Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ ଖାଆନ୍ତୁ ନାହିଁ ଏହି ଗୋଟିଏ ଜିନିଷ ! ନହେଲେ ଭୟଙ୍କର ଗରିବୀ ଆସିଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରବିବାର ଦିନ ଖାଆନ୍ତୁ ନାହିଁ ଏହି ଗୋଟିଏ ଜିନିଷ। ଭୟଙ୍କର ଗରିବୀ ଆସିଥାଏ। ଘର ପରିବାର ନଷ୍ଟ ହୋଇଯାଏ। ମରିଗଲେ ବି ରବିବାର ଦିନ ଏହି ୫ ଟି ଖରାପ କାମ କେବେବି କରିବେ ନାହିଁ।

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁସାରେ ସବୁ ଗ୍ରହଙ୍କ ନିଜର ଏକ ଖାସ କଥା ଥାଏ। ଶାସ୍ତ୍ରରେ ଏହା ବିଶେଷ ରୂପରେ ଉଲ୍ଲେଖ ଅଛି କି କେଉଁ ଗ୍ରହ ମନୁଷ୍ୟଙ୍କୁ କେମିତି ଫଳ ପ୍ରଦାନ କରିଥାଏ ଏଥିପାଇଁ ଆମକୁ ଏହା ଜାଣିବା ଉଚିତ କି ଆମକୁ କେଉଁ ଦିନ କେଉଁ କାମ କରିବା ଉଚିତ ନୁହେଁ ଏବଂ କେଉଁ କେଉଁ କାମ କରିବା ଉଚିତ। ଆସନ୍ତୁ ଜାଣିବା ସେହି ମୁଖ୍ୟ କାର୍ଯ୍ୟ ଯାହା ଶାସ୍ତ୍ର ଅନୁସାରେ ରବିବାର ଦିନ କରିବା ଉଚିତ ନୁହେଁ। ଶାସ୍ତ୍ରରେ କୁହାଯାଇଛି ଏହି କାମ ନକଲେ ଆପଣ ଭାରି କ୍ଷତିରୁ ବଞ୍ଚି ପାରିବେ।

ରବିବାର ଦିନ ସ୍ନାନ କରି ହାତ ଯୋଡି ଭଗବାନ ସୂର୍ଯ୍ୟଦେବଙ୍କୁ ଚାହିଁ ତଥା ତାଙ୍କର ଦର୍ଶନ ନିଶ୍ଚୟ କରନ୍ତୁ। ଯଦି ଆପଣ ଜଳ ଅର୍ପଣ କରି ପାରିବେନି ତ କୌଣସି କଥା ନାହିଁ କିନ୍ତୁ ଖାସ ରବିବାର ଦିନ ହାତ ଯୋଡି ସୂର୍ଯ୍ୟଦେବଙ୍କ ଦର୍ଶନ କରିବା ପରେ ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ। ଏହା ଦ୍ୱାରା ବ୍ୟକ୍ତିର ଖରାପରୁ ଖରାପ କର୍ମ ପୁରୁଣା ଗରିବୀ କରଜ ବଢିବା ପିଲିଆର ରୋଗ ଆଉ ବ୍ୟକ୍ତିର ସବୁ ଗ୍ରହ ଶାନ୍ତ ହୋଇଯାଏ। ଯଦି ସମ୍ଭବ ତ ରବିବାର ଦିନ ଜଳ ଅର୍ପଣ କରିବା ପରେ ଓଁ ସୂର୍ଯ୍ୟୟ ନମଃ ମନ୍ତ୍ରର ଜପ ଅବଶ୍ୟ କରନ୍ତୁ। ଏହି କଥାକୁ ବିଜ୍ଞାନ ବି ମାନିଥାଏ।

ରବିବାର ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଲୁଣର ଉପଯୋଗ କେବେବି କରନ୍ତୁ ନାହିଁ। ଏହାକୁ ଅଶୁଭ ମାନାଯାଏ। କିଏ କେତେ ବି କହୁ ଯେବେ ସୂର୍ଯ୍ୟ ଉଦୟ ନହୋଇଯିବ ସେତେ ପର୍ଯ୍ୟନ୍ତ ଲୁଣର ବ୍ୟବହାର କେବେବି କରନ୍ତୁ ନାହିଁ। ଏହିଦିନ କୌଣସି ବି ବ୍ୟକ୍ତିଙ୍କୁ ମାଂସ ମାଛ ଖାଇବା ଉଚିତ ନୁହେଁ କି ମଦର ସେବନ କରିବା ଉଚିତ ନୁହେଁ।

ଏହି ଦିନ ଭଙ୍ଗା ଖଟରେ ବସିବା ଉଚିତ ନୁହେଁ। ଫଟା କପଡା ପିନ୍ଧିବା ଉଚିତ ନୁହେଁ। ଭଙ୍ଗା ପାନିଆ ବ୍ୟବହାର କରିବା ଉଚିତ ନୁହେଁ। ଫଟା ବିଛଣାରେ ବସିବା ଉଚିତ ନୁହେଁ। ଏହି ଦିନ ବିଛଣା ଅସଜଡ଼ା ହେବା ଉଚିତ ନୁହେଁ। ଏହା ଦ୍ବାରା ସୂର୍ଯ୍ୟଦୋଷ ଲାଗିଥାଏ ଏବଂ ବ୍ୟକ୍ତି ଗରିବ ହୋଇଯାଏ।

ରବିବାର ଦିନ ଯେଉଁ ବ୍ୟକ୍ତି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଥାଏ ତ ତାଙ୍କୁ ସମ୍ଭଗ କରିବା ଉଚିତ ନୁହେଁ।

ରବିବାର ଦିନ କେଶ ନଖ କାଟନ୍ତୁ ନାହିଁ। ସୋରିଷ ତେଲର ମାଲିସ କରନ୍ତୁ ନାହିଁ। କ୍ଷୀରକୁ ପଡିବାର କାମ କରନ୍ତୁ ନାହିଁ। ଏହିଦିନ ସମ୍ଭବ ତ ତମ୍ବାର ନିର୍ମିତ ଜିନିଷ କିଣିବା ଠାରୁ ଦୂରେଇ ରହିବା ଉଚିତ। ସମ୍ଭବ ହେବ ତ କଳା ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ। ଏହି ଦିନ ଆବଶ୍ୟକ ନପଡିଲେ ଜୋତା ପିନ୍ଧନ୍ତୁ ନାହିଁ।

ରବିବାର ଦିନ ମସୁର ଡାଲିର ସେବନ କରନ୍ତୁ ନାହିଁ।

ରସୁଣ ପିଆଜ ଆମିଷର ସେବନ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *