Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ଶରୀରରେ ଏହି ଅଂଶରେ କଳାଯାଇ ଥିଲେ, ହୋଇଥାନ୍ତି କୋଟିପତି !

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀଙ୍କ ଶରୀରରେ ଏହି ଅଂଶରେ କଳାଯାଇ ଥିବ ତ ସେ ବନିଥାଏ କୋଟିପତି

ବନ୍ଧୁଗଣ କୋଟିଏରୁ କୌଣସି ଖାସ ମହିଳାଙ୍କ ଶରୀରରେ ଏମିତି ଚିହ୍ନ ବା କଳାଯାଇ ଥାଏ। ଏମିତି ମହିଳା ଯେଉଁଠି କି ବି ଯାଇଥାନ୍ତି ସ୍ୱର୍ଗ ବନେଇଦେଇଥାନ୍ତି। ଏମିତି କଳାଯାଇ ମହିଳା ଭାଗ୍ୟଶାଳୀ ମାନାଯାଇଛି। ହିନ୍ଦୁ ଧର୍ମରେ ପ୍ରାଚୀନ ଗ୍ରନ୍ଥରେ ମହିଳା ଶରୀରରେ ଥିବା ଏମିତି ଅନେକ ଲକ୍ଷଣ ବିଷୟରେ ଉଲ୍ଲେଖ କରାଯାଇଛି ଯାହାକୁ ଆପଣ ବିସ୍ତାର ଭାବରେ ଜାଣି ପାରିବେ।

ଯେଉଁ ସ୍ତ୍ରୀଙ୍କ ଶରୀରରେ ଏମିତି ଲକ୍ଷଣ ଦେଖାଯାଏ ତ ତାଙ୍କୁ ଅତ୍ୟଧିକ ଭାଗ୍ୟଶାଳୀ ପରିବାର ପାଇଁ ଶୁଭ ମାନାଯାଏ। କୁହାଯାଏ କି କୋଟିଏରୁ କୌଣସି ଖାସ ମହିଳାଙ୍କ ଶରୀରରେ ଏମିତି ଚିହ୍ନ ମିଳିଥାଏ। ଏମିତି ମହିଳା ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହିଠାରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବନି ରହିଥାଏ। ମାନାଯାଏ କି ଏମିତି ସ୍ତ୍ରୀଙ୍କ ଠାରୁ ପ୍ରାପ୍ତ ସନ୍ତାନ ବି ବହୁତ ତେଜସ୍ୱୀ ବି ହୋଇଥାନ୍ତି ଏବଂ ସେ ପରିବାରର ନାମ ଟେକ କରିଥାନ୍ତି। ତ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଥିବା ମହିଳାଙ୍କ ଶରୀର ଉପରେ ନିର୍ମିତ ଚିହ୍ନ ବିଷୟରେ।

ହସ୍ତ ଶାସ୍ତ୍ର ଅନୁସାରେ ହାତରେ ଥିବା କଳାଯାଇ ବହୁତ ଶୁଭ ମାନାଯାଏ। ଯେଉଁ ମହିଳାଙ୍କ ହାତରେ ମଝିରେ କଳାଯାଇ ଥାଏ ତାଙ୍କୁ ଟଙ୍କାର ମାମଲାରେ ଶୁଭ ମାନା ଯାଏ।

ହସ୍ତ ରେଖା ଅନୁସାରେ ହାତର କଳାଯାଇ ଯଦି ମୁଠି ବନ୍ଦ କରିବା ପରେ ଦେଖାଯାଏ ନାହିଁ ତ ଶୁଭ ମାନାଯାଏ। ତାଙ୍କ ପାଖରେ ମା ଲକ୍ଷ୍ମୀ ସର୍ବଦା ରହିଥାନ୍ତି। ଯଦି ମୁଠି ବନ୍ଦ କରିବା ପରେ କଳାଯାଇ ଦେଖାଯାଏ ତ ଧନ ସହଜରେ ପ୍ରାପ୍ତ ହୋଇନଥାଏ। ଯାହାକି କୋଟିଏରୁ କୌଣସି ଖାସ ମହିଳାଙ୍କ ହାତରେ ପଛରେ କଳାଯାଇ ଦେଖିବାକୁ ମିଳିଥାଏ

ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳାଙ୍କ ମୁଖ ନିଜର ବାପାଙ୍କ ମୁଖ ସଦୃଶ ହୋଇଥାଏ ସେମାନେ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ମହିଳା ସୁଖ ତଥା ଉନ୍ନତି କରିଥାନ୍ତି। ଏମିତି ମହିଳାଙ୍କୁ ବିବାହ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏମିତି ମହିଳା ପରିବାରକୁ ଯୋଡି ରଖିଥାନ୍ତି।

ନାକରେ ତିଳ। ଯେଉଁ ମହିଳା ମାନଙ୍କର ନାକର ଠିକ ଅଗରେ କଳାଯାଇ ଥାଏ ସେମାନେ ଅତ୍ୟନ୍ତ କ୍ରୋଧିତ ସ୍ୱାଭାବର ହୋଇଥାନ୍ତି। ସେମାନେ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି। କିନ୍ତୁ ସମୁଦ୍ର ଶାସ୍ତ୍ର ଅନୁସାରେ ଏମାନେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି। ଏମାନେ ନିଜ କଷ୍ଟରେ ସଫଳତା ପାଇବାରେ ବିଶ୍ୱାସ ରଖିଥାନ୍ତି। ଏହି ଲୋକମାନଙ୍କୁ ସମସ୍ତେ ସ୍ନେହ ଓ ଆଦର କରିଥାନ୍ତି।

କୋଟିଏରୁ ଏମିତି କିଛି ଖାସ ମହିଳାଙ୍କର ଏହି ୨ ଟି କଳାଯାଇ ଦେଖିବାକୁ ମିଳିଥାଏ। ଯେମିତିକି ମହିଳାଙ୍କର ଜଙ୍ଘ ଉପରେ ବାମ ସାଇଟରେ ୨ ଟି କଳାଯାଇ ଥାଏ ତ ବହୁତ ହିଁ ଶୁଭ ମାନାଯାଏ। ଏମିତି ମହିଳା ସବୁ ପ୍ରକାରର ସୁଖ ସମୃଦ୍ଧିକୁ ପ୍ରାପ୍ତ କରିଥାନ୍ତି। ଅଳ୍ପ ସମୟରେ ତାଙ୍କର ସ୍ୱାମୀ ସବୁ ପ୍ରକାରର ସୁଖକୁ ପ୍ରାପ୍ତ କରି ନେଇଥାନ୍ତି। ମହିଳାଙ୍କର ଜଙ୍ଘରେ କଳାଯାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଯୋନିର ଠିକ ଉପରେ ଯଦି କୌଣସି ମହିଳାଙ୍କର କଳାଯାଇ ଥାଏ ତ ଏମିତି ମହିଳା କାମୁକ ହୋଇଥାନ୍ତି। ଏମାନେ ସର୍ବଦା ସକ୍ରିୟ ରହିଥାନ୍ତି। ଏମିତି ମହିଳାଙ୍କ ମାନଙ୍କର ଅନେକ ଲୋକଙ୍କ ସହିତ ସମ୍ବଦ୍ଧ ରହିଥାଏ। ଏମାନଙ୍କ ପ୍ରଜ୍ଵଳନ କ୍ଷମତା ଅଧିକ ତେଜ ହୋଇଥାଏ। ଏମିତି ମହିଳା ପାର୍ଟନରଙ୍କୁ ମନେଇବାରେ ମାହୀର ହୋଇଥାନ୍ତି। ଏମିତି ମହିଳା ପୁରୁଷ ମାନଙ୍କୁ ଧୋକା ଦେଇପାରନ୍ତି।

ଯେଉଁ ମହିଳାଙ୍କର ଛାତି ଉପରେ ଠିକ ମଝିରେ କଳାଯାଇ ଥାଏ ଏହି ମହିଳାଙ୍କୁ ବହୁତ ଶୁଭ ମାନାଯାଏ। ଏମିତି ମହିଳା ନିଜ ପାର୍ଟନରଙ୍କୁ ଅଧିକ ଭଲ ପାଇଥାନ୍ତି। ଏମିତି ମହିଳାଙ୍କ ଉପରେ ଆଖି ବୁଜି ବିଶ୍ୱାସ କରିହେବ। ଏମିତି ମହିଳା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିଥାନ୍ତି। ଏମାନେ ପରିବାରକୁ କେବେବି ଭାଙ୍ଗିବାକୁ ଦିଅନ୍ତି ନାହିଁ। ଛାତିର ମଝିରେ କଳାଯାଇ ରହିବା ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଅଧିକ ଭାଗ୍ୟଶାଳୀ ଏବଂ ଭଲ ମାନାଯାଏ। ଏମିତି ମହିଳା ଅଳ୍ପ ସମୟରେ ଅନେକ ସୁଖ ପ୍ରାପ୍ତ କରିନିଅନ୍ତି।

ପେଟରେ ତିଳ। ଯଦି ଆପଣଙ୍କ ପେଟରେ ତିଳ ଚିହ୍ନ ଥାଏ ସେମାନେ ବହୁତ ଅଳସୁଆ ହୋଇଥାନ୍ତି। ଖାଇବାର ବହୁତ ରୁଚି ରଖିଥାନ୍ତି। ବାମ ସାଇଟରେ ଥିଲେ ପାଚନ ସହିତ ଜଡ଼ିତ ସମସ୍ୟା ହୋଇଥାଏ। ମହିଳାଙ୍କ ନାଭିର ଆଖପାଖରେ ତିଳ ଚିହ୍ନ ଥିଲେ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ମହିଳାଙ୍କୁ ଧନର ପ୍ରାପ୍ତି ହୋଇଥାଏ। ନାଭିର ଉପରେ ପେଟରେ ତିଳ ଚିହ୍ନ ଥିଲେ ଏହାକୁ ଶୁଭ ମାନାଯାଏ ନାହିଁ। ଏହାକୁ ଦୁର୍ଭାଗ୍ୟର ସୂଚକ ମାନାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *