Excuse Me Odisha

ଯାହା କହିବୁ ସତ କହିବୁ

ସଫଳତା ହାସଲ କରିବା ପାଇଁ ଘୋଡାର ଖୁରାକୁ ଏହିପରି ଭାବରେ ବ୍ୟବହାର କରନ୍ତୁ, ଧନବାନ ହେବାକୁ କେହି ମଧ୍ୟ ରୋକି ପାରିବେ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ଧାତୁର ନିଜସ୍ୱ ମହତ୍ୱ ରହିଛି। ଲୁହା ,ସୁନା ,ରୂପା ,ତମ୍ବା ଏବଂ ପିତଳ ସବୁ ଧାତୁର ସମ୍ବନ୍ଧ କୌଣସି ନା କୌଣସି ଗ୍ରହ ବା ଦେବୀ ଓ ଦେବତାଙ୍କ ସହିତ ରହିଛି। ଏହିସବୁ ଧାତୁ ମଧ୍ୟରୁ ଲୁହା ହେଉଛି ଗୋଟିଏ ଏପରି ଧାତୁ ,ଯାହାଦ୍ୱାରା ତିଆରି ହୋଇଥିବା ଏହି ଗୋଟିଏ ଜିନିଷ ଶନିବାର ଦିନ ଘରକୁ ଆଣିଲେ ଲାଭଦାୟକ ହୋଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଲୁହା ବିଷୟରେ କହିବାକୁ ଯାଉଛୁ, ତାହା ହେଉଛି ଘୋଡାର ନାଳର। ଏହା ଘୋଡାର ଖୁରାରେ ଲଗାଯାଇଥାଏ। ଶନିବାର ଦିନ ଘୋଡା ନାଳ ଧାରଣ କଲେ ବା ଘରେ ଟାଙ୍ଗିଲେ ନିର୍ଦ୍ଧନ ବ୍ୟକ୍ତି ମଧ୍ୟ ଧନୀ ହୋଇ ଯାଇଥାଏ।ଏହାସହିତ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଗୁଡ଼ିକ ଦୂର ହୋଇଯାଇଥାଏ। ଆସନ୍ତୁ ଜାଣିବା ଘୋଡା ନାଳରକୁ କିପରି ବ୍ୟବହାର କଲେ ଲାଭଦାୟକ ହୋଇଥାଏ।

ବାସ୍ତୁ ଦୋଷ ପାଇଁ:-

କୌଣସି ବ୍ୟକ୍ତିର ଜାତକରେ ଶନି ଦୋଷ ଥିଲେ, ସେହି ବ୍ୟକ୍ତି ଶୋଉଥିବା ଖଟ ଉପରେ ଘୋଡା ନାଳର ଟାଙ୍ଗି ଦିଅନ୍ତୁ। ନଚେତ ଘୋଡା ନାଳର ମୁଦି ମଝି ଆଙ୍ଗୁଳିରେ ବ୍ୟବହାର କରନ୍ତୁ। ଏଭଳି କରିବା ଦ୍ୱାରା ଅଧିକ ଲାଭ ମିଳିଥାଏ ଏବଂ ଶନି ଦୋଷରୁ ମୁକ୍ତି ମିଳି ଥାଏ। ତେଣୁ ଏହି ଘୋଡା ନାଳର ଦ୍ଵାରା ଶନି ଦୋଷରୁ ମୁକ୍ତି ମିଳିଥାଏ।

କ୍ୟାରିୟରରେ ସଫଳତା ପାଇଁ:-

ଯଦି ଆପଣଙ୍କର ସନ୍ତାନଙ୍କ ମନ ପାଠପଢ଼ାରେ ଲାଗୁ ନାହିଁ, କିମ୍ବା କ୍ୟାରିୟରକୁ ଆଗକୁ ବଢ଼ାଇବା ପାଇଁ କୌଣସି ନା କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତାହେଲେ ଘୋଡା ନାଳର ମୁଦି ମଧ୍ୟମା ଆଙ୍ଗୁଳିରେ ଶନିବାର ଦିନ ଧାରଣ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

ରୋଗରୁ ମୁକ୍ତି ପାଇଁ :-

ଯଦି ପରିବାରର କୌଣସି ସଦସ୍ୟଙ୍କର ଲଗାତାର ସ୍ବାସ୍ଥ୍ୟ ଖରାପ ରହୁଛି, ତାହେଲେ ଘୋଡା ନାଳରରେ ତିଆରି ଚାର କିଲ, ୧୨୫୦ ଗ୍ରାମ ହରଡ ଡାଲି ଏବଂ ଏକ ଶୁଖିଲା ନଡ଼ିଆ ନେଇ ରୋଗୀଙ୍କ ଉପରେ ଉତାରି ଦେଇ ବହୁଥିବା ନଦୀରେ ଭସାଇ ଦେବା ଆବଶ୍ୟକ। ଏଭଳି କରିବା ଦ୍ଵାରା ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ।

ଧନ ଲାଭ ପାଇଁ:-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘୋଡା ନାଳର ବ୍ୟବହାର କରିବା ଦ୍ଵାରା ଧନଲାଭ ହୋଇଥାଏ।ଯଦି ଆପଣଙ୍କ ଘରେ ସୁଖ ସମୃଦ୍ଧି ଏବଂ ଧନଲାଭ ହେଉ ବୋଲି ଆପଣ ଚାହୁଁଛନ୍ତି, ତାହେଲେ ଘରର ଧନଭଣ୍ଡାର ଘରେ ଘୋଡା ନାଳର ଛୋଟିଆ ଅଂଶ ଅବଶ୍ୟ ରଖନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *