Excuse Me Odisha

ଯାହା କହିବୁ ସତ କହିବୁ

୭ ଟି ଦୌଡୁଥିବା ଘୋଡାର ଫୋଟ କେମିତି ଏବଂ କିପରି ଲଗେଇଲେ ବହୁତ ଜଲଦି ଧନୀ ହୋଇଯିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୭ ଟି ଘୋଡାର ଫୋଟ କେମିତି ଏବଂ କିପରି ଲଗେଇଲେ ୧୦୦% ଧନ ଏବଂ ଉନ୍ନତି ମିଳିବ।

ବନ୍ଧୁଗଣ ୭ ଟି ଦୌଡୁଥିବା ଘୋଡାର ଫୋଟ କେବେବି ଏମିତି ଲଗାନ୍ତୁ ନାହିଁ। ହୋଇଥାଏ ନକରାତ୍ମକ ପ୍ରଭାବ ଆସିଥାଏ ଘରକୁ ଓଲଟା ଗରିବୀ। ଆସନ୍ତୁ ଜାଣିବା ୭ ଟି ଦୌଡୁଥିବା ଘୋଡାର ଫୋଟ କେମିତି ଲଗାଇବା ଉଚିତ। ଏହି ଫୋଟକୁ ଘରେ ଲଗାଇଲେ ବାସ୍ତୁଦୋଷ ସବୁଦିନ ପାଇଁ ଶେଷ ହୋଇଯାଏ ଏବଂ ଆପଣ କୌଣସି ବି କାମ କରିଲେ ସେଥିରେ ସଫଳତା ନିଶ୍ଚୟ ମିଳିଥାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ବଜାରରୁ ଭୁଲ ଘୋଡାର ଫୋଟ ନେଇ ଆସନ୍ତି। ଏଥିପାଇଁ ୭ ଟି ଦୌଡୁଥିବା ଘୋଡାର ଫୋଟ କେବେବି ଏମିତି ହେବା ଉଚିତ ନୁହେଁ ନଚେତ ଓଲଟା ଗରିବୀ ଆପଣଙ୍କ ଉପରେ ପଡିଯିବ ଆପଣ କାଙ୍ଗାଳ ହୋଇଯିବେ। ତେବେ ଆସନ୍ତୁ ଜାଣିବା।

କେବେବି ଯଦି ୭ ଟି ଦୌଡୁଥିବା ଘୋଡାର ଫୋଟ ଘରକୁ ନେଇ ଆସିବେ ତ ପ୍ରଥମେ ଦେଖିବେ ଘୋଡାର ମୁହଁ ଆପଣଙ୍କର ଠିକ ସାମ୍ନାକୁ ନଥିବ ଏହା ଶୁଭ ହୋଇନଥାଏ। ସାମ୍ନାକୁ ଆସୁଥିବା ଘୋଡା ନକାରାତ୍ମକତା ବନିଥାଏ ଏହା ଦ୍ବାରା ବ୍ୟକ୍ତିର ଜୀବନ ବର୍ବାଦ ହୋଇଯାଏ ଏବଂ ସେ ଯେଉଁବି କାର୍ଯ୍ୟ କରିଥାଏ ସବୁ ଖରାପ ହୋଇଯାଏ। ଏଥି ପାଇଁ ଯେବେବି ଆପଣ ଘୋଡାର ଫୋଟ ଲଗାଇବେ ତ ଫୋଟରେ ଘଡା ସାଇଟରେ ଯିବା ଭଳି ଦେଖାଯିବ ଯେମିତି। ସାମ୍ନାକୁ ଆସୁଥିବା ଘୋଡା ବହୁତ ଅଶୁଭ ବୋଲି ମାନାଯାଏ ଏବଂ ଏହା ଆପଣଙ୍କ ପାଇଁ ଭଲ ହେବନାହିଁ।

ଭଗବାନ ସୂର୍ଯ୍ୟଦେବଙ୍କ ରଥକୁ ବି ୭ ଟି ଘୋଡା ସମ୍ଭାଳି ଥାନ୍ତି। ଏହା ୭ ଟି ରଶ୍ମିକୁ ଦର୍ଶାଇଥାଏ। ବ୍ୟକ୍ତିଙ୍କ ଜୀବନର ଗତିକୁ ନିୟନ୍ତ୍ରଣ ରଖିଥାନ୍ତି। ୭ ଅଙ୍କ ବହୁତ ଶୁଭ ମାନାଯାଏ। ଯେତେବେଳେ ଆପଣଙ୍କର ବିବାହ ହୋଇଥାଏ ତ ୭ ଫେରା ୭ ବଚନ କରବାଚୌଥରେ ବି ୭ଟି ଜିନିଷର ବି ହେବା ୭ ରଙ୍ଗ ବହୁତ ଶୁଭ ମାନାଯାଏ ଏଥିପାଇଁ ୭ ଟି ଦୌଡୁଥିବା ଘୋଡା ମଙ୍ଗଳମୟକୁ ଦର୍ଶାଇଥାଏ। ଏହା ଦ୍ବାରା ବ୍ୟକ୍ତିଙ୍କର ଆସୁଥିବା ସମସ୍ତ ସମସ୍ୟା ଶେଷ ହୋଇଯାଇଥାଏ। ୭ ଅଙ୍କ ବହୁତ ହିଁ ଶୁଭ ହୋଇଥାଏ। ସେଥିପାଇଁ ସର୍ବଦା ୭ ଟି ଘୋଡାଙ୍କର ଫୋଟ ଚାଲୁଥିବାର ଦେଖାଯିବା ଉଚିତ।

ଅନେକ ଲୋକ ଜଣା ଅଜାଣତରେ ଭୁଲ ଫୋଟ ଘରକୁ ନେଇ ଆସନ୍ତୁ ଯାହା ଦ୍ୱାରା ଘରର ଉନ୍ନତି ସେହିଠାରେ ଅଟକି ଯାଇଥାଏ। ଅଟକି ରହିଥିବା ଘୋଡାର ଗତିର ଫୋଟ ଜୀବନକୁ ବର୍ବାଦ କରିଦେଇଥାଏ ଏବଂ କେବେବି ଆଗକୁ ବଢିବାକୁ ଦିଅନ୍ତି ନାହିଁ କିନ୍ତୁ ଦୌଡୁଥିବା ଘୋଡା ଆଗକୁ ବଢିବାର ଭଲ ଚାକିରୀରେ ପ୍ରମୋସନ ଏବଂ ସାମାଜିକ ମାନ ସମ୍ମାନ ବ୍ୟତୀତ ଧନ ଲାଭର ବି ଯୋଗ ବନାଇଥାନ୍ତି। ଏଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଫୋଟରେ ଦୌଡୁଥିବା ଘୋଡା ଦେଖାଯିବା ଉଚିତ ଏବଂ ଅଟକି ରହିଥିବା ଘୋଡା ବ୍ୟକ୍ତିକୁ ବର୍ବାଦ କରିଦେଇଥାଏ। କାରଣ ଭଗବାନ ସୂର୍ଯ୍ୟଦେବଙ୍କ ରଥରେ ସର୍ବଦା ୭ଟି ଘୋଡା ଦୌଡୁଥିବାର ଦେଖାଯାନ୍ତି।

ଯାଉଥିବା ଘୋଡାର ଫୋଟ କିମ୍ବା ପ୍ରତିମା ଘରେ କେବେବି ଲଗାଇବା ଉଚିତ ନୁହେଁ। ଏହା ଦ୍ବାରା ଘରର ସମ୍ପର୍ଣ୍ଣତା ଏବଂ ସୁଖ ସମୃଦ୍ଧି ସବୁ ଚାଲିଯାଏ। ଚାଲି ଯାଉଥିବା ଘୋଡା ଘରର ବିପଦର କାରଣ ହୋଇଥାଏ। ଏମିତି ଫୋଟ କେବେବି ଘରେ ଲଗାନ୍ତୁ ନାହିଁ।

ଫୋଟଫ୍ରେମରେ ଥିବା ଘୋଡାର ଫୋଟ ଯଦି ଫାଟିଯାଏ କିମ୍ବା ଫୋଟ ଫ୍ରେମର କାଚ ଭାଙ୍ଗି ଯାଇଛି ତେବେ ତୁରନ୍ତ ତାହାକୁ କାଢି ଦିଅନ୍ତୁ। ଏମିତି ନକରିଲେ ଆପଣଙ୍କ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଘରର ଉନ୍ନତି ସେହିଠାରେ ଅଟକି ଯାଇପାରେ। ଏହା ଦ୍ବାରା ଧନ ଆସିବାର ରାସ୍ତା ବନ୍ଦ ହୋଇଯାଇପାରେ। ଫୋଟଫ୍ରେମକୁ ସର୍ବଦା ସଫା ରଖିବା ଉଚିତ। ସେଥିରେ ଧ୍ୟାନ ଦେବେ ବୁଢିଆଣି ବସା କେବେବି ନଲଗାଇବା ପାଇଁ। ନଚେତ ହୋଇଯିବେ କାଙ୍ଗାଳ।

ଘୋଡାର ଫୋଟ ଆପଣ ପୂର୍ବ ଦିଗରେ ଲଗାନ୍ତୁ। ପରିବାରରେ ଖୁସି ଏବଂ ବହୁତ ମଙ୍ଗଳମୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *