Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ସବୁଠାରୁ ଭଲ ସ୍ବପ୍ନ ! ଯଦି ଦେଖିଛନ୍ତି ତେବେ କେବେବି ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। ଦେଖିବେ ନିଶ୍ଚିତ ଭାବରେ ସୁଫଳ ପାଇବେ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରାୟତଃ ସମସ୍ତେ ରାତିରେ ଅଲଗା ଅଲଗା ସ୍ଵପ୍ନ ଦେଖିଥାନ୍ତି। କିଛି ସ୍ଵପ୍ନ ଆମ ଜୀବନ ପାଇଁ କିଛି ମଧ୍ୟ ମହତ୍ୱ ରଖି ନଥାଏ।କିନ୍ତୁ ବେଳେବେଳେ ଏହି ସ୍ଵପ୍ନ ମାଧ୍ୟମରେ ଆମକୁ ଅନେକ ପ୍ରକାରର ସଙ୍କେତ ମିଳିଥାଏ। ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ନିଜ କେବେବି ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଯଦି ଆପଣ ଶୋଇବା ପରେ ଭଲ ସ୍ଵପ୍ନ ଦେଖୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ କି ଏହି ସ୍ଵପ୍ନ ଅନ୍ୟ କାହାକୁ କୁହନ୍ତୁ ନାହିଁ। ନଚେତ ଏହି ସ୍ଵପ୍ନଟି ସାକାର ହେବ ନାହିଁ। ଏଥିପାଇଁ ଆପଣ କୌଣସି ଭଲ ସ୍ଵପ୍ନ ଦେଖିବା ପରେ ଏହାକୁ ଗୋପନ ରଖନ୍ତୁ।

୨/ ଯଦି ଆପଣ ନିଜ ସ୍ଵପ୍ନରେ କୌଣସି ଭୟଙ୍କର ସ୍ଵପ୍ନ ରାତି ୧୨ ରୁ ୨ ଘଟିକା ମଧ୍ୟରେ ଦେଖୁଛନ୍ତି, ତାହେଲେ ତୁରନ୍ତ ଆପଣଙ୍କୁ ଭଗବାନ ଶିବଙ୍କର ଧ୍ୟାନ କରିବା ଉଚିତ କିମ୍ବା ଓଁ ନମଃ ଶିବାୟ ମନ୍ତ୍ରର ଜପ କରିବା ନିହାତି ଆବଶ୍ୟକ।

୩/ ସକାଳେ ଉଠିବା ପରେ ଗାଧୋଇ ସାରି ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କର ପୂଜା ନିଶ୍ଚିତ ଭାବରେ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣ ଦେଖିଥିବା ଖରାପ ସ୍ଵପ୍ନର ପ୍ରଭାବ ସମାପ୍ତ ହୋଇଯାଏ। ଯଦି ଆପଣ କୌଣସି ଭୟଙ୍କର ସ୍ଵପ୍ନ ଦେଖୁଛନ୍ତି, ତାହେଲେ ଆପଣ ଭଗବାନ ଶିବଙ୍କ ସହିତ ପ୍ରଭୁ ହନୁମାନଙ୍କର ମଧ୍ୟ ପୂଜାର୍ଚ୍ଚନା ନିଶ୍ଚିତ ଭାବରେ କରନ୍ତୁ। ରାତି ୧୨ ଘଟିକା ପୂର୍ବରୁ ଦେଖିଥିବା ସ୍ଵପ୍ନ ମନର ବିକୃତି ହେବାର ସଂକେତ ଦେଇଥାଏ।

୪/ ଯଦି ଆପଣ ରାତି ୧୨ ରୁ ୧ ଘଟିକା ମଧ୍ୟରେ କୌଣସି ସ୍ଵପ୍ନ ଦେଖୁଛନ୍ତି, ତାହେଲେ ଏହି ସ୍ଵପ୍ନକୁ ସଂପୂର୍ଣ୍ଣ ହେବା ପାଇଁ ୩ ବର୍ଷ ଲାଗିଥାଏ ଅଥବା ଏହି ସ୍ଵପ୍ନର ବିଶେଷ ମହତ୍ଵ ନଥାଏ।

୫/ ଯଦି ଆପଣ ରାତି ୧ ରୁ ୨ ଘଟିକା ମଧ୍ୟରେ କୌଣସି ସ୍ବପ୍ନ ଦେଖୁଛନ୍ତି, ତାହେଲେ ଏହି ସ୍ଵପ୍ନର ଫଳ ଆପଣଙ୍କୁ ଗୋଟେ ବର୍ଷ ମଧ୍ୟରେ ପ୍ରାପ୍ତ ହୋଇଥାଏ।

୬/ ଯଦି ଆପଣ ରାତି ୩ ରୁ ୪ ଘଟିକା ମଧ୍ୟରେ କୌଣସି ସ୍ବପ୍ନ ଦେଖୁଛନ୍ତି, ତାହେଲେ ଏହି ସ୍ୱପ୍ନର ଫଳ ଆପଣଙ୍କୁ ୬ ମାସ ମଧ୍ୟରେ ମିଳିଥାଏ

୭/ ଯଦି ଆପଣ ସକାଳ ୪ ରୁ ୫ ଘଟିକା ମଧ୍ୟରେ କିଛି ସ୍ବପ୍ନ ଦେଖୁଛନ୍ତି, ତାହେଲେ ଏହି ସ୍ଵପ୍ନର ଫଳ ଆପଣଙ୍କୁ ୩ ମାସ ମଧ୍ୟରେ ପ୍ରାପ୍ତ ହୋଇଥାଏ।

୮/ ସକାଳ ୫ ରୁ ୬ ଘଟିକା ମଧ୍ୟରେ ଯଦି ଆପଣ ସ୍ଵପ୍ନ ଦେଖୁଛନ୍ତି, ତାହେଲେ ସେହି ସ୍ଵପ୍ନର ଫଳ ଆପଣଙ୍କୁ ଗୋଟେ ମାସ ମଧ୍ୟରେ ପ୍ରାପ୍ତ ହୋଇଥାଏ ।

୯/ ଯଦି ଆପଣ ନିଜ ସ୍ଵପ୍ନରେ ପାରା ଦେଖୁଛନ୍ତି, ତାହେଲେ ଏହି ସ୍ବପ୍ନ ଆପଣଙ୍କୁ ଅନେକ ଭୟଙ୍କର ରୋଗରୁ ମୁକ୍ତି ମିଳିବାର ସଂକେତ ଦେଇଥାଏ।

୧୦/ ଯଦି ଆପଣ ନିଜ ସ୍ଵପ୍ନରେ ତ୍ରିଶୂଳ ଦେଖୁଛନ୍ତି, ତାହେଲେ ସ୍ବପ୍ନ ଆପଣଙ୍କ ଶତ୍ରୁ ଠାରୁ ଆପଣଙ୍କୁ ମୁକ୍ତି ମିଳି ଯିବାର ସଂକେତ ଦେଇଥାଏ

୧୧/ ଯଦି ଆପଣ ନିଜ ସ୍ଵପ୍ନରେ ମନ୍ଦିର ଦେଖୁଛନ୍ତି ଏବଂ ଏହି ସ୍ଵପ୍ନ ଯଦି ଆପଣ ରାତିରେ ଦେଖୁଛନ୍ତି, ତାହେଲେ ଆପଣଙ୍କ ଦ୍ଵାରା କୌଣସି ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହେବାର ସଂକେତ ମିଳୁଛି।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ, ତେବେ ଏହାକୁ ସମସ୍ତଙ୍କୁ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *