Excuse Me Odisha

ଯାହା କହିବୁ ସତ କହିବୁ

ପଇସା ପାଣି ପରି ବହି କରି ଆସିବ। ତାନ୍ତ୍ରିକ ପ୍ରୟୋଗ। ବାସ ଅଳ୍ପ ହେଙ୍ଗୁ। ୨୪ ଘଣ୍ଟାରେ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପଇସା ପାଣି ପରି ବହି କରି ଆସିବ। ତାନ୍ତ୍ରିକ ପ୍ରୟୋଗ। ବାସ ଅଳ୍ପ ହେଙ୍ଗୁ। ୨୪ ଘଣ୍ଟାରେ ଦେଖନ୍ତୁ ଚମତ୍କାର।

ବନ୍ଧୁଗଣ ଯଦି କୌଣସି ସଙ୍କଟରୁ ଚାରିଆଡୁ ଘେରି ହୋଇ ରହୁଛନ୍ତି ଏବଂ କୌଣସି କାର୍ଯ୍ୟ ସହଜରେ ପୁରା ହୋଇ ପାରୁନାହିଁ ତେବେ ପ୍ରତ୍ୟକ ଦିନ ନିଜ ଘରେ ହିଁ କରିଦିଅନ୍ତୁ ଗୋଟେ ଚୁଟକି ହେଙ୍ଗୁର ତାନ୍ତ୍ରିକ ଉପାୟ। ସେମିତିରେ ଖାଦ୍ୟର ସ୍ୱାଦ ବଢ଼ାଇବା ସହ ହେଙ୍ଗୁର କେତେବି ଫାଇଦା ରହିଛି। ଆମ ସ୍ୱାସ୍ଥ୍ୟ ପାଇଁ ହେଙ୍ଗୁରେ କଷ୍ଟକାଠିନ୍ୟ ବଦହଜମି ପେଟ ରୋଗ ଆଦି କେତେ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଏହା ଛଡା ହେଙ୍ଗୁର ପ୍ରୟୋଗ ତନ୍ତ୍ର କ୍ରିୟା ତୁଟକାରେ କରାଯାଇଥାଏ। ତେଣୁ ଆସନ୍ତୁ ଜାଣିବା ହେଙ୍ଗୁ ଦ୍ୱାରା ଆମେ କେମିତି ସଂକଟରୁ ବଞ୍ଚି ବାରିବା।

ଯେଉଁ ଲୋକ କରଜ ସମସ୍ୟାରେ ବୁଡି ରହିଛନ୍ତି ସେଥିରୁ ବାହାରି ପାରୁନାହାନ୍ତି ତେବେ ସେମାନେ ପ୍ରତିଦିନ ଗାଧୋଇବା ପାଣିରେ ଗୋଟେ ଚୁଟକି ହେଙ୍ଗୁ ପକେଇକି ସ୍ନାନ କରନ୍ତୁ। ଏହା ଦ୍ବାରା ନକରାତ୍ମକ ଶକ୍ତିର ନାଶ ହୋଇ ଧୀରେ ଧୀରେ କରଜ ସମସ୍ୟାରୁ ମୁକ୍ତି ପାଇଥାନ୍ତି।

ଯଦି ଆପଣଙ୍କ ଘରେ ସବୁବେଳେ କଳହ ଝଗଡା ଲାଗି ରହୁଥାଏ ଘରେ ନକରାତ୍ମକତା ବଢି ଯାଉଛି ଘର ଭିତରେ ଭଲ ଲାଗୁନାହିଁ ତେବେ ଏହିସବୁକୁ ଦୂର କରିବା ପାଇଁ ୫ ଗ୍ରାମ ହେଙ୍ଗୁ ୫ ଗ୍ରାମ କର୍ପୁର ଏବଂ ୫ ଗ୍ରାମ କଳା ମରିଚ ମିଶେଇକି ପାଉଡର ବନେଇ ଦିଅନ୍ତୁ। ଏହା ପରେ ଏହି ପାଉଡରକୁ ସୋରିଷ ଦାନା ପରି ଗଲି ବନାନ୍ତୁ। ଏହି ଗଲିକୁ ଦୁଇ ଭାଗ ସମାନ ଭାବରେ କରିଦିଅନ୍ତୁ।

ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ଘରେ ଜାଳନ୍ତୁ। ଏହାକୁ ଏହିପରି ୩ ଦିନ କରନ୍ତୁ। ଏହି ପ୍ରୟୋଗ ଦ୍ୱାରା ନକରାତ୍ମକତା ଦୂର ହୋଇ ସୁଖ ସମୃଦ୍ଧି ଆସିଥାଏ। ଯଦି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି ଏବଂ କାମରେ ସଫଳତା ପାଇବା ପାଇଁ ଘରୁ ବାହାରିବା ସମୟରେ ଏକ ଗ୍ରାମ ହେଙ୍ଗୁ ନିଜ ଡାହାଣ ହାତରେ ରଖନ୍ତୁ ଏବଂ ଶ୍ରୀଙ୍ଗ ଶ୍ରୀଙ୍ଗ ଉଚାରଣ କରନ୍ତୁ। ଏହା ପରେ ଏହାକୁ ଖାଇ ଦିଅନ୍ତୁ। ହେଙ୍ଗୁ ଖାଇବା ପରେ ବାହାରକୁ ବାହାରନ୍ତୁ ଏବଂ ଘରକୁ ବୁଲି ଦେଖନ୍ତୁ ନାହିଁ। ଏହି ଉପାୟ ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।

ଯଦି ଆପଣଙ୍କର କୌଣସି ମନସ୍କାମନା ରହିଛି ବା ଧନ ପ୍ରାପ୍ତିର ଆଶା ରହିଛି ତେବେ ଘରୁ ବାହାରକୁ କାମ ପାଇଁ ଗଲା ବେଳେ ନିଜ ଉପର ଦେଇ ଗୋଟେ ଚୁଟକି ହେଙ୍ଗୁ ଉତାରିକି ଉତ୍ତର ଦିଗ ଆଡ଼କୁ ଫିଙ୍ଗି ଦିଅନ୍ତୁ। ଏହା ଦ୍ବାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ କାମ ମଧ୍ୟ ବନିଯିବ।

ଯଦି ଆପଣ ଚାକିରୀ ପାଇଁ ଚିନ୍ତିତ ହଜାରେ ଚେଷ୍ଟା ପରେ ସଫଳତା ମିଳୁ ନାହିଁ ତେବେ ଗୋଟେ ଚୁଟକି ହେଙ୍ଗୁ ନିଜ ମଥା ଉପରେ ୩ ଥର ୫ ଥର କିମ୍ବା ୭ଥର ବୁଲାଇକି କୌଣସି ଚାରି ଛକିରେ ପକେଇ ଦିଅନ୍ତୁ। ଏହା ଦ୍ବାରା ଚାକିରୀରେ ଆସୁଥିବା ବାଧା ଦୂର ହେବ।

ଯଦି ଆପଣଙ୍କ ଘରେ କିଏ ବାରମ୍ବାର ରୋଗରେ ପଡୁଛି ସ୍ୱାଭାବରେ ଚିଡିଚିଡା ରହୁଛି ବା ଆପଣଙ୍କୁ ଲାଗୁଛି କି କିଏ ତାନ୍ତ୍ରିକ ପ୍ରୟୋଗ କରିଛି ତେବେ ସେ ବ୍ୟକ୍ତିଙ୍କୁ ହେଙ୍ଗୁ ମିଶା ପାଣି ଦିଅନ୍ତୁ କୋଳି କରିବା ପାଇଁ। ଏପରି କରିବା ଦ୍ୱାରା କିଛି ସମୟ ମଧ୍ୟରେ ବ୍ୟକ୍ତି ଠିକ ହୋଇଯିବ। ଏହି ପ୍ରୟୋଗ ହୋଲି କିମ୍ବା ପୂର୍ଣ୍ଣିମା ଦିନରୁ ଆରମ୍ଭ କରିଦିଅନ୍ତୁ।

ଯଦି ଆପଣଙ୍କର ସ୍ୱାମୀଙ୍କ ସହିତ ସବୁବେଳେ ଝଗଡା ହେଉଛି ମତଭେଦ ହେଉଛି ସମ୍ବଦ୍ଧ ଠିକ ଚାଲୁ ନାହିଁ ତେବେ ସ୍ତ୍ରୀ ରାତିରେ ଶୋଇବା ସମୟରେ ନିଜ ସ୍ୱାମୀର ମୁଣ୍ଡ ପାଖରେ ଅଳ୍ପ ହେଙ୍ଗୁ ଏବଂ ଗୋଡ଼ ପାଖରେ ଅଳ୍ପ କଳା ଲୁଣ ଏବଂ ସାଇଟରେ ଗୋଟେ ମୟୁରପୁଙ୍ଖ ରଖିବେ। ଏହି ଉପାୟ ମଙ୍ଗଳବାର କିମ୍ବା ଶନିବାର ଦିନ କରିବେ ତାପର ଦିନ ସକାଳେ ଏହି ଲୁଣ ଏବଂ ହେଙ୍ଗୁକୁ ଘର ବାହାରେ ଫୋପାଡ଼ି ଦେବେ। ଏହା ଦ୍ୱାରା ସଂପର୍କରେ ମଧୁରତା ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *