Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମହିଳାଙ୍କ ଏହି ୪ ଟି ଅଙ୍ଗ ବଡ଼ ହୋଇଥାଏ,ସେଇ ମହିଳାମାନଙ୍କୁ ଅଶୁଭ ବୋଲି ଧରାଯାଇଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ମହିଳାଙ୍କ ଏହି ୪ ଟି ଅଙ୍ଗ ବଡ଼ ହୋଇଥାଏ ଏମିତି ମହିଳା ଅଶୁଭ ହୋଇଥାନ୍ତି

ଯେଉଁ ସ୍ତ୍ରୀର ଏହି ୪ଟି ଅଙ୍ଗ ବଡ଼ ହୋଇଥାଏ ସେମାନେ ଅଶୁଭ ହୋଇଥାନ୍ତି। ତା ମଧ୍ୟରୁ ଦୁଇଟି ମହତ୍ୱପୂର୍ଣ୍ଣ ଅଟେ। ଯେଉଁ ମହିଳା ମାନଙ୍କର ଏହି ୪ ଅଙ୍ଗ ବଡ଼ ହୋଇଥାଏ ସେହି ସ୍ଥାନରେ ବର୍ବାଦୀ ନିଶ୍ଚିତ ରୂପରେ ଆସିଥାଏ ଏମିତି ମହିଳା ହଜାର ହଜାର ଘରକୁ ବହୁତ ସହଜରେ ବର୍ବାଦ କରିଦେଇ ଥାନ୍ତି। ଆଜି ଆମେ ଏଠାରେ ମହିଳା ମାନଙ୍କର ଯେଉଁ ଅଙ୍ଗ ବିଷୟରେ କଥା ହେବାକୁ ଯାଉଅଛୁ ତା ବିଷୟରେ ଆପଣ ମାନେ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

କାହିଁକିନା ଯେଉଁ ମହିଳାର ଏହି ଗୋଟେ ଅଙ୍ଗ ବଡ଼ ହୋଇଥାଏ ସେହି ମହିଳାମାନେ ଚରିତ୍ରହିନ ହୋଇଥାଆନ୍ତି। ପୁରୁଣା ମାନ୍ୟତା ଅନୁସାରେ ଯେଉଁ ଘରେ ବା ଆଖପାଖ ପଡ଼ିଶାରେ ଏହି ଭଳି ମହିଳା ଦେଖାଯାଇ ଥାଏ ତାହେଲେ ଆପଣଙ୍କୁ ବୁଝିବା ଆଵଶ୍ୟକ ଆପଣଙ୍କ ସହିତ କିଛିବି ହୋଇପାରେ। ମହିଳା ମାନଙ୍କର ଏହି ୪ ଟି ଅଙ୍ଗ ବଡ଼ ହେବା ଚିନ୍ତାର ବିଷୟ ହୋଇଥାଏ।

ଆମେ ଆପଣଙ୍କୁ କହି ରଖୁଛୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ରଙ୍ଗ ରୂପ ଓ ଗଠନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିଥାଏ। ସେହି ମହିଳାର ବ୍ୟକ୍ତିତ୍ୱ ଦେଖି ତାର ସ୍ଵଭାବ ଓ ଚରିତ୍ର ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ପାରିବ। ତାହେଲେ ଚାଲନ୍ତୁ ଜାଣିବା ମହିଳା ମାନଙ୍କ ଭିତରେ ସେ କେଉଁ ୪ ଟି ଅଙ୍ଗ ବଡ଼ ଥିଲେ ଅଶୁଭ ହୋଇଥାନ୍ତି।

ଯେଉଁ ମହିଳା ମାନଙ୍କର ବଡ଼ ବଡ଼ ସ୍ତନ। ଯଦି ମହିଳା ମାନଙ୍କର ବଡ଼ ବଡ଼ ସ୍ତନ ଥାଏ ତାହେଲେ ଏହା ଆଦୌ ଶୁଭ ଲକ୍ଷଣ ହୋଇ ନଥାଏ। ପୁରୁଣା ମାନ୍ୟତା ଅନୁସାରେ ଏମିତି ମହିଳା ପଛେ ମନରୁ ପବିତ୍ର ହୋଇଥାଉନ୍ତି କିନ୍ତୁ ଅନ୍ୟମାନଙ୍କ ଦୃଷ୍ଟିରେ ବା ଲୋକମାନେ ଏମାନଙ୍କୁ କୁଦୃଷ୍ଟିରେ ଦେଖି ଥାଆନ୍ତି।

ଆଉ ବହୁତ ପୁରୁଷ ଏହି ଭଳି ମହିଳା ମାନଙ୍କୁ ସମ୍ପୂର୍ଣ୍ଣ କାମ ବାସ୍ନା ଦୃଷ୍ଟିରେ ଦେଖି ଥାଆନ୍ତି ଯାହା କୌଣସି କ୍ଷେତ୍ରରେ ଭଲ ହୋଇନଥାଏ। ଯଦି ଆମେ ଡାକ୍ତରମାନଙ୍କ କଥା ମାନିବା ତାହେଲେ ମହିଳା ମାନଙ୍କ ବଡ଼ ବଡ଼ ସ୍ତନ ହେବା କୌଣସି ବଡ଼ ରୋଗର ଲକ୍ଷଣ ହୋଇଥାଏ। ଆଉ ଏମିତି ମହିଳା ଚରିତ୍ର ହିନ ମଧ୍ୟ ହୋଇ ପାରନ୍ତି।

ସୁନ୍ଦର ଗହଳିଆ ଓ ଲମ୍ବା କେଶ। ଶାସ୍ତ୍ର ଅନୁସାରେ ଯେଉଁ ମହିଳାର ଚୁଟି ଅଣ୍ଟା ତଳକୁ ଆସିଥାଏ ତାହେଲେ ଏହା କୌଣସି ଦୃଷ୍ଟିରୁ ଶୁଭ ଲକ୍ଷଣ ହୋଇନଥାଏ। ଏମିତି ମହିଳା ନକାରାତ୍ମକ ଉର୍ଜାକୁ ଆକର୍ଷିତ କରି ପାରନ୍ତି। ଯେଉଁ ମହିଳା ମାନଙ୍କ ଅଣ୍ଟା ଠାରୁ ତଳକୁ ଚୁଟି ପଡିଥାଏ ତାହେଲେ ସେ ମହିଳା ମାନଙ୍କୁ ବହୁତ ଅସୁବିଧାର ସମ୍ନା କରିବାକୁ ପଡିପାରେ।

ଆଉ ସେପଟରେ ଅନେକ ପୁରୁଷ ଏମିତି ମହିଳା ମାନଙ୍କ ପ୍ରତି ଆକର୍ଷିତ ହୋଇ ଥାନ୍ତି। ଆଉ ଯଦି ଜ୍ୟୋତିଷ ଶାସ୍ତ୍ର ବିଷୟରେ କହିବା ତାହେଲେ ଅଣ୍ଟା ତଳକୁ ଚୁଟି ହେବାର ମାନେ ଆପଣଙ୍କୁ ବର୍ବାଦ କରିପାରେ। ସେଥିପାଇଁ ଅଣ୍ଟା ତଳକୁ ଚୁଟି ହେବା ଅନୁଚିତ ଅଟେ।

ଯେଉଁ ମହିଳା ମାନଙ୍କର ବଡ଼ ବଡ଼ ପଛ ପଟ ଅଛି। ଆଉ ଆମେ ଯଦି ସମାଜର କଥା ହେବା ତାହେଲେ କୌଣସି ମହିଳାର ବଡ଼ ବଡ଼ କୁଲେହ ହେବା ମଧ୍ୟ ଭଲ ହୋଇନଥାଏ।ବଡ଼ ବଡ଼ କୁଲେହ ଥିବା ମହିଳା ପଛେ ମନରୁ ଯେତେ ପବିତ୍ର ହୋଇ ଥାଆନ୍ତୁ ନା କାହିଁକି ସାମ୍ନାରେ ଥିବା ଲୋକ ଆପଣଙ୍କୁ ବହୁତ ଖରାପ ନଜରରେ ଦେଖି ପାରନ୍ତି ।

ଆଉ ସମାଜ ମଧ୍ୟ ଏମିତି ମହିଳାଙ୍କୁ ସଠିକ ଢଙ୍ଗରେ ଦେଖିନଥାଏ। ସେଥିପାଇଁ ସବୁ ମହିଳା ମାନଙ୍କର କୁଲହା ସୀମିତ ମାତ୍ରରେ ହେବା ଆବଶ୍ୟକ ନା ଅଧିକ ବଡ଼ ନା ଅଧିକ ଛୋଟ। ଦେଖିବାକୁ ଗଲେ ଅନେକ ମହିଳା ଜାଣି ଶୁଣି ନିଜର କୁଲେହକୁ ବଡ଼ କରନ୍ତି କିନ୍ତୁ ପରେ ଏମାନଙ୍କୁ ବହୁତ ପଶ୍ଚାତାପ କରିବାକୁଥାଏ।ଆପଣ ଏମିତି ଭୁଲ କେବେ ହେଲେ କରନ୍ତୁ ନାହିଁ।

ଅଧିକ ସୁନ୍ଦରତା। କୌଣସି ମହିଳାର ଅଧିକ ସୁନ୍ଦରୀ ହେବା ଠିକ ନୁହେଁ। ଦୁନିଆର ସବୁ ମହିଳା ଭଗବାନଙ୍କ ପାଖରେ କାମନା କରିଥାନ୍ତି ଯେ ଆମେ ଅଧିକ ସୁନ୍ଦରୀ ହୋଇଥାନ୍ତୁ କି। ଆପଣ ଜାଣିଛନ୍ତିକି ମହିଳା ମାନଙ୍କର ସୀମାରୁ ଅଧିକ ସୁନ୍ଦରୀ ହେବା ଉଚିତ ନୁହେଁ। ମହିଳାର ସୁନ୍ଦରତା ଆଉ ଚାଲି ଚଳନ ସବୁ କିଛି ନଷ୍ଟ କରିପାରେ। ଇତିହାସ ପ୍ରମାଣ ଅଛି ମହିଳାଙ୍କ ସୁନ୍ଦର ହେବା ବହୁତ ଗ୍ରାମଙ୍କୁ ବର୍ବାଦ କରି ସାରିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *