ଅକ୍ଷୟ ତୃତୀୟା ଆସିବା ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ୭ ଟି ଜିନିଷ ଗରିବୀ ଆସିନଥାଏ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅକ୍ଷୟ ତୃତୀୟା ଆସିବା ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ୭ ଟି ଜିନିଷ ଗରିବୀ ଆସିନଥାଏ।
ବନ୍ଧୁଗଣ ଏହି ଅକ୍ଷୟ ତୃତୀୟାକୁ ସମସ୍ତେ ପୁରା ବର୍ଷ ଅପେକ୍ଷା କରି ରହିଥାନ୍ତି କାରଣ ଏହା ଏମିତି ଏକ ଶୁଭ ମୁହୂର୍ତ୍ତ ଯାହାକୁ ଅବୁଜ ମୁହୂର୍ତ୍ତ କୁହାଯାଏ। ଏମିତି ତ ୪ ଟି ଅବୁଜ ମୁହୂର୍ତ୍ତ ଅଛି କିନ୍ତୁ ଯେଉଁ ଅକ୍ଷୟ ତୃତୀୟା ଅଟେ ଏହି ଦିନର ମୁହୂର୍ତ୍ତ ସବୁଠାରୁ ଅଧିକ ଶୁଭ ଅଟେ। ଅକ୍ଷୟ ପୁଣ୍ୟ ଦେଇଥାଏ ଜୀବନରେ ଖୁସିକୁ ବଢାଇଥାଏ ଏହି ଦିନ କେବଳ ସୁନା ନୁହେଁ ବହୁତ ସାରା ଜିନିଷ କିଣିପାରିବେ। ଯଦି ଆପଣ ସୁନା କିଣି ପାରିବେ ନାହିଁ ତ ଧନିଆ କିଣି ପାରିବେ ଲୁଣ ବି କିଣି ପାରିବେ।
ଏହା ଦ୍ବାରା ଘରେ ଉନ୍ନତି ହୋଇଥାଏ କାରଣ ମା ଲକ୍ଷ୍ମୀଙ୍କୁ ଏହି ଜିନିଷ ପସନ୍ଦ ଅଟେ। ଆଜି ଆମେ ଆପଣଙ୍କୁ ଜଣେଇବୁ ଅକ୍ଷୟ ତୃତୀୟା ଆସିବା ପୂର୍ବରୁ କେଉଁ ଜିନିଷ ଘରୁ ବାହାର କରିଦେବା ଉଚିତ। ଯାହା ଦ୍ୱାରା ଘରେ ଉନ୍ନତି ହେବ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ। ଅକ୍ଷୟ ତୃତୀୟା ଜୀବନରେ ଅସୁବିଧା ସମୟରେ ଏହି ଦିନ ଯେତେବେଳେ ଆପଣ ଖାସ ପ୍ରୟୋଗ କରିନିଅନ୍ତୁ ମହା ପ୍ରୟୋଗ କରିନିଅନ୍ତୁ ଉପାୟ କରିନିଅନ୍ତୁ ତ ଉନ୍ନତି ବଢି ଯାଇଥାଏ। ଏହି ଦିନ ଭଗବାନ ଶିବଙ୍କର ବି ପୂଜା କରାଯାଏ। ଏବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଆସିବା ପୂର୍ବରୁ କେଉଁ ଜିନିଷ ଘରୁ ବାହାର କରିଦେବା ଉଚିତ।
ଘର ସଫା ସୁତରା ହେବା ଭଲ କଥା ଅଟେ। ସକରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ ନେଗେଟିଭ ଉର୍ଜା ଦୂର ହୋଇଥାଏ। ଯେବେବି କୌଣସି ଶୁଭ ପର୍ବ ଆସିଥାଏ ତ ଆପଣ ଘରର ସଫା କରିଥାନ୍ତି ଯେମିତିକି ପ୍ରତିଦିନ ସଫା କରିଥାନ୍ତି ତାହା ତ ଜରୁରୀ ଅଟେ। କିନ୍ତୁ ଏମିତି ବହୁତ ଜିନିଷ ଅଛି ଯାହାକୁ ଲୋକେ ଅଣଦେଖା କରିଦିଅନ୍ତି।
କଣ୍ଟା ଯୁକ୍ତ ଗଛ। ଏହା କୌଣସି ସମୟରେ ଶୁଭ ହୋଇନଥାଏ। କଣ୍ଟା ଯୁକ୍ତ ଗଛ ଯେଉଁ ଗଛର ଦାଣ୍ଠି ଭାଙ୍ଗିଲେ କ୍ଷୀର ବହରୁଥିବ ଏମିତି ଗଛ ଘର ଭିତରେ ରଖନ୍ତୁ ନାହିଁ।
ବନ୍ଦ ଘଡି। ଏହା ଘରର ବାସ୍ତୁକୁ ଖରାପ କରିଥାଏ। ଆପଣଙ୍କ ସମୟ ଆପଣ ଯେଉଁ ଉନ୍ନତି କରୁଛନ୍ତି ତାହା ଅଟକି ଯିବ ଏଥିପାଇଁ ଘରୁ ବନ୍ଦ ପଡିଥିବା ଘଡିକୁ ବାହାର କରିଦିଅନ୍ତୁ।
ତାଜମହଲ। ଏହି ଜିନିଷକୁ ଘରୁ ବାହାର କରିଦିଅନ୍ତୁ। ଏହାକୁ ଘରେ ରଖିବା ଉଚିତ ନୁହେଁ।
ଭଙ୍ଗା ରୁଜା ଫର୍ନିଚର। ଚିଆର ପଲଙ୍କ ଟେବୁଲ ଏମିତି ବହୁତ ସାରା ଜିନିଷ ଅଛି ତାହାକୁ ସବୁ ଘରୁ ବାହାର କରିଦିଅନ୍ତୁ।
ଫଟା କପଡା। ଏହାକୁ ମଧ୍ୟ ଘରେ ରଖନ୍ତୁ ନାହିଁ। ତୁରନ୍ତ ବାହାର କରିଦିଅନ୍ତୁ। ବହୁତ ଲୋକ ଅଛନ୍ତି କପଡା ହେଉ କିମ୍ବା ଅନ୍ୟ କୌଣସି ଜିନିଷ ହେଉ ଗୋଣ୍ଠଲି କରି ରଖିଦିଅନ୍ତି ଗୋଣ୍ଠିଲି କରି କୌଣସି ବି ଜିନିଷ ରଖନ୍ତୁ ନାହିଁ। ଏହା ଦ୍ବାରା ନିଜର ଭାଗ୍ୟକୁ ସେଥିରେ ବାନ୍ଧି ଦେଉଛନ୍ତି ତ ଏହି ଭୁଲ କେବେବି କରନ୍ତୁ ନାହିଁ।
ଭଙ୍ଗା ରୁଜା ବାସନ କାଚ ଆଇନା କୌଣସି ବି ପ୍ରକାରର ଭଙ୍ଗା ବାସନ ଘରେ ରଝନ୍ତୁ ନାହିଁ। ଫଟା ପର୍ସ ବି ଘରେ ରଖନ୍ତୁ ନାହିଁ ଘରୁ ବାହାର କରିଦିଅନ୍ତୁ। ନିଜର ପର୍ସରେ ଗୋଟେ କଏନ ନିଶ୍ଚୟ ରଖନ୍ତୁ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି। ଏହା ଦ୍ବାରା ଉନ୍ନତି ହୋଇଥାଏ।
ଘରେ ଖାଲି ଆଲମାରୀ ରଖନ୍ତୁ ନାହିଁ। ରୋଷେଇ ଘରେ ଖାଲି ଡ଼ବା ରଖନ୍ତୁ ନାହିଁ। ଡବାରେ କିଛି ନାଁ କିଛି ଭରି ରଖନ୍ତୁ।
ଘରେ ଭଗବାନଙ୍କ ଫଟା ମୂର୍ତି ବା ଫୋଟ ଥିଲେ ତ ଏହାକୁ ଘରେ ରଖନ୍ତୁ ନାହିଁ ଜଳରେ ପ୍ରବାହିତ କରିଦିଅନ୍ତୁ।
ଶୁଖିଲା ଗଛ ଥିଲେ ତୁରନ୍ତ କାଟି ଦିଅନ୍ତୁ। ତୁଳସୀ ଗଛ ସୁଖୀ ଯାଇଥିଲେ ତାକୁ ଓପାଡି ଜଳରେ ପ୍ରବାହିତ କରିଦିଅନ୍ତୁ।
ଖରାପ ବିଦ୍ୟୁତ ଉପକରଣ ଠିକ କରିଦିଅନ୍ତୁ ନଚେତ ଘରୁ ବାହାର କରିଦିଅନ୍ତୁ। ଏହା ଘରେ ସମସ୍ୟା ଉତ୍ପନ କରିଥାଏ।
ଜୂତା ଚପଲ। ଅନେକ ଥର ଏମିତି ହୋଇଥାଏ ଆପଣଙ୍କ ପାଖରେ ବହୁତ ଜୂତା ଚପଲ ଥାଏ ତ ଯେଉଁ ଜୂତା ଚପଲ ବ୍ୟବହାର କରୁନାହାନ୍ତି ତାହାକୁ ଘରୁ ବାହାର କରିଦିଅନ୍ତୁ।
ବୁଢିଆଣି ଜାଲ। ଏହା ବହୁତ ବାସ୍ତୁଦୋଷ ଉତ୍ପନ କରିଥାଏ। ତୁରନ୍ତ ଏହାକୁ ସଫା କରିଦିଅନ୍ତୁ।
ପ୍ଲାଷ୍ଟିକର ଖରାପ ଜିନିଷ କେବେବି ଘରେ ରଖନ୍ତୁ ନାହିଁ ଏହାକୁ ଠିକ ମାନାଯାଏ ନାହିଁ। ଆପଣଙ୍କ ଜୀବନରେ ସମସ୍ୟାକୁ ବୃଦ୍ଧି କରିଥାଏ।
ଘରେ ମହାଭାରତ ଯୁଦ୍ଧର ଫୋଟ ନଟରାଜଙ୍କ ମୂର୍ତି ଭାଙ୍ଗି ଯାଇଥିବା ଜାହାଜର ଫୋଟ ଜଙ୍ଗଲୀ ପଶୁ ହିଂସ୍ର ପଶୁ ଏହିସବୁ ଫୋଟ ଘରେ ରଖନ୍ତୁ ନାହିଁ। ଏହାକୁ ଘରେ ରଖିଲେ ଆପଣଙ୍କ ଜୀବନ ଉପରେ ଆପଣଙ୍କ ମନ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଜୀବନରେ ଶୁଭ ହୋଇନଥାଏ।
କଣ୍ଟାଯୁକ୍ତ ଗଛ କି ଫୋଟ ରଖିବା ଉଚିତ ନୁହେଁ। ଏମିତି ବହୁତ ଲୋକ ଅଛନ୍ତି ଏମିତି ଏମିତି ଫୋଟ ଲଗାଇଥାନ୍ତି ଯାହା ବୁଝି ହୁଏ ନାହିଁ। ସେଥିରେ ଜଙ୍ଗଲ ଅଛି ନାଁ କି ନାହିଁ ଏମିତି ଫୋଟ ରଖନ୍ତୁ ନାହିଁ।
ଡ଼ଷ୍ଟପିନକୁ ଲୁଚାଇ ରଖନ୍ତୁ। ସମସ୍ତଙ୍କ ସାମ୍ନାରେ ରଖନ୍ତୁ ନାହିଁ।
ଅପରିଷ୍କାର ଜିନିଷକୁ ଘରେ ବାହାର କରିଦିଅନ୍ତୁ। ଘରକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର ରଖନ୍ତୁ। ସଫା ସୁତରା ବନେଇ ରଖନ୍ତୁ। ଯାହା ଦ୍ୱାରା ଜୀବନରେ ସମସ୍ୟା ଅଳ୍ପ ବହୁତ କମ ହୋଇପାରିବ।
ପର୍ସରେ ଭଙ୍ଗା ରୁଜା ଜିନିଷ ରଖନ୍ତୁ ନାହିଁ। ନିଜ ପର୍ସରେ ଗୁଜୁରାତି ନିଶ୍ଚୟ ରଖନ୍ତୁ। ପର୍ସରେ କୌଣସି ପ୍ରକାରର ଅପବିତ୍ର ଜିନିଷ ରଖନ୍ତୁ ନାହିଁ
ଆଲମାରୀରେ ଟଙ୍କା ସୁନା ରୁପା ରଖିପାରିବେ। ଆଲମାରୀକୁ କେବେବି ଖୋଲା କରି ରଖନ୍ତୁ ନାହିଁ। ତାହାକୁ ବନ୍ଦ କରି ରଖନ୍ତୁ।
ପୂଜା ସମୟରେ ମା ଲକ୍ଷ୍ମୀଙ୍କ ପାଖରେ ସୁପାରି ଶ୍ରୀଯନ୍ତ୍ର କୁବେର ଯନ୍ତ୍ର ରଖିପାରିବେ। ଏହା ଦ୍ବାରା ଉନ୍ନତି ହେବ।
ଗୋଟେ ଭଗବାନଙ୍କର ୩ ଟି ଫୋଟ ରଖନ୍ତୁ ନାହିଁ। ୩ଟି ଲେଖାଏଁ ଫୋଟ କିମ୍ବା ମୂର୍ତି ରଖିବା ଶୁଭ ମାନାଯାଏ ନାହିଁ।