Excuse Me Odisha

ଯାହା କହିବୁ ସତ କହିବୁ

୨୪ ଘଣ୍ଟା ଭିତରେ ହିଁ ଇଛା ପୂରଣ ହେଉ ଚାହାଁନ୍ତି ତ ନିଜେ କରି ବର୍ତ୍ତମାନ ଦେଖନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୪ ଘଣ୍ଟା ଭିତରେ ହିଁ ଇଛା ପୂରଣ ହେଉ ଚାହାଁନ୍ତି ତ ନିଜେ କରି ବର୍ତ୍ତମାନ ଦେଖନ୍ତୁ

ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଏକ ଏମିତି ସରଳ ପ୍ରୟୋଗ ବିଷୟରେ ଜଣେଇବାକୁ ଯାଉଛୁ ଯାହାର ମାଧ୍ୟମରେ ଆପଣମାନେ ନିଜର ସକଳ ଅପୂର୍ଣ୍ଣ ଇଚ୍ଛାକୁ ତତ୍କାଳ ପରିପୂର୍ଣ୍ଣ କରିପାରିବେ ଏବଂ ଏଥି ସହ ଏକ ଏଭଳି କୀର୍ତ୍ତିମାନ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ହାସଲ କରିବେ ଆପଣଙ୍କ ସମାଜରେ ଏକ ମର୍ଯ୍ୟାଦା ସମ୍ପର୍ଣ୍ଣ ବ୍ୟକ୍ତିତ୍ୱରେ ପରିଣତ ହେବେ। ଆପଣଙ୍କ ଭିତରେ ଏଭଳି ଏକ ମହନ ତନ୍ତ୍ର ବସିକରଣ ଶକ୍ତି ପୁରି ଉଠିବ ଆପଣଙ୍କୁ ଯିଏ ମଧ୍ୟ ଦେଖିବ ତତ୍କାଳ ମୋହିତ ବଶୀଭୂତ ହେବ ଆପଣଙ୍କର କଥାବାର୍ତାରେ ଚାଲି ଚଳନରେ ଏଭଳି ଏକ ସ୍ୱତନ୍ତ୍ର ମାଧ୍ୟମ ପରିସ୍ଫୁଟ ହେବ।

ଆପଣ ଯେଉଁ ସ୍ଥାନରେ ପାଦ ଦେବେ ସେହି ସ୍ଥାନର ମାହଲ ପୁରାପୁରି ରଙ୍ଗୀନ ହୋଇଉଠିବ ଏବଂ ଆପଣଙ୍କ କଥାବାର୍ତ୍ତାରେ ଏଭଳି ଏକ ମଧୁର ସ୍ୱର ଆସିବ ଯାହା ଫଳରେ କି ଆପଣ ଯେଉଁ ବ୍ୟକ୍ତିଙ୍କୁ ଯେଉଁ କଥା କହିବେ ସେ ତାକୁ ତତ୍କାଳ ଅନୁସରଣ କରିବ। ଆପଣଙ୍କର ସମସ୍ତ ଠାଣି ରୂପକାଂକ୍ଷୀ ଏଭଳି ଭାବରେ ଝଲସିବାକୁ ଲାଗିବ ଯଦି ଆପଣ ଲକ୍ଷେ ଲୋକଙ୍କର ଭିଡ଼ ମଧ୍ୟରେ ମଧ୍ୟ ଉପସ୍ଥିତ ଥିବେ ହଠାତ ଆପଣଙ୍କୁ ବାରି ହୋଇପଡିବ। ଏହା ଏଭଳି ଏକ କ୍ରିୟା ଏହାରି ମାଧ୍ୟମରେ ଆପଣଙ୍କର ଧନ ପ୍ରାପ୍ତି ହେବା ସହିତ ଜୀବନରେ ସକଳ ସୁଖ ଶାନ୍ତି ଉନ୍ନତି ଆସିବା ସହ ଆପଣଙ୍କୁ ଜଣେ ଗଣ୍ୟ ବ୍ୟକ୍ତିରେ ପରିଣତ କରିବ ଯାହା ଆପଣ ଇହ ଜଗତରେ ଆପଣଙ୍କର ଜୀବନ ଥିବା ଅବସ୍ଥାରେ ଆପଣଙ୍କୁ ଯେଉଁ ଭଳି ଅବସ୍ଥାରେ ସୁଖ ଶାନ୍ତି ପ୍ରଦାନ କରିବ ଆପଣଙ୍କର ମୃତ୍ୟୁ ପରେ ମଧ୍ୟ ଆପଣଙ୍କୁ ଲୋକମାନେ ଝୁରିବେ।

ଆପଣ ତାଙ୍କ ହୃଦୟରେ ଅଲିଭା ସ୍ମୃତି ଭଳି ରହିଯିବେ। ଏହି କ୍ରିୟାରେ କୌଣସି ପୂଜାପାଠ କରିବାକୁ ପଡିବ ନାହିଁ। ଏହି କ୍ରିୟା ବହୁତ ଶକ୍ତିଶାଳୀ ଅଟେ। ଏହି କ୍ରିୟାକୁ ଯେକୌଣସି ପୁରୁଷ ହୁଅନ୍ତୁ କି ନାରୀ ସହଜରେ କରିପାରିବେ। ଏହି କ୍ରିୟାକୁ ଯେକୌଣସି ଦିନ ଯେକୌଣସି ସମୟରେ କରିହେବ। ଯଦି ଧନ ଜନିତ ସମସ୍ୟାରେ ଗତି କରୁଛନ୍ତି କିମ୍ବା କୌଣସି ବ୍ୟାପାର ବାଣିଜ୍ୟ ଭଲ ଚାଲୁନାହିଁ ତେବେ ଏହି ସରଳ ଉପାୟ କରିପାରିବେ। ଦେଖିବେ ଆପଣଙ୍କର ବ୍ୟବସାୟ ବହୁତ ଭଲରେ ଚାଲିବ। ଯଦି ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଆପଣ ଚାକିରୀ ପ୍ରାପ୍ତ କରିପାରୁନାହାନ୍ତି ତେବେ ଦେଖିବେ ଏହି କ୍ରିୟା କଲେ ଚାକିରୀ ବୃତି ପ୍ରାପ୍ତ ହେବାକୁ ଲାଗିବ।

ଯଦି ଆପଣ ବିବାହ ଯୋଗ୍ୟ ହୋଇ ମଧ୍ୟ ବିବାହ ହୋଇପାରୁନାହିଁ ତେବେ ବିବାହ ମଧ୍ୟ ହୋଇପାରିବ। ଦାମ୍ଫତ୍ୟ ଜୀବନରେ ଯଦି ଝଡ଼ ଚାଲିଛି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ ତେବେ ଏହି କ୍ରିୟା କରନ୍ତୁ ଦେଖିବେ ଆପଣଙ୍କ ଭିତରେ ପୁନଃରାୟ ସମ୍ପର୍କ ଯୋଡି ହେବ। ମଧୁର ଦାମ୍ଫତ୍ୟରେ ଆପଣଙ୍କ ଜୀବନଟି ବ୍ୟତୀତ ହେବାକୁ ଲାଗିବ। ଆପଣଙ୍କର ଯେକୌଣସି ସମସ୍ୟା ଥିଲେ ପ୍ରେମ ଜନିତ ସମସ୍ୟା ରୋଗ ଶୋକ ଦୁଃଖ କଷ୍ଟ ଋଣ କରଜରେ ବୁଡି ରହିଥିଲେ ଯେକୌଣସି ସମସ୍ୟା ଥିଲେ ଏହି ଉପାୟ କରନ୍ତୁ। ଏହା ଦ୍ବାରା ସମସ୍ତ ଇଚ୍ଛାକୁ ପୂରଣ କରିପାରିବେ। ତେବେ ଆସନ୍ତୁ ଜାଣିବା ସେହି କ୍ରିୟାଟି କେମିତି କରିବେ।

ଏହି କ୍ରିୟା ମାଧ୍ୟମରେ ଅପୂର୍ଣ ଇଛା ପୂରଣ କରିପାରିବେ। ଯାହା ବି ମଧ୍ୟ ନିଜ ମନ ଭିତରେ ଆଣିବେ ତାହା ଆପଣଙ୍କର ତତ୍କାଳ ପୂରଣ ହୋଇଯିବ। ଏହି ଆଜ୍ଞା ଚକ୍ରର ସିଦ୍ଧି ବଳରେ ଯେଉଁମାନେ ଆପଣଙ୍କର ପାଖାପାଖି ଥିବା ସମସ୍ତ ଅନୁସାତ ଥିବା ଲୋକମାନଙ୍କୁ ନିଜର ଇଛା ନିମିତ୍ତ ଆଜ୍ଞା ପ୍ରେରଣ କରିପାରିବେ। ସେମାନେ ଆପଣଙ୍କର ସମସ୍ତ ମୌଳିକ ଇଛା ପୂରଣ କରିବା ସହ ଆପଣଙ୍କର ପାଖାପାଖି ଯେତିକି ବ୍ୟକ୍ତିଗଣ ଅଛନ୍ତି ସେମାନେ ମଧ୍ୟ ତାଙ୍କର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲାଗିବେ।

ଏହା ପାଇଁ ଆପଣଙ୍କୁ ଆବଶ୍ୟକତା ପଡିବ ଟାଟକ ସାଧନା। ଯାହାକି ଆପଣଙ୍କର କୌଣସି ବସ୍ତୁ ଉପରେ ଆପଣଙ୍କର ଅପଲୋକ ନୟନରେ ଦୃଷ୍ଟିକୁ ନିବିଧ ରଖିବାର କଳା ହେଉଛି ଆପଣଙ୍କର ଟାଟକ ସାଧନା। ଆପଣଙ୍କର ଟାଟକ ହେଉଛି ୭ ପ୍ରକାରର। ସୂର୍ଯ୍ୟ ଟାଟକ ଚନ୍ଦ୍ରମା ଟାଟକ ଅଗ୍ନି ଟାଟକ ବାୟୁ ଟାଟକ ଏହିଭଳି ଟାଟକ ଆପଣଙ୍କର ୭ ପ୍ରକାରର ରହିଛି। ଏହି ୭ ପ୍ରକାରର ଟାଟକକୁ ଯେଉଁ ସାଧକ ଆୟତ୍ତ କରିନିଏ ସେ ତାର ଆଜ୍ଞା ଚକ୍ରକୁ ସମ୍ପୂର୍ଣ୍ଣ ଭାବରେ ଉନ୍ନମୁତ କରିପାରିଥାଏ ଏବଂ ଏହି କ୍ରିୟା ଏତେ ଶକ୍ତିଶାଳୀ ହୋଇ ଉଠେ ଯେ ତାରି ମାଧ୍ୟମରେ ସମସ୍ତ ତନ୍ତ୍ର ସାଧନ କରିପାରିବେ ସମସ୍ତ ଇଚ୍ଛାକୁ ପୂରଣ କରିପାରିବେ।

ଯେଉଁମାନେ ଏହି ଟାଟକ ସାଧନକୁ ବଳବତ୍ତର କରିବାକୁ ଚାହୁଁଛନ୍ତି ସେମାନେ ବହୁତ କଠିନରୁ କଠିନତମ ଇଚ୍ଛାକୁ ପୂରଣ କରିପାରିବେ। ଯେଉଁମାନେ କରିପାରିବେ ନାହିଁ ତ ସେମାନଙ୍କ ପାଇଁ ଗୋଟେ ସହଜ ଉପାୟ ଆଜି ଆଣିଛୁ। ତେବେ ଆସନ୍ତୁ ଜାଣିବା ବିନା ଟାଟକରେ କେମିତି କରିବେ। ଯେକୌଣସି ଦିନ ଯେକୌଣସି ସମୟରେ ଏହି କ୍ରିୟାଟିକୁ କରିବେ। ଯେତେବେଳେ ସେହି ବ୍ୟକ୍ତି କିମ୍ବା ଵସ୍ତୁ ଆପଣଙ୍କୁ ଆନ୍ଦୁଳିତ କରିଯିବ ସେହିଭଳି ମୁହୂର୍ତ୍ତରେ କଲେ ଗୋଟେ ଥରରେ ସଫଳ ହୋଇଯିବେ।

ଆପଣଙ୍କ ଘର ପାଖରେ ଥିବା କୌଣସି ପୂଜା ପାଉଥିବା ଅସ୍ତ ଗଛର ଗୋଟେ ପତ୍ର ଆପଣ ଆଣିବେ ଏବଂ ସେହି ପତ୍ରକୁ ଆପଣଙ୍କର ଗଙ୍ଗା ଜଳରେ ଧୌତ କରିକି ଗୋଟେ ଲାଲି କେଚପେନର ସହାୟତାରେ ଆପଣଙ୍କର ଯେକୌଣସି ଇଛାଟିକୁ ତା ଉପରେ ଲେଖିଦେବେ ଯଦି ଆପଣ ଚାକିରୀ ପାଇବା ପାଇଁ ଚାହୁଁଥିଲେ ଚାକିରୀ ଲେଖିବେ ବ୍ୟବସାୟରେ ଉନ୍ନତି ପାଇଁ ବ୍ୟବସାୟ ଲେଖିବେ ପ୍ରେମ ପାଇଁ ପ୍ରେମ ଲେଖିବେ ବିବାହ ପାଇଁ ବିବାହ ଲେଖିବେ ଏବଂ ଯଦି ଋଣ କରଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଋଣ ବୋଲି ଲେଖିବେ। ଲେଖିବା ପରେ ଆପଣ ତାକୁ ବାମ ହସ୍ତରେ ରଖନ୍ତୁ ଏବଂ ଦକ୍ଷିଣ ହସ୍ତରେ କିଛି ଅକ୍ଷତ ଅରୁଆ ଚାଉଳ ତାପରେ ୨ ଟି ଲବଙ୍ଗ ଏବଂ ସାମାନ୍ୟ ଜଳ ରଖି ସେହି ହାତ ମୁଠାଟିକୁ ବନ୍ଦ କରିଦିଅନ୍ତୁ।

ଆପଣଙ୍କର ଦୁଇ ହାତ ମୁଠାକୁ ଏହିଭଳି ବନ୍ଦ କରିବା ଅବସ୍ଥାରେ ଆପଣଙ୍କର ଇଛାଟି ପୂରଣ ହେଉ ବୋଲି ନିଜର ଇଷ୍ଟ ଦେବଙ୍କୁ ଜଣାନ୍ତୁ। ସେହି ଇଛା ଉପରେ ଆପଣଙ୍କର ଗମ୍ଭୀର ଧ୍ୟାନ କେନ୍ଦ୍ରୀଭୂତ କରିବା ପରେ ଆପଣ ନିଜ ଆଖିକୁ ଉନ୍ନମୁତ କରନ୍ତୁ ଏବଂ ଆପଣଙ୍କର ଦକ୍ଷିଣ ହସ୍ତରେ ଥିବା ଏହିସବୁ ସାମଗ୍ରୀକୁ ବାମ ହସ୍ତରେ ଯେଉଁ ଅସ୍ତ ପତ୍ରଟିକୁ ରଖିଛନ୍ତି ତାର ମଧ୍ୟମ ଭାଗରେ ରଖି ତାକୁ ଗୋଟିଏ ବିଡ଼ିଆ ପାନ ଯେମିତି ଭାଙ୍ଗନ୍ତି ସେହିଭଳି ଭାବରେ କରିକି ଲବଙ୍ଗଟିକୁ ପାନ ଉପରେ ଯେମିତି ଗଞ୍ଜାଯାଏ ଆପଣ ସେହିଭଳି ଭାବରେ ଗୁଞ୍ଜି ଦେଇ ରଖନ୍ତୁ

ଏହିପରି ଭାବେ ଆପଣ ତାହା କରିବା ପରେ ତାହାକୁ ଦୁଇ ହାତ ପାପୁଲି ମଝିରେ ରଖିକି ଏହି ମନ୍ତ୍ରକୁ ୫ ରୁ ୧୦ ମିନିଟ ଉଚାରଣ କରନ୍ତୁ ମନ୍ତ୍ରଟି ହେଉଛି ଓଁ ନମଃ ଅଦୃଶ୍ୟଦେବାୟ ନମଃ ମମ କାରୀୟ ସିଦ୍ଧିଙ୍ଗ ମଂ ଦେହୀ ସୁହାଃ। ନାରୀମାନେ କରିଲେ ଏହି କ୍ରିୟାଟିକୁ ତାର ବିପରୀତ ହସ୍ତ ପ୍ରୟୋଗ କରି କରିବେ। ଏହି କ୍ରିୟା କରିବା ପରେ ଏହାକୁ ଯେକୌଣସି ଗୋଟେ ବର ଗଛ ମୂଳରେ ରଖି ଦେଇ ଆସିବେ ଏବଂ ଯେତେବେଳେ ଆପଣ ସେଠାରେ ରଖି ଦେଇ ଆସିବେ ସେତେବେଳେ ଆପଣ ନିଜର ଇଛାଟିକୁ ତୁରନ୍ତ ପୂରଣ ହେଉ ବୋଲି ମଧ୍ୟ କହି ଏକ ମୁହାଁ ହୋଇ ପଛକୁ ନଚାହିଁ ଆସିବେ। ଦେଖିବେ ଆପଣଙ୍କର ମନସ୍କାମନା ଶୀଘ୍ର ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *