Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀଙ୍କର ଏହି ୫ଟି କଥାରେ ହୋଇଥାଏ ସ୍ୱାମୀଙ୍କର ମୃତ୍ୟୁ ! ତେଣୁ କୌଣସି ମହିଳାମାନେ ଏମିତି ଭୁଲ କରନ୍ତୁ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀଙ୍କର ୫ ଟି କଥାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥାଏ।

ବନ୍ଧୁଗଣ ସ୍ତ୍ରୀଙ୍କର ୫ ଟି କଥାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥାଏ। ଏମିତି କାମ କୌଣସି ବି ମହିଳାଙ୍କୁ କରିବା ଉଚିତ ନୁହେଁ। ମହିଳାମାନେ ସର୍ବଦା ଏମିତି କିଛି ଭୁଲ କରିଯାନ୍ତି ଯେଉଁ କାରଣରୁ ପୁରୁଷଙ୍କର ବଞ୍ଚିବା କଷ୍ଟକର ହୋଇପଡେ।

ମହିଳାମାନେ ସର୍ବଦା ଜଣା ଅଜାଣତରେ ହେଉ କି ଜାଣିଶୁଣି ପୁରୁଷଙ୍କ ସହିତ ଏମିତି ଅନେକ ଖରାପ ବ୍ୟବହାର କରିବାକୁ ଲାଗନ୍ତି ଯେଉଁ କାରଣରୁ ପୁରୁଷଙ୍କ ମୃତ୍ୟୁ ହୋଇଯାଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ୫ ଟି କଥା ଜଣେଇବୁ ଯେଉଁ କାରଣରୁ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଏ। ସ୍ତ୍ରୀଙ୍କୁ ଏମିତି ୫ ଟି କଥା ସ୍ୱାମୀଙ୍କୁ କହିବା ଉଚିତ ନୁହେଁ ନଚେତ ହୋଇଯିବ ସ୍ୱାମୀଙ୍କର ମୃତ୍ୟୁ।

ବନ୍ଧୁଗଣ ସ୍ତ୍ରୀଙ୍କର ୫ଟି କଥା ଅନ୍ୟ କିଛି ନୁହେଁ ତାର ବ୍ୟବହାର ଅଟେ। ଏମିତି ଅନେକ ସ୍ତ୍ରୀ ଅଛନ୍ତି ଯେଉଁମାନେ ନିଜର ସ୍ୱାମୀଙ୍କୁ ଏତେ ଖରାପ ଏବଂ ଏତେ କଟୁ ଭାଷାରେ ଗାଳି କହିଥାନ୍ତି କି କହିବାକୁ ଲାଜ ଲାଗିବ। କେତେକ ମହିଳା ନିଜ ସ୍ୱାମୀଙ୍କୁ ମା ଭଉଣୀ ଏବଂ ନିଜ ସ୍ୱାମୀଙ୍କୁ ବା ନିଜର ପରିବାରକୁ ଏତେ ଲଜ୍ଜିତ କରିଥାନ୍ତି କି ପୁରୁଷଙ୍କୁ ବହୁତ କଷ୍ଟ ହୋଇଥାଏ ଏବଂ ସେ ଏହି କାରଣରୁ ଏମିତି ଭୁଲ ନିଷ୍ପତ୍ତି ନେଇ ନିଅନ୍ତି ଯେଉଁ କାରଣରୁ ତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥାଏ।

ଆମର ପୁରାଣରେ ସ୍ୱାମୀଙ୍କୁ ପ୍ରମେଶ୍ୱରଙ୍କ ରୂପ ବୋଲି ମାନାଯାଏ ଏବଂ ଯେତେବେଳେ କୌଣସି ନାରୀ ନିଜ ସ୍ୱାମୀଙ୍କୁ ଘୁଣ୍ୟ ବା କଟୁ ଭାଷାରେ ଗାଳି କରିଥାଏ ତ ସେହି ନାରୀକୁ ନର୍କ ଭୋଗିବାକୁ ପଡିଥାଏ। ସେହି ନାରୀକୁ ପରବର୍ତ୍ତୀ ଜନ୍ମରେ ଗରୁଡ଼ ପୁରାଣ ଅନୁସାରେ ପଶୁଙ୍କ ରୂପ ମିଳିଥାଏ। ଏମିତି କେବେବି କରନ୍ତୁ ନାହିଁ।

ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କଥା କଥାରେ ସ୍ୱାମୀଙ୍କ ଉପରେ କ୍ରୋଧ କରିଥାନ୍ତି। ଶାସ୍ତ୍ରରେ କୁହାଯାଏ କି ଯେଉଁ ନାରୀଙ୍କ କଥାରେ ମଧୁରତା ନଥାଏ ସେ କେବେବି ମା ଲକ୍ଷ୍ମୀଙ୍କ ରୂପ ହୋଇନଥାଏ। ନିଜ ମୁହଁରୁ ଘୃଣ୍ୟ ଘୃଣ୍ୟ ଗାଳି ଦେଇଥାନ୍ତି ତ ମା ସ୍ୱରସ୍ୱତୀଙ୍କର ସବୁଠାରୁ ବଡ଼ ଅପମାନ କରିଥାଏ ଏବଂ ମା ସ୍ୱରସ୍ୱତୀଙ୍କର କ୍ରୋଧର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ ଶାସ୍ତ୍ର ଅନୁସାରେ ସ୍ୱାମୀଙ୍କୁ କେବେବି ଗାଳି ଦେବା ଉଚିତ ନୁହେଁ। ସ୍ୱାମୀ ପ୍ରମେଶ୍ୱରଙ୍କ ରୂପ ହୋଇଥାନ୍ତି। ଯଦି ମହିଳାଙ୍କ ମୁହଁରୁ ଗାଳି ବାହାରି ନଥାଏ ତ ସେ ମା ସ୍ୱରସ୍ୱତୀଙ୍କର ଆଶୀର୍ବାଦ ପାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *