Excuse Me Odisha

ଯାହା କହିବୁ ସତ କହିବୁ

କୋଟିଏରେ ଗୋଟିଏ ହୋଇଥାଏ ଏମିତି ମହିଳାଙ୍କ ପାଦ । ଯଦି ଥାଏ ତ ସ୍ୱାମୀ ହୋଇଥାନ୍ତି ରୋଡ଼ପତିରୁ କାରୋଡ଼ପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୋଟିଏ ରୁ ଗୋଟିଏ ହୋଇଥାନ୍ତି ଏମିତି ମହିଳାଙ୍କ ପାଦ। ଯଦି ଥାଏ ତ ସ୍ୱାମୀ ହୋଇଥାନ୍ତି ରୋଡ଼ ପତିରୁ କୋଟିପତି।

ଯଦି ମହିଳାଙ୍କର ପାଦ ଏମିତି ହୋଇଥାଏ ତ ତାର ସ୍ୱାମୀ ଏବଂ ଘର ପରିବାର ସବୁ ବର୍ବାଦ ହୋଇଯାନ୍ତି। ଶାସ୍ତ୍ରରେ ବି ଏହି କଥା ଉଲ୍ଲେଖ ଅଛି କି ଏମିତି ପାଦ ଥିବା ମହିଳା ପୁରା ଘରକୁ ବିନାଶ କରିଦିଅନ୍ତି। ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ରରେ ମନୁଷ୍ୟର ସ୍ୱାଭାବ ଚେହେରା ଶାରୀରିକ ଗଠନର ଆଧାରରେ କେତେକ କଥା ବିସ୍ତାର ଭାବେ ଚର୍ଚ୍ଚା କରାଯାଇଥାଏ।

ଏହି ଶାସ୍ତ୍ରରେ କୁହାଯାଇଛି କି ସ୍ତ୍ରୀଙ୍କ ପାଦ ତାଙ୍କର ସ୍ୱାମୀଙ୍କର ଭବିଷ୍ୟତ ବିଷୟରେ ଅନେକ କଥା କହିଥାଏ। ସମସ୍ତ ସ୍ତ୍ରୀଙ୍କ ପାଦରେ କିଛି ଖାସ ଚିହ୍ନ ଥାଏ ଯାହା ତାଙ୍କର ସ୍ୱାମୀଙ୍କ ଉଜ୍ଵଳ ଭବିଷ୍ୟତର ସଂକେତ ଦେଇଥାଏ। ଏହା ସହିତ ଏହାବି କହିଥାଏ କି ସେ ଆପଣଙ୍କ ଘର ପାଇଁ ଶୁଭ ନାଁ ଅଶୁଭ କିନ୍ତୁ ଏହା ଜାଣିନିଅନ୍ତୁ ଏମିତି ପାଦ ଥିବା ମହିଳା ଆପଣଙ୍କୁ ବର୍ବାଦ କରିଦେବେ। ତେବେ ଆସନ୍ତୁ ଜାଣିବା।

ପ୍ରଥମ କଥା। ଶାସ୍ତ୍ର ଅନୁସାରେ ଯଦି କୌଣସି ସ୍ତ୍ରୀଙ୍କ ପାଦରେ ଚକ୍ର ଧ୍ଵଜ ଏବଂ ସ୍ୱସ୍ତିକର ଚିହ୍ନ ଥିବ ତ ଏମିତି ମହିଳାଙ୍କୁ ବିବାହ କରୁଥିବା ସ୍ୱାମୀଙ୍କୁ ରାଜ ସୁଖ ପ୍ରାପ୍ତ ହୋଇଥାଏ ଏବଂ ରାଜାଙ୍କ ଭଳି ଜୀବନ ଅତିବାହିତ କରିଥାଏ ଏହା ସହିତ ତାଙ୍କ ସ୍ତ୍ରୀଙ୍କୁ ରାଣୀର ସମ୍ମାନ ମିଳିଥାଏ। ଏହା ବ୍ୟତୀତ ଯେଉଁ ସ୍ତ୍ରୀଙ୍କ ପାଦର ରେଖା ଆଙ୍ଗୁଳି ଆଡ଼କୁ ଉପରକୁ ଯାଉଥିବ ତ ତାଙ୍କର ସ୍ୱାମୀଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଏମିତି ସ୍ତ୍ରୀ ସ୍ୱାମୀଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ। ତାଙ୍କର ସ୍ୱାମୀଙ୍କୁ ବହୁତ ସାରା ସଫଳତା ଏବଂ ଖୁସି ପ୍ରାପ୍ତ ହୋଇଥାଏ।

ଦ୍ୱିତୀୟ କଥା। ଏହା ବନିପାରେ ଚିନ୍ତାର କାରଣ। ସ୍ତ୍ରୀଙ୍କ ଅନାମିକା ଆଙ୍ଗୁଳିର ଲମ୍ବ ତର୍ଜନୀ ଆଙ୍ଗୁଳି ପାଖରୁ ଅଧିକ ବଡ଼ ହୋଇଥିବ ତ ଏହା ଏହି କଥାର ସଂକେତ ଦେଇଥାଏ କି ସେ ସ୍ତ୍ରୀ ନିଜର ସ୍ୱାମୀଙ୍କ ପାଇଁ ସର୍ବଦା ଚିନ୍ତାର କାରଣ ବନି ରହିପାରନ୍ତି। ଠିକ ସେମିତି ଯଦି କୌଣସି ମହିଳାଙ୍କ ପାଦର ମଧ୍ୟମା ଏବଂ ଅନାମିକା ଆଙ୍ଗୁଳିର ଲମ୍ବ କମେସେକମ ସମାନ ହୋଇଥାଏ ତ ତାଙ୍କର ସ୍ୱାମୀଙ୍କୁ ଆର୍ଥିକ ସ୍ଥିତିକୁ ନେଇ ସବୁବେଳେ ସମସ୍ୟା ବନି ରହିଥାଏ।

ତୃତୀୟ କଥା। ଶାସ୍ତ୍ର ଅନୁସାରେ କୌଣସି ସ୍ତ୍ରୀ ଚାଲିବା ସମୟରେ କନିଷ୍ଠ ଏବଂ ଅନାମିକା ଆଙ୍ଗୁଳି ଭୂମି ଉପରେ ସ୍ପର୍ଶ କରେ ନାହିଁ ତ ଏମାନେ କମ ବୟସରେ ବିଧବା ହୋଇଯିବାର ସମ୍ଭାବନା ଥାଏ।

ଯଦି କୌଣସି ସ୍ତ୍ରୀଙ୍କ ପାଦରେ ପଦ୍ମ ଏବଂ ଛତ୍ରର ଚିହ୍ନ ଥିବ ତ ଏହା ଏହି କଥାର ସଂକେତ ଦେଇଥାଏ କି ତାଙ୍କର ସ୍ୱାମୀଙ୍କୁ ରାଜନୀତି କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ। ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବା ସହିତ ସବୁବେଳେ ତାଙ୍କୁ ପ୍ରସିଦ୍ଧିର ସାଥ ମିଳିଥାଏ।

ଶାସ୍ତ୍ରରେ କୁହାଯାଇଛି କି ଯଦି କୌଣସି ସ୍ତ୍ରୀଙ୍କ ପାଦର ଗୋଇଁଠି ଗୋଲ କମଳ ସଫା ଏବଂ ଆକର୍ଷିତ ହୋଇଥାଏ ତ ଏମିତି ସ୍ତ୍ରୀକୁ ତାର ସ୍ୱାମୀଙ୍କ ପାଇଁ ଗୋଟେ ବରଦାନ ଅଟେ। ଏମିତି ସ୍ତ୍ରୀ ଯେଉଁଠିକି ବି ଯାଇଥାନ୍ତି ଦୌଲତ ଆପେ ଆପେ ଚାଲି ଆସିଥାଏ। ଏମିତି ସ୍ତ୍ରୀଙ୍କୁ ସୁନ୍ଦର ଜୀବନଶୈଳୀ ପ୍ରାପ୍ତ ହୋଇଥାଏ। ଏମିତି ପାଦ ସାକ୍ଷତ ମା ଲକ୍ଷ୍ମୀଙ୍କର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *