Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି ଏହି ୨ଟି ଜିନିଷ କେବେ ବି ଦାନ କରନ୍ତୁ ନାହିଁ ! ଦାରିଦ୍ର୍ୟତା ଏବଂ ଗରିବୀ ପଛରେ ପଡିଯିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମରିଗଲେ ବି ଏହି ୨ଟି ଜିନିଷର ଦାନ ଭୁଲରେ ବି କରିବେ ନାହିଁ। ଦାରିଦ୍ର୍ୟତା ଏବଂ ଗରିବୀ ପଛରେ ପଡିଯିବେ।

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ବାସ୍ତୁ ଅନୁସାରେ କିଛି ଜିନିଷ ଏମିତି ଅଛି ଯାହାକୁ କାହାରିକୁ ଉଧାରରେ ଦେବା ଉଚିତ ନୁହେଁ। କାରଣ ଏମିତି କରିଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଏମିତି କରିଲେ ସେହି ଲୋକଙ୍କର ଖରାପ ଭାଗ୍ୟ ଆପଣଙ୍କୁ ଭୋଗିବାକୁ ପଡିପାରେ ଏବଂ ଆପଣ କୌଣସି ବି କାମରେ ସଫଳ ହୋଇପାରନ୍ତି ନାହିଁ। ତ ଆଜି ଆମେ ଏହି ପୋଷ୍ଟରେ ସେହି ଜିନିଷ ବିଷୟରେ ଜଣେଇବୁ ଯାହାକୁ ଆପଣ କାହାରିକୁ ବି ଉଧାରରେ ଦେବେ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ।

ଆମର ଦୈନନ୍ଦିନ ଜୀବନରେ ଏମିତି କିଛି ଜିନିଷର ବ୍ୟବହାର କରିଥାଉ ତାହା କେବେ କେବେ ଆମକୁ ସମୟରେ ମିଳେ ନାହିଁ ତ ଏମିତି ସ୍ଥିତିରେ ବ୍ୟକ୍ତି ଅନ୍ୟକୁ ମାଗିଥାଏ କିନ୍ତୁ ଆପଣଙ୍କୁ ଯଦି କେହି ସେହି ଜିନିଷ ମାଗେ ତ ଆପଣ ସଫା ମନା କରିଦିଅନ୍ତୁ ଏବଂ ସେହି ଜିନିଷ ଭୁଲରେ ବି ଅନ୍ୟକୁ ଦେବାର ଭୁଲ କରନ୍ତୁ ନାହିଁ ନଚେତ ଆପଣଙ୍କୁ ଅନେକ ସମସ୍ୟା ହୋଇପାରେ। ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ।

ସୂର୍ଯ୍ୟାସ୍ତ ପରେ ଆପଣ କୌଣସି ବି ବ୍ୟକ୍ତିକୁ ପିଆଜ ଏବଂ ରସୁଣ ଦେବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ। ଏମିତି କରିଲେ ଆପଣଙ୍କ ଘରର ଖୁସି ଚାଲିଯାଏ ଏବଂ ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଥାଏ। ଏଥିପାଇଁ ସୂର୍ଯ୍ୟ ଅସ୍ତ ହେବା ପରେ କାହାରିକୁ ପିଆଜ ରସୁଣ ଉଧାର ଦିଅନ୍ତୁ ନାହିଁ ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କୁ ଭୋଗିବାକୁ ପଡିପାରେ।

ଦହି। ଏହାକୁ ବି ସୂର୍ଯ୍ୟାସ୍ତ ପରେ କାହାରିକୁ ବି ଦିଅନ୍ତୁ ନାହିଁ। ଯଦି କେହି ସନ୍ଧ୍ୟା ସମୟରେ ଖଟା ଏବଂ ଦହି ମାଗିବେ ତ ମନା କରିଦିଅନ୍ତୁ ଏବଂ ଦେବାର ଭୁଲ କରନ୍ତୁ ନାହିଁ ନଚେତ ଆପଣଙ୍କୁ ଏହାର ଖରାପ ପ୍ରଭାବ ଭୋଗିବାକୁ ପଡିପାରେ।

ରୁମାଲ। ଦେଖାଯାଏ ସର୍ବଦା ଲୋକେ ପରସ୍ପରର ରୁମାଲ ବ୍ୟବହାର କରିଥାନ୍ତି। ଏମିତି କରିଲେ ସେହି ଦୁଇ ଜଣଙ୍କ ମଧ୍ୟରେ ଦୁଃଖ ଉତ୍ପନ ହୋଇପାରେ। ଆର୍ଥିକ ସ୍ଥିତିର ବି କ୍ଷତି ସହିବାକୁ ପଡିପାରେ।

ସୂର୍ଯ୍ୟାସ୍ତ ପରେ ଯଦି କେହି ଆପଣଙ୍କୁ ଧନ ବା ଟଙ୍କା ମାଗେ ତ ଏହାକୁ ଭୁଲରେ ବି ଦିଅନ୍ତୁ ନାହିଁ। ଏମିତି କରିଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି।

ଅଳଙ୍କାର। ଆପଣଙ୍କୁ ନିଜର ଅଳଙ୍କାର କାହାରିକୁ ବି ଉଧାରରେ ଦେବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। ଯଦି ଆପଣ ନିଜ ଅଳଙ୍କାର କାହାରିକୁ ଉଧାରରେ ଦେଉଛନ୍ତି ତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କ ଆର୍ଥିକ କ୍ଷତି ବି ହୋଇଥାଏ ଏବଂ ଭବିଷ୍ୟତରେ ଚୋରି ହେବାର ଭୟ ବି ଥାଏ ଏବଂ ଘରର ମୁଖିଆଙ୍କ ଉପରେ ସଙ୍କଟ ଆସିଥାଏ।

ସୂର୍ଯ୍ୟାସ୍ତ ପରେ ଯଦି ଆପଣଙ୍କୁ କେହି ଲୁଣ ମାଗିବାକୁ ଆସେ ତ ମନା କରିଦେବା ଭଲ ଅଟେ। ଲୁଣ ଉଧାର ଦେଲେ ଆପଣଙ୍କ ଘରର ଉନ୍ନତି ଚାଲିଯାଏ।

ସର୍ବଦା ଲୋକେ ପେନ ଉଧାରରେ ନେବା ପରେ ଭୁଲି ଯାଆନ୍ତି କିନ୍ତୁ ଏମିତି କରିବା ଭୁଲ ଅଟେ। ଏହା ଦ୍ବାରା ଘରର ଉନ୍ନତି ଚାଲିଯାଏ। ସେଥିପାଇଁ ସର୍ବଦା ପେନକୁ ଉଧାରରେ ଲେଖିବା ପାଇଁ ନେବା ପରେ ତାଙ୍କୁ ଫେରସ୍ତ କରିଦେବା ଉଚିତ। ନଚେତ ଆପଣଙ୍କ ଆଡ଼କୁ ଆର୍ଥିକ ସମସ୍ୟା ମାଡି ଆସିବ। ଏହା ଦ୍ବାରା ଆପଣଙ୍କର ମାନ ସମ୍ମାନ ଉପରେ ବି ଆଞ୍ଚ ଆସିଥାଏ।

ଅନ୍ୟର ଘଡିକୁ ପିନ୍ଧିବା ଦ୍ୱାରା ଆପଣଙ୍କ ପର୍ସନାଲ ଲାଇଫରେ ଆର୍ଥିକ କ୍ଷତି ହୋଇଥାଏ ତ ଆଗକୁ ଧ୍ୟାନ ରଖନ୍ତୁ ଆପଣ ନିଜର ଘଡିକୁ ପିନ୍ଧିବେ ନାଁ ନାହିଁ କିନ୍ତୁ ଅନ୍ୟର ଘଡିକୁ ପିନ୍ଧନ୍ତୁ ନାହିଁ। ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ନୁହେଁ। ଯଦି ଅନ୍ୟର ଘଡି ପିନ୍ଧିବେ ତ ତାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିପାରେ।

ଘଡି ଯେଉଁ ବ୍ୟକ୍ତି ପିନ୍ଧିଥାଏ ତା ଉପରେ ନକରାତ୍ମକ ହେଉ କିମ୍ବା ସକରାତ୍ମକ ଉର୍ଜାର ପ୍ରଭାବ ପଡିଥାଏ ଆଉ ଯେତେବେଳେ ସେହି ବ୍ୟକ୍ତି ଆପଣଙ୍କୁ ଘଡି ଫେରସ୍ତ କରିବା ପାଇଁ ଆସିଥାଏ ଆଉ ଆପଣ ପିନ୍ଧି ଥାନ୍ତି ତ ସେହି ଘଡିର ପ୍ରଭାବ ଆପଣଙ୍କ ଉପରେ ପଡିଥାଏ। ଏମିତିରେ କାହାର ଖରାପ ଭାଗ୍ୟର ସ୍ଥିତି ଆପଣଙ୍କୁ ଭୋଗିବାକୁ ପଡିପାରେ। ସେଥିପାଇଁ କାହାରିକୁ ବି ଘଡି ଉଧାରରେ ଦିଅନ୍ତୁ ନାହିଁ।

ନିଜର ଷୋଳ ସିଙ୍ଗାର କାହାରିକୁ ବି ଦେବେ ନାହିଁ କି କାହାରି ସହିତ ସେୟାର କରିବେ ନାହିଁ। ନଚେତ ସ୍ୱାମୀଙ୍କ ଭଲ ପାଇବାରେ କମି ଆସିଥାଏ ସେଥିପାଇଁ ସ୍ତ୍ରୀଙ୍କୁ ନିଜର ଷୋଳ ସିଙ୍ଗାର କାହାରିକୁ ଦେବା ଉଚିତ ନୁହେଁ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଆସିଥାଏ।

ବିବାହିତ ମହିଳାଙ୍କ ପାଇଁ ସିନ୍ଦୁର ହିଁ ତାର ସବୁଠାରୁ ବଡ଼ ପରିଚୟ ଅଟେ ଏବଂ ସିନ୍ଦୁରକୁ କାହାରି ସହିତ ସେୟାର କରିବା ଉଚିତ ନୁହେଁ

ନିଜର ମେହେନ୍ଦୀ ବି କାହାରି ସହିତ ସେୟାର କରିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *