Excuse Me Odisha

ଯାହା କହିବୁ ସତ କହିବୁ

ଲୁଣର ଏହି ଉପାୟ ପ୍ରତ୍ୟେକ ମନୁଷ୍ୟକୁ କରିଦେଇପାରେ କୋଟିପତି ! ଆପଣ ଆଜି ହିଁ ଆପଣାନ୍ତୁ ଏହି ଉପାୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଲୁଣର ଏହି ଉପାୟରେ ସମସ୍ତେ ହୋଇଯାନ୍ତି ଧନବାନ। ଲୁଣର ଏହି ଉପାୟ କରି ନିଜର ଶୋଇଥିବା ଭାଗ୍ୟକୁ ଆଲୋକିତ କରିପାରିବେ। ଏହି ଉପାୟ ବନେଇ ଦେଇଥାଏ ବହୁତ ଶୀଘ୍ର କୋଟିପତି। ଆମର ଆଖପାଖରେ ଦୁଇ ପ୍ରକାରର ଉର୍ଜା ଥାଏ ସକରାତ୍ମକ ଉର୍ଜା ନକରାତ୍ମକ ଉର୍ଜା। ସକାରାତ୍ମକ ଉର୍ଜା ନକରାତ୍ମକ ଉର୍ଜା ଆମର ଆଖପାଖରେ ଜିନିଷରେ ଥାଏ। ଆମର ଉପରେ ଏହି ଦୁଇଟି ଉର୍ଜାର ପ୍ରଭାବ ପଡିଥାଏ। ନକରାତ୍ମକ ଉର୍ଜା ସମସ୍ତ ଜିନିଷରେ ବାଧା ସୃଷ୍ଟି କରିଥାଏ ଏବଂ ଆଗକୁ ବଢ଼ିବାରେ ବାଧା ଉତ୍ପନ କରିଥାଏ।

ଯଦି ଆମ ଆଖପାଖରେ ବହୁତ ସକରାତ୍ମକ ଉର୍ଜା ରହିବ ତ ସବୁ ଭଲ ଲାଗିଥାଏ ଆମେ ଖୁସିକୁ ଅନୁଭବ କରିପାରିଥାଉ। ବାତାବରଣରେ ଆମେ କିଛି ଖାସ ଉର୍ଜାର ଅନୁଭବ ହୋଇଥାଏ ଯାହାର ହେବା ଦ୍ୱାରା ଆମକୁ ଶାନ୍ତି ମିଳିଥାଏ କିନ୍ତୁ ନକରାତ୍ମକ ଉର୍ଜା ଏହାର ଓଲଟା ପ୍ରଭାବ ପକାଇଥାଏ। ଯଦି ଅଧିକ ନକରାତ୍ମକ ଉର୍ଜା ରହିବ ତ କିଛି ବି ଭଲ ଲାଗିନଥାଏ ଆମେ ଦୁଃଖ ଅନୁଭବ କରିଥାଉ ବିନା କୌଣସି କଥାରେ ଚିଡଚିଡା ହୋଇଥାଉ ଆମେ ନିଜ ପାଖରୁ ଏବଂ ଆଖପାଖରେ ବସ୍ତୁ ଠାରୁ ସମସ୍ୟା ହୋଇଥାଏ। ଜୀବନରେ ନକାରାତ୍ମକତାକୁ ଦୂର କରିବା ପାଇଁ ବଡ଼ ହିଁ ଯୋଗ ଦାନ ଅଛି ଲୁଣର।

ଭଜନରେ ଲୁଣର ସ୍ଥାନ ବହୁତ ମହତ୍ବପୂର୍ଣ ହୋଇଥାଏ। ଖାଦ୍ୟର ସ୍ୱାଦକୁ ବଢ଼ାଇବା ପାଇଁ ଏହାର ଭୂମିକା ବହୁତ ବଡ଼ ଅଟେ କିନ୍ତୁ କଣ ଆପଣ ଜାଣିଛନ୍ତି ଲୁଣ ଯେପରି ଭଜନର ସ୍ୱାଦ ବଢାଇଥାଏ ସେମିତି ଜୀବନରେ ଖୁସି ବି ବଢାଇଥାଏ। ଜ୍ୟୋତିଷ ଏବଂ ବାସ୍ତୁରେ ଲୁଣର ବହୁତ ମହତ୍ୱ ମାନାଯାଇଛି ଯାହା ଆପଣଙ୍କର ଭାଗ୍ୟକୁ ଚମକାଇବାର କାମ କରିଥାଏ। ଏହି ଲୁଣର ଉପାୟରେ ବ୍ୟକ୍ତି ଧନବାନ ହୋଇପାରିବ। ଆଜି ଆମେ ଆପଣଙ୍କୁ ଲୁଣର ବିଭିନ୍ନ ପ୍ରକାରର ଉପାୟ ବିଷୟରେ ଜଣେଇବାକୁ ଯାଉଛୁ।

ଯେଉଁ ଲୋକମାନେ ଲୁଣକୁ ପ୍ଲାଷ୍ଟିକ ଡ଼ବାରେ କିମ୍ବା ଲୁହାର ଡ଼ବାରେ ରଖିଥାନ୍ତି ତାଙ୍କୁ ନିଜର ଜୀବନରେ ଗରିବୀ ଏବଂ ବର୍ବାଦିର ସାମ୍ନା କରିବାକୁ ପଡିଥାଏ। ଶାସ୍ତ୍ରରେ ଲୁଣକୁ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ପ୍ରତିନିଧି ବି ମାନାଯାଏ। ଲୁଣକୁ ଆପଣ କୌଣସି ଷ୍ଟିଲ କିମ୍ବା ଲୁହାର ପାତ୍ରରେ ରଖୁଛନ୍ତି ତ ଏହା ଚନ୍ଦ୍ର ଏବଂ ଶନିଙ୍କ ମିଳନ ହେବ। ଯାହାକି ବହୁତ ହିଁ ଘାତକ ସିଦ୍ଧ ହୋଇଥାଏ। ଏହା ରୋଗ ଏବଂ ଶୋକର କାରଣ ବନିଯାଇଥାଏ ଏବଂ ଆସିଥାଏ ଘରକୁ ଗରିବୀ। ଏଥିପାଇଁ ଲୁଣକୁ କାଚ ପାତ୍ରରେ ହିଁ ରଖିବା ଉଚିତ।

ଲୁଣ ତଳେ ପଡ଼ିବାକୁ ବହୁତ ଅନର୍ଥ ମାନାଯାଏ। ଯେଉଁ ବ୍ୟକ୍ତିଙ୍କ ହାତରୁ ଲୁଣ ପଡ଼ିଯାଏ ତ ବୁଝିନିଅନ୍ତୁ ତା ଉପରେ ଗରିବୀ କିମ୍ବା କଷ୍ଟ ଆସିବ। ଲୁଣ ତଳେ ପଡିବାକୁ ବହୁତ ଅଶୁଭ ମାନାଯାଏ। ଲୁଣ ତଳେ ପଡିଲେ ଚନ୍ଦ୍ରମା ଏବଂ ଶୁକ୍ର ଦୁଇଜଣ କମଜୋର ହୋଇଯାନ୍ତି। ଏହା ସହିତ କୌଣସି ଦୁଷ୍ଟ ବ୍ୟକ୍ତିଙ୍କ ଲୁଣ କେବେବି ଖାଇବା ଉଚିତ ନୁହେଁ। ଲୁଣ ସର୍ବଦା କୌଣସି ସଚୋଟ ବ୍ୟକ୍ତିଙ୍କର ଖାଇବା ଉଚିତ ସଫଳତା ମିଳିଥାଏ।

ବୈଜ୍ଞାନିକ ଦୃଷ୍ଟିରେ ବି ଏହି ଉପାୟ ବହୁତ ମହତ୍ୱପୂର୍ଣ୍ଣ ଅଟେ। ଯେବେବି ଆପଣ ଘରେ ପୋଛା ଲଗେଇବେ ତ ସେଥିରେ କିଛି ଲୁଣ ମିଶେଇ ଦିଅନ୍ତୁ ସପ୍ତାହରେ ପ୍ରାୟତଃ ୧ ରୁ ୨ ଥର ଲୁଣର ପୋଛା ଅବଶ୍ୟ ଲଗାନ୍ତୁ। ଏମିତି କରିଲେ ଅନେକ ରୋଗରୁ ଦୂରେଇ ରହିବେ। ବ୍ୟକ୍ତିକୁ ଶୀଘ୍ର ହିଁ ଧନର ପ୍ରାପ୍ତ ହୋଇଥାଏ। ଏହି ଲୁଣ ପୁରା ଘରକୁ ସକାରାତ୍ମକ ଉର୍ଜାରେ ଭରି ଦେଇଥାଏ। ଘରର ପୋଛା ଗୁରୁବାର ଦିନ ଛାଡି ଅନ୍ୟ ବାକି ଦିନରେ ଘରେ ପୋଛା ନିଶ୍ଚୟ ଲଗାନ୍ତୁ। କାରଣ ସକରାତ୍ମକ ଉର୍ଜା ମା ଲକ୍ଷ୍ମୀଙ୍କୁ ଘରକୁ ପ୍ରବେଶ କରିବା ପାଇଁ ଆକର୍ଷଣ କରିଥାଏ

ଲୁଣ ଏବଂ କାଚ ଏ ଦୁଇଟି ରାହୁ କେତୁଙ୍କ କାରକ ହୋଇଥାନ୍ତି। ଏଥିପାଇଁ ଯଦି ଆପଣ ଲୁଣକୁ କାଚର ବୋତଲରେ ଭରି ଶୌଚାଳୟରେ ରଖିବେ ତ ସେଠାରୁ ନକରାତ୍ମକ ଉର୍ଜାର ନାଶ ହୋଇଥାଏ। ଏହା ସହିତ ଏହି ଉପାୟରେ ସେଠାରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ। ଧନର ପ୍ରାପ୍ତ ହୋଇଥାଏ ଏବଂ ଘରର ଗରିବୀ ଧୀରେ ଧୀରେ ଦୂର ହୋଇଥାଏ। ସପ୍ତାହରେ ଥରେ ଏହାକୁ ଚେଞ୍ଜ କରିଦେବେ।

ଆପଣଙ୍କ ରୋଷେଇ ଘରେ ଯେଉଁ ଲୁଣ ଥାଏ ତାହା ସବୁଠାରୁ ଅଧିକ ପବିତ୍ର ମାନାଯାଏ। କାରଣ ଏହି ଲୁଣ ଆପଣଙ୍କୁ ସୁସ୍ଥ ବି ରଖିଥାଏ। ଆପଣଙ୍କ ଜୀବନର ସମସ୍ୟାକୁ ବି ଦୂର କରିଥାଏ। ରୋଷେଇ ଘରେ କାଚ ଡ଼ବାରେ ଲୁଣ ଭର୍ତି କରି ଢାଙ୍କି କରି ରଖନ୍ତୁ ଏହା ଦ୍ୱାରା ଲୁଣର ପବିତ୍ରତା ବଢି ଥାଏ ଆଉ ଏହି ଲୁଣରେ ୨ ରୁ ୪ଟି ଲବଙ୍ଗ ପକେଇ ରଖନ୍ତୁ ଏହା ଦ୍ବାରା ଘରେ ସୁଖ ବି ରହିଥାଏ ଆଉ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଆପଣ ସମସ୍ତେ ସୁସ୍ଥ ରହିବେ।

ଭଜନ ପ୍ରସ୍ତୁତ କରିବା ସମୟରେ ଖାଦ୍ୟକୁ କେବେବି ଚାଖିବା ଉଚିତ ନୁହେଁ। ଏହା ଦ୍ବାରା ସବୁ ପବିତ୍ରତା ନଷ୍ଟ ହୋଇଯାଇଥାଏ ଏବଂ ଘରକୁ ଦରିଦ୍ରତା ଆସିଥାଏ ଏବଂ ମା ଲକ୍ଷ୍ମୀ ବି ସାଥ ଛାଡି ଦିଅନ୍ତି। ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଖାଦ୍ୟକୁ ଚାଖିଲେ ମା ଅନ୍ନପୂର୍ଣ୍ଣା ବି କ୍ରୋଧିତ ହୋଇଯାନ୍ତି। ପ୍ରଥମେ ଅଳ୍ପ ଖାଦ୍ୟ ଅଗ୍ନିକୁ ଅର୍ପଣ କରିବେ ଏବଂ ଏହାପରେ ଆପଣ ଚାଖି ପାରିବେ।

ଯଦି କୌଣସି ବ୍ୟକ୍ତି ବହୁତ ଦିନରୁ ରୋଗରେ ପୀଡିତ ଅଛନ୍ତି ତ ତାର ପୂର୍ବ ଦିଗରେ ମୁଣ୍ଡ ପାଖରେ କାଚର ଡ଼ବାରେ ଅଳ୍ପ କଳା ଲୁଣ ରଖିଦେବା ଉଚିତ। ଏବଂ ସକାଳେ ସେହି ଲୁଣକୁ ପାଣିରେ ଭସେଇ ଦେବା ଉଚିତ। ରୋଗ ଧୀରେ ଧୀରେ ଦୂର ହୋଇଯିବ ଏବଂ ଖରାପ ସ୍ୱପ୍ନ ବି ଆସିବ ନାହିଁ।

ଯଦି ଆପଣଙ୍କ ଭାଗ୍ୟରେ ତାଲା ଲାଗିଯାଇଛି ଏବଂ ଯଦି ଆପଣ ଚାହୁଁଛନ୍ତି ଧନବାନ ହେବା ପାଇଁ ଗରିବିର ନାଶ ହୋଇଯିବ ତ ଏହି ଉପାୟ କରନ୍ତୁ ସପ୍ତାହରେ ଶନିବାର ଦିନ ୫୦୦ ଗ୍ରାମ ଚାଉଳ ଏବଂ ଅଳ୍ପ ବିରିଡାଲି ଏବଂ ଅଳ୍ପ ଲାଲ ଲାଙ୍କା ଏବଂ ଅଳ୍ପ ଲୁଣ ନେବାକୁ ହେବ ଏବଂ କୌଣସି ବି ଗରିବୀ ବ୍ୟକ୍ତିଙ୍କୁ ଦାନ କରିଦିଅନ୍ତୁ। ଏହା ଦ୍ବାରା ବ୍ୟକ୍ତିର ଭାଗ୍ୟ ଖୋଲିଯାଇଥାଏ। ବନ୍ଦ ହୋଇଥିବା ଭାଗ୍ୟ ଖୋଲିଥାଏ। ଚାକିରୀ କାର୍ଯ୍ୟରେ ଅଚାନକ ଶୁଭ ସଂକେତ ମିଳିବାକୁ ଲାଗେ। ଏହି କାର୍ଯ୍ୟ ସପ୍ତାହରେ ୨ ଥର କରିବା ଉଚିତ।

ଆସନ୍ତୁ ଜାଣିବା ଘରର ନକରାତ୍ମକତାକୁ ଦୂର କରିବା ପାଇଁ କଣ ଉପାୟ କରିବା ଉଚିତ।

ଘରର ରୋଷେଇ ଘର ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ନିର୍ଭର କରିଥାଏ। ଧ୍ୟାନ ରଖିବେ ଗ୍ୟାସକୁ କେବେବି ଅପରିଷ୍କାର କରି ରଖିବେ ନାହିଁ। ଏହାକୁ ଅପରିଷ୍କାର ରଖିଲେ ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଆପଣଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇପାରେ।

ରୁମରେ ନକରାତ୍ମକ ଉର୍ଜାକୁ ବାହାର କରିବା ପାଇଁ କୌଣସି ସୁଗଦ୍ଧିତ ଧୂପର ବ୍ୟବହାର କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ରାତିରେ ନିଦ ବି ଭଲ ଆସିଥାଏ। ଶୟନ ରୁମରେ ଚାରି କୋଣରେ ଅଳ୍ପ ଅଳ୍ପ ଲୁଣ ଛିଞ୍ଚି ଦିଅନ୍ତୁ। ୪୮ ଘଣ୍ଟା ପରେ ଆଉ ଥରେ ଲୁଣ ଛିଞ୍ଚି ଦିଅନ୍ତୁ। ଏହା ଦ୍ବାରା ଘରୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଯିବ। ଯେତେବେଳେ ଘରେ ସଫା ସୂତରା କରିବେ ତ ତାହାରି ସହିତ ଏହି ଲୁଣକୁ ଘରୁ ବାହାର କରିଦେବେ। ଏମିତି କରିଲେ ଆପଣଙ୍କ ଆଖପାଖରେ ନକରାତ୍ମକ ପ୍ରଭାବ ଶେଷ ହୋଇଥାଏ। ଯଦି କୌଣସି ବ୍ୟକ୍ତି ରୋଗରେ ଥିବେ ତ ତାର ପ୍ରଭାବ ବି ଶେଷ ହୋଇଯିବ। ଏହି ଉପାୟ ମାସରେ ଥରେ କରନ୍ତୁ।

ଘରର ସକାରାତ୍ମକ ପାଇଁ ଦିନରେ ୩ ଥର ଘଣ୍ଟି ବଜାନ୍ତୁ।

ଶୌଚାଳୟର କବାଟ ସର୍ବଦା ବନ୍ଦ ରଖନ୍ତୁ। ଏହି ଠାରେ ଅଧିକ ନକରାତ୍ମକ ଶକ୍ତି ସମାହିତ ହୋଇଥାଏ। ଏଥିପାଇଁ ଏହାକୁ ସର୍ଵଦା ବନ୍ଦ କରି ରଖନ୍ତୁ।

ପୁରୁଣା ସମୟରୁ ନକରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ଦୀପର ବ୍ୟବହାର କରାଯାଏ। ଆପଣ ପ୍ରତିଦିନ ନିଜର ମୁଖ୍ୟ ଦ୍ୱାରରେ ସନ୍ଧ୍ୟା ସମୟରେ ଦୀପ ଜାଳିବେ କିମ୍ବା ତୁଳସୀ ଗଛ ଯଦି ଘରେ ଥିବ ତେବେ ଏହାର ସାମ୍ନାରେ ସନ୍ଧ୍ୟା ସମୟରେ ନିଶ୍ଚୟ ଦୀପ ଜଳାନ୍ତୁ। ଏହା ଦ୍ବାରା ଲାଭ ମିଳିଥାଏ ଏବଂ ମନକୁ ଶାନ୍ତି ବି ମିଳିଥାଏ।

ଲୁଣ ମିଶ୍ରିତ ପାଣିରେ ହାତ ଗୋଡ଼ ଧୋଇବା ଦ୍ୱାରା କିମ୍ବା ସ୍ନାନ କରିବା ଦ୍ୱାରା ବହୁତ ଅଧିକ ଲାଭ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଶରୀର ଫ୍ରେସ ରହିଥାଏ ଏବଂ ଭିତରେ ପିଜିଟିଭ ଏନର୍ଜୀ ଆସିଥାଏ ତା ସହିତ ଲୁଣ ମିଶ୍ରିତ ପାଣିରେ ସ୍ନାନ କରିବା ଦ୍ୱାରା ନିଦ ବହୁତ ଭଲ ଆସିଥାଏ ଆଉ ରୋଗ ବି ଛୁଇଁ ପାରିବ ନାହିଁ।

କେବେ କେବେ ଜୀବନରେ ସମସ୍ୟା ବଢି ଯାଇଥାଏ ଧନର ଚିନ୍ତା ବହୁତ ଚିନ୍ତିତ କରିଥାଏ ଘରେ ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିନଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୋଇଥାଏ ତ ଏକ କାଚ ଗ୍ଲାସ ନିଅନ୍ତୁ ଧଳା କାଚ ଗ୍ଲାସ ହୋଇଥିଲେ ସେଥିରେ ଟିକେ ନାଲି ରଙ୍ଗର ପ୍ରିଣ୍ଟ ଲଗେଇ ଦିଅନ୍ତୁ କିମ୍ବା ନାଲି ରଙ୍ଗର ନେଲ ପଲିସ ଲଗେଇ ଦିଅନ୍ତୁ। ଆଉ ଏହି ଗ୍ଲାସରେ ପାଣି ଭର୍ତ୍ତି କରି ଦିଅନ୍ତୁ ୩ ଭାଗ ଏବଂ ଗୋଟେ ଭାଗ ଖୋଲା ରଖିଦିଅନ୍ତୁ। ଆଉ ଏଥିରେ ଗୋଟେ ଚାମଚ ଲୁଣ ପକେଇ ଦିଅନ୍ତୁ। ଏହାକୁ ଖୋଲା ରଖିଦିଅନ୍ତୁ। ଆଉ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିଦିଅନ୍ତୁ। ଏଥିରେ ପାଣି ବହୁତ ଶୀଘ୍ର ଶୁଖିଥାଏ ତ ଏଥିରେ ପାଣି ଆଉ ଭର୍ତି କରି ଦିଅନ୍ତୁ। ଆଉ ଏହାକୁ ୧ ମାସ ପରେ ବଦଳ କରି ଦିଅନ୍ତୁ। ଆଉ ଥରେ ସଫା ପାଣିରେ ଏହାକୁ ରଖିଦିଅନ୍ତୁ। ଦେଖିବେ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *