Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ଗୋଟେ କଏନ ଏବଂ ଅଳ୍ପ ଚାଉଳ ଏହି ଜାଗାରେ ରଖିଦିଅନ୍ତୁ,ଦେଖିବେ ଆପଣଙ୍କ ସାତ ପୁରୁଷ ପର୍ଯ୍ୟନ୍ତ ଟଙ୍କାର ଅଭାବ ରହିବ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବୁଧବାର ଦିନ ଗୋଟେ କଏନ ସବୁ କଷ୍ଟ ଦୂର କରିବ।

ଭଗବାନ ଶ୍ରୀଗଣେଶ ପ୍ରଥମ ପୂଜନୀୟ ଅଟନ୍ତି। ବୁଦ୍ଧି ଧନ ସୁଖ ଦେବାର ଦେବତା ଅଟନ୍ତି। ଯଦି ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିନେବେ ତ ଆପଣଙ୍କର ସମସ୍ତ ଗ୍ରହ ଆପଣଙ୍କର ଅନୁକୂଳ ହୋଇଯାନ୍ତି। ଜୀବନରେ ଯେକୌଣସି ବି ପ୍ରକାରର କଷ୍ଟ ହେଉ କୌଣସି ବି ପ୍ରକାରର ସଙ୍କଟ ହେଉ ଘର ବାହାରେ ସମସ୍ୟା ହେଉ ବ୍ୟବସାୟରେ ସମସ୍ୟା ହେଉ ଚାକିରୀର ସମସ୍ୟା ହେଉ ଗୃହ କ୍ଳେଶ ହେଉ ସମସ୍ତ ପ୍ରକାରର ସମସ୍ୟା ସମାପ୍ତ ହୋଇଯିବ ଶୀଘ୍ର।

ବାସ ଥରେ ଭଗବାନଙ୍କ ସରଣରେ ଆସିଯାନ୍ତୁ କାରଣ ଭଗବାନ ଗଣେଶଙ୍କୁ ସୁଖ ଶାନ୍ତି ବୈଭବର ଦେବତା ମାନାଯାଏ ଏହା ସହିତ ଭଗବାନ ଗଣେଶ ଭଲ ବୁଦ୍ଧି ମଧ୍ୟ ଦେଇଥାନ୍ତି। ଆଜି ଆମେ ଯେଉଁ ଉପାୟ ଜଣେଇବୁ ଏହି ଉପାୟ ଦ୍ୱାରା ଜୀବନରେ ସୁଖ ଶାନ୍ତି ବନି ରହିବ। ଏହି ଉପାୟ ପ୍ରତ୍ୟକ ମାସର କମସେକମ ଥରେ ବୁଧବାର ଦିନ କରିବାକୁ ହେବ।

ବୁଧବାର ଦିନ ଗୋଟେ କଦଳୀ ପତ୍ର ନେଇଆସନ୍ତୁ। ଯଦି କଦଳୀ ପତ୍ର ନମିଳେ ତ ପାନ ପତ୍ର ନେଇ ପାରିବେ। ଏହାପରେ ଆପଣର ପୂଜା ସ୍ଥାନରେ ଭଗବାନ ଗଣେଶଙ୍କର ମୂର୍ତ୍ତି ଥିବ କିମ୍ବା ଫୋଟ ଥିବ ତ ତାଙ୍କ ସାମ୍ନାରେ ଏହି ପତ୍ରକୁ ଭଲ ଭାବରେ ଧୋଇ ରଖିଦିଅନ୍ତୁ। ଏହି ପତ୍ର ଉପରେ ୩ ଟି ଜିନିଷ ରଖିବାକୁ ହେବ। ଅଳ୍ପ ଚାଉଳ ଏହାକୁ ଧୋଇ ଏହାର ଘେର ବନେଇ ଦିଅନ୍ତୁ ଏହାପରେ ଏହି ଚାଉଳ ଘେରରେ ୧ ଟି ମଦକ ଲଡୁ ରଖନ୍ତୁ କିମ୍ବା ଗୁଡ଼ର ଖଣ୍ଡ ରଖନ୍ତୁ ଭଗବାନ ଗଣେଶ ସେହିଥିରେ ହିଁ ଖୁସି ହୋଇଥାନ୍ତି ଏହାପରେ ଏଥିରେ ଗୋଟେ କଏନ ରଖନ୍ତୁ

ଏବେ ଭଗବାନ ଗଣେଶଙ୍କ ସାମ୍ନାରେ ଗୋଟେ ଘିଅର ଦୀପ ଜଳେଇ ଦିଅନ୍ତୁ। ଭଗବାନ ଗଣେଶଙ୍କ ସାମ୍ନାରେ ବସି ତାଙ୍କର ମନ୍ତ୍ର ଜପ କରନ୍ତୁ। ଓଁ ଗଣ ଗଣପତେୟ ନମଃ। ଯଦି ବେଲ ପତ୍ର ଥିବ ତେବେ ଭଗବାନ ଗଣେଶଙ୍କୁ ବେଲ ପତ୍ର ଅର୍ପଣ କରନ୍ତୁ ଦୁବ ଥିଲେ ଦୁବ ଅର୍ପଣ କରନ୍ତୁ। ମଦକ ଥିଲେ ତାହା ବି ଅର୍ପଣ କରିପାରିବେ ଆପଣଙ୍କର ପାଖରେ ଯଦି ଲବଙ୍ଗ ଥିବ ତେବେ ଲବଙ୍ଗ ବି ଅର୍ପଣ କରି ପାରିବେ। ଯଦି ସୁପାରି ଥିବ ତେବେ ତାହା ଉପରେ ନାଲି ସୂତା ଗୋଡ଼ାଇ ବି ଅର୍ପଣ କରିପାରିବେ।

ଆପଣ ଯେଉଁ ଜିନିଷ ଚାହିଁବେ ଭଗବାନ ଗଣେଶଙ୍କୁ ଅର୍ପଣ କରିପାରିବେ ଏବଂ ପବିତ୍ର ମନରେ ତାଙ୍କର ଜପ କରନ୍ତୁ ଗଣ ଗଣପତେୟ ନମଃ। ଏହାପରେ ପୁରା ପରିବାର ସହିତ ଆଳତୀ କରନ୍ତୁ ଏବଂ ସମସ୍ତଙ୍କ ମଥାରେ ହଳଦୀର ଚନ୍ଦନର କିମ୍ବା କେଶର ତିଳକ ଲଗାନ୍ତୁ। ଆଳତୀ କରିବା ପରେ ମଥା ଟେକନ୍ତୁ ଏବଂ ଯେଉଁ ଚାଉଳର ଘେର ବନେଇ ଥିଲେ ତାକୁ ଆପଣ କ୍ଷୀରି ବନେଇ ଦିଅନ୍ତୁ ଏବଂ ଘରର ସମସ୍ତ ପରିବାର ପ୍ରେମର ସହିତ ଖାଆନ୍ତୁ।

ଲଡୁ ମଦକ କିମ୍ବା ଗୁଡ଼ର ଖଣ୍ଡ ଯେଉଁ ରଖିଥିଲେ ତାହାକୁ ଆପଣଙ୍କ ଘର ପରିବାର ସହିତ ପ୍ରସାଦ ରୂପେ ଖାଇ ନିଅନ୍ତୁ ଏବଂ ଯେଉଁ କଏନ ଅଛି ତାହାକୁ ଲାଲ କପଡ଼ାରେ ବାନ୍ଧି ସମ୍ଭାଳି କରି ନିଜର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏମିତି କରିବେ ଘର ପରିବାରର ସମସ୍ତ ସଦସ୍ୟଙ୍କ ଭାଗ୍ୟ ଉଦୟ ହେବ। ଦୁଃଖ କଷ୍ଟର ଅନ୍ତ ହୋଇଯିବ। ଆପଣଙ୍କ ଜୀବନରେ ଯେଉଁ ଧନର କମି ଥିବ ଗରିବୀ ଥିବ ତାହା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *