Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମହିଳା ତକିଆ ତଳେ ଏହି ଜିନିଷ ରଖି ଶୋଇଥାଏ| ତାଙ୍କ ଘର ପଇସାରେ ଭର୍ତି ହୋଇ ରହିଥାଏ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ସ୍ତ୍ରୀ ତକିଆ ତଳେ ରଖିକି ଶୁଅନ୍ତୁ ଏହି ଗୋଟିଏ ଜିନିଷ। ସେହି ଘର ଧନ ସମ୍ପତ୍ତିର ଭରିଯିବ।

ବନ୍ଧୁଗଣ ମୁଣ୍ଡ ତଳେ ରଖୁଥିବା ତକିଆ ଆପଣଙ୍କୁ ରାତାରାତି ମାଲାମାଲ ବନେଇ ଦେବ। ରାତିରେ ଶୋଇବା ସମୟରେ ତକିଆ ତଳେ ଏହି ଗୋଟିଏ ଜିନିଷ ନିଶ୍ଚୟ ରଖନ୍ତୁ ଏବଂ ଦେଖନ୍ତୁ ଚମତ୍କାର। ରାତାରାତି ଆପଣଙ୍କ ଭାଗ୍ୟ ଚମକି ଉଠିବ ଆମଦାନୀ ହେବ। ରାତିରେ ଶୋଇବା ସମୟରେ ପ୍ରତ୍ୟକ ବ୍ୟକ୍ତିକୁ ତକିଆର ଆବଶ୍ୟକତା ପଡିଥାଏ। କେବଳ ସାମାନ୍ୟ ଦେଖାଯାଉଥିବା ତକିଆ ଆପଣଙ୍କର ଭାଗ୍ୟକୁ ରାତାରାତି ଚମକାଇ ପାରିବ। ସବୁବେଳେ ଆପଣ ଶୁଣିଥିବେ ବ୍ୟକ୍ତି କେତେବି ଧନୀ ହୋଇଯାଉ ତାକୁ ଶୋଇବା ପାଇଁ ସୁନାର ତକିଆ ନୁହେଁ ବରଂ ମାମୁଲି ତକିଆର ଆବଶ୍ୟକତା ପଡିଥାଏ।

ଆପଣଙ୍କୁ ଜଣେଇ ଦେଉଚ୍ଛୁ କି ସାମାନ୍ୟ ଦେଖାଯାଉଥିବା ତକିଆ ଆପଣଙ୍କର ଭାଗ୍ୟକୁ ରାତାରାତି ଚମକାଇ ପାରିବ। ତକିଆ ଏକ ଏମିତି ବସ୍ତୁ ହୋଇଥାଏ ଯାହାର ତଳେ କିଛି ଏମିତି ବସ୍ତୁ ରଖିକରି ଶୋଇବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ। ସକରାତ୍ମକ ଉର୍ଜାର ପ୍ରଭାବ ପଡିଥାଏ ଯାହା ରାତାରାତି ଆପଣ ଗରିବରୁ ଧନୀ ହୋଇପାରନ୍ତି ଏବଂ ଆମର ଜୀବନରେ ଚାଲୁଥିବା ସବୁ ଧନ ସମ୍ପତ୍ତି ସମସ୍ୟା ସବୁ ପ୍ରକାରର ବିମାରିରୁ ଆମକୁ ମୁକ୍ତି ଦେଇଥାଏ। ତ ଆସନ୍ତୁ ଜାଣିବା ତକିଆ ତଳେ କେଉଁ ଜିନିଷ ରଖିବା ଶୁଭ ହୋଇଥାଏ।

ମୟୁରପୁଙ୍ଖ ସକରାତ୍ମକ ଉର୍ଜାରେ ଭରା ରହିବା ପାଇଁ ଏବଂ ସଫଳତା ପ୍ରାପ୍ତି ପାଇଁ ଆପଣ ନିଜ ତକିଆ ତଳେ ଗୋଟେ ମୟୁରପୁଙ୍ଖ ଅବଶ୍ୟ ରଖନ୍ତୁ। ଏହାର ପ୍ରଭାବ ବହୁତ ଲାଭକାରୀ ସିଦ୍ଧ ହୋଇଥାଏ। ତକିଆ ତଳେ ମୟୁରପୁଙ୍ଖ ରଖି ଶୋଇଲେ ବ୍ୟକ୍ତିର କୁଣ୍ଡଳୀରେ ଲାଗିଥିବା ଦୋଷ ଧୀରେ ଧୀରେ ସମାପ୍ତ ହୋଇଯାଇଥାଏ। ଏହା ଦ୍ବାରା ବ୍ୟକ୍ତିର ଭାଗ୍ୟ ତାକୁ ସମ୍ପୂର୍ଣ୍ଣ ଭାବେ ସାଥ ଦେଇଥାଏ। ଦୁର୍ଘଟଣାରୁ ବି ମୟୁରପୁଙ୍ଖ ଆପଣଙ୍କୁ ବଞ୍ଚାଇଥାଏ। ଯେତେବେଳେ ଆପଣ ସକାଳୁ ଉଠିବେ ତ ତକିଆ ତଳେ ମୟୁରପୁଙ୍ଖ ଉଠାଇ ତାର ଦର୍ଶନ ନିଶ୍ଚୟ କରିନିଅନ୍ତୁ। ପରିଣାମ ଭଲ ମିଳିଥାଏ।

ତକିଆ ତଳେ ରଖନ୍ତୁ ତୁଳସୀ ପତ୍ର। ବନ୍ଧୁଗଣ ତୁଳସୀର ଗଛକୁ ହିନ୍ଦୁ ଧର୍ମରେ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ ପବିତ୍ର ମାନାଯାଇଅଛି। ତୁଳସୀ ଆଧ୍ୟାତ୍ମିକ ଧାର୍ମିକ ଏବଂ ବୈଜ୍ଞାନିକ ଗୁଣରେ ଭରପୁର ହୋଇଥାଏ। ତୁଳସୀର ପତ୍ରରୁ ବାହାରୁଥିବା ସକାରାତ୍ମକ ଉର୍ଜା ଆମର ଅନେକ ସଂକଟକୁ ଦୂତ କରିପାରେ। ତୁଳସୀର ପତ୍ରରେବି ଏକ ଚମତ୍କାରୀ ଶକ୍ତି ରହିଥାଏ। ଏଥିପାଇଁ ଏହି ପତ୍ରକୁ ଆପଣ ତକିଆ ତଳେ ରଖିକି ଶୋଇବା ଦ୍ୱାରା ଶାନ୍ତ ଏବଂ ଭଲ ନିଦ ଆସିଥାଏ। ଖରାପ ସ୍ୱପ୍ନ ଆସିନଥାଏ। ଖରାପ ଚିନ୍ତା ଆସିନଥାଏ ଏବଂ କୌଣସି ବି ପ୍ରକାରର ଡର ଲାଗିନଥାଏ। ଏହି ଉପାୟ ଲଗାତାର ୨୧ ଦିନ କରିବା ଦ୍ୱାରା ଆମର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ବିନା କୌଣସି ବାଧାବିଘ୍ନରେ ସମ୍ପର୍ଣ୍ଣ ହୋଇଯାଇଥାଏ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ଆମର ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳିଯାଇଥାଏ।

ବନ୍ଧୁଗଣ ଯଦି ଆପଣ କୌଣସି କରଜକୁ ସୁଝିପାରୁନାହାନ୍ତି ଆପଣଙ୍କର ଆର୍ଥିକ ସମସ୍ୟା ଲାଗି ରହୁଥାଏ ଆପଣଙ୍କର ପାଖରେ ପଇସା ରହୁନାହିଁ କିମ୍ବା ଆପଣ ଯେତେ କମଉଛନ୍ତି ତାହା ଆପଣଙ୍କୁ ଅଣ୍ଟୁନାହିଁ ତ ଆପଣ ଏହି ଉପାୟ କରିକି ଦେଖନ୍ତୁ। ଆପଣଙ୍କର ଆଖପାଖରେ ଯଦି ଆପଣ ଦେଖନ୍ତି ତ ଆପଣଙ୍କୁ ଏମତି ବସ୍ତୁ ଦେଖାଦେବ ଯେଉଁଥିରେ ସକାରାତ୍ମକତା ଭରି ହୋଇରହିଥାଏ।

ଯେମିତିକି ଆପଣଙ୍କର ଆରାଧ୍ୟ ଦେବୀ ଦେବତାଙ୍କର ଫୋଟ କୌଣସି ବି ପବିତ୍ର ଧାର୍ମିକ ପୁସ୍ତକ ପୂଜାର ଚାଉଳ କୁମକୁମ,ହଳଦୀ, ଗୁଡ଼ ଆହୁରି ଅନେକ କିଛି ଏହି ସବୁ ବସ୍ତୁ ମଧ୍ୟରୁ ନିରନ୍ତର ସକାରାତ୍ମକ ଉର୍ଜା ବାହାରିଥାଏ। ଆପଣ ଏହି ବସ୍ତୁ ମାନଙ୍କ ମଧ୍ୟରୁ କିଛି ବସ୍ତୁ ଲାଲ କପଡ଼ାରେ ବାନ୍ଧି କରି ଇଶ୍ଵରଙ୍କ ସାମ୍ନାରେ ଅଭିମନ୍ତ୍ରିତ କରି ଆପଣଙ୍କର ତକିଆ ତଳେ ରଖିକି ଶୁଅନ୍ତୁ। କିଛି ଦିନରେ ଆପଣଙ୍କୁ ଆପଣଙ୍କ ସମସ୍ୟାରୁ ମୁକ୍ତି ମିଳିଯିବ ଏବଂ ଆର୍ଥିକ ସ୍ଥିତିବି ମଜବୁତ ହୋଇଯିବ।

ବନ୍ଧୁଗଣ ସୁନା ଏବଂ ଚାନ୍ଦି ଦୁଇଟି ଧାତୁର ସମ୍ବଦ୍ଧ ଆମର ଗ୍ରହ ମାନଙ୍କ ସହିତ ରହିଛି। ଏଥିପାଇଁ ତକିଆ ତଳେ ସୁନା ଏବଂ ଚାନ୍ଦିର ପଇସା କିମ୍ବା କୌଣସି ଅନ୍ୟ ବସ୍ତୁ ରଖିକି ଶୋଇବା ଦ୍ୱାରା ଏହାର ଲାଭ ଆମର ଆର୍ଥିକ ଏବଂ ପାରିବାରିକ ଜୀବନରେ ହୋଇଥାଏ। ଏବଂ ବ୍ୟାପାରରେ ଉନ୍ନତି ମଧ୍ୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *