Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟ ଦ୍ୱାରରେ ପାଣିକୁ ନେଇ କରନ୍ତୁ ଏହି ଛୋଟ ଉପାୟ ! ଦେଖିବେ ଆପଣଙ୍କ ସହିତ ହେବ ବଡ ଚମତ୍କାର !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠିବା ପରେ ହିଁ ଘରର ମୁଖ୍ୟ ଦ୍ୱାରରେ କରନ୍ତୁ ପାଣିର ଛିଞ୍ଚନ। ଛୋଟ ଉପାୟ ଦ୍ୱାରା ଦେଖନ୍ତୁ ଚମତ୍କାର।

ତମ୍ବା ଘଟିରେ କିଛି ପ୍ରୟୋଗ କରାଯାଏ ଯାହା ଜୀବନର ସମସ୍ୟାରୁ ବାହାର କରିଥାଏ। ତମ୍ବା ସୂର୍ଯ୍ୟଦେବଙ୍କ ସହିତ ସମ୍ବଦ୍ଧ ରଖିଥାଏ। ଆଜି ଆମେ ଯେଉଁ ଉପାୟ ଜଣେଇବୁ ସେହି ଉପାୟ ଆପଣ ନିଶ୍ଚୟ କରନ୍ତୁ। ତାହାର ଫଳ ନିଶ୍ଚୟ ମିଳିବ। ତେବେ ଆସନ୍ତୁ ଜାଣିବା।

ରାତିରେ ଶୋଇବା ପୂର୍ବରୁ ଗୋଟେ ତମ୍ବା ଘଟିରେ ଆପଣ ନିଜର ଘରର କୂପ ପାଣି ଭରି ଦିଅନ୍ତୁ। ସେମିତିରେ ତମ୍ବା ଘଟିରେ ରଖା ଯାଇଥିବା ପାଣି ଗଙ୍ଗା ଜଳ ଭଳି ପବିତ୍ର ହୋଇଯାଇଥାଏ। ଯଦି ଆପଣଙ୍କ ଘରେ ଗଙ୍ଗା ଜଳ ଥିବ ତେବେ ସେଥିରେ ୨ ରୁ ୪ ବୁନ୍ଦା ପକେଇ ରଖିଦିଅନ୍ତୁ।

ପର ଦିନ ସକାଳ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେହି ଘଟିର ଥିବା ପାଣିରେ ଘରର ମୁଖ୍ୟ ଦ୍ୱାରରେ ଛିଞ୍ଚନ କରିଦିଅନ୍ତୁ। ଯାହା ନେଗେଟିଭ ଉର୍ଜା ରାତିରେ ବିତରଣ କରିଥାଏ ତାହା ଘର ଭିତରକୁ ବି ପ୍ରବେଶ କରିଥାଏ ତ ଯେତେବେଳେ ଆପଣ ବାହାରକୁ ବାହାରି ଥାନ୍ତି କୋଉଠି ନାଁ କୋଉଠି ନେଗେଟିଭ ଉର୍ଜାର ପ୍ରଭାବ ଆପଣଙ୍କ ଉପରେ ପଡିଥାଏ ସେଥିପାଇଁ ଯଦି ଆପଣ ପାଣି ଛିଞ୍ଚନ କରିନେବେ ତ ନେଗେଟିଭ ଉର୍ଜା ଶାନ୍ତ ହୋଇଯାଇଥାଏ।

ଯଦି ଆପଣଙ୍କ ଘରେ କେହି ସବୁବେଳେ ବିମାରରେ ଅଛନ୍ତି ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁନଥାଏ ତ ଛୋଟ ପ୍ରୟୋଗ କରନ୍ତୁ। ଏହି ପ୍ରୟୋଗ ଲଗାତାର ୩ ଦିନ କରିବା ଉଚିତ। ଗୋଟେ ତମ୍ବା ଘଟି ନେଇ ସେଥିରେ ଗୋଟେ ଘଟି ପାଣି ଭର୍ତ୍ତି କରିଦିଅନ୍ତୁ ଏବଂ ସେଥିରେ ୫ ଟି ଅସ୍ତ ଗଛର ପତ୍ର ପକେଇ ଦିଅନ୍ତୁ ଏବଂ ଏହି ଘଟିକୁ କୌଣସି ବି ପାତ୍ରରେ ଢାଙ୍କି ଦିଅନ୍ତୁ।

ଏହାପରେ ଯେଉଁ ବ୍ୟକ୍ତି ବୀମାର ଥିବ ତାଙ୍କ ମୁଣ୍ଡ ପାଖରେ ରଖିଦିଅନ୍ତୁ ଏବଂ ପର ଦିନ ସକାଳୁ ସ୍ନାନ ସାରି ପାଖରେ ଥିବା ଭଗବାନ ଶିବଙ୍କ ମନ୍ଦିରରେ ଛିନ୍ନ ମସ୍ତିଷ୍କ ନାମରେ ଏହି ଘଟିର ପାଣିକୁ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିଦିଅନ୍ତୁ ଏବଂ ସେହି ଅସ୍ତ ଗଛର ପତ୍ରକୁ ବି ମଧ୍ୟ ଅର୍ପଣ କରିଦିଅନ୍ତୁ। ଏହି ଉପାୟ ଘରର କୌଣସି ବି ବ୍ୟକ୍ତି କରିପାରିବେ। ସ୍ୱାସ୍ଥ୍ୟ ଜନିତ କୌଣସି ବି ମାନସିକ ଅଶାନ୍ତିରୁ ଆପଣ ମୁକ୍ତି ପାଇପାରିବେ।

ସମସ୍ତ ପ୍ରକାରର ସମସ୍ୟାରୁ ବାହାରକୁ ବାହାରିବା ପାଇଁ ଏହି ଉପାୟ କରନ୍ତୁ। ଏଥିପାଇଁ ଆପଣଙ୍କୁ ତମ୍ବା ପାତ୍ରର ଗୋଟେ ଘଟି ପାଣିର ଆବଶ୍ୟକତା ପଡିବ ଯଦି ଆପଣଙ୍କ ପାଖରେ ତମ୍ବାର ଗ୍ଲାସ ଅଛି କିମ୍ବା ଯୋଗ ଅଛି ତ ତାହା ବି ବ୍ୟବହାର କରିପାରିବେ। ଶୋଇବା ପୂର୍ବରୁ ଏଥିରେ ପାଣି ଭରି ନିଜର ମୁଣ୍ଡ ପାଖରେ ରଖିଦିଅନ୍ତୁ କିମ୍ବା ରୁମ ଭିତରେ କୌଣସି ଟେବୁଲ ଥିଲେ ଟେବୁଲ ଉପରେ ବି ମଧ୍ୟ ରଖିପାରିବେ। ପର ଦିନ ସକାଳୁ ଉଠି ସେହି ପାଣିଥିବା ଘଟିରେ ୭ ଥର ନିଜ ଉପରେ ବୁଲାଇ ଦିଅନ୍ତୁ ଏବଂ ଏହାପରେ ଘର ବାହାରେ ଯେକୌଣସି ବି ଗଛଲତା ଅଛି ସେହି ଗଛ ମୂଳରେ ଢାଳି ଦିଅନ୍ତୁ। ଏମିତି କରିଲେ ଜୀବନରେ ଖୁସି ଆସିଥାଏ। ଘରେ ଥିବା ନେଗେଟିଭ ଉର୍ଜା ବାହାରକୁ ବାହାରି ଯାଇଥାଏ।

ଯଦି ଆପଣଙ୍କୁ ବେଳେ ବେଳେ ଲାଗିଥାଏ କି ଆପଣଙ୍କର ଉନ୍ନତି ହୋଇପାରୁନାହିଁ ଏବଂ ଆପଣ ବହୁତ ସମସ୍ୟାରେ ଅଛନ୍ତି ତ ଏମିତି ସମୟରେ ତମ୍ବାର ଘଟିରେ ଏକ ଛୋଟ ଉପାୟ ଆପଣଙ୍କ ର ବନ୍ଦ ଭାଗ୍ୟର ତାଲାକୁ ଖୋଲିଦେଵ। ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଉପାୟ ନିଶ୍ଚୟ କରନ୍ତୁ। ଏହା ଦ୍ବାରା କ୍ରୋଧିତ ସୂର୍ଯ୍ୟଦେବ ଶାନ୍ତ ହୋଇଥାନ୍ତି। ଏଥିପାଇଁ ଯଦି ସୂର୍ଯ୍ୟ ମଜବୁତ ହୋଇଯିବ ଚତୁର୍ପାର୍ଶ୍ଵରୁ ଆପଣଙ୍କୁ ଉନ୍ନତିର ରାସ୍ତା ଦେଖାଯିବ ଏହା ସହିତ ସବୁ ଗ୍ରହ ମଧ୍ୟ ଅନୁକୂଳ ହୋଇଯାନ୍ତି।

ତ ଏକ ତମ୍ବା ଘଟିରେ ପାଣି ଭର୍ତ୍ତି କରି ସେଥିରେ ଚନ୍ଦନ ପାଉଡର ଥିଲେ ୧ ରୁ ୨ ଚୁଟକି ପକେଇ ଦିଅନ୍ତୁ ନଚେତ ଚନ୍ଦନ କାଠକୁ ଘୋରାଇ ପକେଇ ଦିଅନ୍ତୁ ନଚେତ ଏହି ଘଟିରେ କ୍ଷୀର କିମ୍ବା ୨ ରୁ ଟି ମିଶ୍ରି ମଧ୍ୟ ପକେଇପାରିବେ ଏବଂ ଏହି ପାଣିକୁ ନିଜ ମୁଣ୍ଡ ପାଖରେ ରଖି ଶୋଇଯାଆନ୍ତୁ ଏବଂ ପର ଦିନ ସକାଳୁ ଏହାକୁ ତୁଳସୀ ଗଛ ମୂଳରେ ଢାଳି ଦିଅନ୍ତୁ। ଏହି ପ୍ରୟୋଗ ଲଗାତାର ୨୧ ଦିନ ନଚେତ ୪୩ ଦିନ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଜୀବନରେ ସମସ୍ତ ସମସ୍ୟାରୁ ବାହାରକୁ ଆସିଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *