Excuse Me Odisha

ଯାହା କହିବୁ ସତ କହିବୁ

କୋଟିଏରୁ ଗୋଟେ ହୋଇଥାନ୍ତି ଏହି ଦିନ ଜନ୍ମ ନେଉଥିବା ପୁଅ / ଝିଅମାନେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୋଟିଏରୁ ଗୋଟେ ହୋଇଥାନ୍ତି ଏହି ଦିନ ଜନ୍ମ ନେଉଥିବା ପୁଅ / ଝିଅମାନେ

ଆପଣଙ୍କ ଜନ୍ମର ବାର ଜଣେଇଥାଏ କି ଆପଣ କେତେ ସଫଳ ହେବେ ତ ଆପଣ କେଉଁ ବାରରେ ଜନ୍ମ ହୋଇଛନ୍ତି ଆପଣଙ୍କ ଜୀବନ ଉପରେ ବହୁତ ବଡ଼ ପ୍ରଭାବ ପକାଇଥାଏ। ଏହି ଦିନର ବହୁତ ବଡ଼ ମହତ୍ୱ ରହିଥାଏ। ତେବେ ଆସନ୍ତୁ ଜାଣିବା।

ସୋମବାର। ଯଦି ଆପଣ ସୋମବାର ଦିନ ଜନ୍ମ ହୋଇଛନ୍ତି ତ ସର୍ବଦା ସମାଜରେ ଚର୍ଚ୍ଚାର ବିଷୟ ଅଟେ ଅର୍ଥାତ ଆପଣ ସର୍ବଦା ହିଁ ପ୍ରଶଂସିତ ହେବେ। ଆପଣଙ୍କ କଥା ଲୋକମାନେ ନିଶ୍ଚୟ ଶୁଣିବେ। ଏମାନଙ୍କ ପାରିବାରିକ ଜୀବନ ଭଲ ରହିନଥାଏ। ସର୍ବଦା ସମସ୍ୟା ଏମାନଙ୍କ ଜୀବନରେ ଆସିଥାଏ କିନ୍ତୁ ତଥାପି ଏମାନେ ମିଠା କଥା କହିଥାନ୍ତି ସବୁବେଳେ ହସି ଥାନ୍ତି ଏହା ସହିତ ସୁଖରେ ଦୁଃଖରେ ସମାନ ରହିଥାନ୍ତି। ଏମାନଙ୍କ ସ୍ମରଣ ଶକ୍ତି ବହୁତ ତେଜ ହୋଇଥାଏ କିନ୍ତୁ ଧର୍ଯ୍ୟ ବହୁତ କମ ହୋଇଥାଏ।

ମଙ୍ଗଳବାର। ଯେଉଁ ଲୋକମାନେ ମଙ୍ଗଳବାର ଦିନ ଜନ୍ମ ହୋଇଥାନ୍ତି ଏମିତି ଲୋକ ଅଳ୍ପ କ୍ରୋଧି ଅନୁଶାସନ ପ୍ରିୟ ଏବଂ ଉର୍ଜାରେ ଭରପୁର ନୂତନ ବିଚାରର ସମର୍ଥନ କରୁଥିବା ଲୋକ ହୋଇଥାନ୍ତି। ଏମିତି ଲୋକଙ୍କ ଉପରେ ମଙ୍ଗଳ ଗ୍ରହଙ୍କ ପ୍ରଭାବବି ଥାଏ। ଏଥିପାଇଁ ଏମାନେ ସବୁ ବାଧାକୁ ପାର କରିନିଅନ୍ତି। ସର୍ବଦା ଆଗକୁ ବଢ଼ିଥାନ୍ତି ଉନ୍ନତି କରିଥାନ୍ତି। ବୈବାହିକ ଜୀବନରେ ଅଳ୍ପ ଉଥାନ-ପତନ ହୋଇଥାଏ କିନ୍ତୁ ଏମାନଙ୍କ ଭିତରେ ଅଳ୍ପ କ୍ରୋଧ ଥାଏ ଯେଉଁ କାରଣରୁ ବହୁତ କମ ଲୋକ ଏମାନଙ୍କ ଆଖପାଖରେ ଥାନ୍ତି।

ବୁଧବାର। ଯେଉଁ ଲୋକମାନେ ବୁଧବାର ଦିନ ଜନ୍ମ ହୋଇଥାନ୍ତି ଏମିତି ଲୋକଙ୍କ ପାଖରେ ବହୁତ ଗୁଣ ଥାଏ। ପ୍ରତିଭା ଶାଳୀ ଧନୀ ବୁଦ୍ଧିମାନ ଏବଂ ବହୁତ ଧନବାନ ହୋଇଥାନ୍ତି। ଏମାନେ ଦୁନିଆରେ ଧନ କମେଇବା ପାଇଁ ଅଏସ କରିବା ପାଇଁ ମୋଉଜ ମସ୍ତି କରିବା ପାଇଁ ଜନ୍ମ ନେଇଥାନ୍ତି। ଏମାନଙ୍କ ବାଣୀ ଅଦ୍ଭୁତ ହୋଇଥାଏ। ନିଜର ଚତୁରତାଟେ ଲୋକଙ୍କ ବାଣୀ ବନ୍ଦ କରିଦେବେ। ଏମାଙ୍କ ଜୀବନରେ ବୁଧ ଗ୍ରହଙ୍କ ପ୍ରଭାବ ବି ଥାଏ। ଅଧିକ ଭଲ ପାଇବା ଲୋକ ବିପଦରେ ସାହାର୍ଯ୍ୟ କରିବା ଲୋକ ଏବଂ ବହୁତ ଧନ ରୋଜଗାର କରିବା ଲୋକ ହୋଇଥାନ୍ତି

ଗୁରୁବାର। ଯେଉଁ ଲୋକମାନେ ଗୁରୁବାର ଦିନ ଜନ୍ମ ହୋଇଥାନ୍ତି ଏମିତି ଲୋକ ଗମ୍ଭୀର ସ୍ୱାଭାବର ହୋଇଥାନ୍ତି। ଯେକୌଣସି ସମସ୍ୟାର ସମାଧାନ ବହୁତ ସହଜରେ ସାହସର ସହିତ କରିଥାନ୍ତି ଏବଂ ଏମାନଙ୍କୁ ତଳକୁ ପକାଇବା ବହୁତ କଠିନ ଅଟେ।ସାହସ ଏବଂ ଶକ୍ତି ବହୁତ ଥାଏ। ଭାବନାକୁ ଅନ୍ୟ ସାମ୍ନାରେ ବହୁତ ଭଲ ଭାବରେ କହି ପାରିଥାନ୍ତି। ଭଲ ସଙ୍ଗତଙ୍କ ସହିତ ସାଙ୍ଗ କରିଥାନ୍ତି। ଯଦି ଏମାନଙ୍କୁ ଲାଗେ କି ସାମ୍ନା ବାଲା ଠିକ ନୁହେଁ ତ ତୁରନ୍ତ ଏମାନେ ସାଇଟ ହୋଇଯାନ୍ତି। ଏହି ଦିନ ଜନ୍ମ ହୋଇଥିବା ଲୋକ ବହୁତ ବୁଦ୍ଧିମାନ ସାହସୀ ହୋଇଥାନ୍ତି ଏବଂ ଖରାପ ସମୟର ସାମ୍ନା କରିବା ଏମାନଙ୍କୁ ଜଣା ଥାଏ।

ଶୁକ୍ରବାର। ଯେଉଁ ଲୋକମାନେ ଶୁକ୍ରବାର ଦିନ ଜନ୍ମ ହୋଇଥାନ୍ତି ଏମିତି ଲୋକ ବାଦ ବିବାଦକୁ ଘୃଣା କରିଥିବା ଲୋକ ହୋଇଥାନ୍ତି। ସୁଖ ସାଧନ ଆଡ଼କୁ ଆକର୍ଷିତ ହେଉଥିବା ଲୋକ ହୋଇଥାନ୍ତି ଏବଂ ଜୀବନରେ ଆର୍ଥିକ ସନ୍ତୁଳନ ଖରାପ ନହୋଇଯାଉ ସେଥିପ୍ରତି ଚେଷ୍ଟା କରିଥାନ୍ତି କିନ୍ତୁ ଏମାନଙ୍କ ଜୀବନରେ ସୁଖ ଐଶ୍ୱର୍ଯ୍ୟ ଥାଏ ପାଠ ପଢ଼ାରେ ଅପଡେଡ଼ ରହିଥାନ୍ତି। ଏମାନେ ଲୋକଙ୍କୁ ଧନ ମାମାଲରେ କୌଣସି ପ୍ରକାରର ବୁଝାମଣା କରନ୍ତି ନାହିଁ। ବୈବାହିକ ଜୀବନ ଭଲ ରହିଥାଏ। ମା ଲକ୍ଷ୍ମୀଙ୍କ କୃପା ଏମାନଙ୍କ ଜୀବନରେ ବର୍ଷି ଥାଏ ସେଥିପାଇଁ ଏମାନେ ଜୀବନରେ ସଫଳତା ପାଇଥାନ୍ତି।

ଶନିବାର ଦିନ । ଯେଉଁ ଲୋକମାନେ ଶନିବାର ଦିନ ଜନ୍ମ ହୋଇଥାନ୍ତି ଏମିତି ଲୋକ ଅଳ୍ପ ଆଳସୁଆ ଏବଂ ସଂକଚ ସ୍ୱାଭାବର ହୋଇଥାନ୍ତି। ଯୋଜନା ବହୁତ ବନେଇବେ କିନ୍ତୁ ତା ଉପରେ କାମ କରିବାରେ ଅଳ୍ପ ସମସ୍ୟା ଆସିଥାଏ। ଏମାନଙ୍କୁ ଜୀବନରେ ଡେରିରେ ସଫଳତା ମିଳିଥାଏ। ଏମାନଙ୍କୁ ଜୀବନରେ ପ୍ରତ୍ୟକ ଜିନିଷ ଡେରିରେ ମିଳିଥାଏ ଏବଂ ଏମାନଙ୍କୁ ସାଙ୍ଗ କରିବା ସମୟରେ ସତର୍କ ରହିବା ଆବଶ୍ୟକ। ସମ୍ପର୍କୀୟଙ୍କ ଠାରୁ ବି ସୁଖ ମିଳିନଥାଏ। ଶନିବାର ଶନିଦେବଙ୍କ ଦିନ ଅଟେ। ଏଥିପାଇଁ ଜିନିଷ ଧୀରେ ଧୀରେ ଏମାନଙ୍କ ଜୀବନରେ ଆସିଥାଏ

ରବିବାର। ଯେଉଁ ଲୋକମାନେ ରବିବାର ଦିନ ଜନ୍ମ ହୋଇଥାନ୍ତି ଏମିତି ଲୋକ ଜୀବନରେ କାହାର ଅଧୀନତା ପସନ୍ଦ କରନ୍ତି ନାହିଁ। ବଡ଼ ହିଁ ଭାଗ୍ୟଶାଳୀ ହୋଇଥାନ୍ତି କମ କଥା କହିଥାନ୍ତି। ଏମାନେ ଶିକ୍ଷିତ ହୋଇଥାନ୍ତି। ନିଜ ଲୋକଙ୍କ ସହିତ ଖୁସି ରହିବାକୁ ପସନ୍ଦ କରନ୍ତି ସମସ୍ତଙ୍କୁ ଏକା ସହିତ ରଖିବାକୁ ଚେଷ୍ଟା କରନ୍ତି। ଭାଗ୍ୟଶାଳୀ ହୋଇଥାନ୍ତି। ଦୀର୍ଘାୟୁ ହୋଇଥାନ୍ତି। କମ କଥା କହିଥାନ୍ତି କିନ୍ତୁ ବୁଝି ବିଚାରି କହିଥାନ୍ତି। ସାଙ୍ଗ ମାନଙ୍କୁ ଏବଂ ସମ୍ପର୍କୀୟଙ୍କୁ ଜଡି କରି ରଖିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *