Excuse Me Odisha

ଯାହା କହିବୁ ସତ କହିବୁ

ଗହମର ୨୧ ଟି ଦାନା ଚୁପଚାପ ରଖିଦିଅନ୍ତୁ ଏହି ଜାଗାରେ|ରୋଡ଼ପତିରୁ କୋଟିପତି ବନିଯିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗହମର ୨୧ ଟି ଦାନା ଚୁପଚାପ ରଖିଦିଅନ୍ତୁ ଏହି ଜାଗାରେ।ରୋଡ଼ପତିରୁ କୋଟିପତି ବନିଯିବେ।

ଯେବେବି ଧନର ସମସ୍ୟା ବହୁତ ଚିନ୍ତିତ କରିବ ଲକ୍ଷେ ଚେଷ୍ଟା କରିବା ପରେ ବି ଧନ ସଞ୍ଚୟ କରିପାରିବେ ନାହିଁ ତ ଏକ ଛୋଟ ପ୍ରୟୋଗ ନିଶ୍ଚୟ କରନ୍ତୁ। ଅନେକ ଥର ଜୀବନରେ କୌଣସି ବି ଇଛା ପୁରା ହୋଇପାରିନଥାଏ ଅନେକ ଥର କିଛି ପୁରା ହୋଇଥାଏ ଆଉ କିଛି ପୁରା ହୋଇନଥାଏ ଏବଂ ବହୁତ ଥର ଏମିତି ହୋଇଥାଏ ଆପଣ ଲକ୍ଷେ ଚେଷ୍ଟା କରିନିଅନ୍ତୁ କିନ୍ତୁ ଆଗକୁ ବଢି ପାରନ୍ତି ନାହିଁ। ଯେଉଁଠି ଅଛନ୍ତି ସେଇଠି ହିଁ ଅଛନ୍ତି। ଉନ୍ନତି ତ ସମସ୍ତେ କରିବାକୁ ଚାହାନ୍ତି କାରଣ ବ୍ୟକ୍ତି ମନୁଷ୍ୟର ନାମ ହିଁ ଅଟେ ଆଗକୁ ବଢ଼ିବା ଉନ୍ନତି କରିବା। ଯେତେବେଳେ ଲକ୍ଷେ ଚେଷ୍ଟା କରିବା ପରେ ବି ଉନ୍ନତି ହୋଇନଥାଏ ତ ଏକ ଛୋଟ ପ୍ରୟୋଗ କରନ୍ତୁ। ଜୀବନର ସମସ୍ତ ସମସ୍ୟାରୁ ବାହାର କରିବ ଏହି ଉପାୟ। ତେବେ ଆସନ୍ତୁ ଜାଣିବା।

ଆପଣ ନିଜ ଘରେ ମାଟିର ପାତ୍ରରେ ଛୋଟ ହେଉ କିମ୍ବା ବଡ଼ ହେଉ ଯଦି ନଥାଏ ତେବେ ମାଟିର ଦୀପ ନେଇ ପାରିବେ ସେଥିରେ ଗହମ ଭର୍ତି କରିଦିଅନ୍ତୁ ଏବଂ ଏହାକୁ ଘରର ପୂର୍ବ ଦିଗରେ ରଖିଦିଅନ୍ତୁ ଏବଂ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ ସମ୍ଭବ ହେବ ତ ଲାଲ ଫୁଲର ପାଖୁଡା ୫ଟି ରଖିଦେବେ ଏହି ଗହମ ସହିତ ଏବଂ ଏକ ସପ୍ତାହ ପରେ ଯେଉଁ ମଙ୍ଗଳବାର ଦିନ ଆସିବ ତ ସେତେବେଳେ ଏହି ଗହମକୁ କାଢି କୌଣସି ଗଛ ମୂଳରେ ଢାଳି ଦେବେ। ଯଦି ଆପଣ ଚାହିଁବେ ୨୧ ଟି ଦାନା ଗହମ ନେଇପାରିବେ।

ଯେଉଁ ଫୁଲ ପକେଇ ଥିବେ ସେହି ଫୁଲକୁ ନେଇ କୌଣସି ପବିତ୍ର ଜାଗାରେ ରଖିଦିଅନ୍ତୁ। ଜୀବନରେ ଯାହାବି ସମସ୍ୟା ଥିବ କିମ୍ବା ଆଗକୁ ଆସୁଥିବ ତ ତାହା ଟଳି ଯିବ। ଯାହାବି ସମସ୍ୟା ଆପଣଙ୍କ ଲାଇଫରେ ଚାଲୁଛି ତାହା ସମାପ୍ତ ହୋଇଯିବ ବହୁତ ସହଜ ଉପାୟ ଅଟେ। ଆପଣ ଚାହିଁଲେ ୨୧ ଟି ଦାନା ଗହମ ନେଇପାରିବେ କିମ୍ବା ବିନା ନଗଣି ଗହମ ନେଇପାରିବେ ଏବଂ ଗଛ ମୂଳରେ ଢାଳି ଦେବେ କିନ୍ତୁ ଭୁଲରେ ବି ଛାତ ଉପରେ ପକେଇବେ ନାହିଁ। ଛାତ ଯାହା ବୁଧଙ୍କ ପ୍ରତିନିଧିତ୍ୱ କରିଥାଏ ଆଉ ପାରା ଯାହା ରାହୁଙ୍କର ଅଟେ।

ଯଦି ଆପଣ ଛାତରେ ଗହମ ପକେଇ ଦେବେ ଆଉ ରାହୁ ଆସିଯିବ ଅର୍ଥାତ ପାରା ଆସିଯିବ ଛାତ ଉପରେ ତ ପୁଣି ଆପଣଙ୍କ ବୁଧ ଏବଂ ରାହୁ ଦୁଇଜଣ ମିଶି ଜୀବନରେ ସମସ୍ୟା ସୃଷ୍ଟି କରିଦେବେ। ଏଥିପାଇଁ ଭୁଲରେ ବି ଛାତ ଉପରେ ଦାନା ଅର୍ପଣ କରନ୍ତୁ ନାହିଁ ଏବଂ ଗଛ ମୂଳରେ ଢାଳି ଦେବେ ଆଉ ଢାଳିବା ସମୟରେ ନିଜର ଇଚ୍ଛାକୁ କହିବେ ଆଉ ବିନା ପଛକୁ ନଚାହିଁ ଘରକୁ ଚାଲି ଆସିବେ। ଯେବେବି ଏହି ପ୍ରୟୋଗ କରିବେ ଧ୍ୟାନ ଦେବେ ଯେମିତି କେହି ନଦେଖିପାରିବେ ଚୁପଚାପ କରନ୍ତୁ।

ଆମର ଶାସ୍ତ୍ରରେ ଗହମର ତୁଳନା ସୁନା ସହିତ କରାଯାଇଛି। ସୁନା ଯାହାକୁ ଆମେ କନକ କହିଥାଉ ତ ସୁନାର ତୁଳନା ଗହମ ସହିତ କରାଯାଇଛି ଏଥିପାଇଁ ଏହି କଥାର ସର୍ବଦା ଧ୍ୟାନ ରଖିବେ। ଯେବେବି ମା ଲକ୍ଷ୍ମୀଙ୍କର ପୂଜା କରିବେ ତ ଗହମ ଚାଉଳ କେବେବି କାହାରିକୁ ଦେବେ ନାହିଁ।

ସନ୍ତାନ ପାଖରୁ ବଡ଼ ଧନ କିଛି ବି ନାହିଁ। ସନ୍ତାନ ପ୍ରାପ୍ତି ପାଇଁ ଛୋଟ ପ୍ରୟୋଗ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ୫ ଟି ଗହମର ଦାନା ପ୍ରତିଦିନ ଅର୍ପଣ କରନ୍ତୁ। ଆଉ ସେହି ଗହମର ଦାନା ଯେତେ ହୃଷ୍ଟ ପୃଷ୍ଟ ହେବ ସୁନ୍ଦର ମୋଟା ତାଜା ହେବ ସେତେ ଭଲ। ଆଉ ଏହି ଗହମକୁ ନିଜ ଘରର ଆଖପାଖରେ ଥିବା ଭଗବାନ ବିଷ୍ଣୁଙ୍କ ମନ୍ଦିରକୁ ଯାଇ ଭଗବାନ ବିଷ୍ଣୁଙ୍କୁ ଚୁପଚାପ ଅର୍ପଣ କରିଦିଅନ୍ତୁ ଏବଂ ଘରକୁ ଫେରି ଆସନ୍ତୁ। ଏହା ସନ୍ତାନ ପ୍ରାପ୍ତି ହେବା ପର୍ଯ୍ୟନ୍ତ ପ୍ରତ୍ୟକ ଦିନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *