Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଯଦି ମାଟି କଳସ ଅଛି,ତା ହେଲେ କରନ୍ତୁ ନାହିଁ ଏହି ଗୋଟିଏ ଭୁଲ ! ଘରକୁ ଆସିଥାଏ ଗରିବୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଯଦି ମାଟି କଳସ ଅଛି ତ କରନ୍ତୁ ନାହିଁ ଏହି ଗୋଟିଏ ଭୁଲ। ଘରକୁ ଆସିଥାଏ ଗରିବୀ।

ମାଟିର କଳସରେ ପାଣି ପିଉଥିବା ଲୋକ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯଦି ଆପଣଙ୍କ ଘରେ ମାଟି କଳସ ଅଛି ତ ଜୀବନରେ ଏହି ଭୁଲ କେବେବି କରନ୍ତୁ ନାହିଁ। ଏମିତି ଘର ବର୍ବାଦ ହେବାକୁ ଡେରି ଲାଗେନାହିଁ। ଏହା ସହିତ ଜାଣିବା ଘରେ କେଉଁ ଜିନିଷ ରହିଲେ ବହୁତ ଶୁଭ ହୋଇଥାଏ। ଏହି ଜିନିଷ ଘରେ ରହିଲେ ଦରିଦ୍ରତା ସର୍ବଦା ପାଇଁ ଦୂରରେ ରହିଥାଏ। ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ଏହି ଜିନିଷ ବିଷୟରେ ଜଣେଇଛନ୍ତି।

ଯଦି ଆପଣବି ପିଉଛନ୍ତି ମାଟି କଳସରେ ପାଣି ତ ହୋଇଯାଆନ୍ତୁ ସତର୍କ। ଆଜିକାଲି ଲୋକେ ଫ୍ରିଜ ପାଣି ଅଧିକ ପିଉଛନ୍ତି କିନ୍ତୁ ଏବେବି ବହୁତ ଲୋକ ମାଟି କଳସରେ ପାଣି ପିଇବାକୁ ଅଧିକ ଠିକ ମାନୁଛନ୍ତି। ତାଙ୍କର ଚିନ୍ତା ଅନୁସାରେ ଫ୍ରିଜ ପାଣି ପାଖରୁ ମାଟି କଳସର ପାଣି ସ୍ୱାସ୍ଥ୍ୟ ପାଇଁ ଅଧିକ ଭଲ ଅଟେ। ଏହା ସହିତ ମାଟି କଳସର ପାଣିରେ ଅଲଗା ସ୍ୱାଦ ଅଛି। ଏବେବି ଅନେକ ଲୋକଙ୍କ ଘରେ ଗରମ ଦିନରେ ମାଟି କଳସ ରଖୁଛନ୍ତି। ମାଟିର କଳସର ପାଣି ପିଇବା ବି ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ।

ଏହା ସହିତ ମାଟିର କଳସ ବାସ୍ତୁ ଦୃଷ୍ଟିରୁ ବହୁତ ମହତ୍ୱ ରହିଛି। ଶାସ୍ତ୍ର ଅନୁସାରେ ମାଟିର କଳସରେ ଭର୍ତି ପାଣି ଦେଖିବା ବି ଶୁଭ ମାନାଯାଏ। ଯଦି ଆପଣ କୌଣସି ଜରୁରୀ କାମରେ ଯାଉଛନ୍ତି ତ ରାସ୍ତାରେ ଯଦି ଆପଣଙ୍କୁ ପାଣି ଭର୍ତ୍ତି ମାଟିର କଳସର ଦର୍ଶନ ହୋଇଯାଏ ତେବେ ଏହାକୁ ବହୁତ ଭଲ ବୋଲି ମାନାଯାଏ ଆଉ କୁହାଯାଏ କି ସେହି କାମ ନିଶ୍ଚୟ ପୁରା ହୋଇଥାଏ। ବାସ୍ତୁଶାସ୍ତ୍ରରେ ବି ମାଟିର କଳସକୁ ଧନ ସମ୍ପତ୍ତି ସହିତ ଜଡ଼ିତ କରାଯାଇଛି। ଯଦି ମାଟି କଳସକୁ ଘରେ ଠିକ ଦିଗରେ ଏବଂ ଠିକ ଭାବରେ ରଖା ଯାଇଥାଏ ତ ଘରେ ସର୍ବଦା ଖୁସି ବନିରହିଥାଏ ଘରର ଲୋକଙ୍କର ଉନ୍ନତିର ବୃଦ୍ଧି ହୋଇଥାଏ ଏବଂ ତାଙ୍କର ଆୟ ବଢିଥାଏ।

ମାଟିର କଳସର ଜାଗାରେ ମାଟିର ଛୋଟ କଳସ ବି ରଖା ଯାଇଥାଏ। ଗରମ ଦିନରେ ମାଟିର କଳସର ପାଣି ଯେତିକି ଥଣ୍ଡା ଏବଂ ଶାନ୍ତି ଦାୟକ ହୋଇଥାଏ ବାସ୍ତୁ ଅନୁସାରେ ବି ସେତିକି ଲାଭକାରୀ ହୋଇଥାଏ। ଏହାର ତାପମାତ୍ରା ଅଳ୍ପ ହିଁ କମ ହୋଇଥାଏ ଯାହା ଥଣ୍ଡା ତ ଦେଇଥାଏ ତା ସହିତ ପାଚକ ତନ୍ତ୍ରକୁ ମଜବୁତ କରିବା ପାଇଁ ସାହାର୍ଯ୍ୟ କରିଥାଏ ଏବଂ ମାଟିର କଳସରେ ପାଣି ପିଇବା ଦ୍ୱାରା ଥଣ୍ଡା କାଶ ଜ୍ଵର ଆଦି ହୋଇନଥାଏ। ସେମିତିରେ ବାସ୍ତୁ ଅନୁସାରେ ଘରେ ମାଟିର କଳସ କିମ୍ବା ଛୋଟ କଳସ ନିଶ୍ଚୟ ରଖିବ ଉଚିତ। ଯାହା ଦ୍ଵାରା ଆପଣଙ୍କ ଘରକୁ ଖୁସି ଆସିବ ଏବଂ ଆପଣଙ୍କର ଅନେକ ସଙ୍କଟ ଦୂର ହୋଇଯିବ।

ଏହାବି ମାନ୍ୟତା ଅଛି ଯେ ଯଦି ଘରେ ମାଟି କଳସ ଥାଏ ତ ବହୁତ ସମସ୍ୟା ଆପଣଙ୍କର ଆପେ ଆପେ ସମାପ୍ତ ହୋଇଯାଇଥାଏ। ଏବେବି ଦେଖୁଥିବେ ଗାଁର ଲୋକେ ପାଣି ରଖିବା ପାଇଁ ମାଟି କଳସ ବ୍ୟବହାର କରୁଛନ୍ତି। କୁହାଯାଏ କି ପାଣି ଭର୍ତ୍ତି ମାଟି କଳସ ଘରେ ନିଶ୍ଚୟ ରଖିବା ଉଚିତ। କୁହାଯାଏ କି ପାଣି ଭର୍ତ୍ତି ମାଟି କଳସ ଘରେ ରଖିଲେ ଧନର ଅଭାବ କେବେବି ହୋଇନଥାଏ। ଯଦି ଘରେ ମାଟି କଳସ ଥାଏ ଏହି ଗୋଟିଏ ଭୁଲ କେବେବି କରିବା ଉଚିତ ନୁହେଁ ନଚେତ ଘରକୁ ଆସିଥାଏ ବର୍ବାଦି ଏହା ସହିତ ମାଟି କଳସକୁ ଘରେ ରଖୁଛନ୍ତି ତ କିଛି କଥା ନିଶ୍ଚୟ ଜାଣିନେବା ଉଚିତ। ଏହି ବାସ୍ତୁ ନିୟମ ଆପଣଙ୍କ ଭାଗ୍ୟ ବଦଳାଇ ଦେବ। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ମାଟିର କଳସକୁ ଯେବେବି ଘରକୁ ଆଣୁଛନ୍ତି ତ ତାକୁ ଭଲ ଭାବରେ ଧୋଇ ପାଣି ଭର୍ତ୍ତି କରି ସର୍ବପ୍ରଥମେ କୌଣସି ଛୋଟ ପିଲାଙ୍କୁ ଏହାର ପାଣି ପିଆନ୍ତୁ। ଏମିତି କରିଲେ ଘରେ ସବୁବେଳେ ଧନର ଆଗମନ ହୋଇଥାଏ।

ଯଦି କୌଣସି କାରଣରୁ ମାଟି କଳସ ନମିଳେ ତ ମାଟିର ଛୋଟ କଳସ ବି ଘରେ ରଖିବା ଲାଭଦାୟକ ହୋଇଥାଏ କିନ୍ତୁ ଧ୍ୟାନ ରଖିବେ ଏଥିରେ ସବୁବେଳେ ପାଣି ଭର୍ତ୍ତି ରହିବା ଉଚିତ। ମାଟିର କଳସରେ କେବେବି ପାଣି ଶେଷ ହେବାକୁ ଦିଅନ୍ତୁ ନାହିଁ। ଏଥିରେ ପାଣି କମି ଗଲେ ତୁରନ୍ତ ଭରି ଦିଅନ୍ତୁ। ପାଣି ଏବଂ ଧନକୁ ସମାନ ବୋଲି ମାନାଯାଏ।

ଯଦି ଘରେ ଆର୍ଥିକ ସମସ୍ୟା ଚାଲିଥାଏ ବା ଚାକିରୀ କ୍ୟାରୀୟରର ସମସ୍ୟା ଆସୁଥାଏ ତ ମାଟିର କଳସ ସାମ୍ନାରେ ଦୀପ ଜଳେଇବା ଦ୍ୱାରା ଏହି ସମସ୍ୟା କମ ହେବାର ଯୋଗ ବନିଥାଏ।

ଘରେ ଯଦି କେହି ମାନସିକ ଚାପରେ ଅଛନ୍ତି ତ ତାକୁ ମାଟି କଳସରୁ ପାଣି ଆଣି ଗଛରେ ଦେବା ଉଚିତ। ଏହା ଦ୍ବାରା ମାନସିକ ଚାପରୁ ମୁକ୍ତି ମିଳିଥାଏ ଏବଂ ସେ ଉନ୍ନତି କରିଥାଏ।

ମାଟି କଳସ ନଥିଲେ ଆପଣ ମାଟିର ଛୋଟ କଳସ ବି ରଖି ପାରିବେ। ଏହା ବି ଘର ପରିବାର ପାଇଁ ବହୁତ ଶୁଭ ହୋଇଥାଏ।

ମାଟି କଳସକୁ ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ। ଉତ୍ତର ଦିଗ ବରୁଣ ଦେବ ଅର୍ଥାତ ଜଳ ଦେବତାଙ୍କ ଦିଗ ହୋଇଥାଏ। ଏହି ଦିଗରେ ମାଟି କଳସ ରଖିଲେ ଘରେ ସବୁବେଳେ ଦୈବିକ କୃପା ରହିଥାଏ। ଘରେ ସବୁବେଳେ ସୁଖ ରହିଥାଏ ଏବଂ ଘର ଲୋକ ଉନ୍ନତି କରିଥାନ୍ତି

ଘରେ ଯଦି କେହି ରୋଗୀ ଅଛନ୍ତି ତ ମାଟି କଳସର ପାଣି ପିଅନ୍ତୁ।

ଯଦି କାହାରିକୁ ସୁଗାର ଜନିତ ରୋଗ କିମ୍ବା ହୃଦୟ ରୋଗ ହୋଇଥାଏ ତ ମାଟି କଳସର ପାଣି ସର୍ବଶ୍ରେଷ୍ଠ ଉତ୍ତମ ମାନାଯାଏ।

କିଛି ଜିନିଷ ଘରେ ରଖିଲେ ସକରାତ୍ମକତା ବଢିଥାଏ ତ କିଛି ଜିନିଷ ଘରେ ରହିଲେ ନକରାତ୍ମକତା ଉତ୍ପନ ହୋଇଥାଏ। ଏଥିପାଇଁ ଏହି ଜିନିଷକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଘରେ ରଖିଲେ ସମସ୍ୟା ବଢିଥାଏ।

କାଚ। ବାସ୍ତୁ ବିଜ୍ଞାନ ଅନୁସାରେ କାଚ ଜିନିଷ ଭାଙ୍ଗିବା ଯେତିକି କ୍ଷତିକାରକ ହୋଇନଥାଏ ତା ଠାରୁ ଅଧିକ କ୍ଷତିକାରକ ଭଙ୍ଗା ହୋଇ ଘରେ ରହିଥିବା କାଚର ଜିନିଷ।

ଭଗବାନଙ୍କର ପୂଜା ଆପଣ ନିଶ୍ଚୟ କରୁଥିବେ ଆଉ ତାଙ୍କର ମୂର୍ତି ବି ଆପଣଙ୍କ ଘରେ ଥିବ। କିନ୍ତୁ ଅନେକ ଥର ଅଜାଣତରେ ଭଗବାନଙ୍କ ମୂର୍ତିରୁ ବି ବ୍ୟକ୍ତିଙ୍କୁ କ୍ଷତି ସହିବାକୁ ପଡିଥାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଘରେ ଭଙ୍ଗା ମୂର୍ତି କେବେବି ରଖନ୍ତୁ ନାହିଁ। ଭଗବାନଙ୍କର ଭଙ୍ଗା ମୂର୍ତ୍ତିକୁ ଘରେ ରଖିଲେ ଘରେ ନକରାତ୍ମକ ଉର୍ଜାର ପ୍ରଭାବ ପଡିବାକୁ ଲାଗିଥାଏ। ଯାହା ଦ୍ୱାରା ଘରେ ଅନେକ ପ୍ରକାରର ସମସ୍ୟା ଆସିବାକୁ ଲାଗିଥାଏ।

ବହୁତ ଲୋକଙ୍କୁ ଗଛ ଲତା ଲଗେବାକୁ ପସନ୍ଦ ଆସିଥାଏ। କିନ୍ତୁ କେବେବି ଘରେ କଣ୍ଟା ଯୁକ୍ତ ଗଛ ଲଗେଇବା ଉଚିତ ନୁହେଁ। ଏହା ଦ୍ବାରା ଘରେ ସୁଖ ଶାନ୍ତି ଉପରେ ପ୍ରଭାବ ପକାଇଥାଏ। ଉନ୍ନତି ଏବଂ ଲାଭର ବି ବାଧା ଆସିଥାଏ।

ଘରେ ଛିଣ୍ଡା ଚପଲ ବି ମଧ୍ୟ ରଖିବା ଉଚିତ ନୁହେଁ। ଛିଣ୍ଡା ହୋଇ ପଡ଼ିଥିବା ଜୂତା ଚପଲକୁ ଘରୁ ବାହାରକୁ ବାହାର କରିଦିଅନ୍ତୁ ନଚେତ ଘରକୁ ଦରିଦ୍ରତା ଆସିଥାଏ। ଏହା ଦ୍ୱାରା ବି ଶନିଦେବ କ୍ରୋଧିତ ହୋଇଥାନ୍ତି।

ଆସନ୍ତୁ ଜାଣିବା କେଉଁ ଜିନିଷ ଘରେ ରଖିଲେ ସକରାତ୍ମକତା ବଢିଥାଏ।

ଚନ୍ଦନ। ଘରେ ଚନ୍ଦନ ରହିବା ବହୁତ ଶୁଭ ମାନାଯାଏ। ଏହାର ମହତ୍ୱରେ ଘରର ବାତାବରଣରେ ନକରାତ୍ମକ ଉର୍ଜା ସମାପ୍ତ ହୋଇଥାଏ। ସମସ୍ତ ଦେବା ଦେବୀଙ୍କର ପୂଜାରେ ବି ଚନ୍ଦନର ବିଶେଷ ମହତ୍ୱ ଅଛି। ଚନ୍ଦନର ତିଳକ ଲଗାଇଲେ ମନକୁ ଶାନ୍ତି ମିଳିଥାଏ।

ଘିଅ। ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋମାତା ଅଧିକ ପ୍ରିୟ ଅଟନ୍ତି। ଏମିତି କୁହାଯାଏ କି ଘରେ ଗାଈର ଦେଶୀ ଘିଅ ରହିଲେ ଶୁଭ ହୋଇଥାଏ ଏବଂ ଏହାକୁ ପ୍ରତିଦିନ ସେବନ କରିବା ଉଚିତ।

ମହୁ। ଘରେ ମହୁ ରଖିବା ଦ୍ୱାରା ବାସ୍ତୁର ଅନେକ ଗ୍ରହ ଶାନ୍ତ ରହିଥାନ୍ତି। କୌଣସି ବି ଶୁଭ କାର୍ଯ୍ୟରେ ମହୁର ବ୍ୟବହାର ନିଶ୍ଚୟ କରାଯାଇଥାଏ।

ଥଣ୍ଡା ଜଳ। ଘରେ ସବୁବେଳେ ସଫା ଜଳର ବ୍ୟବହାର କରିବା ଉଚିତ। ଘରକୁ ଆସୁଥିବା ଅତିଥିଙ୍କର ସ୍ୱାଗତ ଥଣ୍ଡା ଜଳରେ ହିଁ କରିବା ଉଚିତ। ଏମିତି କରିଲେ କୁଣ୍ଡଳୀରେ ଅନେକ ପ୍ରକାରର ଦୋଷ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *