Excuse Me Odisha

ଯାହା କହିବୁ ସତ କହିବୁ

୬୦୦ ବର୍ଷ ପରେ ଅକ୍ଷୟ ତୃତୀୟା ୩ ମଇରେ ବନିଲା ମହାସଂଯୋଗ। ମା ଲକ୍ଷ୍ମୀଙ୍କ କୃପା ଏହି ୭ ଟି ରାଶି ଉପରେ ବର୍ଷିବ। ହେବ ଭାଗ୍ୟ ଉଦୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୬୦୦ ବର୍ଷ ପରେ ଅକ୍ଷୟ ତୃତୀୟା ୩ ମଇରେ ବନିଲା ମହାସଂଯୋଗ। ମା ଲକ୍ଷ୍ମୀଙ୍କ କୃପା ଏହି ୭ ଟି ରାଶି ଉପରେ ବର୍ଷିବ। ହେବ ଭାଗ୍ୟ ଉଦୟ।

ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ପାଳନ କରାଯାଏ ଏବଂ ଧାର୍ମିକ ମାନ୍ୟତା ଅନୁସାରେ ଅକ୍ଷୟ ତୃତୀୟା ଦିନ ଲୋକେ ସୁନା କିଣନ୍ତି ତ ତାଙ୍କ ଭାଗ୍ୟ ପୁରା ବର୍ଷ ସୁନା ଭଳି ଚମକି ଥାଏ ଏବଂ ଅକ୍ଷୟ ତୃତୀୟା ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡିଥାଏ ଏବଂ ଅକ୍ଷୟ ତୃତୀୟା ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ରମା ଦୁଇ ଜଣ ହିଁ ନିଜର ଉଚ୍ଚ ରାଶିରେ ଥାନ୍ତି ଅର୍ଥାତ ସୂର୍ଯ୍ୟ ମେଷ ରାଶିରେ ଏବଂ ଚନ୍ଦ୍ରମା ବୃଷ ରାଶିରେ ଥାଆନ୍ତି।

ଏହିଥର ଅକ୍ଷୟ ତୃତୀୟାରେ ୫୦ ବର୍ଷ ପରେ ଗ୍ରହଙ୍କ ଏମିତି ସଂଯୋଗ ବନୁଅଛି ଆପଣ ଯଦି ଅକ୍ଷୟ ତୃତୀୟା ଦିନ ରୀତିନୀତିରେ ପୂଜା ଆରୋଧନା କରିବେ ତ ଆପଣଙ୍କ ଭାଗ୍ୟ ପୁରା ବର୍ଷ ସୁନା ଭଳି ଚମକି ଉଠିବ। ଆପଣଙ୍କ ସମସ୍ୟା ଦୂର ହୋଇଯିବ। ତ ଭାଗ୍ୟର ସାଥ ପାଇବା ପାଇଁ କଣ କରିବେ କେମିତି ପୂଜା ପାଠ କରିବେ ଆସନ୍ତୁ ଜାଣିବା।

ଏବେ ଆସନ୍ତୁ ଜାଣିବା ରାଶି ମାନଙ୍କ ଉପରେ କଣ ପ୍ରଭାବ ପଡିବ। ଏହି ଗ୍ରହର ଚଳନର ଶୁଭ ସଂଯୋଗରେ।

ମେଷ ରାଶି। ଏହି ରାଶିର ଜାତକଙ୍କ ପାଇଁ ଅକ୍ଷୟ ତୃତୀୟା ଦିନ ସର୍ବଶ୍ରେଷ୍ଠ ରହିବ। ଏହି ଦିନ ଆପଣ କୌଣସି ବି ଧାତୁ କିଣିବା ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣ ଚାହିଁଲେ ସୁନା କିଣି ପାରିବେ। ଆକସ୍ମିକ ଧନ ଲାଭର ଯୋଗ ବନୁଅଛି। ଚିନ୍ତାଧାରାରେ ଆପଣଙ୍କର ସକରାତ୍ମକତା ବନି ରହିବ। ଆପଣଙ୍କ ସାହସ ବୃଦ୍ଧି ପାଇବ। ଉତ୍ସ୍ୟହ ଜନକ ବାତାବରଣ ରହିବ ଆପଣଙ୍କ ଆଖପାଖରେ।

ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବେରୋଜଗାର ଲୋକଙ୍କ ପାଇଁ ଉତ୍ତମ ସମୟ ଅଟେ। ଯଦି ଆପଣ କୌଣସି ସୁଯୋଗର ତଲାସରେ ଅଛନ୍ତି ତ ଆପଣଙ୍କୁ ନିଜର ପ୍ରତିଭା ଦେଖାବାର ଅଵସର ମିଳିବ। ଚାକିରୀ କରୁଥିବା ଲୋକଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବାର ଦେଖାଯାଉଛି। ଭଲ ସମୟ ରହିବ।

ବୃଷ ରାଶି। ଆପଣଙ୍କ ପାଇଁ ଏହି ଦିନ ଭଲ ରହିବ। ଏହି ଦିନ ଆପଣଙ୍କୁ ପରିବାର ପାଇଁ ଖୁସି କିଣିବାର ସୁଯୋଗ ମିଳିବ। ନିଜ ଲୋକଙ୍କ ସହିତ ସମୟ ବ୍ୟତୀତ କରିବେ। ଯଦି ଆପଣ ଚାନ୍ଦି କିଣିବେ ତ ଏହା ଆପଣଙ୍କ ପାଇଁ ଶୁଭ ରହିବ। ଓଁମ ସମ ସମାୟ ନମଃ ମନ୍ତ୍ରର ଜପ କରିବେ ତ ଆପଣଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ ଏବଂ ଏହି ସମୟର ସଦୁପଯୋଗ କରନ୍ତୁ। ଅକ୍ଷୟର ଅର୍ଥାତ ଯେଉଁ ଜିନିଷ ନଷ୍ଟ ନହେହ।

ମିଥୁନ ରାଶି। ଆପଣଙ୍କ ପାଇଁ ଅକ୍ଷୟ ତୃତୀୟା ଦିନ ମଙ୍ଗଳକାରୀ ଅଟେ। କିଛି ଭଲ ଖବର ଶୁଣିବାକୁ ମିଳିବ। ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ ଏବଂ ନିଜ କାର୍ଯ୍ୟକୁ ସଫଳ କରିବା ପାଇଁ ଭଲ ସମୟ ଅଟେ। ଶୁଭ ଉର୍ଜା ଅନୁଭବ ହେବ। ଶୁଭ ସଂଯୋଗ ବନିବାର ଦେଖାଯାଉଛି। ସ୍ୱାସ୍ଥ୍ୟ ଭଲ ରହିବ। ସନ୍ତାନ ପକ୍ଷରୁ ବି ସହଯୋଗ ମିଳିବ। ଆପଣଙ୍କ ପାଇଁ ସୁନା କିଣିବା ସର୍ବଶ୍ରେଷ୍ଠ ରହିବ। ଏହି ରାଶିର ଜାତକଙ୍କ ପାଇଁ ଏହି ଦିନ ବହୁତ ଶୁଭ ରହିବ।

କର୍କଟ ରାଶି। ଅଧିକାରୀଙ୍କ ସହଯୋଗ ମିଳିବ ଏବଂ ଅଧିକାରୀ କ୍ଷେତ୍ରରେ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରର ବ୍ୟକ୍ତିଙ୍କ ପାଇଁ ଅନୁକୂଳ ସମୟ ଅଟେ। ଆପଣ କାହାକୁ ଯଦି ସାକ୍ଷତ କରିବା ପାଇଁ ଯାଉଛନ୍ତି ତ ଆପଣଙ୍କୁ ପଜିଟିଭ ରେଜଲ୍ଟ ମିଳିବ। ଏହି ସମୟ ସେୟାର ମାର୍କେଟ ସୁନା ଚାନ୍ଦି ଭୂମିରେ ଯଦି ନିବେଶ କରିବାକୁ ଚାହୁଁଛନ୍ତି ତ ଉତ୍ତମ ରହିବ। ଆପଣ ଯଦି ଚାନ୍ଦିର ବାସନରେ ଯଦି ନିଜ ଇଷ୍ଟଙ୍କୁ କ୍ଷୀରି ଅର୍ପଣ କରନ୍ତି ତ ଶୁଭ ରହିବ। ଆକସ୍ମିକ ଧନ ଲାଭର ଯୋଗ ରହିଛି। ଆପଣଙ୍କ ପାଇଁ ଏହି ସମୟ ବହୁତ ଶୁଭ ରହିବ।

ସିଂହ ରାଶି। ଲମ୍ବା ସମୟରୁ ଯେଉଁ କାର୍ଯ୍ୟ ପାଇଁ ଅପେକ୍ଷାରେ ଥିଲେ ଯେଉଁ କାର୍ଯ୍ୟ ପୂରଣ ହୋଇ ପାରୁନଥିଲା ତାହା ସମାପ୍ତ ହୋଇଯିବ। ଆପଣଙ୍କ ପାଇଁ ସୁନା କିଣିବା ବହୁତ ଭଲ ରହିବ। ଆପଣଙ୍କ ଭାଗ୍ୟର ବୃଦ୍ଧି ହେବ। ଏବଂ ଏହି ସମୟ ଆପଣଙ୍କ ପାଇଁ ସୌଭାଗ୍ୟଶାଳୀ ରହିବ। ଭାଗ୍ୟ ପ୍ରତ୍ୟକ ପାଦରେ ଆପଣଙ୍କ ସାଥ ଦେବ। ପୈତୃକ ସମ୍ପତ୍ତିରୁ ବି ଲାଭ ମିଳିବ। ଧନ ପ୍ରାପ୍ତିର ଯୋଗ ବନୁଅଛି ଏବଂ ଆପଣଙ୍କ ମନ ଆଧ୍ୟାତ୍ମିକତା ଆଡ଼କୁ ଅଗ୍ରସର ହେବ। ଇଷ୍ଟଙ୍କ ଶରଣରେ ରୁହନ୍ତୁ ଆପଣଙ୍କ ପାଇଁ ଅକ୍ଷୟ ତୃତୀୟା ବହୁତ ଭଲ ସମୟ ନେଇ ଆସିବ। ଏହାର ସଦୁପଯୋଗ ନିଶ୍ଚୟ କରନ୍ତୁ।

କନ୍ୟା ରାଶି। ବ୍ୟାପାରର ବୃଦ୍ଧିର ଯୋଗ ବନୁଅଛି। ଲାଭର ଅବସର ମିଳିବ କିନ୍ତୁ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବାକୁ ହେବ। ଆପଣଙ୍କୁ ବାହାର ମାମଲାରେ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଯାତ୍ରା କରିବା ସମୟରେ ବିଶେଷ ସାବଧାନ ରୁହନ୍ତୁ। ଆପଣଙ୍କ ପାଇଁ ଅକ୍ଷୟ ତୃତୀୟା ଭଲ ରହିବ କିନ୍ତୁ ୮୦% ମାମଲାରେ ଅଳ୍ପ ଧ୍ୟାନ ଦିଅନ୍ତୁ। ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ଅସୀମ କୃପା ଆପଣଙ୍କ ଉପରେ ବର୍ଷିବ। ଆପଣଙ୍କ ସମୟ ଭଲ ଚାଲୁଛି।

ତୁଳା ରାଶି। ଏହି ସମୟ ଆପଣଙ୍କ ଜୀବନସାଥୀଙ୍କ ସହିତ ତାଳ ମିଶାଇ ଚାଲିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ହେବ। ଅଳ୍ପ ଟିକେ ବିଚଳିତ ଲାଗିବ। ନିଜର ଖାଇବା ପିଇବା ଆରାମ ଉପରେ ଧ୍ୟାନ ଦିଅନ୍ତୁ। ଲମ୍ବା ସମୟରୁ ଆପଣ ଯେଉଁ କାର୍ଯ୍ୟକୁ ନେଇ ସମସ୍ୟାରେ ଥିଲେ ତାହା ଉନ୍ନତ ହେବ। ଭାଗ୍ୟ ୮୦% ଆପଣଙ୍କ ସାଥ ଦେବ ଏବଂ ୧୫% ମାମଲାରେ ଆପଣ ନିଜକୁ ଧ୍ୟାନ ଦେବାକୁ ହେବ। ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ରହିବ। ଇଷ୍ଟଦେବଙ୍କୁ କ୍ଷୀର ଅର୍ପଣ କରନ୍ତୁ। ଚାନ୍ଦି ନିଶ୍ଚୟ କିଣନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ରହିବ।

ବିଛା ରାଶି। ଆପଣଙ୍କ ପାଇଁ ଏହି ଦିନ ବହୁତ ସୁନ୍ଦର ଦିନ ରହିବ। ସମସ୍ତ ରାଶିଙ୍କ ଠାରୁ ଆପଣଙ୍କ ରାଶି ସବୁଠାରୁ ଅଧିକ ଭଲ ସମୟ ରହିବ। ଚାରିପଟୁ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ। ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ଦେଇ ଗତି କରୁଥିଲେ ତାହା ମଧ୍ୟ ଠିକ ହେବାର ଦେଖାଯାଉଛି। ଆପଣ ନିଜ ବିରୋଧୀଙ୍କ ଉପରେ ଭାରି ପଡିପାରନ୍ତି। ଯଦି ଆପଣ କଂପିଡ଼ିସନରେ ଧ୍ୟାନ ଦେଉଛନ୍ତି ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ଶୁଭ ଅଟେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ପର୍କ ବହୁତ ମଧୁର ରହିବ। ଯଦି ଆପଣଙ୍କ ପାଇଁ ସମ୍ଭବ ହେବ ତ ବୃହସ୍ପତି ଦେବଙ୍କ ମନ୍ତ୍ର ଜପ କରନ୍ତୁ।

ଧନୁ ରାଶି। ଆପଣଙ୍କ ପାଇଁ ଏହି ଦିନ ଅଳ୍ପ ଟିକେ ଭାରି ରହିବ। ପ୍ରେମ ସମ୍ବଦ୍ଧରେ ସୁଧାର ଆସିବାର ଦେଖାଯାଉଛି କିନ୍ତୁ ଆପଣ ଯଦି ଏଥିରେ ଅଳ୍ପ ବି ସୁନା ଏବଂ ହଳଦିଆ ଧାତୁ କିଣନ୍ତି ସେମିତିରେ ତ ଏହି ରାଶିଙ୍କୁ ସୁନା ହିଁ ସୁଟ କରିଥାଏ ଏବଂ ଭଗବାନ ଶିବଙ୍କ ଉପରେ କ୍ଷୀରରେ ଏକ ଚୁଟକି ଚିନି ମିଶାଇ ନିଶ୍ଚୟ ଅର୍ପଣ କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବେ। ଆପଣଙ୍କ ସମୟ ଠିକ ଅଛି। ଭାଗ୍ୟ ୭୫% ଆପଣଙ୍କ ସାଥ ଦେବ। ଅଳ୍ପ ସମସ୍ୟା ଅଛି ସେଥିରୁ ଦୂରେଇ ରୁହନ୍ତୁ।

ମକର ରାଶି। ଆପଣଙ୍କ ପାଇଁ ଏହି ଦିନ ବହୁତ ହିଁ ସର୍ବତମ ରହିବ। ଆକସ୍ମିକ ଧନ ଲାଭର ଯୋଗ ରହିଛି। ପରିବାରରେ ନିଜର ସହଯୋଗ ମିଳିବ ନିଜ ଲୋକଙ୍କର ସପଟ ମିଳିବାରୁ ଆପଣଙ୍କ ମନ ପ୍ରସନ୍ନ ରହିବ। ରାଜନୀତି କ୍ଷେତ୍ରରେ ଥିଲେ ଆପଣଙ୍କ ପାଇଁ ଏହି ସମୟ ଲାଭକାରୀ ଅଟେ। ଆପଣ ବାହନ ନେବାକୁ ଚାହୁଁଥିଲେ ସୁନ୍ଦର ସମୟ ଅଟେ ଆପଣ ନେଇପାରିବେ। ଆପଣ ଜବ କରିବାକୁ ଚାହାନ୍ତି ତ କରିପାରିବେ ଏବଂ ସ୍ଥାନ ପରିବର୍ତ୍ତନର ବି ସମୟ ଅଛି। ଏହି ସମୟରେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବହୁତ ଅଧିକ ଆପଣଙ୍କ ଆତ୍ମବିଶ୍ୱାସ ଆପଣଙ୍କ ସହିତ ରହିବ କିନ୍ତୁ ଯେଉଁ ବି କାର୍ଯ୍ୟ ପାଇଁ ନିଷ୍ପତ୍ତି ନେବେ ବୁଝି ବିଚାରି ନେବେ ତ ସମାପ୍ତ କରିପାରିବେ।

କୁମ୍ଭ ରାଶି। ଆପଣଙ୍କ ଦିନ ଭଲ ରହିବ। ପରାକ୍ରମରେ ବୃଦ୍ଧି ହେବ। ଭାଗ୍ୟ ସାଥ ନିଭାଇବ ୯୦%। ଆପଣ ଭାଇଙ୍କ ଠାରୁ ସହଯୋଗୀଙ୍କ ଠାରୁ ସହଯୋଗ ମିଳିବ। ଆପଣଙ୍କ ବ୍ୟବସାୟରେ ତେଜି ଆସିବ। ବେରୋଜଗାର ଲୋକଙ୍କୁ ରୋଜଗାରର ରାସ୍ତା ମିଳିବ। କୌଣସି ଦୂର ସଞ୍ଚାର ମାଧ୍ୟମରେ ଆପଣଙ୍କୁ ଶୁଭ ସମାଚାର ମିଳିବ। ଆପଣଙ୍କ ପାଇଁ ସୁନା କିଣିବା ଶୁଭ ରହିବ।

ମୀନ ରାଶି। ଅକ୍ଷୟ ତୃତୀୟା ଆପଣଙ୍କ ପାଇଁ ବହୁତ ଭଲ ଦିନ ଏବଂ ଶତ୍ରୁ ପକ୍ଷ ପରାସ୍ତ ରହିବେ। କୋର୍ଟ କଚେରୀ ସମ୍ବଦ୍ଧିତ କୌଣସି ସମସ୍ୟା ଥିଲେ ତାହା ସମାଧାନ ହେବ। ସ୍ୱାସ୍ଥ୍ୟ ଏହି ସମୟ ଭଲ ରହିବ। ଆପଣଙ୍କ ବ୍ୟକ୍ତିତ୍ୱର ବୃଦ୍ଧି ହେବ। ଯଦି ଆପଣ କୌଣସି ବି ସୁନା କିଣିବେ କିମ୍ବା ହଳିଦିଆ ଧାତୁ ପିତଳ ଯାହାବି କିଣିବେ ତ ଆପଣଙ୍କ ପାଇଁ ଭଲ ରହିବ। ଭଗବାନ ହନୁମାନଙ୍କ ପୂଜା କରନ୍ତୁ ଏବଂ ଆପଣଙ୍କ ପାଇଁ ଭଗବାନ ବିଷ୍ଣୁଙ୍କର ବି ଆରୋଧନା କରିବା ବି ଭଲ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *