Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ନିଜ ରୋଷେଇ ଘରେ ଏହି ୨ ଟି ବାସନ କେବେ ବି ଓଲଟା ରଖନ୍ତୁ ନାହିଁ ! ନହେଲେ ମା ଲକ୍ଷ୍ମୀ ଘର ଛାଡି ପଳାଇବେ,ଆଉ ଆପଣ କାଙ୍ଗାଳ ହୋଇଯିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାମାନେ ନିଜ ରୋଷେଇ ଘରେ ୨ ଟି ବାସନ ଓଲଟା କେବେବି ରଖିବେ ନାହିଁ

ଘରର ଯେଉଁ ରୋଷେଇ ହୋଇଥାଏ ତାହା ଆପଣଙ୍କ ପୁରା ଜୀବନକୁ ନିୟନ୍ତ୍ରଣ କରିଥାଏ। କାହିଁକିନା ଏହି ରୋଷେଇ ଘରେ ପ୍ରସ୍ତୁତ ଖାଦ୍ୟ ଆପଣଙ୍କର ଯେଉଁ ଭାଗ୍ୟ ଉଦୟ ହୋଇଥାଏ ତ ଏଥିପାଇଁ ନିଜର ରୋଷେଇ ଘରେ ସର୍ବଦା ହିଁ କିଛି କଥାର ଧ୍ୟାନ ରଖିବା ଉଚିତ। ଆଜି ଆମେ ଜାଣିବା ମହିଳା ମାନେ ରୋଟି ବନେଇବା ସମୟରେ ତାୱାରେ କଣ ପକେଇବେ ଯାହା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ। ନିଜର ରୋଷେଇ ଘରକୁ ସର୍ବଦା ସଫା ରଖନ୍ତୁ।

ଖାସ କରି ଅପରିଷ୍କାର ତାୱା କିମ୍ବା କଢେଇରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ। ତାୱା ଏବଂ କଢେଇକୁ ସର୍ବଦା ପରିଷ୍କାର ରଖନ୍ତୁ। ଏହାର ସିଧା ପ୍ରଭାବ ଆପଣଙ୍କ ସ୍ୱାମୀଙ୍କ ଉପରେ ପଡିଥାଏ। ଏହା ଦ୍ବାରା ଆପଣଙ୍କ ସ୍ୱାମୀ ଏବଂ ସନ୍ତାନ ନିଶାରେ ଲିପ୍ତ ହୋଇପାରନ୍ତି ଯଦି ଆପଣ ତାୱା ଏବଂ କଢେଇକୁ ସଫା ରଖନ୍ତି ନାହିଁ ତ କାରଣ ରାହୁ ଏବଂ କେତୁଙ୍କ କୁପ୍ରଭାବ କାରଣରୁ ଆପଣଙ୍କ ଜୀବନରେ ସମସ୍ୟା ବଢିବ ଆଉ ଭୁଲ ଢଙ୍ଗରେ ରଖିଲେ ବି ବଢିଥାଏ। ତ କେମିତି ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ନିଜର ରୋଷେଇକୁ ବ୍ୟବସ୍ଥିତ କରିବେ। ଆଜି ଆମେ ତାୱା ବିଷୟରେ ଛୋଟ କଥା କହିବା।

ତାୱା ବିନା ଆପଣଙ୍କ ରୋଷେଇ ଘର ଅଧୁରା ଅଟେ। ତାୱା ଏବଂ କଢେଇ ଦୁଇଟି ଯାକ ଆପଣଙ୍କ ଜୀବନକୁ ନିୟନ୍ତ୍ରଣ କରିଥାଏ। କାରଣ ଏହାର ସିଧା ସମ୍ବଦ୍ଧ ରାହୁ ସହିତ ଅଟେ। ବାସ୍ତୁ ଅନୁସାରେ ଘରେ ସମସ୍ତ ଜିନିଷରେ ଭଲ ଏବଂ ଖରାପ ପ୍ରଭାବ ଥାଏ କିନ୍ତୁ ଆମେ ତାହାକୁ ଭଲ ଭାବରେ ବ୍ୟବହାର କରିବାର ଅଛି। ଏହା ଦ୍ୱାରା ଆପଣଙ୍କ ଜୀବନ ବି ବଦଳି ଯାଇପାରେ। ସବୁ ଜିନିଷକୁ ଭଲ ଭାବରେ ରଖିଲେ ଭଲ ହୋଇଥାଏ ଅବସ୍ଥିତ ଭାବରେ ରଖିଲେ ଅଶୁଭ ହୋଇଥାଏ। କୌଣସି ନାଁ କୌଣସି ପ୍ରକାରର ସମସ୍ୟା ଆସିଥାଏ ତ ଆମେ ଆପଣଙ୍କୁ କିଛି ଜିନିଷକୁ ଠିକ କରି ସେହି ସମସ୍ୟାରୁ ବଞ୍ଚି ପାରିବା। ତେବେ ଆସନ୍ତୁ ଜାଣିବା।

ରାତିରେ ନିଜ ରୋଷେଇ ଘରେ ତାୱାକୁ ଠିଆ କରି ରଖିବେ ନାହିଁ। ରାତିରେ ରୋଟି କରିବା ପରେ ଏକ ଛୋଟ ରୁଟି ତାୱା ଉପରେ ରଖିଦେବେ। ଯେବେ ରୁଟି ଗୋଟେ ସାଇଟ ହୋଇଯିବ ତ ଓଲଟି ଦିଅନ୍ତୁ। ଏହାପରେ ରୁଟି ସହିତ ତାୱାକୁ ଗ୍ୟାସ ବନ୍ଦ କରି କାଢି ଦିଅନ୍ତୁ। ଆଉ ତାୱା ଉପରେ ସେହି ରୁଟିକୁ ରଖିବାକୁ ଦିଅନ୍ତୁ। ଆଉ ସେହି ରୁଟିକୁ ସେଥିରେ ଢାଙ୍କି କରି ରଖିଲେ ଭଲ କଥା। ପର ଦିନ ଏହି ରୁଟିକୁ କୌଣସି କୁକୁର କିମ୍ବା ଚଢେଇ ମାନଙ୍କୁ ଖାଇବାକୁ ଦେଇ ଦିଅନ୍ତୁ।

ମାନ୍ୟତା ଅଛି ତାୱା ଏବଂ କଢେଇକୁ ରୋଷେଇ କରିବା ପରେ ଗ୍ୟାସ ଉପରେ ରଖନ୍ତୁ ନାହିଁ। ଗ୍ୟାସକୁ ସଫା କରି ରଖନ୍ତୁ। ନଚେତ ବାସ୍ତୁଦୋଷ ଉତ୍ପନ ହୋଇଥାଏ।

ତାୱାକୁ ଆମେ ବାସ୍ତୁ ନିୟମରେ ରଖିଲେ ଆକସ୍ମିକ ରୂପରେ ଭଲ ଭଲ କଥା ହେବ। ଆଉ ତାୱା କାରଣରୁ ଘରେ ଧନ ସମ୍ପତ୍ତି ସୁଖ ସମୃଦ୍ଧି ବନି ରହିଥାଏ।

ପ୍ରତିଦିନ ରୁଟି କରିବା ପରେ ତାୱାକୁ ଧୋଇ ଦେବା ଉଚିତ। ସେମିତି ନଧୋଇ ତାୱାକୁ ରଖି ରୋଷେଇ କରିବା ଉଚିତ ନୁହେଁ। ଏହା ଦ୍ବାରା ଏହାର ପ୍ରଭାବ ସ୍ୱାମୀଙ୍କ ଉପରେ ପଡିଥାଏ। ରାହୁ କେତୁ ଦୋଷ ଲାଗିଥାଏ।

ତାୱା ଏବଂ କଢେଇକୁ କେବେବି ଅଇଁଠା ବାସନ ସହିତ କାଢ଼ନ୍ତୁ ନାହିଁ। ପ୍ରଥମେ ତାୱା ଏବଂ କଢେଇକୁ ଅଲଗା କାଢି ନିଅନ୍ତୁ ଏହା ପରେ ଅଇଁଠା ବାସନକୁ ଧୁଅନ୍ତୁ।

ତାୱା ଉପରେ ଆପଣ ଅଳ୍ପ ଲୁଣ ପକେଇ ଦିଅନ୍ତୁ ଏହାପରେ ତାକୁ ପୋଛି ସେଥିରେ ରୁଟି କରନ୍ତୁ।

ବାସ୍ତୁଦୋଷ ଦୂର କରିବା ପାଇଁ ଆପଣ ପ୍ରଥମେ ଗୋଟେ ଛୋଟ ରୁଟି ପ୍ରସ୍ତୁତ କରି ଗାଈ ପାଇଁ କାଢି ଦିଅନ୍ତୁ।

ଗୋଟେ ତାୱାକୁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ। ପୁରୁଣା ତାୱା ଜଙ୍କ ଉତ୍ପନ କରିଥାଏ। ଏହା ଖାଦ୍ୟରେ ଯାଇ ଖାଦ୍ୟକୁବି ଦୂଷିତ କରିଦେଇଥାଏ। ଏହା ଦ୍ବାରା ଆପଣଙ୍କ ସନ୍ତାନ କିମ୍ବା ଘରର କୌଣସି ବି ସଦସ୍ୟଙ୍କୁ ଭୟଙ୍କର ରୋଗ ବି ହୋଇପାରେ। ଲମ୍ବା ସମୟ ପର୍ଯ୍ୟନ୍ତ ଭଙ୍ଗା ତାୱାରେ ଖାଦ୍ୟ ବନେଇବା ଦ୍ୱାରା ଦୋଷ ଲାଗିଥାଏ ଯେଉଁ କାରଣରୁ ଆପଣ କେବେବି ଧନୀ ହୋଇପାରିବେ ନାହିଁ। ଏହା ଦ୍ବାରା ଆପଣ ଗରିବୀ ହୋଇ ରହିବେ। ଯେବେବି ତାୱା ପୁରୁଣା ହୋଇଯିବ କିମ୍ବା ତାୱା ଭାଙ୍ଗି ଯିବ ତ ସେହି ତାୱାକୁ ଶନିବାର ଦିନ କାଢି ଦେବା ଉଚିତ।

ଯେବେବି ଆପଣ ରୁଟି ତିଆରି କରିବେ ଗୋଟେ ଛୋଟ ରୁଟି ବନେଇ ଏମିତି ଜାଗାରେ ରଖି ଦେବାକୁ ହେବ ଯେଉଁ ଜାଗାରେ କୌଣସି ପକ୍ଷୀ ଏହାକୁ ଖାଇ ପାରିବ ଏମିତି କଲେ ସବୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଥାଏ ଏବଂ ସବୁ ଦେବୀ ଦେବତା ପ୍ରସନ୍ନ ହୋଇଯାଆନ୍ତି ଘରେ ସୁଖ ସୁବିଧା ବନି ରହିଥାଏ। ଗ୍ୟାସ ଚୁଲାରେ କେବେବି ଖାଲି ତାୱା ରଖିବେ ନାହିଁ। ଏହା ଦ୍ବାରା ଘରେ ଧନର କମି ହୋଇଥାଏ ଏବଂ ଗରିବୀ ନିଜର ବାସ ଧୀରେ ଧୀରେ ବନି ରହିଥାଏ।

ଖାଦ୍ୟ ବନେଇବା ପରେ ତାୱାକୁ ଭଲ ଭାବରେ ଧୋଇ କୌଣସି କୋଣରେ ଲୁଚେଇ ରଖନ୍ତୁ। ହିନ୍ଦୁ ଧର୍ମ ଅନୁସାରେ ତାୱାକୁ କେବେବି ଓଲଟା ରଖିବା ଉଚିତ ନୁହେଁ। ଓଲଟା ତାୱା ଘରେ ସେତେବେଳେ ରଖାଯାଏ ଯେତେବେଳେ ଘରେ କୌଣସି ଲୋକର ମୃତ୍ୟୁ ହୋଇଯାଇଥାଏ। ଯେଉଁ ବ୍ୟକ୍ତି ତାୱାକୁ ବିନା କାରଣରେ ଓଲଟା ରଖିଥାଏ ତ ଏହା ଅଶୁଭର କାରଣ ହୋଇଥାଏ। ଏଥିପାଇଁ କେବେବି ତାୱାକୁ ଓଲଟା ରଖନ୍ତୁ ନାହିଁ। ତାୱାକୁ ସିଧା କରି ହିଁ ରଖନ୍ତୁ।

ତାୱା ଏବଂ କଢେଇକୁ ଅପରିଷ୍କାର କରି ରଖିବା। କେବେବି ତାୱା ଏବଂ କଢେଇକୁ ଅପରିଷ୍କାର କରି ରଖନ୍ତୁ ନାହିଁ। ଏହି ଦୁଇଟି ଜିନିଷକୁ ପରିଷ୍କାର କରି ରଖିବା ବହୁତ ଜରୁରୀ ହୋଇଥାଏ। ଏହି ଦୁଇଟି ଜିନିଷକୁ ଯେତେ ପରିଷ୍କାର ରଖିବେ ଧନର ଆଗମନ ସେତେ ଅଧିକ ହେବ। ଏହି ଦୁଇଟି ଜିନିଷକୁ ଗ୍ୟାସର ଡାହାଣ ସାଇଟରେ ରଖିବେ ଲୁଚେଇ କରି ରଖିବେ ଯେମିତି କାହାରି ନଜର ତାୱା ଉପରେ ପଡିବ ନାହିଁ

ଭଗବାନଙ୍କ ଅସୀମ କୃପା ପାଇବା ପାଇଁ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ନିଜ ଘରେ ବାସ ପାଇବା ପାଇଁ ପ୍ରଥମ ରୁଟି ଗୋମାତାଙ୍କ ପାଇଁ ବନେଇ ନିଜ ହାତରେ ଖୁଆନ୍ତୁ। ଏମିତି କଲେ ମା ଅନ୍ନପୂର୍ଣ୍ଣା ସର୍ବଦା ଘରେ ନିଜର ସ୍ଥାନ ବନେଇଥାନ୍ତି। କାରଣ ଗାଈ ଦେହରେ ସବୁ ଦେବୀ ଦେବତା ଏକା ସାଙ୍ଗରେ ବାସ କରିଥାନ୍ତି। ଏଥିପାଇଁ ଯେଉଁ ବ୍ୟକ୍ତି ଗୋମାତାଙ୍କ ସେବା କରିଥାଏ ସେ ପାପ ମୁକ୍ତ ହୋଇଯାଇଥାଏ।

ଘର ପରିବାରରେ ସୁଖ ସମୃଦ୍ଧି ବନାଇ ରଖିବା ପାଇଁ ଘରର ବାସ୍ତୁଦୋଷ ଠିକ ରହିବା ବହୁତ ଆବଶ୍ୟକ ଅଟେ। ଯେଉଁ ଘରର ବାସ୍ତୁ ଖରାପ ଥାଏ ସେହି ଘରେ ଅନେକ ପ୍ରକାରର ସମସ୍ୟା ଆସିଥାଏ। ଯେଉଁ ଘରେ ବାସ୍ତୁର ଅନୁସରଣ କରାଯାଏ ନାହିଁ ସେହି ଘରେ ବାସ୍ତୁ ଖରାପ ହୋଇଥାଏ। ଏହି ନେଗେଟିଭ ଏନର୍ଜୀ ସମ୍ପର୍କ ଆର୍ଥିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ।

ବନ୍ଧୁଗଣ ତାୱା ଯାହା ରାହୁର ପ୍ରତିନିଧିତ୍ୱ କରିଥାଏ। ସେଥିରେ ଆପଣ ସବୁବେଳେ ଅନେକ ପ୍ରକାରର ରୋଷେଇ କରିଥାନ୍ତି ସେଥି ମଧ୍ୟରୁ ସବୁଠାରୁ ବଡ଼ ଭୂମିକା ଅଛି ରୁଟିର। ଅନେକ ଥର ଲୋକେ ଜଣା ଅଜାଣତରେ ତାୱାରେ ପାଣି ଗରମ କରିଥାନ୍ତି। ଯାହାକି ଘୋର ଅନର୍ଥ ମାନାଯାଏ। ଏହା ଦ୍ବାରା ରାହୁ କେତୁ କ୍ରୋଧିତ ହୋଇଯାନ୍ତି। ତତଲା ତାୱାରେ ଯଦି ପାଣି ଦିଆଯାଏ ତେବେ ଯେଉଁ ଆବାଜ ଆସିଥାଏ ତାହା ମହିଳାଙ୍କ ଉପରେ କଷ୍ଟ ଆସିଥାଏ।

ଆଉ ବୈବାହିକ ଜୀବନରେ କଷ୍ଟ ଆସିଥାଏ। ଏଥିପାଇଁ ଧୀରେ ଧୀରେ ସେହି ମହିଳାଙ୍କ କାରଣରୁ ପରିବାର ଉପରେ କଷ୍ଟ ଆସିଥାଏ। ଏହା ଦ୍ୱାରା ଶନିଦେବ ବି ପରିବାର ଉପରେ ଖରାପ ଦୃଷ୍ଟି ପକାଇ ଥାନ୍ତି। କାରଣ ଲୁହାର ସମ୍ବଦ୍ଧ ଶନିଦେବଙ୍କ ଉପରେ ପଡିଥାଏ। ଏଥିପାଇଁ ଗରମ ଲୁହା ଉପରେ ପାଣି ପକେଇବା ଉଚିତ ନୁହେଁ। ପ୍ରଥମେ ତାହାକୁ ଥଣ୍ଡା ହେବା ପାଇଁ ଦିଅନ୍ତୁ ଏହା ପରେ ତା ଉପରେ ପାଣି ଢାଳି ପାରିବେ। ଏହା ପରେ ତାୱାକୁ ଭଲ ଭାବରେ ଧୋଇ ଗୋଟେ କୋଣରେ ଲୁଚେଇ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *