Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତ୍ୟେକ ଦିନ ପୂଜା କରିବା ସମୟରେ ତୁଳସୀ ଚଉରାକୁ ଛୁଇଁ କି ଚୁପଚାପ ୩ ଥର କହିଦିଅନ୍ତୁ ଏହି ୨ଟି ଶବ୍ଦ ! ଯାହାବି ମାଗିବେ ଆପେ ଆପେ ମିଳିଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୂଜା ସମୟରେ ତୁଳସୀ ଚଉରାକୁ ଛୁଇଁ କି ଚୁପଚାପ ୩ ଥର କହିଦିଅନ୍ତୁ ଏହି ୨ଟି ଶବ୍ଦ। ଯାହାବି ମାଗିବେ ଆପେ ଆପେ ମିଳିଯିବ।

ଆମ ହିନ୍ଦୁ ଧର୍ମରେ ତୁଳସୀ ପୂଜାର ବିଶେଷ ମହତ୍ୱ କୁହାଯାଇଅଛି। କାହିଁକିନା ତୁଳସୀର ଗଛକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ମାନି ନିଆଯାଇଥାଏ। କୁହାଯାଇ ଥାଏ କି ଯେଉଁ ଘରେ ପ୍ରତ୍ୟକ ଦିନ ତୁଳସୀ ଗଛର ପୂଜା କରାଯାଇଥାଏ ତ ସେହି ଘରେ କେବେବି ଦାରିଦ୍ର୍ୟତା ଓ ଦୁର୍ଭାଗ୍ୟର ବାସ ହୋଇନଥାଏ ଓ ସେହି ଘରେ ସବୁବେଳେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହା ସହ ହିଁ ତୁଳସୀ ପୂଜା କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ବି ହୋଇଥାଏ ଓ ପାପର ନାଶ ହୋଇଥାଏ। ତୁଳସୀ ୩ ପ୍ରକାରର ହୋଇଥାଏ।

ପୃଷ୍ଠା ତୁଳସୀ ଧଳା ତୁଳସୀ ଏବଂ ରାମ ତୁଳସୀ। ଏଥିସବୁ ମଧ୍ୟରୁ ପୃଷ୍ଠା ତୁଳସୀ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ। ତୁଳସୀର ପ୍ରତ୍ୟକ ଦିନ ଦର୍ଶନ କରିବା ଦ୍ୱାରା ଆପଣଙ୍କର ଯେତେବି ପାପ ହୋଇଥାଏ ତାହା ସବୁ ନାଶ ହୋଇଥାଏ। କୁହାଯାଏ କି ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ ଦେବୀ ଓ ଦେବତା ମାନଙ୍କର ବାସ ହୋଇଥାଏ। ଏହା ସହ ହିଁ ତୁଳସୀ ସେହି ଘରର ନକାରାତ୍ମକ ଉର୍ଜାକୁ ଶେଷ କରିଦେଇଥାଏ। ଓ ଘରେ କେବଳ ହିଁ କେବଳ ସକରାତ୍ମକ ଉର୍ଜାକୁ ସଞ୍ଚୟ କରିଥାଏ ଏହି ତୁଳସୀ। ପୌରାଣିକ ମାନ୍ୟତା ଅନୁସାରେ ପ୍ରତ୍ୟକ ଦିନ ତୁଳସୀ ପୂଜା କରିବାରେ ଧନ ସମ୍ପତ୍ତି ବୈଭବ ସୁଖ ଏବଂ ସମୃଦ୍ଧିର ପ୍ରାପ୍ତ ହୋଇଥାଏ। ଓ ମା ଲକ୍ଷ୍ମୀ ସବୁବେଳେ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି

ସେମିତି ଯଦି ପଦ୍ମ ପୁରାଣ ବିଷୟରେ କହିବା ତ ପଦ୍ମ ପୁରାଣ ଅନୁସାରେ ଯେଉଁଠାରେ ତୁଳସୀ ଗଛ ରହିଥାଏ ସେଠାରେ ବ୍ରହ୍ମା ବିଷ୍ଣୁ ଏବଂ ଶଙ୍କର ମାନେ କି ତ୍ରି ଦେବତାଙ୍କର ନିବାସ ହୋଇଥାଏ ଓ ତୁଳସୀ ପୂଜା କରିବାରେ ମହା ପତାଙ୍ଗ ବି ସେହିସବୁ ପ୍ରକାରରେ ନଷ୍ଟ ହୋଇଯିବ। ଯେମିତି ସୂର୍ଯ୍ୟଙ୍କର ଉଦୟ ହେବାରେ ଅନ୍ଧକାର ନଷ୍ଟ ହୋଇଯାଇଥାଏ। ଆପଣଙ୍କ ଘରେ ଦୁଃଖ କ୍ଳେଶ ଯଦି ରହିଥିବ ବା ଘରେ ଯଦି ସବୁବେଳେ ଦାରିଦ୍ର୍ୟତା ବନିକି ରହୁଥିବ ବା ଯଦି ପଇସା ବେଶି ଦିନ ଟେକିକି ରହୁନାହିଁ ଓ ଯଦି ଆପଣ ସଞ୍ଚୟ କରି ରଖିବାକୁ ଚାହୁଁଥିବେ ତ ସଞ୍ଚୟ ବି ହୋଇକି ରହୁନାହିଁ ବହୁତ ଶୀଘ୍ର ପଇସା ସବୁ ସରିଯାଉଛି ଓ ଯଦି ବି ଆପଣଙ୍କ ଜୀବନରେ ଖାଲି କୌଣସି ନାଁ କୌଣସି ପ୍ରକାରର ଟେନସନ ଚିନ୍ତା ରହୁଛି ବା ଆସୁଛି ସବୁ ପ୍ରକାରର ଚିନ୍ତା।

ଆଜି ଆମେ ଆପଣଙ୍କୁ ଗୋଟେ ଖାସ ମନ୍ତ୍ରଟିଏ ବିଷୟରେ କହିବାକୁ ଯାଉଛୁ ଯଦି ଏହି ମନ୍ତ୍ରର ଜପ ଆପଣ ତୁଳସୀ ଗଛ ପୂଜା ଦ୍ୱାରା କରୁଥିବେ ବା କରିବେ ତ ମାତ୍ର କିଛି ଦିନ ଭିତରେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବା ସହ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯାଇଥାଏ। ଆପଣ ଯାହାବି ମାଗିବେ ମା ତୁଳସୀ ଦେବୀଙ୍କୁ ମା ଏହି ମନ୍ତ୍ର ଶୁଣି ବା ସବୁ ଭଗବାନ ସବୁ ଦେବତା ଦେବୀ ମାନେ ଏହି ମନ୍ତ୍ର ଶୁଣି ଆପଣଙ୍କର ସବୁ ମନସ୍କାମନା ପୂରଣ କରିଦେବା ସହ ଆପଣଙ୍କର ଦୁଃଖ ସବୁକୁ ବି ହରଣ କରିକି ନେବେ।

ଘରେ ଏହାସବୁ କରିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କର ମଧ୍ୟ ସ୍ଥାୟୀ ଭାବେ ବାସ ହୋଇଥାଏ। ଏହା ସହ ହିଁ ଘରେ ମା ତୁଳସୀଙ୍କର ଅଶିର୍ବାଦ ରୁ ଘରେ ହସ ଖୁସିର ବାତାବରଣ ରହିବାକୁ ଲାଗିଥାଏ। ଘରେ କେବେବି ଦୁଃଖ ଓ ଦାରିଦ୍ରତାର ବାସ ହୋଇନଥାଏ। ତ ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହି ମନ୍ତ୍ରଟିଏ ବିଷୟରେ।

ବନ୍ଧୁଗଣ ମନ୍ତ୍ର ଜପ ପାଇଁ ଆପଣ ପ୍ରତିଦିନ ପ୍ରଭାତରୁ ସକାଳୁ ଉଠି ଯିବେ ଓ ସ୍ନାନ କରି ସାରି ନିଜ ଇଷ୍ଟ ଦେବତାଙ୍କର ଭକ୍ତି ଆପଣ ନିଶ୍ଚୟ କରିନେବେ। ତାଙ୍କୁ ପୂଜାପାଠ କରି ଆଳତୀ ନିଶ୍ଚୟ ଦେବେ ଓ ଏହା ପରେ ହିଁ ମନେରଖିବେ ବନ୍ଧୁଗଣ ଆପଣ ଆପଣଙ୍କର ନିଜର ଇଷ୍ଟ ଦେବତାଙ୍କୁ ଯାହାକୁ ଆପଣ ପସନ୍ଦ କରନ୍ତି ବା ଆପଣଙ୍କ ଘରେ ଯେଉଁ ଠାକୁରଙ୍କର ଫୋଟ ବା ମୂର୍ତି ଥିବ ଠାକୁର ଘରେ ଆପଣ ସେହି ଠାକୁରଙ୍କ ପୂଜା ଆଗ କରିନେବେ ଏବଂ ତାପରେ ହିଁ ଆପଣ ତୁଳସୀ ଚଉରା ପାଖକୁ ଯାଇ ସବୁଠାରୁ ପ୍ରଥମେ ତୁଳସୀ ମାଙ୍କୁ ପ୍ରଣାମ କରିବେ

ଏହାପରେ ତୁଳସୀ ମାଙ୍କୁ ଶୁଦ୍ଧ ଜଳ ଅର୍ପଣ କରିବେ। ବନ୍ଧୁଗଣ ଆପଣ ଯଦି ଚାହିଁବେ ତ ଆପଣ ପୁରା ଗଙ୍ଗା ଜଳରେ ବି ତୁଳସୀ ମାଙ୍କୁ ଜଳ ଅର୍ପଣ କରିପାରିବେ ଓ ଏହା ପରେ ତାଙ୍କୁ ସିନ୍ଦୁର ଓ ହଳଦୀ ଚଢାଇବେ। ଏହା ମା ତୁଳସୀଙ୍କର ସିଙ୍ଗାର ହୋଇଥାଏ। ଯାହାକୁକି ପ୍ରତ୍ୟକଙ୍କର ପସନ୍ଦ ଅଟେ। ଓ ଏହା ପରେ ତୁଳସୀ ଚଉରା ମୂଳେ ଘିଅର ଦୀପ ପ୍ରଜ୍ଵଳତ କରିବେ ବା ଶୁଦ୍ଧ ଘିଅ ଦୀପ ମାଙ୍କ ପାଖରେ ଜଳାଇବେ ଏବଂ ଧୂପ କାଠିବି ନିଶ୍ଚୟ ଜଳାଇବେ। ଓ ତୁଳସୀ ଚଉରାର ଚାରିପଟେ ଆପଣ ୭ ଥର ପରିକ୍ରମା ଅବଶ୍ୟ କରିନେବେ ହାତ ଯୋଡି।

ଏହା ପରେ ତୁଳସୀ ସିଉରା ସାମ୍ନାରେ ଆପଣ ବସିଯିବେ ଓ ଅତିକମରେ ୧୧ ଥର ନହେଲେ ୧୨ ଥର ତୁଳସୀ ମାଳା ଗୋଟେ ତୁଳସୀ ମାଳାଥିବ ତାକୁ ଗଣି ଗଣି ତାକୁ ଏମିତି ମନ୍ତ୍ର ଜପ କରିବେ। ଗୋଟେ ଘାସ ମନ୍ତ୍ରର ଜପ ଆପଣଙ୍କୁ ଅବଶ୍ୟ କରିବାର ଅଛି। ତ ମନ୍ତ୍ରଟି ହେଉଛି। ” ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବର୍ଦ୍ଧିନୀ, ଆଧି ବ୍ୟାଧି ହରା ନିତ୍ୟଂ ତୁଳସୀ ତ୍ଵଂ ନମସ୍ତୁତେ”। ଏହି ମନ୍ତ୍ରର ଜପ ଆପଣ ଅବଶ୍ୟ କରିନେବେ। ମନ୍ତ୍ର ଜପ କରି ସାରିବା ପରେ ଆପଣ ଆପଣଙ୍କର ମନସ୍କାମନା ମା ତୁଳସୀଙ୍କୁ ଛୁଇଁକି ମୁଣ୍ଡ ଲଗାଇକି ଆପଣ ଆପଣଙ୍କର ମନସ୍କାମନା ଅବଶ୍ୟ ମାଙ୍କୁ ଜଣାଇଦେବେ।

ଏମିତି କରିବାରେ ଆପଣଙ୍କର ମନସ୍କାମନା ଆପଣଙ୍କର ଇଛା ସିଧା ଯାଇ ଭଗବାନଙ୍କ ପାଖରେ ପହଁଚିଯାଇଥାଏ। ଯେମିତିକି ଆପଣ ଜାଣିଛନ୍ତି ତୁଳସୀ ମାତା ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ ଅଟେ। ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ବା ତୁଳସୀ ମାଙ୍କୁ ଅଧିକ ପସନ୍ଦ। ଅଟନ୍ତି। ଏହା ବ୍ୟତୀତ ଭଗବାନ ବିଷ୍ଣୁଙ୍କର ଆରାଧନା ବ୍ରହ୍ମା ବି କରିଥାନ୍ତି।ଓ ଏହା ସହିତ ଭଗବାନ ଶିବ ବି ଏହା କରିଥାନ୍ତି। ମାନେ ଆମେ ଯଦି ପୁରା ଟୋଟାଲ ଉପରେ ବୁଲି ବାଲୀ ଶେଷରେ କହିବା ତ ୩ ଟି ଦେବତାଙ୍କର କୃପା ଆପଣଙ୍କ ଉପରେ ବନିକି ରହିବ। ଏହି ମନ୍ତ୍ରର ପ୍ରଭାବରେ ନିଜେ ଭଗବାନ ପ୍ରଭାବିତ ହୋଇକି ଆପଣଙ୍କର ମନସ୍କାମନା ଆପଣଙ୍କର ଇଛା ପୂରଣ କରିବାକୁ ବାଧ୍ୟ ହୋଇପଡିବେ।

ଏହି କାମ କରିବା ପାଇଁ ସେ ବାଧ୍ୟ ଅବଶ୍ୟ ହିଁ ହେବେ। ଓ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ କରିଦେବେ। ତେବେ ବନ୍ଧୁଗଣ ଆପଣ ଯେବେ ପ୍ରତିଦିନ ପୂଜା କରି ସାରିବା ପରେ ତୁଳସୀ ଚଉରା ପୂଜା କରିବାକୁ ଯିବେ ତ ତୁଳସୀ ପୂଜା କରି ସାରିବା ପରେ ଆମେ କହିଥିବା ଆଜିର ଏହି ଖାସ ମନ୍ତ୍ରଟିକୁ ମନେରଖିକି ଆପଣ ତୁଳସୀ ପୂଜା କରିବା ବେଳେ ଏହି ମନ୍ତ୍ରଟିକୁ ନିଶ୍ଚୟ କହିକି ଆପଣ ଜପ କରିକି ଭଗବାନଙ୍କୁ ନିଜର ମନସ୍କାମନା ବା ଆପଣଙ୍କର ଯାହାବି ଇଛା ନିଶ୍ଚୟ କହିବେ ଦେଖିବେ ଭଗବାନ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ କରିଦେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *