Excuse Me Odisha

ଯାହା କହିବୁ ସତ କହିବୁ

କୋଟିପତି ହେବାକୁ ଚାହୁଁଥିଲେ ଏହି ଦିଗକୁ ମୁଣ୍ଡ କରି ଶୁଅନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୋଟିପତି ହେବାକୁ ଚାହୁଁଥିଲେ ଏହି ଦିଗକୁ ମୁଣ୍ଡ କରି ଶୁଅନ୍ତୁ।

ବାସ୍ତୁଶାସ୍ତ୍ରରେ ଶୋଇବା ସମୟରେ ନିଜର ମୁଣ୍ଡ ଆପଣ କେଉଁ ଦିଗରେ ରଖିବେ ଏହି ବିଷୟରେ ବିସ୍ତାର ଭାବରେ କୁହାଯାଇଛି ତ ମଥାକୁ ପୂର୍ବ କିମ୍ବା ଦକ୍ଷିଣ ଦିଗରେ ରଖିବା ଉଚିତ। ଉତ୍ତର ଏବଂ ପଶ୍ଚିମ ଦିଗରେ ରଖିଲେ କଣ ହୋଇଥାଏ। ଆସନ୍ତୁ ଜାଣିବା ଅଲଗା ଅଲଗା ଦିଗକୁ ମୁଣ୍ତ କରି ଶୋଇବାର ଫଳ ଏବଂ କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ବୁଦ୍ଧି ତେଜ ହୋଇଥାଏ ଧନ ପ୍ରାପ୍ତ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜର ମୁଣ୍ଡ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ରଖନ୍ତୁ। ଏହା ସବୁଠାରୁ ଅଧିକ ଭଲ ହୋଇଥାଏ। ଏହି ଦିଗକୁ ମୁଣ୍ଡ କରି ଶୋଇବା ସର୍ବତମ ମାନାଯାଇଛି। ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ବିଦ୍ୟାର ଲାଭ ହୋଇଥାଏ। ଭୌତିକ କ୍ଷମତା ବଢିଥାଏ।

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ସୁଖ ସମ୍ପତ୍ତିର ଲାଭ ହୋଇଥାଏ ଏବଂ ଆପଣ ବିଭିନ୍ନ ପ୍ରକାରର ସୁଖ ସହଜରେ ପ୍ରାପ୍ତ କରିଥାନ୍ତି।

ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ କ୍ଷତି ଭୋଗିବାକୁ ପଡିପାରେ।

ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ମାନସିକ ଚିନ୍ତା ବଢିଯାଏ। ଆପଣଙ୍କର ସମସ୍ୟା ବଢିଯାଏ।

ଯଦି ଆପଣ ଉତ୍ତର-ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ଏହା ଠିକ ଅଛି କିନ୍ତୁ ବହୁତ ଭଲ ନୁହେଁ। କିନ୍ତୁ କେବେ କେବେ ଆପଣ କୌଣସି ସ୍ଥିତିରେ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇପାରିବେ।

ସବୁଠାରୁ ଭଲ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା। ଏବଂ ଶଶୁର ଘରେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ। ମନେରଖନ୍ତୁ ନିଜ ଘରେ ଶୋଇଲେ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବେ ଏବଂ ଶଶୁର ଘରେ ଶୋଇଲେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବେ।

ଭୁଲରେ ବି ଉତ୍ତର କିମ୍ବା ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *