Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ମାତ୍ରେ ଏହି ୪ ଟି ଶବ୍ଦର ମନ୍ତ୍ର ଜପ କରନ୍ତୁ ଧନ କଣ ପୁରା ଦୁନିଆ ହେବ ହାତ ମୁଠାରେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠିବା ମାତ୍ରେ ଏହି ୪ ଟି ଶବ୍ଦର ମନ୍ତ୍ର ଜପ କରନ୍ତୁ ଧନ କଣ ପୁରା ଦୁନିଆ ହେବ ହାତ ମୁଠାରେ।

ବହୁତ ଲୋକ ଭାବିଥାନ୍ତି ଅଚାନକ ସବୁ କିଛି ତାଙ୍କ ସହିତ ଓଲଟା ପାଲଟା ହେଉଛି। ହେବାକୁ ଥିବା କାମ ବିଗିଡି ଯାଉଛି। କୌଣସି ବି କାମ ତାଙ୍କ ଇଛା ଅନୁସାରେ ହେଉନାହିଁ। ଘରର ମାହଲ ଏତେ ନକରାତ୍ମକ ହୋଇଯାଇଛି କି ନିଜ ଘରେ ହିଁ ଅଣନିଶ୍ୱାସୀ ଅନୁଭବ ହେଉଛି ଏବଂ ଆପଣ ଏସବୁର ମୁକ୍ତି ଚାହାଁନ୍ତି। ଆପଣଙ୍କର କୌଣସି କାମରେ ମନ ଲାଗେନାହିଁ। ଆପଣଙ୍କୁ ଖରାପ ଭାବନା ଆସିଥାଏ ଦିନସାରା ଟେନସନ ବନି ରହିଥାଏ ହୋଇପାରେ ପରିବାରକୁ ନେଇ ହୋଇପାରେ କିମ୍ବା ଧନ ସମ୍ପତ୍ତିର ସମସ୍ୟାକୁ ନେଇ। ଆପଣଙ୍କୁ କେବଳ ଆବଶ୍ୟକ ସକାଳୁ ସମୟରେ ଏହି ଶବ୍ଦ କହିବାର।

ସେମିତିରେ ତ ଭଗବାନ ଶିବ କେବଳ ପୂଜାପାଠରେ ଏବଂ ପବିତ୍ର ମନରେ ଜଳ ଅର୍ପଣ କରିଲେ ହିଁ ପ୍ରସନ୍ନ ହୋଇଯାନ୍ତି ଏବଂ ଭକ୍ତଙ୍କୁ ନିଜର ଚମତ୍କାର ଦେଖାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ପ୍ରତିଦିନ ସକାଳେ ଉଠିବା ମାତ୍ରେ ଏହି ଶବ୍ଦ ବୋଲିବାର ଅଛି ଏବଂ ଆପଣଙ୍କ ମନରେ ଯାହାବି ଇଛା ତାହା ନିଶ୍ଚୟ ପୁରା ହେବ। ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ସେଥିପାଇଁ ଆପଣଙ୍କୁ କେବଳ ଏହି ଶବ୍ଦ କହିବାର ଅଛି। ବିନା ପୂଜାପାଠରେ ବି ଆପଣଙ୍କୁ ଏତେ ଫଳ ପ୍ରାପ୍ତ ହେବ ଯାହା ଆପଣ କେବେବି କଳ୍ପନା କରିନଥିବେ। ତେବେ ଆସନ୍ତୁ ଜାଣିବା ସକାଳୁ ଉଠୁ ଉଠୁ କେଉଁ ଶବ୍ଦ କହିବାର ଅଛି।

ବନ୍ଧୁଗଣ ସକାଳୁ ଉଠୁ ଉଠୁ ଆପଣ ଯେଉଁ ଶବ୍ଦ ବୋଲିବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆପଣ ଯଦି ବିଦ୍ୟାର୍ଥୀ ଅଟନ୍ତି ମାନେ ଛୋଟ ପିଲା ଅଟନ୍ତି ତ ଆପଣ ବି ଏହି ଉପାୟକୁ ନିଶ୍ଚୟ କରିପାରିବେ। ଏହା କରିବା ଦ୍ୱାରା ଆପଣଙ୍କର ମାନସିକ ବିକାଶ ଏତେ ମଜବୁତ ହେବ ଯେ ଆପଣଙ୍କର ପଢିବାରେ ଆଗ୍ରହ ପ୍ରତିଦିନ ବଢି ବଢି ଯିବ। ଆପଣଙ୍କୁ ଆପଣଙ୍କର ପରୀକ୍ଷାରେ ବି ଭଲ ଫଳ ମିଳିବ। ଘରର ସ୍ତ୍ରୀମାନେ ବି ଏହି ଉପାୟ ନିଶ୍ଚୟ କରିବେ। ଆପଣଙ୍କୁ କେବଳ ବାସ ସକାଳୁ ସକାଳୁ ଏହି ଶବ୍ଦ ବୋଲିବାରଅଛି ଏବଂ ଏହା ପାଇଁ ଆପଣଙ୍କୁ ପ୍ରତ୍ୟକ ଉପାୟରେ ଭଗବାନଙ୍କ ସହ ଯୋଡି ହୋଇଯିବେ।

ଏହା ପାଇଁ ଆପଣଙ୍କୁ ସକାଳୁ ସକାଳୁ ସ୍ନାନ କରିବାର ବି କିଛି ଆବଶ୍ୟକତା ନାହିଁ। ପ୍ରତ୍ୟକ ଉପାୟରେ ଭଗବାନଙ୍କ ସହ ଯୋଡି ହୋଇଥିବା କାମରେ ଆପଣଙ୍କୁ ସ୍ୱଚ୍ଛତା ବା ସଫା ସୁତରାର ଧ୍ୟାନ ରଖିବାକୁ ପଡିଥାଏ ଏବଂ ସ୍ନାନ କରି ସ୍ୱଚ୍ଛ ଏବଂ ସଫା କପଡା ବି ପରିଧାନ କରିବାକୁ ପଡିଥାଏ ଓ ତାପରେ ହିଁ ଏହି ଉପାୟକୁ କରିବାକୁ ପଡିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛି ତାହାର ଉତ୍ତର କେବଳ ୨ ଟି ଶବ୍ଦ। ଯାହାକୁ ଆପଣ ସକାଳ ସମୟରେ ଉଠୁ ଉଠୁ ହିଁ କରିବାର ଅଛି। ଯଦି ଘରର ସ୍ତ୍ରୀମାନେ ଏହି ଉପାୟ କରନ୍ତି ଯେ ଘରେ ନୂଆ ବାହା ହୋଇ ଆସିଛନ୍ତି ନୂଆ ବହୁ ଅଛନ୍ତି

ସେମାନେ ସକାଳର ସମୟରେ ଯଦି ଏହି ଉପାୟ କରନ୍ତି ତାହେଲେ ଆପଣଙ୍କର ଉତ୍ତମ ସୁନ୍ଦର ସନ୍ତାନ ହେବ ଏବଂ ଆପଣଙ୍କ ବୈବାହିକ ଜୀବନ ଭଲରେ କଟିବ ଏବଂ ଏହାକୁ ଘରର ଗୁରୁଜନମାନେ ବୟସ୍କ ମାନେ ନିଜର ଦୀର୍ଘାୟୁ ପାଇଁ ନିଜର ଭଲ ସ୍ୱାସ୍ଥ୍ୟ ପାଇଁ ଏବଂ ନିଜର ଯଦି ବ୍ୟାପାର ଥିବ ତାକୁ ବଢ଼ାଇବା ଆପଣମାନେ ଏହି ଉପାୟ କରିପାରିବେ। ତ ବନ୍ଧୁଗଣ ସକାଳୁ ସକାଳୁ ଉଠୁ ଉଠୁ ସବୁ ଦେବତାଙ୍କର ଧ୍ୟାନ କରିବା ଉଚିତ ଏବଂ ତାହା ଛଡା ଆପଣଙ୍କୁ ଆପଣଙ୍କ ଦିନର ଆରମ୍ଭ ଦେବତାଙ୍କର ପୂଜା ପାଠରେ କରିବା ଉଚିତ।

ଯାହା ଦ୍ୱାରା ଆପଣଙ୍କୁ ଠିକ ଓ ଶୁଭ ଫଳ ମିଳିବ। ଏବଂ ଆପଣଙ୍କୁ ଆପଣଙ୍କ ଜୀବନ ଭିତରେ ସବୁ ଭଲ କାମ ଦେଖିବାକୁ ମିଳିବ। ଆପଣଙ୍କୁ ସକାଳୁ ଦୁଇ ହାତ ଯୋଡି ଏହି ଶବ୍ଦ କହିବାର ଅଛି ଯାହା ଏହି ପ୍ରକାରର ଅଟେ। “ଓଁ ସମ୍ଭବେ ନମଃ” ଏହା ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ। ଏହି ମନ୍ତ୍ରର ଜପ କରି ଆପଣ ନିଜ କୁଣ୍ଡଳୀରେ ଯେତେବି ଦୋଷ ଥିବ ତାହାବି ମଧ୍ୟ ଦୂର ହୋଇଯିବ। ଏହା ଛଡା ଆପଣ ଦୁଇ ହାତ ଯୋଡି ଏହି ମନ୍ତ୍ରର ଜପ କରିବା ଉଚିତ। “ଓଁ ତ୍ରୟେମ୍ବକମ ଜଂଜାମହି ସୁଗନ୍ଧି ପୁଷ୍ଟି ବର୍ଦନଂମ ଉରୁବାରୁକମାବର୍ଦ୍ଧନାମ ମୃତ୍ୟୁମୁଖଶ୍ୟମାମୁତ୍ରମ।

ଏହି ମନ୍ତ୍ରକୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ବା ସଂଜୀବନି ମନ୍ତ୍ର ମଧ୍ୟ କୁହନ୍ତି। ଏହି ମନ୍ତ୍ର ଅତ୍ୟନ୍ତ ପ୍ରଭାବଶାଳି ମନ୍ତ୍ର ଅଟେ। ଏହାକୁ ପ୍ରଭାତରୁ ଉଠି ଆଖି ଖୋଲିବା ପୂର୍ବରୁ ୩ ଥର ଜପ କରି ନିଅନ୍ତୁ। ଏହାର ଉଚାରଣରେ ବା ଧ୍ୱନୀରେ ଶରୀରରେ ଚାରିପଟରେ ଦୈବଶକ୍ତିର ସଂଚାର ହୋଇଥାଏ। ଏହି ମନ୍ତ୍ର ଉଚାରଣ କରି ଶୁଣିବା ଦ୍ୱାରା ସବୁ ଅମଙ୍ଗଳ ଶକ୍ତି ବି ଦୂର ହୋଇଥାଏ ଏବଂ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *