Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ଏମିତି ମେକପ କରିବା ଦ୍ୱାରା ସ୍ୱାମୀର ହୋଇଥାଏ ମୃତ୍ୟୁ ! ନିଶ୍ଚିତ ଭାବରେ ଏହାକୁ ଥରେ ପଢନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳା ଏମିତି ମେକପ କରିବା ଦ୍ୱାରା ସ୍ୱାମୀ ମରିଯାଇଥାନ୍ତି।

ବନ୍ଧୁଗଣ ଏମିତି ମେକପ କରିବା ଦ୍ୱାରା ଆପଣ ନିଜ ପରିବାରକୁ ବର୍ବାଦ କରିପାରନ୍ତି। ମହିଳାମାନେ ଜାଣି ଶୁଣି ଏମିତି ମେକପ କରନ୍ତୁ ନାହିଁ। କଣ ଆପଣ ଜାଣିଛନ୍ତି ମହିଳାମାନେ ଏମିତି ମେକପ କରିବା ଦ୍ୱାରା ନିଜର ସ୍ୱାମୀଙ୍କର କ୍ଷତି ହୋଇଥାଏ ଏହା ସହିତ ନକରାତ୍ମକ ଶକ୍ତି ବି ପାଖରେ ଘୁରି ବୁଲିଥାଏ। ଯଦି ଆପଣ ବି ଏମିତି ମେକପ କରୁଛନ୍ତି ତ ସାବଧାନ ହୋଇଯାନ୍ତୁ। ଭୁଲ ମେକପ କରିବା ଦ୍ୱାରା ଆପଣଙ୍କ ପୁରା ଘରକୁ ବର୍ବାଦ କରିପାରେ। ସସନ୍ତୁ ଜାଣିବା।

ମେକପ କରିବା ପରେ ମହିଳାଙ୍କ ଭିତରେ ଏକ ସୁଗଦ୍ଧ ଆକର୍ଷଣ ବନିଥାଏ। ଏମିତିରେ ନକରାତ୍ମକ ଶକ୍ତିର ଆକର୍ଷଣ ହେବା ଏହାର ବଡ଼ କାରଣ ବନିଥାଏ। ଏମିତିରେ ଭରା ମେକପରେ ଆପଣଙ୍କୁ କୌଣସି ଜାଗାକୁ ଯିବା ଉଚିତ ନୁହେଁ। ଏମିତି କରିଲେ ଆପଣଙ୍କ ପଛରେ ଖରାପ ଶକ୍ତି ଆକର୍ଷଣ ହୋଇପାରନ୍ତି। ଏମିତି ମେକପରେ ଆପଣଙ୍କୁ କୌଣସି ସୁନସାନ ଜାଗାକୁ ବି ଯିବା ଉଚିତ ନୁହେଁ।

ଯେଉଁଠାରେ ନିଶବ୍ଦ ଥାଏ ସେମିତି ଜାଗାକୁ ମହିଳାମାନେ ଏକୁଟିଆ ବୁଲିବା ଦ୍ୱାରା ତାଙ୍କର ସୁଗନ୍ଧ ନକରାତ୍ମକ ଉର୍ଜାକୁ ଆକର୍ଷିତ କରିଥାଏ ଏବଂ ତାହା ଆପଣଙ୍କ ଉପରେ ହାବି ହୋଇପାରେ ଏଥିପାଇଁ ସତର୍କ ରୁହନ୍ତୁ। ସମ୍ଭବତଃ ଏକୁଟିଆ ଏମିତି ଜାଗାରେ ବୁଲନ୍ତୁ ନାହିଁ।

କୌଣସି ବିବାହିତ ମହିଳାଙ୍କୁ ଅନ୍ୟ ମହିଳାର ମେକପ ବ୍ୟବହାର କରିବା ଉଚିତ ନୁହେଁ। ଏହା ଦ୍ବାରା ବି ନକରାତ୍ମକ ଉର୍ଜା ହାବି ହୋଇଥାଏ। ବିବାହିତ ମହିଳାଙ୍କୁ ନିଜ ମେକପ କୌଣସି ମହିଳାଙ୍କ ସହିତ ସେୟାର କରିବା ଉଚିତ ନୁହେଁ କିନ୍ତୁ କୌଣସି ଅନ୍ୟ ମହିଳାଙ୍କୁ ଯଦି ମେକପ ଦେବାକୁ ଚାହୁଁଛନ୍ତି ତ ନୂଆ ମେକପ କିଣି ଦିଆଯାଇପାରେ କିନ୍ତୁ ସ୍ୱାମୀଙ୍କ ନାମର ମେକପ ଭୁଲରେ ବି ଅନ୍ୟ ମହିଳାଙ୍କୁ ଦେବେ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କରିବାକୁ ଅଶୁଭ ମାନାଯାଏ। ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ସହିତ ସମ୍ବଦ୍ଧ ଖରାପ ହୋଇପାରେ।

ନକରାତ୍ମକ ଶକ୍ତିର ପ୍ରଭାବ ପଡିବାର ସବୁଠାରୁ ବଡ଼ କାରଣ ହେଉଛି ରାତିରେ ଏମିତି ମେକପ ହୋଇ ଶୋଇଯିବା। ସର୍ବଦା ଏମିତି ହୋଇଥାଏ କି ଯେତେବେଳେ ଆପଣ ସନ୍ଧ୍ୟାରେ ସପିଂରୁ ଅଫିସରୁ କିମ୍ବା କୌଣସି ପାର୍ଟିରୁ ଫେରୁଛନ୍ତି ମେକପ ଧୋଉ ନାହାନ୍ତି ତ ଆପଣଙ୍କ ଭିତରୁ ବାହାରୁ ଥିବା ସୁଗଦ୍ଧ ନକରାତ୍ମକ ଶକ୍ତିକୁ ତୁରନ୍ତ ଆକର୍ଷଣ କରିଥାନ୍ତି। ଯାହା ଆପଣଙ୍କ ପାଇଁ ଭଲ ନୁହେଁ। ଏଥିପାଇଁ ମେକପ ତୁରନ୍ତ ଚେହେରାରୁ ବାହାର କରିଦିଅନ୍ତୁ। ମେକପ ହୋଇ କେବେବି ଶୋଇବେ ନାହିଁ।

ଖାସ କରି ଅଧ ରାତିରେ ମେକପ କରିବା ଉଚିତ ନୁହେଁ। ଯେତେବେଳେ ଆପଣ ଏକୁଟୁଆ ଥିବେ ତ ଏ ଭୁଲ ତ କେବେବି କରିବେ ନାହିଁ। ରାତି ୧୨ ଟା ସମୟର ଆଖପାଖରେ କେବେବି ମେକପ କରନ୍ତୁ ନାହିଁ। କାରଣ ଏହି ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ବଢିଯାଏ। ଆପଣଙ୍କ ଭିତରୁ ବାହାରୁ ଥିବା ବାସ୍ନା କାରଣରୁ ଏହି ନକରାତ୍ମକ ଶକ୍ତି ଆପଣଙ୍କ ଉପରେ ହାବି ହୋଇପାରେ। ଏଥିପାଇଁ ସତର୍କ ରୁହନ୍ତୁ

କେଶକୁ କାଟିବା ସମୟରେ ମହିଳାମାନେ ଏହି କଥାର ଧ୍ୟାନ ଦେବା ଉଚିତ କି କେଶକୁ ଏଠି ସେଠି ପକାନ୍ତୁ ନାହିଁ। ଯଦି କୌଣସି ଖରାପ ବ୍ୟକ୍ତିଙ୍କ ହାତରେ ଆପଣଙ୍କ କେଶ ଲାଗିଯାଏ ତ ସେ ଏହାର ତନ୍ତ୍ର ପ୍ରୟୋଗ କରିପାରେ।

କୌଣସି ବି ମହିଳା ଭରା ମେକପରେ ଏକୁଟିଆ ରାତି ସମୟରେ ଆଇନା ସାମ୍ନାକୁ ଯାଆନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ଉପରେ ନକରାତ୍ମକ ଶକ୍ତି ହାବି ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *