Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଟି ନାମର ପୁରୁଷ ଜନ୍ମରୁ ହିଁ ମାଲିକ ବନିବାର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୫ ଟି ନାମର ପୁଅ ଜନ୍ମରୁ ହିଁ ମାଲିକ ବନିବାର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି

ବନ୍ଧୁଗଣ କୁହାଯାଏ କି ଏହି ୫ ଟି ଅକ୍ଷରରୁ କୌଣସି ବି ଅକ୍ଷରରେ ଆରମ୍ଭ ହେଉଥିବା ନାମର ବ୍ୟକ୍ତି ଜନ୍ମରୁ ହିଁ ମାଲିକ ହୋଇଥାନ୍ତି। ଯେତେବେଳେ ବ୍ୟକ୍ତିର ଜନ୍ମ ହୋଇଥାଏ ତାର ଜନ୍ମରୁ ହିଁ ନାମକରଣ କରାଯାଇଥାଏ। ଯେଉଁ ନାମକୁ ଜନ୍ମ ସମୟରେ ରଖାଯାଇଥାଏ ସେହି ନାମରେ ଏହି ଦୁନିଆ ସେହି ବ୍ୟକ୍ତିକୁ ଜାଣିଥାଏ। ଆଉ ସେହି ନାମରେ ଡାକିଥାଏ। ଆପଣ ସମସ୍ତେ ଏହା କହୁଥିବାର ଶୁଣୁ ଥିବେ କି ନାମରୁ କଣ ମିଳିବ।

ଯାହାବି ଡାକିଦିଅ କିନ୍ତୁ ବାସ୍ତବରେ ଏହା ପୁରାପୁରି ଭୁଲ ସାବ୍ୟସ୍ତ ହୋଇଥାଏ। କାରଣ ଜଣେ ବ୍ୟକ୍ତିର ନାଁରେ ବହୁତ କିଛି ରଖାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ନାମର ପ୍ରଥମ ଅକ୍ଷରରୁ ଆମକୁ ବହୁତ ଜ୍ଞାନ ମିଳିଥାଏ। ଯେବେବି ଯେଉଁ ବ୍ୟକ୍ତି ପଢିବାକୁ ଯାଇଥାଏ ତ ସର୍ବପ୍ରଥମେ ତାର ନାମକୁ ପଚାରା ଯାଇଥାଏ। ଏହାତ ସମସ୍ତେ ଜାଣିଛନ୍ତି କିନ୍ତୁ ଏପରି ଲୋକ ଥାନ୍ତି ଯେଉଁମାନେ ମାଲିକ ହେବା ପାଇଁ ଜନ୍ମ ନେଇଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏପରି ନାମର ବ୍ୟକ୍ତି ବିଷୟରେ ଜଣେଇବୁ ଯେଉଁମାନେ ମାଲିକ ହେବା ପାଇଁ ସ୍ୱପ୍ନ ଦେଖିଥାନ୍ତି ଆଉ ସେହି ସ୍ୱପ୍ନକୁ ପୂରଣ କରିଥାନ୍ତି।

“C” ଅକ୍ଷରର ନାମ। ଲୋକେ କୁହନ୍ତି କି ଯେଉଁ ଲୋକମାନଙ୍କର ନାମ “C” ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ଅଧିକ କାରବାର ବିଷୟରେ ଭାବିଥାନ୍ତି। ଏହି ଲୋକମାନେ ଅନ୍ୟ ମାନଙ୍କର କାମ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ନିଜର କାରବାର କରିବା ପାଇଁ ବିଚାର କରନ୍ତି। ଏମାନଙ୍କର ଏହି ଅଭ୍ୟାସ ଯୋଗୁ ଏମାନେ ଚାକିରୀ କରନ୍ତି ନାହିଁ। ଏମାନେ ନିଜେ କାମ କରି ମାଲିକ ବନିଥାନ୍ତି।

“H” ନାମର ଲୋକ। ବନ୍ଧୁଗଣ ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର “H” ରୁ ଆରମ୍ଭ ହୋଇଥାଏ ସେମାନେ କିଛି ନାଁ କିଛି କାମକୁ ସବୁବେଳେ ଚାଲୁ କରିବାକୁ ବା ଧନ ନିବେଶ କରିବାକୁ ବିଚାର କରୁଥାନ୍ତି। ଏମାନେ କାରବାର କ୍ଷେତ୍ରରେ ଅଧିକ ପ୍ରସିଦ୍ଧ ଲାଭ କରନ୍ତି ଓ ଏମାନେ ନିଜର କାମ କରିବା ପାଇଁ ଅଧିକ ପସନ୍ଦ କରନ୍ତି।

“M” ଅକ୍ଷରରୁ ଆରମ୍ଭ ଥିବା ବ୍ୟକ୍ତି। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର “M” ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ହୋଇଥାନ୍ତି। ଏମାନେ ପ୍ରତ୍ୟକ କାର୍ଯ୍ୟ ନିଜ ବୁଦ୍ଧିରେ କରିଥାନ୍ତି। ଏମାନେ ଅଧିକ ସାହସୀ ହୋଇଥାନ୍ତି। ଏମାନେ ନିଜେ ନିଜକୁ କୌଣସି ମାଲିକ ଠାରୁ କମ ଭାବନ୍ତି ନାହିଁ। ଏହି ଲୋକମାନେ ନିଜର କାରବାର କରିଥାନ୍ତି।

“S” ଅକ୍ଷର ନାମ। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର “S” ରୁ ଆରମ୍ଭ ହୋଇଥାଏ ସେମାନେ ମାଲିକ ବନିବା ପାଇଁ ଜନ୍ମ ନେଇଥାନ୍ତି। ଏହି କଥା ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି କି ଏହି ନାମର ଲୋକ ଜନ୍ମରୁ ହିଁ ମାଲିକ ହୋଇଥାନ୍ତି। ଏମାନେ ଆଗକୁ ଯାଇ ନିଜେ ନିଜର କାରବାର କରିଥାନ୍ତି। ଏମାନେ ଅନ୍ୟର କାମ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ନିଜର ପୁରା ଜୀବନକୁ ବ୍ୟବସାୟକୁ ଆଗକୁ ବଢ଼ାବାରେ ଲଗାଇ ଦିଅନ୍ତି।

“V” ନାମର ଲୋକ। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର “V” ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମି ହୋଇଥାନ୍ତି। ଏମାନଙ୍କର ବୁଦ୍ଧି ମଧ୍ୟ ବହୁତ ତେଜ ହୋଇଥାଏ। ଏହି ନାମର ଲୋକ ନିଜର କାମକୁ ଶୀଘ୍ର ପ୍ରାପ୍ତ କରିବା ପାଇଁ ବିଶ୍ୱାସ ରଖିଥାନ୍ତି। ଏହି ନାମର ଅଧିକାଂଶ ଲୋକ ବ୍ୟବସାୟ ସହ ଜଡ଼ି ହୋଇରହିଥାନ୍ତି। ଏପରି ଲୋକ ମାଲିକ ବନିକି ରହିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *