Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ନାମ ଥିବା ପୁରୁଷ ଜନ୍ମରୁ ହିଁ ମାଲିକ ହେବାର ଭାଗ୍ୟ ନେଇ ଆସିଥାନ୍ତି ! ଏଥିରେ ଆପଣଙ୍କର ନାମ ନାହିଁ ତ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୫ ନାମ ଥିବା ପୁରୁଷ ଜନ୍ମରୁ ହିଁ ମାଲିକ ହେବାର ଭାଗ୍ୟ ନେଇ ଆସିଥାନ୍ତି।

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳତା ବନେଇବା ପାଇଁ ଅନେକ ପ୍ରକାରର କଥା ଲେଖାଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ଜୀବନର ପ୍ରତ୍ୟକ ବ୍ୟକ୍ତିକୁ ପ୍ରାଥମିକ ଶିକ୍ଷା ଦେବା ପାଇଁ ଅଟେ। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନିୟମ ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ବିଶେଷ ମହତ୍ୱପୂର୍ଣ୍ଣ ନୀତି। ଯାହା ଆପଣଙ୍କୁ ଜୀବନରେ କୌଣସି ନାଁ କୌଣସି ପରିସ୍ଥିତିରେ କାମରେ ନିଶ୍ଚୟ ଆସିବ।

ଆଜି ଆମେ ଜ୍ୟୋତିଷ ଶାସ୍ତ୍ରର ବହୁତ ଅଦ୍ଭୁତ କଥା ବିଷୟରେ ଜଣେଇବୁ। କୁହାଯାଏ ଏହି ୫ ଟି ଅକ୍ଷରରୁ କୌଣସି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ବ୍ୟକ୍ତି ଜନ୍ମରୁ ହିଁ ମାଲିକ ହୋଇଥାନ୍ତି।

ଯେତେବେଳେ ବ୍ୟକ୍ତିର ଜନ୍ମ ହୋଇଥାଏ ହୋଇଥାଏ ସେହି ବ୍ୟକ୍ତିର ଜନ୍ମରୁ ହିଁ ନାମକରଣ କରି ଦିଆଯାଇଥାଏ। ଯେଉଁ ନାମ ଜନ୍ମରୁ ରଖାଯାଇଥାଏ ସେହି ନାମରୁ ଦୁନିଆ ସେହି ବ୍ୟକ୍ତିକୁ ଜାଣିଥାଏ ଏବଂ ସେହି ନାମରୁ ଡାକିଥାଏ। ଆପଣ ମାନେ ଶୁଣିଥିବେ ନାମରୁ କଣ ମିଳିଥାଏ ଯାହାବି ଡାକିଲେ। କିନ୍ତୁ ବାସ୍ତୁରେ ଏହି ଯୁକ୍ତି ବିଲକୁଲ ଭୁଲ ଅଟେ କାରଣ ଗୋଟେ ବ୍ୟକ୍ତିର ନାମରୁ ବହୁତ କିଛି ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ଆପଣଙ୍କ ଜୀବନ ଉପରେ ହିଁ ପ୍ରଭାବ ପକାଇଥାଏ।

ନାମର ପ୍ରଥମ ଅକ୍ଷରରୁ ଆମକୁ ବହୁତ କିଛି ସୂଚନା ମିଳିଥାଏ। ଯେଉଁ ବ୍ୟକ୍ତି ଆରମ୍ଭରୁ ପଢିବା ପାଇଁ ଯାଇଥାଏ ତ ସର୍ବପ୍ରଥମେ ତାର ନାମ ହିଁ ପଚରାଯାଇଥାଏ। ଏହି କଥା ତ ଆପଣ ସମସ୍ତଙ୍କୁ ଜଣାଥିବ। କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ମାଲିକ ହେବା ପାଇଁ ହିଁ ଜନ୍ମ ନେଇଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏମିତି ୫ ନାମ ଥିବା ବ୍ୟକ୍ତିଙ୍କ ବିଷୟରେ ଜଣେଇବୁ ଯେଉଁମାନେ ସର୍ବଦା ମାଲିକ ହେବାର ସ୍ୱପ୍ନ ଦେଖିଥାନ୍ତି ଏବଂ ନିଜର ସ୍ୱପ୍ନକୁ ପୁରା ବି କରିଥାନ୍ତି।

C ଅକ୍ଷର ନାମ ଥିବା ବ୍ୟକ୍ତି। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର ଇଂରାଜୀ ଲେଟର “C” ରୁ ଆରମ୍ଭ ହୋଇଥାଏ ଏପରି ବିଚାର କରାଯାଏ କି ଏମାନଙ୍କ ଜୀବନରେ ରାଜଯୋଗ ଲେଖା ହୋଇ ରହିଥାଏ। ଏହି ଅକ୍ଷର ନାମ ଥିବା ବ୍ୟକ୍ତି ଖୁବ କମ ପରିଶ୍ରମରେ ହିଁ ଭଲ ସଫଳତା ପ୍ରାପ୍ତ କରିପାରିଥାନ୍ତି। ଏମାନେ ନିଜର କାମ ପ୍ରତି ବହୁତ ହିଁ ନିଷ୍ଠା ଓ ସଚଟ୍ଟାତା ରଖିଥାନ୍ତି।

ପ୍ରାୟତଃ ଦେଖାଯାଏ ଯେତେ ଛୋଟିଆ କାମ ହୋଇଥାଉ ପଛେ ତାକୁ ସମ୍ମାନ ଦେଇଥାନ୍ତି। ଦେଖିବାକୁ ବହୁତ କଠିନ ହୋଇପାରନ୍ତି କିନ୍ତୁ ହୃଦୟରୁ ଏମାନେ ବହୁତ ନରମ ହୋଇଥାନ୍ତି। ସତ୍ୟର ସାଥିରେ ରହିବା କାରଣରୁ ବେଳେବେଳେ କିଛି ଅସୁବିଧାରେ ମଧ୍ୟ ପଡିପାରନ୍ତି। କିନ୍ତୁ ଏମାନେ ଖୁବ ଅଧିକ ପରିଶ୍ରମି ହୋଇଥାନ୍ତି ଓ ରାଜଯୋଗ କାରଣରୁ ଜୀବନରେ ବହୁତ ବଡ଼ ଧରଣର ସଫଳତା ପ୍ରାପ୍ତ କରିଥାନ୍ତି।

H ନାମ ଥିବା ବ୍ୟକ୍ତି। ଜ୍ୟୋତିଷଙ୍କ ଅନୁସାରେ ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର “H” ରୁ ଆରମ୍ଭ ହୋଇଥାଏ ସେମାନେ ଭିଡ଼ ଭିତରେ ବି ନିଜର ଏକ ଅଲଗା ହିଁ ପରିଚୟ ସୃଷ୍ଟି କରିଥାନ୍ତି। ସମାଜରେ ଏମାନଙ୍କର ଛବି ଅନ୍ୟ ମାନଙ୍କ ଠାରୁ ଅଲଗା ଓ ଖାସ ହୋଇଥାଏ। ଏମାନଙ୍କ ଜୀବନରେ ରାଜଯୋଗ ଲେଖା ହୋଇଥାଏ। ଯେଉଁ କାରଣରୁ ଏମାନେ ଅଧିକ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି। ଜୀବନରେ ଏମାନେ କଠିନ ପରିଶ୍ରମ କରିଥାନ୍ତି ଓ ସର୍ବଦା ଭୌତିକ ସୁଖ ସମୃଦ୍ଧି ଏବଂ ଆରାମଦାୟକ ଜୀବନ ବିତାଇଥାନ୍ତି। କିଛି ସମୟ ଲାଗିଲେ ମଧ୍ୟ ଭାଗ୍ୟର ବଳରେ ଓ ପରିଶ୍ରମରେ ଏମାନେ ଜୀବନରେ ସବୁକିଛି ପ୍ରାପ୍ତ କରିପାରିଥାନ୍ତି।

L ନାମ ଥିବା ବ୍ୟକ୍ତି। ଯେଉଁମାନଙ୍କର ନାମ “L” ଅକ୍ଷରରୁ ଆରମ୍ଭ ହୋଇଥାଏ ଏପରି ବ୍ୟକ୍ତି ସରଳ ସ୍ୱଭାବର ହୋଇଥାନ୍ତି। ପଢିବା ଲେଖିବାରେ ଏମାନଙ୍କର ରୁଚି ଅଧିକ ରହିଥାଏ। ଭାଗ୍ୟର ଧନୀ ହେବା କାରଣରୁ ଓ ନିଜର ପରିଶ୍ରମ ବଳରେ ଏମାନେ ଜୀବନରେ ସଫଳତାର ଉଚ୍ଚ ପଦ ପ୍ରାପ୍ତ କରିଥାନ୍ତି। ଭାଗ୍ୟଶାଳୀ ହେବା କାରଣରୁ ଏମାନଙ୍କୁ ବହୁତ ଅଧିକ ଧନ ବୈଭବ ପ୍ରାପ୍ତ ହୋଇଥାଏ। କୁହାଯାଏ କି ଏହି ଲୋକମାନେ ଅଧିକ ଭାବୁକ ଓ ସଫା ହୃଦୟର ହୋଇଥାନ୍ତି।

M ଅକ୍ଷର ନାମ ଥିବା ବ୍ୟକ୍ତି। ଜ୍ୟୋତିଷଙ୍କର ଅନୁସାରେ ଯେଉଁମାନଙ୍କର ନାମ “M” ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ହିଁ ତୀକ୍ଷ୍ଣ ବୁଦ୍ଧି ସ୍ୱଭାବର ହୋଇଥାନ୍ତି ଓ ତା ସହିତ ସାହସୀ ବି ମଧ୍ୟ ହୋଇଥାନ୍ତି। ଏମାନେ ନିଜକୁ ଅନ୍ୟ ମାନଙ୍କ ଠାରୁ କୌଣସି କ୍ଷେତ୍ରରେ କମ ବୋଲି ଭାବିବାର ଭୁଲ କରିନଥାନ୍ତି। ପ୍ରାୟତଃ ନିଜର ଏକ ବିଜନେସ କରିବାର ଇଚ୍ଛା ରଖିଥାନ୍ତି। ନିଜର ବୁଦ୍ଧି ଓ ଭାଗ୍ୟ ବଳରେ ଏମାନେ ଜୀବନରେ ସଫଳତା ଶୀଘ୍ର ହିଁ ପ୍ରାପ୍ତ କରି ପାରିଥାନ୍ତି। ଓ ତା ସହିତ ଅଧିକ ଧନ ସମ୍ପତ୍ତିର ବି ଅଧିକାରୀ ହୋଇଥାନ୍ତି।

S ନାମ ଥିବା ବ୍ୟକ୍ତି। କୁହାଯାଏ କି ଯେଉଁ ମାନଙ୍କର ନାମର “S” ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହେବାର ସୂଚନା ମିଳିଥାଏ। ନିଜର ଜୀବନରେ ଏମାନଙ୍କୁ ବହୁତ ଧନ ବୈଭବର ଅଧିକାରୀ ହୋଇଥାନ୍ତି। “S” ଅକ୍ଷର ନାମ ଥିବା ବ୍ୟକ୍ତି ସକାରତ୍ମକ ଚିନ୍ତା ଶକ୍ତି ହୋଇଥିବାରୁ ନିଜର ଆଖପାଖର ପରିବେଶକୁ ମଧ୍ୟ ସକାରାତ୍ମକ କରିବାର କ୍ଷମତା ରଖିଥାନ୍ତି। ଏମାନଙ୍କର ଭଲ ସ୍ୱଭାବ କାରଣରୁ ଲୋକମାନେ ଏମାନଙ୍କୁ ସର୍ବଦା ହିଁ ମନେ ରଖିଥାନ୍ତି। ରାଜଯୋଗର କାରଣରୁ ଏମାନେ ଜୀବନରେ ସଫଳତା ହାସଲ କରିଥାନ୍ତି।

V ନାମ ଥିବା ବ୍ୟକ୍ତି। ଜ୍ୟୋତିଷଙ୍କ ଅନୁସାରେ ଯେଉଁମାନଙ୍କର ନାମ ପ୍ରଥମ ଅକ୍ଷର “V” ଅକ୍ଷରରୁ ଆରମ୍ଭ ହୋଇଥାଏ ସେପରି ବ୍ୟକ୍ତି ନିଜର ଭାଗ୍ୟ ପରିଶ୍ରମ ଓ ବୁଦ୍ଧିମତା କାରଣରୁ କମ ସମୟରେ ନିଜର ଲକ୍ଷକୁ ପ୍ରାପ୍ତ କରି ନେଇଥାନ୍ତି। ଏମାନଙ୍କ ପାଖରେ ଧନର ଅଭାବ ରହିନଥାଏ। ଏମାନେ ପ୍ରତ୍ୟକ କାର୍ଯ୍ୟଜୁ ବାଲାନ୍ସ କରି ଚାଲିଥାନ୍ତି। ଏପରି ବ୍ୟକ୍ତି ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି।

ଏମାନଙ୍କର ବ୍ୟବହାରରେ ବାକ୍ୟକୁଶଳତା ରହିଥାଏ। ଯେଉଁ କାରଣରୁ ଲୋକମାନେ ଏମାନଙ୍କ ପ୍ରତି ଅତି ସହଜରେ ଆକର୍ଷିତ ହୋଇଥାନ୍ତି। ଏମାନେ ଯେଉଁ କାର୍ଯ୍ୟ ନିଜ ହାତକୁ ନେଇଥାନ୍ତି ତାହାକୁ ସ୍ଵଚଟ୍ଟାତା ଏବଂ ନିଷ୍ଠାର ସହିତ କରିଥାନ୍ତି। ଯେଉଁ କାରଣରୁ ଏମାନେ ଜୀବନରେ ଉଚ୍ଚ ଧରଣର ସଫଳତା ପ୍ରାପ୍ତ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *