Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି ଏହି ୩ଟି ଗଛ ଭୁଲରେ ଘରେ ଲଗାନ୍ତୁ ନାହିଁ। ପୁରା ଘର ହୋଇଯିବ ବର୍ବାଦ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମରିଗଲେ ବି ଏହି ୩ ଟି ଗଛ ଭୁଲରେ ଘରେ ଲଗାନ୍ତୁ ନାହିଁ। ପୁରା ଘର ବର୍ବାଦ ହୋଇଯିବ।

ବନ୍ଧୁଗଣ ଏମିତି କିଛି ଗଛ ଅଛି ଯାହାକୁ ଘରେ ଲଗାଇଲେ ଧନ ସମ୍ପତ୍ତି ତ ଆସେ ନାହିଁ କିନ୍ତୁ ଭୂତ ପ୍ରେତ ଆତ୍ମା ନିଶ୍ଚୟ ଟାଣି ଆସିଥାନ୍ତି ଏବଂ ପରିବାରକୁ ଦୁଇ ଭାଗ ବି କରିଦେଇଥାଏ। ଏଥିପାଇଁ ଏହି ଗଛ ଲଗାଇବା ଠାରୁ ବଞ୍ଚିତ ରୁହନ୍ତୁ। ସେମିତିରେ ତ ଗଛ ଲତା ନାଁ କେବଳ ବାତାବରଣକୁ ଶୁଦ୍ଧ କରିଥାଏ ବରଂ ସେଥିରେ ନକରାତ୍ମକ ଶକ୍ତି ଏବଂ ଖରାପ ଉର୍ଜା ବି ଦୂର ହୋଇଥାଏ।

କିଛି ଏମିତି ବି ଗଛଲତା ଅଛି ଯାହାକୁ ଆମେ ଘରେ ଲଗେଇବା ଦ୍ୱାରା ନକରାତ୍ମକ ଉର୍ଜା ବି ଟାଣି ହୋଇ ଆସିଥାଏ ତ ଏହି କଥା ବାସ୍ତୁଶାସ୍ତ୍ରରେ ବି ଉଲ୍ଲେଖ ଅଛି ଭଲ ଏବଂ ଖରାପ ଗଛ ଲଗେଇବା ପାଇଁ। ଯେଉଁ ଲୋକମାନେ ଭୁଲ ଗଛ ଲଗାଇଥାନ୍ତି ତ ସେଠାରେ ଧନର ହାନି ହେବା ସହିତ ପରିବାର ବି ଭାଙ୍ଗି ଯାଇଥାଏ ତେବେ ଆସନ୍ତୁ ଜାଣିବା ସେହି ଗଛ ଗୁଡିକ ବିଷୟରେ ଯାହାକୁ ଘରେ ଭୁଲରେ ବି ଲଗାଇବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା।

ତେନ୍ତୁଳି ଗଛ। ଯେଉଁ ଲୋକ ନିଜ ଘରେ ତେନ୍ତୁଳି ଗଛ ଲଗାଇଥାନ୍ତି ତ ସେଠାରେ ଅଧିକତର ନକରାତ୍ମକ ଉର୍ଜା ହେବାର ପୁରା ପ୍ରମାଣ ମିଳିଥାଏ ଯାହା ଆପଣଙ୍କୁ ରାତି ହେଲେ ଅନୁଭବ ହୋଇଥାଏ। ଏହି ଗଛରେ ଅନେକ ଭୁତ ପ୍ରେତ ଏବଂ ଆତ୍ମାଙ୍କର ଛାୟା ଏକା ସହିତ ଥାଏ। ଏମିତି ମାନ୍ୟତା ଅଛି ଯେଉଁଠି ଏହି ଗଛ ଥିବ ତ ତାର ଆଖପାଖରେ ଘର ନିର୍ମାଣ କରିବା ମତଲବ ବର୍ବାଦିକୁ ନିମନ୍ତ୍ରଣ କରିବା। ଏଥିପାଇଁ ଏହି ଗଛ ଠାରୁ ଦୂରେଇ ରୁହନ୍ତୁ।

ମେହେନ୍ଦୀ ଗଛ। ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ଘରେ ମେହେନ୍ଦୀ ଗଛ ଲଗାଇଥାନ୍ତି। ବାସ୍ତୁଶାସ୍ତ୍ରରେ ଏହି ଗଛକୁ ଘରେ କଗାଇବା ପରିବାରର ଖୁସିକୁ ଭାଙ୍ଗିବା ସହିତ ସମାନ ହୋଇଥାଏ। କାରଣ ଏମିତି ମାନ୍ୟତା ଅଛି ଯେ ମେହେନ୍ଦିର ଆଖପାଖରେ ଖରାପ ଆତ୍ମା ଘୁରି ବୁଲିଥାନ୍ତି ଏବଂ ଏହି ଗଛ ଯେଉଁଠି ବି ଥିବ ସେଠାରେ ଖୁସି କେବେବି ଆସିବ ନାହିଁ। ସର୍ଵଦା ଆପଣଙ୍କୁ ଅଶାନ୍ତି ଦେଖିବାକୁ ମିଳିବ। ଯଦି ଆପଣ ମେହେନ୍ଦୀ ଗଛ ଲଗାଇବାକୁ ଚାହୁଁଛନ୍ତି ତ ନିଜ ଘର ଠାରୁ ଦୂରରେ ଲଗାନ୍ତୁ ଘରର ଆଖପାଖରେ ନୁହେଁ।

କଣ୍ଟା ଯୁକ୍ତ ଗଛ ଏବଂ କପା ଗଛ। ଏମିତି ମାନ୍ୟତା ଅଛି ଯେ ଯେଉଁଠାରେ କଣ୍ଟା ଯୁକ୍ତ ଗଛ ଲଗାଯାଇଥାଏ ଅର୍ଥାତ ନାଗଫେଣି ସେଠାରେ ଅଧିକ ନକରାତ୍ମକ ଉର୍ଜା ଟାଣି ହୋଇଆସିଥାଏ ଏବଂ ସେଠାରେ ମହାଭାରତ ହୋଇଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ଅଭିଶାପ ପଡିଥାଏ। ଯେଉଁ ଲୋକ କପା ଗଛ ନିଜ ଘରର ଆଖପାଖରେ ଲଗାଇଥାନ୍ତି ତ ବହୁତ ଅଶୁଭ ମାନାଯାଏ। ଏଥିପାଇଁ ଏହି ସବୁ ଗଛ ଠାରୁ ଦୂରେଇ ରୁହନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *