Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ ୨ଟି ଗୋଲମରିଚ ଘିଅରେ ବୁଡାଇ ଏହି ଜାଗାରେ ଘରେ ଜଳାନ୍ତୁ ! ଦେଖିବେ ଆପଣଙ୍କ ଇଶାରାରେ ଦୁନିଆ ନାଚିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରବିବାର ଦିନ ୨ ଟି ଗୋଲମରିଚ ଘିଅରେ ବୁଡାଇ ଘରେ ଜଳାନ୍ତୁ ଏହି ଜାଗାରେ ଆପଣଙ୍କ ଇଶାରାରେ ଦୁନିଆ ନାଚିବ।

ଆପଣ ଅନେକ ଥର ଲକ୍ଷେ ଚେଷ୍ଟା କରିବା ପରେ ମଧ୍ୟ ଆଗକୁ ବଢି ପାରନ୍ତି ନାହିଁ। ଆପଣଙ୍କୁ ଲାଗିଥାଏ ସମସ୍ୟା ବହୁତ ଅଧିକ ଅଛି ଏବଂ ଆପଣଙ୍କ ଘରେ ଲମ୍ବା ସମୟରୁ କିଛି ଭଲ ବା ଶୁଭ କାର୍ଯ୍ୟ ହେଉନାହିଁ ଉନ୍ନତି କରି ପାରୁନାହାନ୍ତି ଯେଉଁଠି ଥିଲେ ସେଇଠି ଅଛନ୍ତି କଣ ଦୋଷ ଅଛି କେଜାଣି। ବହୁତ ପ୍ରକାରର ପ୍ରୟୋଗ କରି ଥକି ଯାଇଛନ୍ତି ପୂଜା ପାଠ ତନ୍ତ୍ର କ୍ରିୟା କିନ୍ତୁ ଆପଣଙ୍କୁ ସଫଳତା ମିଳୁନାହିଁ ସେତେବେଳେ ଗୋଟେ ଛୋଟ କାମ କରନ୍ତୁ। ଆପଣ ମହିଳା ହୁଅନ୍ତୁ କି ପୁରୁଷ ଏହି ଉପାୟ ସମସ୍ତେ କରିପାରିବେ। ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଯାହା ଆପଣଙ୍କୁ ସମସ୍ତ ସମସ୍ୟାରୁ ମୁକ୍ତି ଦେବ।

ଗୋଲମରିଚ ଆମେ ସିଧାସଳଖ ଶନିଙ୍କ ସହିତ ଯୋଡି କରି ଦେଖିଥାଉ ଯେମିତିକି କ୍ଷୀର ଉପରେ ଚନ୍ଦ୍ରମାଙ୍କର ଆଧିପତ୍ୟ ଅଟେ ସେମିତି ଗୋଲମରିଚ ଉପରେ ଶନିଦେବଙ୍କ ଆଧିପତ୍ୟ ଅଟେ। ତ ଏଥିପାଇଁ ଗୋଲମରିଚ ନେବାକୁ ହେବ ଏବଂ ଘିଅ ଯାହା ସିଧାସଳଖ ଶୁକ୍ରଙ୍କ ସହିତ ଜଡିତ ଅଟେ। ନିଆଁ ଏହା ତ ଆପଣଙ୍କ ପୁରା ଜୀବନର ସମସ୍ୟାକୁ ନଷ୍ଟ କରିବ।

ପ୍ରଥମେ ଆପଣଙ୍କୁ ୨ ଟି ଦାନା ଗୋଲମରିଚ ନେବାକୁ ହେବ ଏବଂ ଏଥିରେ ଅଳ୍ପ ଘିଅର ଆବଶ୍ୟକତା ପଡିବ ଯେମିତି ଏହି ୨ ଟି ଗୋଲମରିଚ ବୁଡି ଯିବ ସମ୍ଭବତଃ କର୍ପୁର ବି ନେଇ ପାରିବେ। ଏହା ସନ୍ଧ୍ୟା ସମୟରେ ଯେତେବେଳେ ଘରେ ଦୀପ ଜଳା ଯାଇଥାଏ ସେଥିରେ ବି ଏହି ପ୍ରୟୋଗ କରାଯାଇଥାଏ। ଯେତେବେଳେ ଆପଣ ଦୀପ ଜାଳିବେ ତ ଦୀପରେ ୨ ଟି ଗୋଲମରିଚ ଘିଅରେ ବୁଡାଇ ଦିଅନ୍ତୁ ଏବଂ ଏହାକୁ ବତୀ ପାଖରେ ରଖିଦିଅନ୍ତୁ ଏବଂ ଜଳାନ୍ତୁ। ଜଳେଇବା ପରେ ପୁରା ଘର ସାରା ବୁଲାନ୍ତୁ ଏହା ପରେ ପୂଜା ସ୍ଥାନରେ ରଖିଦିଅନ୍ତୁ। ଏହାର ପ୍ରୟୋଗ ଆପଣ ପ୍ରତିଦିନ ମଧ୍ୟ କରିପାରିବେ। ନକରାତ୍ମକ ଉର୍ଜା ଶାନ୍ତ ରହିଥାଏ। ଜୀବନରେ ସମସ୍ୟା କମ ହୋଇଥାଏ।

ଯଦି ଜୀବନରେ ଅଧିକ ସମସ୍ୟା ଅଛି ଅଧିକ ଚିନ୍ତା ଅଛି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଘର ଉପରେ ତନ୍ତ୍ର ମନ୍ତ୍ର କ୍ରିୟାର ପ୍ରୟୋଗ ଅଛି ଆପଣ ସେଥିରୁ ବାହାରି ପାରୁନାହାନ୍ତି ତ ସେତେବେଳେ ଏହି ଛୋଟ ଉପାୟ କରନ୍ତୁ।

ଗୋଲମରିଚକୁ ଆପଣ ଘିଅରେ ବୁଡାଇ ଆପଣ କୌଣସି ବି ଜିନିଷ ସାହାର୍ଯ୍ୟରେ କର୍ପୁର ସାହାର୍ଯ୍ୟରେ ହେଉ କିମ୍ବା ଗୋବର ଘଷି ସାହାର୍ଯ୍ୟରେ ହେଉ ଏହାକୁ ନିଜ ଘରର ସବୁଠାରୁ ଅନ୍ଧାର ଜାଗାରେ କୌଣସି ବି ପାତ୍ରରେ ରଖି ଆପଣ ଜଳେଇ ଦିଅନ୍ତୁ। ଏହି ଉପାୟକୁ ଆପଣ ରାତିରେ କରିବେ ଦିନରେ ନୁହେଁ। ଜଳେଇବା ପରେ ଯେତେବେଳେ ଏହା ଶୀତଳ ହୋଇଯିବ ତ ଏହି ପାଉଁଶକୁ ଆପଣ ଅଳ୍ପ ପାଣି ନେଇ ମିଶାଇ ଦିଅନ୍ତୁ ଏବଂ ଏହାକୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଛିଞ୍ଚନ କରନ୍ତୁ। ଏହି ଉପାୟ ଦ୍ୱାରା କୌଣସି ବି ପ୍ରକାରର ସମସ୍ୟା ଥାଉ ଧୀରେ ଧୀରେ କରି ସମାପ୍ତ ହେବାକୁ ଲାଗିବ। ଏହି ଉପାୟ ଆପଣ ପ୍ରତ୍ୟକ ରବିବାର ଦିନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *