Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ସ୍ବର୍ଗ କରି ଦେଇଥାନ୍ତି ଏହି ୫ ଗୋଟି ରାଶିର ଝିଅମାନେ ! ଏଥିରେ ଆପଣ ନୁହଁ ତ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ହିନ୍ଦୁଧର୍ମରେ ନାରୀ ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ । ସେଥିପାଇଁ ନାରୀ ମାନଙ୍କୁ ବହୁତ ସମ୍ମାନ ମଧ୍ୟ କରାଯାଇଥାଏ।କୁହାଯାଏ କି ଗୋଟେ ନାରୀ ଚାହିଁଲେ, ଘରକୁ ସ୍ଵର୍ଗ ଓ ନର୍କରେ ପରିଣତ କରିପାରେ। ଆପଣ ମାନେ ଏହି କଥା ନିଶ୍ଚିତଭାବେ ଶୁଣି ଥିବେ କି ଜଣେ ସଫଳ ପୁରୁଷ ପଛରେ ଜଣେ ନାରୀର ବହୁତ ବଡ ଭୂମିକା ରହିଥାଏ। ଏହି ଦୁନିଆର ସମସ୍ତ ପୁରୁଷ ଏକ ସୁନ୍ଦର ଓ ଗୁଣବାନ ସ୍ତ୍ରୀ ପାଇବା ପାଇଁ ଇଛା ରଖିଥାନ୍ତି। କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ପୂରଣ ହୋଇ ନଥାଏ। ଆସନ୍ତୁ ସେହି ବିଷୟରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏପରି ନାରୀ ରହିଛନ୍ତି, ଯେଉଁମାନେ ଘରକୁ ସ୍ଵର୍ଗରେ ପରିଣତ କରିଥାନ୍ତି।ଏହି ନାରୀ ମାନେ ବହୁତ ଭାଗ୍ୟଶାଳୀ ହେବା ସହିତ ଘରର ସୁଖ ସମୃଦ୍ଧିକୁ ବଢାଇ ଦେଇଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏଭଳି ଗୁଣରେ ପରିପୂର୍ଣ୍ଣ ଥିବା ନାରୀ ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ, ଯେଉଁମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି। ଏହି ରାଶିର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହେବା ସହିତ ବହୁତ ଗୁଣବାନ ମଧ୍ୟ ହୋଇଥାନ୍ତି। ଏହାସହିତ ଏମାନେ ନିଜ ଜୀବନରେ ସମସ୍ତ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି। ଏମାନେ ସବୁଠାରୁ ନିଜ ପରିବାର ଲୋକଙ୍କୁ ଅଧିକ ମହତ୍ୱ ଦେଇ ଥାଆନ୍ତି।

ଏହି ରାଶିର ଝିଅ ମାନଙ୍କ ମଧ୍ୟରେ ସ୍ନେହ, ଦୟା ଓ ପ୍ରେମଭାବ ଭରି ରହିଥାଏ।ଏମାନଙ୍କ ମଧୁରବାଣୀ ଦ୍ଵାରା ଅନ୍ୟ ଲୋକମାନେ ପ୍ରଭାବିତ ହୋଇଥାନ୍ତି। ଏହାସହିତ ଏମାନେ ବହୁତ ବୁଦ୍ଧିମାନ ଅଟନ୍ତି। ଖୁବ୍ କମ ଟଙ୍କାରେ ମଧ୍ୟ ଏମାନେ ନିଜ ପରିବାରକୁ ବହୁତ ଭଲ ଭାବରେ ଚଳାଇ ପାରନ୍ତି। ଏହି ଝିଅ ମାନଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ। ଏମାନେ ଗୁରୁଜନ ମାନଙ୍କୁ ବହୁତ ସମ୍ମାନ କରିଥାନ୍ତି ଓ ପରିବାର ଲୋକଙ୍କ ପ୍ରତି ଯତ୍ନଶୀଳ ହୋଇଥାନ୍ତି। ଏହି ରାଶିର ଝିଅମାନେ ବିବାହ ପରେ ନିଜ ଶାଶୂଘରକୁ ସୁଖ ସମୃଦ୍ଧି ଓ ହସଖୁସିରେ ଭରି ଦିଅନ୍ତି।ଏମାନେ ନିଜ ସ୍ଵାମୀ ଓ ନିଜ ପରିବାର ଲୋକଙ୍କର ସବୁ ଆବଶ୍ୟକତାକୁ ପୂରଣ କରିବାକୁ ଚେଷ୍ଟା କରନ୍ତି।

ତେଣୁ ଏମାନେ କେବେବି ନିଜ ସ୍ଵାମୀଙ୍କ ସହିତ ବିଶ୍ୱାସଘାତକତା କରିବାକୁ ଚିନ୍ତା ମଧ୍ୟ କରନ୍ତି ନାହିଁ। ଏହି ମହିଳା ମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ସ୍ଵାମୀଙ୍କୁ ସହଯୋଗ କରିଥାନ୍ତି। ଏମାନେ କୌଣସି ଖରାପ ପରିସ୍ଥିତିରେ ମଧ୍ୟ ସାହସର ସହିତ ନିଜ ପରିବାର ସହିତ ରହିଥାନ୍ତି। ଏମାନେ ନିଜ ଗୁଣ ଓ ନିଜ ସ୍ଵଭାବ ଯୋଗୁଁ ଘରକୁ ସ୍ଵର୍ଗରେ ପରିଣତ କରିଥାନ୍ତି ଓ ପରିବାର ଲୋକେ ଏମାନଙ୍କୁ ବହୁତ ସ୍ନେହ ଦେଇଥାନ୍ତି। ତେବେ ଆମେ ଯେଉଁ ଭାଗ୍ୟଶାଳୀ ରାଶିର ମହିଳା ମାନଙ୍କ ବିଷୟରେ କହୁଛୁ, ସେହି ରାଶି ଗୁଡ଼ିକ ହେଉଛି – ମେଷ ରାଶି, କର୍କଟ ରାଶି, ବିଛା ରାଶି, ଧନୁ ରାଶି ଏବଂ କୁମ୍ଭ ରାଶି।

ବନ୍ଧୁଗଣ, ଆପଣ ମାନଙ୍କୁ ଏହି ପୋଷ୍ଟ ଭଲ ଲାଗିଥିଲେ, ଏହାକୁ ସମସ୍ତଙ୍କୁ ସେୟାର କରନ୍ତୁ ଓ ଏବେ ହିଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *