟିକୁ ନିଶ୍ଚୟ କରନ୍ତୁ।

ଦ୍ୱିତୀୟ ଉପାୟ। ଲୁଣ। ଲୁଣର ପ୍ରୟୋଗ କରି ଆପଣ କିପରି ଧନବାନ ହୋଇପାରିବେ। ଲୁଣର ଆମ ଜୀବନରେ ବହୁତ ଉପଯୋଗ ରହିଅଛି। ତରକାରୀରେ ଲୁଣ ଯଦି ଅଧିକ ହୋଇଯାଏ ତେବେ ତରକାରୀ ବେକାର ହୋଇଯାଏ ଏବଂ କମ ହୋଇଗଲେ ମଧ୍ୟ ବେକାର ହୋଇଯାଏ। ଏହି ଲୁଣ ଆମ ଆୟୁଷ ବଢାଇଥାଏ ଏବଂ ଆମର ଆୟୁଷ ମଧ୍ୟ କମାଇଥାଏ। ଲୁଣର ଉପଯୋଗ କରିବା ବହୁତ କମ ଲୋକ ଜାଣିଛନ୍ତି। କିନ୍ତୁ ଆଜି ଆମେ ଲୁଣର ବ୍ୟବହାର ଖାଦ୍ୟରେ କିପରି କରାଯାଏ ତାହା ବିଷୟରେ ଜଣେଇବୁ ନାହିଁ।

ଆଜି ଆମେ ଆପଣଙ୍କୁ ଲୁଣର ଚମତ୍କାରୀତା ବିଷୟରେ ଜଣେଇବୁ। ଏହି ଉପାୟ କରିବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ଗୁଡିକୁ ବାହାରକୁ ବାହାର କରିଦେବ କାରଣ ଏହି ନକରାତ୍ମକ ଉର୍ଜା ଜୀବନ ଉପରେ ପ୍ରଭାବ ପକାଇଥାଏ ଏବଂ ଘରେ ମାନସିକ ଚିନ୍ତା ବଢିବା ସହିତ ଅନାବଶ୍ୟକ ଧନ ହାନି ହୋଇଥାଏ। ଏହି ଲୁଣରେ ଏପରି ଏକ ଅଦ୍ଭୁତ ଶକ୍ତି ଅଛି ଯାହାକୁ କରିବା ଦ୍ୱାରା ନକରାତ୍ମକ ଶକ୍ତି ସବୁ ବାହାରକୁ ବାହାର କରିପାରିବେ। ତେବେ ଆସନ୍ତୁ ଜାଣିବା।

ପ୍ରଥମେ କିଛି ଲୁଣ ଆଣନ୍ତୁ ଏବଂ ଏକ ଲାଲ କପଡା ଆଣନ୍ତୁ ଏବଂ ସେହି ଲାଲ କପଡ଼ାରେ ଏହି ଲୁଣକୁ ବାନ୍ଧି ଦିଅନ୍ତୁ ତାପରେ ସେହି ଲାଲ କପଡାକୁ ଆପଣ ନିଜର ମୁଖ୍ୟ କବାଟରେ ଟାଙ୍ଗି ଦିଅନ୍ତୁ। ଏହା କରିବା ଦ୍ୱାରା ନକରାତ୍ମକ ଏବଂ ଖରାପ ଶକ୍ତି ପ୍ରବେଶ କରିପାରିନଥାଏ ଏବଂ କାହାର ନଜର ମଧ୍ୟ ଲାଗିନଥାଏ। ଏହା ବ୍ୟତୀତ ଏହି ଲାଲ କପଡାକୁ ନିଜ ଧନ ରଖୁଥିବା ସ୍ଥାନ ଉପରେ ଟାଙ୍ଗି ଦିଅନ୍ତୁ ଏହା ଦ୍ବାରା ଧନର ଦୁଇଗୁଣା ଉନ୍ନତି ହେବ। ଆପଣଙ୍କ ବ୍ୟବସାୟ ବାଣିଜ୍ୟରେ ଉନ୍ନତି ଦେଖିବାକୁ ମିଳିଥାଏ।

ଯଦି କୌଣସି ଏକ କାଚ ପାତ୍ରରେ ଅଳ୍ପ ଲୁଣ ନେଇ ନିଜ ବାଥରୁମରେ ରଖିଦିଅନ୍ତି ତେବେ ଏହା ଦ୍ବାରା ଆପଣଙ୍କ ଘରର ବାସ୍ତୁଦୋଷ ମଧ୍ୟ ଦୂର ହେବା ସହିତ ଘରେ ସୁଖ ଶାନ୍ତି ବଢିଥାଏ।

ଘରେ ଯେକୌଣସି କୋଣରେ ଯଦି ଛୋଟ କାଚ ପାତ୍ରରେ କିଛି ଲୁଣ ରଖିଦିଅନ୍ତି ତେବେ ଘରର ମୁଖ୍ୟ ଲୋକଙ୍କର ସବୁ ଅସୁବିଧା ଦୂର ହୋଇଥାଏ।

ଘରେ ବ୍ୟବହାର କରୁଥିବା ଲୁଣକୁ ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖୁଛନ୍ତି ତେବେ ଏହା ବହୁତ ଖରାପ ଅଟେ। ଲୁଣକୁ କେବେବି ଷ୍ଟିଲ କିମ୍ବା ଲୁହା ଜାଗାରେ ରଖିବେ ନାହିଁ। କାରଣ ଲୁଣ ଚନ୍ଦ୍ରମା ଏବଂ ଲୁହା ଶନି ହେବା ଯୋଗୁ ତାଙ୍କର ମିଳନ ହୋଇଥାଏ ଏବଂ ଏହି କାରଣରୁ ଏହା ଆପଣଙ୍କ ଘର ପାଇଁ ବହୁତ ଖରାପ ହୋଇଥାଏ। ଏହା ଦ୍ବାରା ଘରେ ରୋଗ ଶୋକ ବଢିଥାଏ ଏବଂ ଘରେ ଅଯଥା ଧନ ଖର୍ଚ୍ଚ ହେବାରେ ଲାଗିଥାଏ।

ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ସର୍ବଦା ରଖିବା ଉଚିତ ଏହା ସହିତ କାଚ ପାତ୍ରରେ ମଧ୍ୟ ରଖିଲେ ଖରାପ ପ୍ରଭାବ ଦେଖାଇନଥାଏ।

ଲୁଣ ଯଦି ତଳେ ପଡ଼ିଯାଏ ଏହା ଦ୍ୱାରା ଚନ୍ଦ୍ରମା ଏବଂ ଶୁକ୍ର ଦୁହେଁ କମଜୋର ହୋଇଯାନ୍ତି। ଯାହା ଦ୍ୱାରା ଆପଣଙ୍କ ଘରୁ ମା ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି ଏବଂ ଆପଣଙ୍କର ଋଣ ଭାର ବଢିଯାଇଥାଏ।

ରୋଷେଇ କରିବା ସମୟରେ କେବେବି ତରକାରୀ ଚାଖନ୍ତୁ ନାହିଁ। ଏହା ଦ୍ବାରା ଭଜନର ପବିତ୍ରତା ନଷ୍ଟ ହୋଇଯାଇଥାଏ ଏବଂ ଘରକୁ ଦରିଦ୍ର୍ୟତା ମାଡି ଆସିଥାଏ କାରଣ ଖାଦ୍ୟ ବାଢି ସାରିବା ପରେ ଭଗବାନଙ୍କୁ ଅର୍ପଣ କରି ଭଜନ ଚାଖନ୍ତୁ।

ଗୁରୁବାର ଦିନକୁ ଛାଡି ଅନ୍ୟ ଦିନରେ ଘର ପୋଛା ପାଣିରେ ଲୁଣ ମିଶାଇ ଘର ପଛନ୍ତୁ। ଯାହା ଦ୍ୱାରା ଘରେ ଧନ ବଢ଼ିବାରେ ଲାଗିବ।

ଘରର ପିଲାଙ୍କ ଉପରେ ନଜର ଲାଗିଥିଲେ ଏକ ଚିମୁଟା ଲୁଣ ଆଣି ତା ଉପରେ ୭ ଥର ବୁଲାଇ ବହି ଯାଉଥିବା ପାଣିରେ ପକାଇ ଦିଅନ୍ତୁ। ନଜର ଦୋଷ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *