Excuse Me Odisha

ଯାହା କହିବୁ ସତ କହିବୁ

ଦୀର୍ଘ ୫୧ ବର୍ଷ ପରେ ମହାସଂଯୋଗ। ମଇ ମାସରେ ଏହି 5ଟି ରାଶିରେ ରାଜଯୋଗ | ଭାଗ୍ୟ ବଦଳିଯିବ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୀର୍ଘ ୫୧ ବର୍ଷ ପରେ ମହାସଂଯୋଗ। ମଇ ମାସରେ ବୃଷ ରାଶି ସିଂହ ରାଶି କନ୍ୟା ରାଶି କୁମ୍ଭ ରାଶି ତୁଳା ରାଶି ମହା ଧନ ଯୋଗ।

ବନ୍ଧୁଗଣ ମଇ ମାସର ଆରମ୍ଭ ହେବାକୁ ଯାଉଛି। ଏହି ମଇ ମାସରେ ଆରମ୍ଭ ହେବାକୁ ଯାଉଛି ଏକ ଅଦ୍ଭୁତ ମହାସଂଯୋଗ। ଦୀର୍ଘ୍ୟ ୫୧ ବର୍ଷ ପରେ ଏହି ୫ ଗୋଟି ରାଶିର ଭାଗ୍ୟ ଚମକିବାକୁ ଯାଉଅଛି ତ ୫ ଗୋଟି ରାଶିଙ୍କ ପାଇଁ ଆସୁଛି ଖୁସିର ସମୟ। ଏମାନଙ୍କ ଜୀବନରେ ଏମିତି କିଛି ପରିବର୍ତ୍ତନ ଆସିବ ଯାହାକି ଆଗରୁ ଆପଣ କେବେବି ଭାବି ନଥିବେ। ଗ୍ରହ ମାନଙ୍କର ଚଳନ ବେଳେବେଳେ ଏପରି ହୋଇଥାଏ କି ଆମେ ଯାହାବି ଯେତେବି ଚେଷ୍ଟା ବା ପ୍ରୟାସ କରି ମଧ୍ୟ ସଫଳ ହୋଇନଥାଉ କିନ୍ତୁ ବେଳେବେଳେ ଏପରି ସମୟ ଆସିଯାଏ କିଛି ନଚାହିଁ ମଧ୍ୟ ଖୁବ କମ ପରିଶ୍ରମରେ ହିଁ ସବୁକିଛି ଆଶା ଠାରୁ ଅଧିକ ମିଳିଯାଏ।

ତ ସମସ୍ତ ଗ୍ରହ ମାନଙ୍କର ସପଟ ଏହି ୫ ଗୋଟି ରାଶି ମାନଙ୍କ ଜୀବନରେ ଖୁସିର ବର୍ଷା କରିବାକୁ ଯାଉଛନ୍ତି। କେବଳ ଖୁସି ହିଁ ଖୁସି ଆସିବାକୁ ଯାଉଅଛି। ତେବେ ଆସନ୍ତୁ ଜାଣିନେବା ଏହା ମଇ ମାସର ଆରମ୍ଭ ହେବା ମାତ୍ରେ ହିଁ ଏହି ୫ ଗୋଟି ରାଶିଙ୍କର ଭାଗ୍ୟ ସୁନା ଠାରୁ ବି ଅଧିକ ଚମକିବାକୁ ଲାଗିବ। ଭାଗ୍ୟର ତାଲା ଖୋଲି ଯିବ ଏବଂ ଏପରି କିଛି ମିଳିଯିବ ଯାହା ଆପଣ କେବେବି ଆଶା କରିନଥିବେ। ତେବେ ଆସନ୍ତୁ ଜାଣିନେବା।

ଜ୍ୟୋତିଷ ମାନଙ୍କରେ ରାଶି ମାନଙ୍କୁ ବହୁତ ହିଁ ଅଧିକ ମହତ୍ୱ ଦିଆଯାଇଛି। ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟକ ମନୁଷ୍ୟ ମାନଙ୍କ ସହିତ ୧୨ ଗୋଟି ରାଶି ଯୋଡି ହୋଇ ରହିଛନ୍ତି ଏବଂ ଏହି ରାଶି ମାନଙ୍କର ବ୍ୟବହାର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ଦର୍ଶାଇ ଥାନ୍ତି। ଅଲଗା ଅଲଗା ରାଶି ହେବା କାରଣରୁ ପ୍ରତ୍ୟକ ମନୁଷ୍ୟ ମାନଙ୍କର ବ୍ୟବହାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ପ୍ରତ୍ୟକ ରାଶି ମାନେ କିଛି ନାଁ କିଛି ଗ୍ରହ ମାନଙ୍କର ଅନ୍ତର୍ଗତରେ ଆସିଥାନ୍ତି। ଏଥିପାଇଁ ଗ୍ରହ ମାନଙ୍କର ସ୍ଥିତି ରାଶି ମାନଙ୍କ ମାଧ୍ୟମରେ ମଣିଷ ମାନଙ୍କ ଜୀବନକୁ ପ୍ରଭାବିତ କରିଥାନ୍ତି।

ଗ୍ରହ ଗୁଡିକ ଶୁଭ ହେବା ଶୁଭ ଫଳ ଦେଇଥାଏ କିନ୍ତୁ ଗ୍ରହ ମାନଙ୍କର ଅଶୁଭ ଫଳ ଜୀବନରେ ବିଭିନ୍ନ ପ୍ରକାରର କଠିନତା ଆଣିଥାଏ। ଜ୍ୟୋତିଷ ଶାସ୍ତ୍ରରେ ସବୁଦିନରେ ଗ୍ରହ ମାନଙ୍କର ଚାଲି ଚଳନ ଦେଖିକରି ଦିନକୁ ଖାସ ବୋଲି କୁହାଯାଇଛି। ଯାହାକି କିଛି ରାଶି ମାନଙ୍କର ଖୁବ ଭଲ ଯୋଗ ବନୁଅଛି। ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ମାନଙ୍କର କିଛି ଏପରି ପରିବର୍ତ୍ତନ ହେଉଅଛି ଯେଉଁ କାରଣରୁ ୫ ଗୋଟି ରାଶି ମାନଙ୍କ ପାଇଁ ଯେଉଁମାନେ ରାଜାଙ୍କ ଭଳି ଜୀବନ ବିତାଇବେ। ତେବେ ଆସନ୍ତୁ ସେହି ୫ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିବା।

ବୃଷ ରାଶି। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗର ସମୟ ଆସୁଅଛି। ଲମ୍ବା ସମୟ ଧରି ଯେଉଁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ ଏବେ ତାହା ଦୁରୀଭୂତ ହେବ ଏବଂ ସମସ୍ୟା ମାନଙ୍କରୁ ମୁକ୍ତି ମିଳିଯିବ। ଆପଣଙ୍କୁ ନୂଆ ଅଵସର ପ୍ରାପ୍ତ ହେବ ଏବଂ ଉନ୍ନତି ମିଳିବ। ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହିତ ସାକ୍ଷତ କରିବେ ଯାହାକି ସଠିକ ଦିଗରେ କାର୍ଯ୍ୟକାରୀ ହେବ। ବ୍ୟପାରି ମାନଙ୍କ ପାଇଁ ଦିନ ଗୁଡିକ ବହୁତ ଶୁଭ ସାବ୍ୟସ୍ତ ହେବ। ଧନର ବର୍ଷା ହେବାର ଯୋଗ ମଧ୍ୟ ବନୁଅଛି।

ସିଂହ ରାଶି। ଏହି ରାଜଯୋଗ ସିଂହ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଖୁବ ଭଲ ରହିବାର ଅଛି। ଆପଣ ମାନଙ୍କର ଭାଗ୍ୟର ଦ୍ୱାର ଖୋଲିଯିବ। ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଅଛି। ଆପଣଙ୍କର କିଛି ନୂଆ ଯୋଜନା ହେବାର ଅଛି ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ନିହାତି ବର୍ଷିବ। ଚାକିରୀ କ୍ଷେତ୍ରରେ ଥିବା ଲୋକମାନଙ୍କୁ ଭଲ ଲାଭ ମିଳିପାରେ। ଯଦି ଆପଣ ଲମ୍ବା ସମୟ ଧରି ପ୍ରମସମ ପାଇଁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କୁ ଏହାର ଫଳ ପ୍ରାପ୍ତ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। ସମସ୍ତେ ଆପଣଙ୍କର ରାୟ ମାଗିବେ ଏବଂ କିଛି ଖୁସି ଖବର ମିଳିପାରେ।

କନ୍ୟା ରାଶି। ଏହି ରାଶିର ଲୋକମାନଙ୍କ ପାଇଁ ବଡ଼ ଧନ ଲାଭର ଯୋଗ ବନୁଅଛି। ବ୍ୟାପରି ମାନଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ରହିଛି। ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଏହି ଯୋଗ ପରେ ଆପଣଙ୍କ ପଇସାରେ କିଛି ଅସୁବିଧା ହେବ ନାହିଁ। ଭାଗ୍ୟର ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ।

ତୁଳା ରାଶି। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ମଇ ମାସଟି ଲକି ସାବ୍ୟସ୍ତ ହେବ କାହିଁକିନା କେତେ ପ୍ରକାରର ଲାଭ ଆପଣଙ୍କୁ ପ୍ରାପ୍ତ ହେବ। ପୂର୍ବରୁ ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ।ବ୍ୟପାରରେ ଲାଭ ଦେଖିବାକୁ ମିଳିବ ଏବଂ ନିଜର ଲକ୍ଷକୁ ନେଇ ଭଲ ନିଷ୍ପତ୍ତି ମଧ୍ୟ ନେବେ। ଆପଣଙ୍କ ସ୍ଥିତିରେ ବି ସୁଧାର ଦେଖିବାକୁ ମିଳିବ। ଆର୍ଥିକ ସ୍ଥିତିରେ ବି ସୁଧାର ଦେଖିବାକୁ ମିଳିବ। ମା ଲକ୍ଷ୍ମୀଙ୍କ ଅପାର କୃପା ଆପଣଙ୍କୁ ପ୍ରାପ୍ତ ହେବ। ଆପଣଙ୍କର କୌଣସି ଧନ ଜନିତ ସମସ୍ୟା ରହିବ ନାହିଁ। ଆପଣଙ୍କର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯିବ।

କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ମଇ ମାସଟି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ସନ୍ତାନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି। ବରିଷ୍ଠ ଅଧିକାରୀ ଏବଂ ପ୍ରଫେସନାଲ ଲୋକଙ୍କ ସହିତ ସମ୍ପର୍କ ମଧ୍ୟ ଆପଣଙ୍କର ଭଲ ରହିବ। ପୂଜାପାଠରେ ମନ ଲାଗିବ। ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଧନ ଐଶ୍ୱର୍ଯ୍ୟ ଏବଂ ସମ୍ପତି ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ। ସମାଜରେ ମାନ ସମ୍ମାନ ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ସବୁ କାର୍ଯ୍ୟ ଆପଣଙ୍କର ଚୁଟକିରେ ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *