Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ପଶୁ ଘରକୁ ଆସିବା ମାତ୍ରେ ହିଁ ପରିବାରରେ ହୋଇଥାଏ ମୃତ୍ୟୁ କିମ୍ବା ହୋଇଥାଏ ଧନ ନାଶ ! ତେଣୁ ଏମାନଙ୍କୁ ଘରକୁ ଆସିବାକୁ ଦିଅନ୍ତୁ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୫ ଟି ପଶୁ ଘରକୁ ଆସିବା ମାତ୍ରେ ହିଁ ପରିବାରରେ ମୃତ୍ୟୁ ହୋଇଥାଏ। ଏମାନଙ୍କୁ ଘରକୁ ଆସିବାକୁ ଦିଅନ୍ତୁ ନାହିଁ।

ବନ୍ଧୁଗଣ ଏହି ୫ ଟି ପଶୁଙ୍କର ଘରକୁ ପ୍ରବେଶ କରିବା ମାତ୍ରେ ଘର ବର୍ବାଦ ହୋଇଯାଏ। ଏହି ପଶୁଙ୍କୁ ଦେଖିବା ମାତ୍ରେ ତୁରନ୍ତ ସେମାନଙ୍କୁ ଘଉଡ଼ାଇ ଦିଅନ୍ତୁ। ପଶୁଙ୍କୁ ପାଳିବା ଭଲ କଥା ଜୀବଜନ୍ତୁଙ୍କ ଦ୍ୱାରା ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ହୋଇଥାଏ। ଏହି କଥା ସତ୍ୟ ଅଟେ କି ପଶୁମାନଙ୍କର ସେବା କରିଲେ ପୂର୍ବ ଜନ୍ମର ପାପ ସମାପ୍ତ ହୋଇଯାଏ କିନ୍ତୁ ଏମିତି କିଛି ପଶୁ ଅଛନ୍ତି ଯଦି ଆପଣଙ୍କ ଘରକୁ ଆସିଯିବେ ତ ସେହି ବ୍ୟକ୍ତିର ଘର ପରିବାର କାଙ୍ଗାଳ ହୋଇଯାଏ। ଘରକୁ ଛୋଟ ମୋଟ ସମସ୍ୟା ଆସିବାକୁ ଲାଗିଥାଏ।

ପରିବାରରେ ଅଚାନକ ଦୂରତା ଆସିଯାଏ। ଏହି ପଶୁଙ୍କୁ ଏତେ ଅଶୁଭ ମାନାଯାଏ କି ଯଦି ଘରକୁ ଏମାନଙ୍କର ବାରମ୍ବାର ଯିବା ଆସିବା ଲାଗିରହେ ତ ବହୁତ ଅଶୁଭ ସଂକେତ ମାନାଯାଏ। ଏହି ପଶୁମାନେ ଆପଣଙ୍କ ଆର୍ଥିକ ସ୍ଥିତିକୁ ଖରାପ କରିଥାନ୍ତି। ଏଥି ମଧ୍ୟରୁ କିଛି ପଶୁ ଏମିତି ଅଛନ୍ତି ଯେଉଁମାନେ ଆପଣଙ୍କ ଜୀବନ ମଧ୍ୟ ନେଇପାରନ୍ତି। ମାନ୍ୟତା ଅନୁସାରେ ଯଦି ଏହି ପଶୁଙ୍କର ଘରକୁ ପ୍ରବେଶ ହୋଇଯାଏ ତ ଆପଣଙ୍କ ଘର ବର୍ବାଦ ହେବାରୁ କେହି ଅଟକାଇ ପାରିବେ ନାହିଁ। ଆପଣ ଗରିବ ହୋଇଯାଇ ପାରନ୍ତି।

କୁକୁର। କୁକୁରର ସେବା କରିଲେ ମନୁଷ୍ୟଙ୍କୁ ସୁଖ ପ୍ରାପ୍ତ ହୋଇଥାଏ। ପୁଣ୍ୟର ପ୍ରାପ୍ତି ହୋଇଥାଏ କିନ୍ତୁ ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି ଯେ ଯେବେ କୌଣସି ଅପରିଷ୍କାର କୁକୁର ଆପଣଙ୍କ ଘରକୁ ପ୍ରବେଶ କରିଥାଏ ତ ଏହାର ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କ ଘରକୁ ଗରିବୀର ବାସ ହେବାକୁ ଯାଉଛି। ଅପରିଷ୍କାର କୁକୁର ନକରାତ୍ମକ ଉର୍ଜାକୁ ନିଜ ସହିତ ନେଇ ଚାଲିଥାଏ ଯେଉଁଠିକି ଯାଇଥାଏ ସେଠାରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ।

ମାନ୍ୟତା ଅନୁସାରେ ଯଦି ପୂଜା କରିବା ସମୟରେ ଗୋଟେ ଅପରିଷ୍କାର ଗନ୍ଧ କରୁଥିବା କୁକୁର ଘରକୁ ଆସିଯାଏ ତ ସେହି ମୁହୂର୍ତ୍ତରେ ଘରକୁ ଗଙ୍ଗା ଜଳରେ ଧୋଇଦେବା ଉଚିତ। କୁହାଯାଏ କି ଏହି କୁକୁର ରାହୁତ କେତୁଙ୍କୁ ବଢ଼ାଇ ଥାଏ ଗରିବିର କାରଣ ମାନାଯାଏ। ଏହି କୁକୁରଙ୍କୁ ବହୁତ ଅଶୁଭ ବୋଲି ମାନାଯାଏ। ଘରକୁ ଆସିଲେ ଗରିବୀ ଆସିଥାଏ। ମା ଲକ୍ଷ୍ମୀ ଘରୁ ସର୍ବଦା ପାଇଁ ଚାଲି ଯାଇପାରନ୍ତି। ଏଥିପାଇଁ ଯେବେବି କୌଣସି ଅପରିଷ୍କାର କୁକୁର ଆପଣଙ୍କ ଘରକୁ ଆସିଯିବ ତ ସେହି ମୁହୂର୍ତ୍ତରେ ଗଙ୍ଗା ଜଳରେ ଅବଶ୍ୟ ଧୋଇ ନିଅନ୍ତୁ। ଏବଂ ଗୋଟେ ସଫା କୁକୁର ସବୁବେଳେ ନିଜ ସହିତ ସକାରାତ୍ମକ ଉର୍ଜାକୁ ସାଙ୍ଗରେ ନେଇ ଚାଲିଥାଏ।

ଚମଚଟା। ଏମାନେ ମନୁଷ୍ୟଙ୍କ ପାଇଁ ଶୁଭ ମାନାଯାଏ ନାହିଁ। ଯେବେବି ଏମାନେ ଘରକୁ ଆସନ୍ତି ତ ଘରକୁ କୌଣସି ବଡ଼ ସମସ୍ୟା ନେଇ ଆସିଥାନ୍ତି। ଏମାନେ ନିଜ ସହିତ ନକରାତ୍ମକ ଉର୍ଜାକୁ ସାଙ୍ଗରେ ନେଇ ଚାଲିଥାନ୍ତି ଏବଂ ଯେଉଁଠି ଏମାନଙ୍କର ବାସ ହୋଇଯାଏ ବୁଝିନିଅନ୍ତୁ ସେହି ଘରେ ପ୍ରେତ ଆତ୍ମାଙ୍କ ବାସ ହୋଇଯାଏ। ଏମାନେ ବ୍ୟକ୍ତିଙ୍କ ଗ୍ରହଙ୍କୁ ନାଶ କରିଥାନ୍ତି।

ଏମାନେ ଆପଣଙ୍କର କୌଣସ ମାଙ୍ଗଳିକ କାର୍ଯ୍ୟକୁ ନଷ୍ଟ କରିଥାନ୍ତି। ଏମାନେ ଘରକୁ ଆସିବା ମୃତ୍ୟୁର କାରଣ ମାନାଯାଏ। ଏମାନେ ନିଜ ସହିତ ଅକାଳ ମୃତ୍ୟୁକୁ ସାଙ୍ଗରେ ନେଇ ଆସିଥାନ୍ତି। ଏମାନେ ସର୍ବନାଶ କରିବାକୁ ଆସିଥାନ୍ତି। ଏହା ପରିବାରକୁ ଉଥାନ ପତନ କରି ଦେଇଥାନ୍ତି। ଏହାକୁ ଅଶୁଭ ସଂକେତ ବୋଲି ମାନାଯାଏ। ଯଦି ଆପଣଙ୍କର ଘରେ ବସା ବାନ୍ଧି ଥାନ୍ତି ତ ତୁରନ୍ତ ଏମାନଙ୍କୁ ଘଉଡ଼ାଇ ଦିଅନ୍ତୁ।

ବିଲେଇ ଘରକୁ ଆସିବା ଶୁଭ ନାଁ ଅଶୁଭ ଆସନ୍ତୁ ଜାଣିବା।

ହିନ୍ଦୁ ଧର୍ମରେ ଘରେ ବିଲେଇ ପାଳିବାକୁ ଅଶୁଭ ମାନାଯାଏ। ଯଦି ଆପଣଙ୍କ ଘରକୁ ବାରମ୍ବାର ବିଲେଇ ଆସିଯାଉଛନ୍ତି ତ ଏହା ନିକଟ ଭବିଷ୍ୟତରେ ଶୁଭ ସଂକେତ ମାନାଯାଏ ନାହିଁ କାରଣ ବିଲେଇ ଶାସ୍ତ୍ର ଅନୁସାରେ ଭଗବାନ ରାହୁଙ୍କର ବାହାନ ହେଉଛନ୍ତି ବିଲେଇ। ବିଲେଇ ଘରକୁ ବାରମ୍ବାର ଆସିବାର ଅର୍ଥ ରାହୁ କେତୁଙ୍କ ଆସିବା ମାନାଯାଏ। ଏବେ ଆପଣଙ୍କ ଘରେ ରାହୁକେତୁ ବାସ କରିବାକୁ ଯାଉଛନ୍ତି। ଏହାକୁ ଶୁଭ ମାନାଯାଏ ନାହିଁ। ଶାସ୍ତ୍ର ଅନୁସାରେ ବିଲେଇ ଗୋଡ଼ର ଧୂଳି ଯେଉଁଠି ପଡିଥାଏ ସେଠାରେ କିଛି ସମୟ ପାଇଁ ନକରାତ୍ମକ ଉର୍ଜା ରହିଥାଏ

କୁହାଯାଏ ଥରେ କୁକୁରକୁ କ୍ଷୀର ଖାଇବାକୁ ଦିଅନ୍ତୁ ଏବଂ ଥରେ ବିଲେଇକୁ କ୍ଷୀର ଦିଅନ୍ତୁ। ବିଲେଇ ଆପଣଙ୍କୁ କାମୁଡ଼ିଦେଵ କିନ୍ତୁ କୁକୁର ବିଶ୍ୱସ୍ତନିୟ ଦେଖାଇବ। ବିଲେଇ ସବୁବେଳେ ପରିବାରର ଶତ୍ରୁ ହୋଇଥାଏ ଏଥିପାଇଁ ହିନ୍ଦୁ ଧର୍ମରେ ବିଲେଇ ପାଳିବାକୁ ଶୁଭ ମାନାଯାଏ ନାହିଁ। ଯଦି ଆପଣଙ୍କ ଘରକୁ ବାରମ୍ବାର ବିଲେଇ ଆସିବ ତେବେ ସେତେବେଳେ ସତ୍ୟନାରାୟଣଙ୍କ କଥା ଅବଶ୍ୟ କହିବା ଉଚିତ। ଯଦି ଘରେ ଥିବା କ୍ଷୀରକୁ ବିଲେଇ ଲୁଚିକି ବାରମ୍ବାର ପିଇଥାଏ ତେବେ ଆପଣଙ୍କ ଘରର ଧନ ହାନି ହେବାର ସୂଚନା ଦେଇଥାଏ।

ଯଦି ଆପଣଙ୍କ ଘରେ ବିଲେଇ କାନ୍ଦିବାର ଶବ୍ଦ ଶୁଣନ୍ତି ତେବେ ଏହାର ଅର୍ଥ ଆପଣଙ୍କ ସହିତ କିଛି ଅଘଟଣ ଘଟିପାରେ ବା ମୃତ୍ୟୁର ସଂକେତ ଦେଇଥାଏ। ଯଦି ଆପଣଙ୍କ ଘର ପାଖରେ ବିଲେଇ ମାରାପିଟା ଲାଗିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କର କାହା ସହିତ କଳି ଝଗଡା ହୋଇପାରେ

ଘୁଷୁରୀ। ଏହା ଏମିତି ଏକ ଜୀବ ଅଟେ ଯିଏ ସବୁବେଳେ ଅପରିଷ୍କାର ହୋଇଥାଏ ତାର ଭିତରୁ ଗନ୍ଧ ବାହାରିଥାଏ। ଯଦି କୌଣସି ଘୁଷୁରୀ ହଠାତ ଘରକୁ ଆସିଥାଏ ତ ମାନ ସମ୍ମାନର ହାନି ହୋଇଥାଏ। ସୁଖ ସମୃଦ୍ଧିର କମି ଆସିଥାଏ। ଏହା ଏମିତି ଏକ ଜୀବ ଯିଏ ସବୁବେଳେ ମଳ ମୂତ୍ରରେ ବସି ରହିଥାଏ। ଯଦି ହଠାତ ଘୁଷୁରୀ ଘରକୁ ଆସିଯାଏ ତ ଘରକୁ ଗଙ୍ଗା ଜଳରେ ଧୋଇ ନେବା ଉଚିତ।

ଏଣ୍ଡୁଅ। ଯଦି ଘରକୁ ଏଣ୍ଡୁଅ ଆସିଯାଏ ତ ବିଛା ମୂଷା ଆସିଯାଏ କିମ୍ବା ଘରେ ଝିଟିପିଟି ଅଧିକ ହୋଇଗଲେ ଏହାକୁ ବହୁତ ଅଶୁଭ ସଂକେତ ମାନାଯାଏ। ଘରକୁ ଅଧିକ ମୂଷା ଆସିବା କୌଣସି ଭୟଙ୍କର ରୋଗର ଆଗମନ ହୋଇପାରେ। ଘରକୁ ଏଣ୍ଡୁଅ ଆସିବା ଶୁଭ ମାନାଯାଏ ନାହିଁ। ବିଛା ଆସିଯିବା ଶୁଭ ମାନାଯାଏ ନାହିଁ। ଏହା ଦ୍ବାରା ଘରର ଉନ୍ନତି ହୋଇନଥାଏ। ଘରେ ୧ ରୁ ୨ଟି ଝିଟିପିଟି ରହିବା ଶୁଭ ସଂକେତ ମାନାଯାଏ କିନ୍ତୁ ଅଧିକ ଝିଟିପିଟି ରହିବା ଅଶୁଭ ମାନାଯାଏ।

ଘରକୁ ସାପ ଆସିବା ଶୁଭ ମାନାଯାଏ ନାହିଁ। ଏହା ଘରକୁ ଆସିବା ଦ୍ୱାରା ଘରକୁ କୌଣସି ବଡ଼ ବିପଦ ଆସିବାକୁ ଯାଉଛି। ଘରେ ଝଗଡା ହେବାକୁ ଯାଉଛି। ଧନର ନାଶ ହେବାକୁ ଯାଉଛି। ସାପ ଘରକୁ ଆସିଲେ ତାକୁ ମାରନ୍ତୁ ନାହିଁ ଘରୁ ବାହାରକୁ ବାହାର କରିଦିଅନ୍ତୁ।

ଘରେ ଅଧିକ ଲାଲି ପିମ୍ପୁଡି ବଢିଯିବା ଘରେ ଗରିବିର ବାସ ହୋଇଯାଏ ତଥା ନକରାତ୍ମକତାର ବାସ ହୋଇଥାଏ।

ଘରକୁ କଳା ପିମ୍ପୁଡି ଆସିବା ଶୁଭ ସଂକେତ ମାନାଯାଏ।

ଘରେ ସକାଳୁ ସକାଳୁ ଯଦି ପେଚା ଆସି ବସିଯାଏ ତ ବୁଝି ନିଅନ୍ତୁ ଆପଣଙ୍କ ଘରେ ସାକ୍ଷତ ମା ଲକ୍ଷ୍ମୀଙ୍କର ବାସ ହେବାକୁ ଯାଉଛି। ଏମିତିରେ କେବେବି ପେଚାକୁ ଘଉଡ଼ାନ୍ତୁ ନାହିଁ। ସକାଳୁ ସକାଳୁ ପେଚା ଆସିବା ଅତ୍ୟନ୍ତ ମଙ୍ଗଳକାରୀ ମାନାଯାଏ। କାରଣ ପେଚା ମା ଲକ୍ଷ୍ମୀଙ୍କର ବାହନ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *